Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସବୁ ଫୋନ ଉପରେ ସାଇବର ଆଟାକ, ତୁରନ୍ତ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ସ୍ମାର୍ଟଫୋନ୍, ଲ୍ୟାପଟପ୍ କିମ୍ବା ଇଣ୍ଟରନେଟ୍ ବ୍ରାଉଜର ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଲ୍ ଏବଂ ଗୁଗୁଲ୍ ବିଶ୍ୱବ୍ୟାପୀ ଏକ ଗମ୍ଭୀର ସାଇବର ଆକ୍ରମଣ ପରେ ଏମରଜେନ୍ସି ସିକ୍ୟୁରିଟି ଅପଡେଟ୍ ଜାରି କରିଛନ୍ତି। ଉଭୟ କମ୍ପାନୀ…

ଥଣ୍ଡାରେ ବି ଗରମ ହେଉଛି ଆପଣଙ୍କ ଫୋନ? ଶୀତ ଦିନେ ଏମିତି ହେଲେ ସାବଧାନ!

ନୂଆଦିଲ୍ଲୀ: ଅନେକ ଲୋକେ ଭାବନ୍ତି ଯେ ଫୋନ୍ କେବଳ ଗ୍ରୀଷ୍ମ ଋତୁରେ ହିଁ ଅଧିକ ଗରମ ହୋଇଥାଏ, କିନ୍ତୁ ଅନେକ ଉପଭୋକ୍ତା ଶୀତ ଋତୁରେ ମଧ୍ୟ ସ୍ମାର୍ଟଫୋନ୍ ଅତ୍ୟଧିକ ଗରମ ହେବାର ଅଭିଯୋଗ କରନ୍ତି। ଥଣ୍ଡା ଋତୁରେ ହାତ ଥଣ୍ଡା ହୋଇଯାଏ, କିନ୍ତୁ ଫୋନ୍ ଗରମ ହେବା ଅନେକ ଥର ଆଶ୍ଚର୍ଯ୍ୟ କରିଦିଏ।…

ଏବେ ନେପାଳରେ ଚାଲିବ ୨୦୦ ଓ ୫୦୦ ଭାରତୀୟ ନୋଟ୍, ସେଠାରେ କେତେ ହୋଇଯିବ ଏହାର ଭେଲ୍ୟୁ

ନୂଆଦିଲ୍ଲୀ: ପ୍ରତିବର୍ଷ ହଜାର ହଜାର ଭାରତୀୟ ନେପାଳ ବୁଲିବାକୁ ଯାଆନ୍ତି ଏବଂ ବଡ଼ ସଂଖ୍ୟାରେ ଲୋକେ ସେଠାରେ କାମ ଓ ବ୍ୟବସାୟ ମଧ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ ନେପାଳ ସରକାର ପ୍ରାୟ ୧୦ ବର୍ଷ ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ନେପାଳ ଏବେ ୧୦୦ରୁ ଅଧିକ ମୂଲ୍ୟର ଭାରତୀୟ ନୋଟ୍ ଉପରେ…

କୁକୁର ଗଣିବା ପାଇଁ ଶିକ୍ଷକଙ୍କୁ କେତେ ମିଳିବ ଟଙ୍କା? ଦରମାଠୁ ଅଧିକ ମିଳିବ….

ନୂଆଦିଲ୍ଲୀ:  ଉତ୍ତରପ୍ରଦେଶର ଅଲିଗଡ଼ରେ ଏକ ନୂଆ ପ୍ରଶାସନିକ ଆଦେଶ ବଡ଼ ଧରଣର ବିବାଦ ସୃଷ୍ଟି କରିଛି। ସେଠାରେ  ସ୍କୁଲ ଶିକ୍ଷକମାନଙ୍କୁ ଏକ ଅଦ୍ଭୁତ ଦାୟିତ୍ୱ ଦିଆଯାଇଛି। ଏହି ଦାୟିତ୍ୱ ହେଉଛି ବୁଲା କୁକୁରମାନଙ୍କର ଗଣତି କରିବା। ଏହି ନିର୍ଦ୍ଦେଶ ବେସିକ ଶିକ୍ଷା ବିଭାଗ ଦ୍ୱାରା ଜାରି ହୋଇଛି…

