Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘କଂଗ୍ରେସ ସାଂସଦ ୧୦୦% ପାକିସ୍ତାନୀ ଏଜେଣ୍ଟ’ କେଉଁ ନେତାଙ୍କୁ ଇଙ୍ଗିତ କରି କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶୁକ୍ରବାର ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ରାଜ୍ୟ ୟୁନିଟ୍ ସଭାପତି ଏବଂ ସାଂସଦ ଗୌରବ ଗୋଗୋଇ 'ପାକିସ୍ତାନୀ ଏଜେଣ୍ଟ'। ହିମନ୍ତ ଶର୍ମା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ବ୍ରିଟିଶ ପତ୍ନୀଙ୍କ ମାଧ୍ୟମରେ ଗୋଗୋଇଙ୍କ ଉପରେ…

RSSକୁ ବ୍ୟାନ୍ କରିବା ଦାବିକୁ ନେଇ ବିଜେପିର କଡ଼ା ସମାଲୋଚନା… ଖଡଗେଙ୍କୁ ଇତିହାସ ପଢିବା ଉଚିତ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବିଷୟରେ ମନ୍ତବ୍ୟକୁ ନିନ୍ଦା କରିଛି। ଯାହାର ପାଲଟା ଆକ୍ରମଣ କରିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ଖଡଗେଙ୍କୁ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫଆଇ),…

ପ୍ରଧାନମନ୍ତ୍ରୀ ଏବେ ସମ୍ରାଟ ହୋଇନାହାଁନ୍ତି… ମୋଦିଙ୍କୁ ମଲ୍ଲିକାର୍ଜୁନ ଖଡଗେଙ୍କ କଟାକ୍ଷ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଶୁକ୍ରବାର ଦିନ ଅହମ୍ମଦାବାଦରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ପାଳନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏକ ବ୍ରିଟିଶ ଟୋପି ପିନ୍ଧି ଜଣେ ରାଜାଙ୍କ ପରି ବସିଛନ୍ତି।…

Tanzania Violence: ତାଞ୍ଜାନିଆ ନିର୍ବାଚନୀ ହିଂସାରେ ୭୦୦ ମୃତ

ନୂଆଦିଲ୍ଲୀ: ପୂର୍ବ ଆଫ୍ରିକାର ବୃହତ୍ତମ ରାଷ୍ଟ୍ର ତାଞ୍ଜାନିଆରେ ଏବେ ଭୀଷଣ ରାଜନୈତିକ ହିଂସା ଚାଲିଛି। ଗତ ୩ ଦିନର ନିର୍ବାଚନୀ ହିଂସାରେ ପ୍ରାୟ ୭୦୦ ଜଣଙ୍କର ମୃତ୍ୟୁ ହୋଇଥିବା ଦେଶର ମୁଖ୍ୟ ବିରୋଧୀ ଦଳ ଚାଡେମା ଦାବି କରିଛି। ଅନ୍ୟପଟେ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ପାଖରେ…

Terrorist killed: ଲସ୍କରର ଟପ୍ କମାଣ୍ଡର ମୁଜାହିଦକୁ ହତ୍ୟା କଲେ ଅଜ୍ଞାତ ଆକ୍ରମଣକାରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା (LeT)ର ଜଣେ ସକ୍ରିୟ ସଦସ୍ୟ ଶେଖ ମୋଇଜ୍ ମୁଜାହିଦଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଘଟଣାଟି ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମୁଜାହିଦର ଘର ବାହାରେ ଘଟିଥିଲା, ଯେଉଁଠାରେ…

Ravi Kishan: ଅଭିନେତା ତଥା ସାସଂଦ ରବି କିଶନଙ୍କୁ ଜୀବନରୁ ମାରିଦେବାକୁ ଧମକ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ଏବଂ ଗୋରଖପୁରରୁ ଭାରତୀୟ ଜନତା ପାର୍ଟିର ସାଂସଦ ରବି କିଶନ ଶୁକ୍ଳା ସବୁବେଳେ କୌଣସି ନା କୌଣସି କାରଣରୁ ଖବରର ଶିରୋନାମାରେ ରହିଥାନ୍ତି । ସେ ପୁଣି ଥରେ ଖବରରେ ଅଛନ୍ତି । ବିହାର ବିଧାନସଭା ନିର୍ବାଚନ ମଧ୍ୟରେ, ଅଭିନେତାଙ୍କୁ ହତ୍ୟା ଧମକ ମିଳିଛି । ଏହି…

