Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସୁକମାରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ମାଓବାଦୀ

ସୁକମା: ଟଳିପଡିଲେ ୩ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଗୋଲାପାଲ୍ଲୀ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା। ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ ଲୁଚି ରହି ସୁରକ୍ଷାକର୍ମୀଙ୍କୁ ଏକ ବଡ଼…

Naxal surrender: ୧୧ ମାଓବାଦୀଙ୍କ ଆତ୍ମସମର୍ପଣ ; ମୁଣ୍ଡରେ ଥିଲା ୩୭ ଲକ୍ଷ

ରାୟପୁର: ବସ୍ତର ଡିଭିଜନର ନକ୍ସଲ ପ୍ରଭାବିତ ଅଞ୍ଚଳ ନାରାୟଣପୁରରେ ସୁରକ୍ଷା ବାହିନୀକୁ ମିଳିଛି ବଡ ସଫଳତା । 'ପୁର୍ନବାସରୁ ପୁନର୍ଜୀବନ' ଅଭିଯାନ ଦ୍ୱାରା ପ୍ରଭାବିତ ହୋଇ, ବୁଧବାର ଅପରାହ୍ନରେ ୧୧ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଓ ସ୍ଥାୟୀ ଭାବରେ ହିଂସାର ପଥ ପରିତ୍ୟାଗ…

ଏଏମ୍/ଏନ୍ଏସ୍ ଇଣ୍ଡିଆ ଏନଇସିଏ ୨୦୨୫ର ଶ୍ରେଷ୍ଠ ନବସୃଜନ ପୁରସ୍କାରରେ ସମ୍ମାନିତ

ନୂଆଦିଲ୍ଲୀ: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ଏସ୍ ଇଣ୍ଡିଆ) କୁ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏବଂ ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି (ବିଇଇ) ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଜାତୀୟ ଊର୍ଜା ସଂରକ୍ଷଣ ପୁରସ୍କାର (ଏନଇସିଏ) ୨୦୨୫ ରେ ଶ୍ରେଷ୍ଠ ଉଦ୍ଭାବକ…

ବାରମ୍ୱାର ଆସୁଛି କି Silent Calls? ଜାଣନ୍ତୁ ଏହା କ’ଣ… ନହେଲେ ଫସିଯିବେ

ନୂଆଦିଲ୍ଲୀ: ଭାରତରେ ସାଇବର ଠକେଇର ମାମଲା ଦ୍ରୁତ ଗତିରେ ବଢ଼ୁଛି। ଠକମାନେ ଲୋକଙ୍କୁ ଫସାଇବା ପାଇଁ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଫୋନ୍ କଲ୍, ହ୍ୱାଟ୍ସଆପ୍ ଓ ଅନ୍ୟ ମେସେଜିଂ ଆପ୍ ମାଧ୍ୟମରେ ଯୋଗାଯୋଗ କରି ଏହି ଲୋକମାନେ ହେଉ ଆପଣଙ୍କ ଫୋନ୍‌ରେ କଳା କନା ବୁଲାଇବାକୁ ଚେଷ୍ଟା କରନ୍ତି ।…

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା ! କିଛି ଦିନ ଭରତେ ବଢ଼ିିଯିବ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ: ଦେଶର କୋଟି କୋଟି ମୋବାଇଲ୍ ଉପଭୋକ୍ତାଙ୍କ ପାଇଁ ଆସୁଥିବା ସମୟ କିଛି ଖରାପ ହୋଇପଡ଼ିପାରେ। ପ୍ରତି ମାସରେ ଇଣ୍ଟରନେଟ୍ ଏବଂ କଲିଂ ପାଇଁ ଶହ ଶହ ଟଙ୍କା ଖର୍ଚ୍ଚ କରୁଥିବା ମଧ୍ୟବିତ୍ତ ବର୍ଗକୁ ପୁଣିଥରେ ଝଟକା ଲାଗିବାର ଆଶଙ୍କା ରହିଛି। ରିପୋର୍ଟ ଅନୁଯାୟୀ, ଟେଲିକମ୍ କମ୍ପାନୀମାନେ…

ଭାରତୀୟ ବିମାନ ଉପରେ କଟକଣା ବଢ଼ାଇଲା ପାକିସ୍ତାନ…

ନୂଆଦିଲ୍ଲୀ: ଭାରତୀୟ ବିମାନ ପାଇଁ ଆକାଶ ସୀମା ପ୍ରତିବନ୍ଧକ ପାକିସ୍ତାନ ଲଗାଇଥିବା ବେଳେ ଏହା ଡିସେମ୍ବର ୨୪ରେ ଶେଷ ହେବାକୁ ଥିଲା। କିନ୍ତୁ ଏହି ପ୍ରତିବନ୍ଧକକୁ ଏକ ମାସ ପାଇଁ ଅର୍ଥାତ୍ ଜାନୁଆରୀ ୨୩, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛି ପାକିସ୍ତାନ। ବିମାନବନ୍ଦର କର୍ତ୍ତୃପକ୍ଷ (PAA)…

