Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ପ୍ରଦୂଷଣକୁ ନେଇ କ୍ଷମା ମାଗିଲେ ମନ୍ତ୍ରୀ; ଏତେ କମ୍ ସମୟ…

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଯାହାକୁ ନେଇ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କ୍ଷମା ମାଗିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାର ଅନେକ ପ୍ରୟାସ କରିଛନ୍ତି। ଏପରିକି ଦିଲ୍ଲୀ ସରକାର କୃତ୍ରିମ ବର୍ଷା ମଧ୍ୟ କରାଇଥିଲେ…

Dhruv64:ଲଞ୍ଚ ହେଲା ଭାରତର ପ୍ରଥମ 1.0 GHz ସ୍ୱଦେଶୀ ଚିପ୍ ; ପ୍ରତିରକ୍ଷା କ୍ଷେତ୍ରରେ ହେବ ଉପଯୋଗୀ

ନୂଆଦିଲ୍ଲୀ:ଭାରତ ନିଜର ପ୍ରଥମ ସ୍ୱଦେଶୀ 1.0 GHz, 64-ବିଟ୍ ଡୁଆଲ୍-କୋର୍ Dhruv64 ଚିପ୍ ଲଞ୍ଚ କରିଛି । ଫଳରେ ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି ଭାରତ। ଏହି ଚିପ୍ ଭାରତକୁ ବିଦେଶୀ ଚିପ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବାରେ ସାହାଯ୍ୟ କରିବ। ଏହା…

ବଦମାସ ଗୁଳି ଚଳାଇଲେ, ମୋବାଇଲ ବଂଚାଇଲା ଜୀବନ

ଇନ୍ଦୋର: ଭଗବାନ ଯାହାକୁ ରକ୍ଷା କରିବେ ତାକୁ କିଏ ବା ମାରିବ । ରାଉରେ ଏ ଭଳି ଏକ ଘଟଣା ଘଟିଛି । ଦୁଇ ଜଣ ବଦମାସ ଏକ କଳା ସ୍କୁଟରରେ ଆସି ବିନୟ ପାଟୀଦାରଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ବିନୟଙ୍କ ପକେଟରେ ଥିବା ମୋବାଇଲ ଓ ଏଟିଏମ କାର୍ଡ ତାଙ୍କ ଜୀବନ ବଂଚାଇ ଦେଇଥିଲା । ଗୁଳି ମୋବାଇଲ,…

ମୁଖ୍ୟସ୍ରୋତକୁ ଫେରିଲେ ୩୪ ମାଓବାଦୀ କ୍ୟାଡର, ସେମାନଙ୍କ ଉପରେ ଥିଲା ୮୪ ଲକ୍ଷ ଟଙ୍କା ପୁରସ୍କାର ରାଶି

ବିଜାପୁର: ଭୂଷୁଡୁଛି ମାଓଗଡ । ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ, ଆଜି ୩୪ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି । ଏଥିରେ ପ୍ରତିନିଧିତ୍ୱ କରୁଥିବା ୭ ଜଣ ମହିଳା କ୍ୟାଡର ଏବଂ ୨୭ ଜଣ ପୁରୁଷ କ୍ୟାଡର ଅଛନ୍ତି । ଏହି ସମସ୍ତ ମାଓବାଦୀମାନେ ସଶସ୍ତ୍ର ଏବଂ ହିଂସାତ୍ମକ…

ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ; ଥାଇଲାଣ୍ଡରୁ ଭାରତ ଆସିଲେ ଲୁଥ୍ରା ବ୍ରଦର୍ସ

ନୂଆଦିଲ୍ଲୀ: ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡରେ ଅଭିଯୁକ୍ତ ଲୁଥ୍ରା ବ୍ରଦର୍ସ ମଙ୍ଗଳବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ। ଡିସେମ୍ବର ୬ ତାରିଖରେ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ମୃତ୍ୟୁ ପରେ ସେମାନେ ଥାଇଲ୍ୟାଣ୍ଡ ପଳାଇ ଯାଇଥିଲେ। ଗୌରବ ଲୁଥ୍ରା ଏବଂ ସୌରଭ ଲୁଥ୍ରା ଉତ୍ତର…

