Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଉପରାଷ୍ଟ୍ରପତି ନିର୍ବାଚନ: ୧୫ ଭୋଟ ଅବୈଧ, କ୍ରସ ଭୋଟିଂ ସଂଖ୍ୟା ଅସ୍ପଷ୍ଟ

ନୂଆଦିଲ୍ଲୀ: ଭାରତର ୧୭ତମ ଉପରାଷ୍ଟ୍ରପତି ନିର୍ବାଚନରେ ସିପି ରାଧାକୃଷ୍ଣନ ବିଜୟୀ ହୋଇଛନ୍ତି। ସେ ମୋଟ ୪୫୨ ଭୋଟ ପାଇଛନ୍ତି। ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ୩୦୦ ଭୋଟ ପାଇ ପରାଜିତ ହୋଇଛନ୍ତି। ନିର୍ବାଚନରେ ୯୮.୨% ଭୋଟିଂ ହୋଇଥିଲା। କିନ୍ତୁ ୧୫ଟି ଭୋଟ ଅବୈଧ ଘୋଷିତ ହୋଇଛି।…

ଦେଶର ନୂଆ ଉପ ରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ନୂଆ ଉପ ରାଷ୍ଟ୍ରପତି ହେଲେ ଚନ୍ଦ୍ରପୁରମ୍ ପୋନୁସାମୀ ରାଧାକ୍ରିଷ୍ଣନ । ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ବିଜୟୀ ହୋଇ ଦେଶର ୧୪ତମ ଉପ ରାଷ୍ଟ୍ରପତି ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବି ଇଣ୍ଡିଆ ବ୍ଲକ ପ୍ରାର୍ଥୀ ଅବସରପ୍ରାପ୍ତ…

ସିଆଚେନ ଗ୍ଲେସିୟରରେ ହିମସ୍ଖଳନ; ୩ ଯବାନ ନିହତ, ବହୁ ନିଖୋଜ

ନୂଆଦିଲ୍ଲୀ: ଆଜି ଲଦାଖର ସିଆଚେନ ଗ୍ଲେସିୟରରେ ପ୍ରବଳ ତୁଷାରପାତ (ହିମସ୍ଖଳନ) ହୋଇ ତିନି ଜଣ ଭାରତୀୟ ସେନା ପ୍ରାଣ ହରାଇଛନ୍ତି। ହଠାତ୍ ତୁଷାରପାତ ଯୋଗୁଁ ସିଆଚେନର ଉଚ୍ଚରେ ଥିବା ବେସ କ୍ୟାମ୍ପରେ ସୈନିକମାନେ ବରଫ ଏବଂ ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲେ। ଉଦ୍ଧାର କାର୍ଯ୍ୟ ପରେ ତିନି…

Kajal Aggarwal: ସଡ଼କ ଦୁର୍ଘଟଣାରେ କାଜଲ ଅଗ୍ରୱାଲଙ୍କ ମୃତ୍ୟୁ ?, ସାମ୍ନାକୁ ଆସିଲା ସତ…..

ମୁମ୍ବାଇ: ଭାରତୀୟ ସିନେମାର ଅନନ୍ୟ ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଫ୍ୟାନ୍ସଙ୍କୁ ସ୍ତବ୍ଧ କରିଦେଇଥିଲା । ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ଏବେ ନିଜେ ଅଭିନେତ୍ରୀ ଆଗକୁ ଆସି ସବୁ ଏହା ଗୁଜବ ବୋଲି ପ୍ରକାଶ…

Operation Sindoor: ‘ଅପରେସନ ସିନ୍ଦୂର’ର ସଫଳତା ପଛରେ ଥିଲା ୪୦୦ ବୈଜ୍ଞାନିକଙ୍କର ବଡ଼ ଭୂମିକା, କିପରି…

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କୀ ହାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା। ଆତଙ୍କବାଦୀମାନେ ଚଳିତ ବର୍ଷା ୨୨ ଏପ୍ରିଲରେ ପହଲଗାମରେ ଆକ୍ରମଣ କରିଥିଲେ। ଏହି ସମୟରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ୨୬ ଜଣ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ସମଗ୍ର ଦେଶ କ୍ରୋଧିତ…

Nepal GenZs Protests: କାହିଁକି ଜଳୁଛି ନେପାଳ?

ନୂଆଦିଲ୍ଲୀ: ନେପାଳ ଯୁବକଙ୍କ କ୍ରୋଧରେ ଜଳୁଛି ନେପାଳ । ନେପାଳରେ ସରକାରଙ୍କ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଯୁବକମାନେ ଶାନ୍ତ ହେଉନାହାଁନ୍ତି । ଅଧିକରୁ ଅଧିକ ହିଂସାତ୍ମକ ହେବାରେ ଲାଗିଛନ୍ତି । ପ୍ରତିବାଦକାରୀ ଯୁବକମାନେ ନେପାଳ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବାସଭବନରୁ ନେଇ…

Gold Price Hike: ବଢିଲା ସୁନା ଏବଂ ରୁପା ଦର, ଜାଣନ୍ତୁ କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ: ଲକ୍ଷେ ଟପିଲା ସୁନା ଦର। ଦେଶରେ ହୁ ହୁ ହୋଇ ବଢୁଥିବା ସୁନା ଦର ଏବେ ଗ୍ରାହକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ସେପ୍ଟେମ୍ବର ୯ ତାରିଖରେ ଭାରତୀୟ ସୁନା ବଜାରରେ ସୁନା ଏବଂ ରୁପାର ମୂଲ୍ୟରେ ବୃଦ୍ଧି ଘଟିଛି। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୧୦ ହଜାର ୨୯୦…

ହିଂସା ମଧ୍ୟରେ ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି 

କାଠମାଣ୍ଡୁ: ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲ ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ। ଏଥିସହିତ ଇସ୍ତଫା ଦେବା ପରେ ହିଁ ପରିସ୍ଥିତିରେ ସୁଧାର ଆସିବ ବୋଲି ସେ କହିଥିଲେ। ନେପାଳରେ…

Vice-Presidential Election: କାହିଁକି ବିଜୟୀ ହେବେ ରାଧାକ୍ରିଷ୍ଣନ୍?

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଭୋଟ ଦେଇ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନେ ଆଜି ଭୋଟ ଦେଉଛନ୍ତି । ଯାହା ମଙ୍ଗଳବାର…

Bangladeshi Hilsa: ଦୁର୍ଗା ପୂଜା ପାଇଁ ଭାରତକୁ ଆସିବ ଇଲିସି, ୧୨୦୦ ଟନ୍‌ ମାଛ ରପ୍ତାନି କଲା ବାଂଲାଦେଶ

କୋଲକାତା: ଆଉ କେଇଟା ଦିନ ପରେ ଧରାବତରଣ କରିବେ ମାଆ ଦୁର୍ଗା। ଚାରିଆଡେ ଉତ୍ସବମୁଖର। ତେବେ ଶାରଦୀୟ ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧିଲାଭ କରିଥିବା ପଶ୍ଚିମବଙ୍ଗରେ ମା'ଙ୍କ ପୂଜାରେ ଲୋକେ ଭିନ୍ନ ପ୍ରକାର ପାଳନ କରନ୍ତି। କାରଣ ଏଠାରେ ଦୁର୍ଗା ପୂଜା ସମୟରେ ଇଲିସି ମାଛର ଚାହିଦା ଅତ୍ୟନ୍ତ ବୃଦ୍ଧି…