ମୃତଦେହକୁ ସୁପ କରି ପିଅନ୍ତି ଏହି ଜନଜାତିର ଲୋକ, ପରମ୍ପରା ଜାଣି ଚମକି ଉଠିବେ

ନୂଆଦିଲ୍ଲୀ: ବିଶ୍ୱର ପ୍ରତ୍ୟେକ ସଂସ୍କୃତି ମୃତ୍ୟୁକୁ ନିଜର ନିଆରା ଢଙ୍ଗରେ ବିଦାୟ ଦିଏ, କିନ୍ତୁ କେତେକ ପରମ୍ପରା ଏତେ ଅଦ୍ଭୁତ ଯେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। କେଉଁଠି ଶବକୁ ପୋତା ଯାଏ, କେଉଁଠି ଜାଳି ଦିଆଯାଏ, ଆଉ କେଉଁଠି ବିଦାୟର ଅର୍ଥ ହିଁ ଅଲଗା। ଦକ୍ଷିଣ ଆମେରିକାର ଘନ ଜଙ୍ଗଲରେ ବାସ…

ତିନି ଲକ୍ଷ ଟଙ୍କାର ରୂପା ୨୦୫୦ ବେଳକୁ କେତେ ହୋଇଯାଇଥିବ ? ଶୁଣିଲେ ଆପଣ ଆଜିଁ ହଁ ନିବେଶ କରିବା ଆରମ୍ଭ କରିବେ !

ନୂଆଦିଲ୍ଲୀ: ଦରବୃଦ୍ଧି, ବିଶ୍ୱବ୍ୟାପୀ ଅନିଶ୍ଚିତତା ଓ ବଦଳୁଥିବା ଅର୍ଥନୀତିର ଏହି ଯୁଗରେ ସାଧାରଣ ନିବେଶକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସୀମିତ ପୁଞ୍ଜିକୁ କେଉଁଠାରେ ଲଗାଇବେ। ତିନି ଲକ୍ଷ ଟଙ୍କା ଶୁଣିବାକୁ ଛୋଟ ଲାଗିପାରେ, କିନ୍ତୁ ଠିକ୍ ନିଷ୍ପତ୍ତି ନେଲେ ଏହି…

ପ୍ରବଳ ଝଡ଼ରେ ଭାଙ୍ଗିଲା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’

ନୂଆଦିଲ୍ଲୀ: ବ୍ରାଜିଲରେ ପ୍ରବଳ ଝଡ଼ ଯୋଗୁ ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏକ ୨୪ ମିଟର ଉଚ୍ଚ ପ୍ରତିକୃତି ଭୁଶୁଡ଼ି ପଡ଼ିଛି। ଷ୍ଟାଚ୍ୟୁ ଅଫ୍ ଲିବର୍ଟିର ଏହି ପ୍ରତିକୃତିକୁ ଦକ୍ଷିଣ ବ୍ରାଜିଲର ଗୁଆଇବା ସହରସ୍ଥିତ ହାଭାନ୍ ମେଗାଷ୍ଟୋର ବାହାରେ ରଖାଯାଇଥିଲା। ଏହାର ଏକ ଭିଡିଓ ସାମ୍ନାକୁ ଆସିଛି।…

India summons Bangladesh High Commissioner: ଭାରତକୁ ଧମକ…ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ବାଂଲା ନେତାଙ୍କ ବିବାଦୀୟ ବୟାନ ପରେ ଭାରତରେ ଅବସ୍ଥିତ ବାଂଲା ହାଇ କମିଶନରଙ୍କୁ ସମନ । ହାଇ କମିଶନର ମହମ୍ମଦ ରିଆଜ୍ ହାମିଦୁଲ୍ଲାଙ୍କୁ କୁଟନୈତିକ ସ୍ତରରେ ସମନ୍ କରାଯାଇଛି । ଗତ କିଛି ଦିନ ଧରି ବାଂଲାଦେଶ ରାଜଧାନୀରେ ଭାରତୀୟ ମିଶନ ବାହାରେ ଚାଲିଥିବା ବିରୋଧ ପ୍ରଦର୍ଶନ…