India-Afghan Relations: ୩ ମାସରେ ତୃତୀୟ ଆଫଗାନିସ୍ତାନ ମନ୍ତ୍ରୀ ଆସିଲେ ଭାରତ…ଜାଣନ୍ତୁ କ’ଣ ରହିଛି…

ନୂଆଦିଲ୍ଲୀ:ଆଫଗାନିସ୍ତାନର ସ୍ୱାସ୍ଥ୍ୟମନ୍ତ୍ରୀ ମୌଲଭି ନୁର ଜଲାଲ ଜଲାଲି ଭାରତ ଗସ୍ତରେ ଅଛନ୍ତି। ସେ ଦିଲ୍ଲୀରେ ପହଞ୍ଚିଛନ୍ତି। ଗତ ତିନି ମାସ ମଧ୍ୟରେ ଏହା ଜଣେ ଆଫଗାନିସ୍ତାନ ମନ୍ତ୍ରୀଙ୍କ ତୃତୀୟ ଭାରତ ଗସ୍ତ। ତାଲିବାନର କ୍ଷମତା ବୃଦ୍ଧି ପରେ ଏହି ବିକାଶ ସୂଚାଇ ଦେଉଛି ଯେ ଉଭୟ ପକ୍ଷ…

ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, କଂଗ୍ରେସ କହିଲା ସତ୍ୟର ବିଜୟ ହୋଇଛି..

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ଏକ କୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚାର୍ଜସିଟ୍ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି । ଏହି ନିଷ୍ପତ୍ତିକୁ ଗାନ୍ଧୀ ପରିବାର ପାଇଁ ଆଇନଗତ ଆଶ୍ୱସ୍ତି…

Op Sindoor: ଭାରତୀୟ ସେନା ପ୍ରଦର୍ଶନ କଲେ ତୁର୍କୀ ଡ୍ରୋନ୍;ଅପରେସନ୍ ସିନ୍ଦୁରରେ ହୋଇଥିଲା ଧ୍ବଂସ, ଦେଖନ୍ତୁ…

ନୂଆଦିଲ୍ଲୀ: ସୋମବାର ଦିନ ଭାରତୀୟ ସେନା ଏକ ଡ୍ରୋନକୁ ସର୍ବସାଧାରଣରେ ପ୍ରଦର୍ଶନ କରିଛି । ଭାରତୀୟ ସେନା ୫୪ତମ ବିଜୟ ଦିବସ ଉତ୍ସବରେ ତୁର୍କୀ ନିର୍ମିତ YIHA କାମିକାଜେ ଡ୍ରୋନ(Turkish kamikaze drone Yiiha)ପ୍ରଦର୍ଶନ କରିଥିଲା। ଏହି ଡ୍ରୋନକୁ ପାକିସ୍ତାନ ଅପରେସନ ସିନ୍ଦୂର ସମୟରେ…

Messi Event Chaos ମେସି ବିଭ୍ରାଟ: ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସିଙ୍କୁ ନେଇ କୋଲକାତାରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ପରେ ଏହା ରାଜନୀତିର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଦୁର୍ଘଟଣା ପରେ ଟିଏମସି- ବିଜେପି ମୁହାଁମୁହିଁ ହେବା ସହିତ ବହୁ ତର୍କ ବିତର୍କ ଲାଗିରହିଛି । ତେବେ ମେସିଙ୍କ…

ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ଲୁଣର ଦାନାଠାରୁ ଛୋଟ ମାଇକ୍ରୋ ରୋବଟ

ନୂଆଦିଲ୍ଲୀ: ବିଜ୍ଞାନ ଦୁନିଆରେ ଏକ ବଡ ଚମତ୍କାର ଦେଖିବାକୁ ମିଳିଛି । ଆମେରିକା ୟୁନିଭରସିଟି ଅଫ ପେନସିଲଭେନିୟା ଓ ୟୁନିଭରସିଟି ଅଫ ମିଶିଗନର ବୈଜ୍ଞାନିକମାନେ ଏକ କ୍ଷୁଦ୍ରକାୟ ମାଇକ୍ରୋ ରୋବଟ ପ୍ରସ୍ତୁତ କରିଛନ୍ତି । ଏହାର ଆକାର ଲୁଣର ଦାନାଠାରୁ ମଧ୍ୟ ଛୋଟ । ଏହି ରୋବଟ ମେଡିକାଲ ସାଇନ୍ସକୁ…