China Spying Bird: ନୌସେନା ଘାଟି ନିକଟରୁ ମିଳିଲା ଚୀନ୍ ଟ୍ରାକର ଲାଗିଥିବା ପକ୍ଷୀ…ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ: ରାଜ୍ୟର ଉପକୂଳବର୍ତ୍ତୀ ସହର କାରୱାର ତଟରେ ଏକ ସିଗଲକୁ ଠାବ କରାଯାଇଛି । ସେହି ପ୍ରବାସୀ ସିଗଲ୍ ଶରୀରରେ ଏକ ଚୀନ୍ ଜିପିଏସ୍ ଟ୍ରାକିଂ ଡିଭାଇସ୍ ମିଳିଛି । ଏହି ପକ୍ଷୀଟି କାରୱାରର ଥିମ୍ମାକ୍କା ଗାର୍ଡେନ ପଛରେ ଦେଖାଯାଇଥିଲା। କାରୱାର ଭାରତ ପାଇଁ ରଣନୈତିକ ଭାବରେ ବହୁତ…

VB–G RAM G କଣ ? ବିରୋଧୀଙ୍କ ହଟ୍ଟଗୋଳ ଭିତରେ ବିଲ୍‌ ପାରିତ

ନୂଆଦିଲ୍ଲୀ: ବିରୋଧୀଙ୍କ ପ୍ରବଳ ହୋ ହଲ୍ଲା ଭିତରେ ଲୋକସଭାରେ ପାରିତ ହେଲା VB–G RAM G ବିଲ୍‌। MGNREGA ବଦଳରେ ସରକାର ଆଣିଥିଲେ VB–G RAM-G ବିଲ୍‌ । ବିରୋଧୀ ସାଂସଦମାନଙ୍କ ନାରାବାଜି ସତ୍ତ୍ୱେ ଧ୍ୱନିମତରେ ଏହି ବିଲ୍ ଗୃହୀତ ହୋଇଛି । କେନ୍ଦ୍ର କୃଷି ମନ୍ତ୍ରୀ ଗୃହରେ ଅଭିଭାଷଣ ରଖିବା…

Best Woman Parliamentarian Award: ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ମିଳିଲା ଶ୍ରେଷ୍ଠ ମହିଳା…

ନୂଆଦିଲ୍ଲୀ: ଓଡ଼ିଶାର ବିଜେପି ସାଂସଦ ସଙ୍ଗୀତା ସିଂହ ଦେଓଙ୍କୁ ବର୍ଷର ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର (ଲୋକସଭା) ପ୍ରଦାନ କରାଯାଇଛି। ଲୋକମତ ତରଫରୁ ୨୦୨୪-୨୫ ବର୍ଷ ପାଇଁ ନୂଆଦିଲ୍ଲୀରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର (Best Woman…

AI-based Digital Toll: ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା; ଏଣିକି ଟୋଲ୍ ଟ୍ୟାକ୍ସ ଆଦାୟ କରିବ AI

ନୂଆଦିଲ୍ଲୀ: ବୁଧବାର ଦିନ ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ ଶେଷ ସୁଦ୍ଧା ସାରା ଦେଶରେ ଏକ ସାଟେଲାଇଟ୍-ଆଧାରିତ ଟୋଲ୍ ଆଦାୟ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ, ଯାହା ଦ୍ୱାରା ଯାତ୍ରୀମାନଙ୍କୁ ଟୋଲ୍ ପ୍ଲାଜାରେ ଅପେକ୍ଷା କରିବାରୁ ରକ୍ଷା…

Sculptor Ram Sutar passes away: ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ର ନିର୍ମାତା ରାମ ସୂତାରଙ୍କ ପରଲୋକ;…

ନୂଆଦିଲ୍ଲୀ:ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି, ଷ୍ଟାଚ୍ୟୁ ଅଫ୍ ୟୁନିଟି ଡିଜାଇନ୍ କରିଥିବା ପ୍ରସିଦ୍ଧ ମୂର୍ତ୍ତିକାର ରାମ ବନଜୀ ସୂତାରଙ୍କ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ପୁଅ ଅନିଲ ସୂତାର ଏହି ଖବରକୁ ନିଶ୍ଚିତ କରିଛନ୍ତି। ସେ ନୋଏଡାସ୍ଥିତ ନିଜ…

NOTAM over Bay of Bengal: କ୍ଷେପଣାସ୍ତ୍ର ପରୀକ୍ଷଣ ସମ୍ଭାବନା…ବଙ୍ଗୋପସାଗରରେ ଜାରି ହେଲା NOTAM

ନୂଆଦିଲ୍ଲୀ: ଭାରତ ସରକାର ଦେଶର ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ ନିରନ୍ତର ପଦକ୍ଷେପ ନେଉଛନ୍ତି। କିଛି ଦିନ ହେବ, ଦେଶରେ କ୍ଷେପଣାସ୍ତ୍ର ଏବଂ ଅନ୍ୟାନ୍ୟ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ ଏବଂ ନିର୍ମାଣରେ ଦ୍ରୁତ ବୃଦ୍ଧି ଘଟିଛି। ଏହା ଭାରତୀୟ ସେନାର ସାମରିକ କ୍ଷମତାକୁ ନିରନ୍ତର…