ଭାରତ ପୁଣି ଦେଖାଇଲା ଦମ୍, ରୁଷରୁ ୫ଟି ତୈଳ ଜାହାଜ କିଣିଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ୟୁରୋପୀୟ ଦେଶମାନଙ୍କ ଚାପ ସତ୍ତ୍ୱେ, ଭାରତ ପୁଣି ଥରେ ଏକ ବଡ଼ ପଦକ୍ଷେପ ନେଇଛି । ଦେଶ ତା'ର ଶକ୍ତି ସ୍ୱାର୍ଥକୁ ପ୍ରାଥମିକତା ଦେଇଛି । ଦେଶର ସର୍ବବୃହତ ରିଫାଇନିଂ କମ୍ପାନୀ, ଇଣ୍ଡିଆନ ଅଏଲ କର୍ପୋରେସନ (IOC) ଡିସେମ୍ବର ମାସ ପାଇଁ…

ନଭେମ୍ୱର ଏହି ତିନି ରାଶିଙ୍କ ଭାଗ୍ୟ ଫିଟିବ, ଶନି କରିଦେବେ ମାଲେମାଲ

ନୂଆଦିଲ୍ଲୀ: କର୍ମଫଳଦାତା ଓ ଦଣ୍ଡାଧିକାରୀ ଗ୍ରହ ଶନିର ଶୁଭ-ଅଶୁଭ ପ୍ରଭାବରୁ ଲୋକଙ୍କ ଜୀବନ ଉପରେ ପ୍ରଭାବ ପଡ଼େ। ଶନି ଗ୍ରହ ଦେଢ଼ ବର୍ଷରେ ରାଶି ପରିବର୍ତ୍ତନ କରନ୍ତି। ଶନି ଚଳନରେ ପରିବର୍ତ୍ତନ ହେଲେ ରାଶି ଜାତକର ଜୀବନ ଉପରେ ପ୍ରଭାବ ପଡ଼େ। ଶନି ଦେବ ଏବେ ମୀନ ରାଶିରେ ଚଣନ କରୁଛନ୍ତି। ସେ…

Ed Office: ଇଡି ଅଫିସକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକପୂର୍ଣ୍ଣ ମେଲ୍

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇର ଶାସ୍ତ୍ରୀ ଭବନରେ ଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କାର୍ଯ୍ୟାଳୟକୁ RDX ସହିତ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି । ଏହି ଧମକ ଇମେଲ୍ ମାଧ୍ୟମରେ ଦିଆଯାଇଥିଲା । ଏହି ଧମକପୂର୍ଣ୍ଣ ଇମେଲ୍ ରେ ଦାବି ହୋଇଛି ଯେ, ଏହି ଧମକ କେ.ଏନ୍. ନେହେରୁ ମାମଲା…

ନେଟଫ୍ଲିକ୍ସରେ ବି ଆସିଲା ରିଲ୍ସ ଭଳି ଫିଚର୍, ଏବେ ଦେଖିପାରିବେ ସର୍ଟ ଭିଡିଓ

ନୂଆଦିଲ୍ଲୀ: ସର୍ଟ ଭିଡିଓକୁ ନେଇ ପ୍ରତିଯୋଗିତା ଆହୁରି କଡ଼ା ହେଉଛି। ଏବେ ନେଟଫ୍ଲିକ୍ସ ମଧ୍ୟ ଇନଷ୍ଟାଗ୍ରାମ ରିଲ୍ସ ଭଳି ମୋବାଇଲରେ ନୂଆ ଭର୍ଟିକାଲ ଫିଡ୍ ଆରମ୍ଭ କରିବାର ନିଷ୍ପତ୍ତି ନେଇଛି। କମ୍ପାନୀ ବର୍ତ୍ତମାନ ଏହି ଫିଚରର ଟେଷ୍ଟିଙ୍ଗ୍ କରୁଛି। ଏହି ଫିଚର ୟୁଜର୍ସମାନଙ୍କୁ ଫିଲ୍ମ ଓ ଟିଭି…