Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଏବେ AI କରିବ ଲୋକଙ୍କ ସମସ୍ୟାର ସମାଧାନ, ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଚମତ୍କାର ପ୍ରଜେକ୍ଟ

ନୂଆଦିଲ୍ଲୀ: ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC) ସହରର ପ୍ରମୁଖ ସମସ୍ୟା ସମାଧାନ ଓ ନାଗରିକ ସେବାକୁ ଉନ୍ନତ କରିବା ପାଇଁ ଗୁଗଲ ସହ ହାତ ମିଳାଇଛି। ଏହି ଉଦ୍ୟମ ଅଧୀନରେ ଖୁବଶୀଘ୍ର ଏକ ଜେନେରେଟିଭ ଏଆଇ (Generative AI) ଆଧାରିତ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବ, ଯାହା…

ଜହ୍ନରେ କାହିଁକି ପରମାଣୁ ରିଏକ୍ଚର ବନାଇବାକୁ ଚାହୁଁଛି ଆମେରିକା, ଏଥିରେ କ’ଣ ହେବ ?

ନୂଆଦିଲ୍ଲୀ: ଆମେରିକା ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଚନ୍ଦ୍ରରେ ଏକ ପରମାଣୁ ରିଆକ୍ଟର ନିର୍ମାଣ କରିବାକୁ ଯୋଜନା କରୁଛି। ଏହା ପୂର୍ବରୁ ସେ ଚନ୍ଦ୍ରରେ ଏକ ବେସ ଏବଂ ମାନବୀୟ ବସତି ମଧ୍ୟ ପ୍ରତିଷ୍ଠା କରିପାରେ, ଯେଉଁଥିରେ କିଛି ଘର ନିର୍ମାଣ ହେବ। ପ୍ରଶ୍ନ ଉଠୁଛି, ଆମେରିକୀୟ ମହାକାଶ ସଂସ୍ଥା…

WiFi ପୂରା ରାତି ଚାଲୁ ରଖିବା ଠିକ୍ କି ନୁହେଁ, ଜାଣନ୍ତୁ କେତେ ଖର୍ଚ୍ଚ ହୁଏ ବିଜୁଳି

ନୂଆଦିଲ୍ଲୀ:  ଆଜିକାଲି ଲୋକମାନେ ଅନଲାଇନ ରହିବାକୁ ବେଶୀ ପସନ୍ଦ କରୁଛନ୍ତି। କିନ୍ତୁ ଦୀର୍ଘ ସମୟ ଅନଲାଇନ ରହିବା ଅନେକ ଚ୍ୟାଲେଞ୍ଜ ଆଣିଥାଏ। ଯଦି ଆପଣ ମୋବାଇଲ କିମ୍ବା ଡିଭାଇସରେ ରାତି ଅଧିଆ ପର୍ଯ୍ୟନ୍ତ ସ୍କ୍ରୋଲ କରୁଛନ୍ତି, ତେବେ ସମ୍ଭବତଃ ଆପଣଙ୍କ ୱାଇ-ଫାଇ ରାଉଟର ସାରା ରାତି ଚାଲୁ…

ଏହି ବ୍ୟକ୍ତିଙ୍କ ଆଶ୍ଚର୍ଯ୍ୟ କାହାଣୀ, ଯିଏ ୧୯୪୫ ହିରୋଶିମା ପରମାଣୁ ବୋମା ବିସ୍ଫୋରଣରୁ ଏକା ବଞ୍ଚିଯାଇଥିଲେ

ନୂଆଦିଲ୍ଲୀ: ୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ସମୟରେ, ୬ ଅଗଷ୍ଟରେ ଅମେରିକା ଜାପାନର ହିରୋଶିମା ସହର ଉପରେ ପ୍ରଥମ ପରମାଣୁ ବୋମା ପକାଇଥିଲା। ଏହି ବିସ୍ଫୋରଣରେ ପ୍ରାୟ ୮୦,୦୦୦ ଲୋକ ପ୍ରାଣ ହରାଇଥିଲେ। ତିନି ଦିନ ପରେ, ୯ ଅଗଷ୍ଟରେ ନାଗାସାକି ସହର ଉପରେ ଦ୍ୱିତୀୟ ପରମାଣୁ ବୋମା…

ଟ୍ରମ୍ପଙ୍କ ଟାରିଫ ଧମକର ଜବାବ ଦେଲା ଭାରତ, ବୋଇଂ ଡିଲ୍ ବାତିଲ

ନୂଆଦିଲ୍ଲୀ: ନିକଟରେ ଆମେରିକା ରାଷ୍ଟ୍ରପତି ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାକୁ ଘୋଷଣା କରିଥିଲେ।ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଜୁଲାଇରେ ଆମେରିକା ସହିତ ୩୧୫୦୦ କୋଟି ଟଙ୍କାର ବୋଇଂ ଚୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତିଲ କରିଦେଇଥିବା ଜଣାପଡ଼ିଛି। ପୂର୍ବରୁ  …

ଏହି ଦେଶର ସମସ୍ତ ବାସିନ୍ଦା ଅଷ୍ଟ୍ରେଲିଆକୁ ହେବେ ସ୍ଥାନାନ୍ତରିତ

ନୂଆଦିଲ୍ଲୀ: ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏକ ଛୋଟ ଦେଶର ସମସ୍ତ ବାସିନ୍ଦା ଅଷ୍ଟ୍ରେଲିଆକୁ ସ୍ଥାନାନ୍ତରିତ ହେବେ । ପ୍ରଶାନ୍ତ ମହାସାଗର କୂଳରେ ତୁୱାଲୁ ନାମକ ଏକ ଦେଶ ରହିଛି । ଏହା ଏକ ଦ୍ୱୀପ । ସମୂଦ୍ରର ସ୍ତର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅଷ୍ଟ୍ରେଲିଆ ସରକାର ଏହି ପ୍ରସ୍ତାବ…

ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ ରିକ୍ସାରେ ଟାଣି ନେବା ଅମାନବୀୟ: ହାତ ଟଣା ରିକ୍ସାକୁ ନିଷିଦ୍ଧ ପାଇଁ…

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଏକ ସୁନ୍ଦର ହିଲ୍ ଷ୍ଟେସନ ମାଥେରାନରେ ହାତ ଟଣା ରିକ୍ସା ଅଭ୍ୟାସ ବନ୍ଦ କରିବାକୁ ଏବଂ ରିକ୍ସା ଚାଳକଙ୍କ ପାଇଁ ପୁନର୍ବାସ ଯୋଜନା ପ୍ରସ୍ତୁତ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ବି.ଆର. ଗଭାଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ…

ଆମେରିକାର ଟାରିଫ ଧମକ ମଧ୍ୟରେ ଭାରତ ଆସିବେ ପୁଟିନ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଖୁବ୍ ଶୀଘ୍ର ଭାରତ ଗସ୍ତରେ ଆସିପାରନ୍ତି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତାଙ୍କ ମସ୍କୋ ଗସ୍ତ ସମୟରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ପୁଟିନ ଏହି ବର୍ଷ ଶେଷରେ ଭାରତ ଆସିପାରନ୍ତି। ତେବେ ଚାରି…

ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନରଙ୍କ ନୋଟିସ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ମୁଖ୍ୟ ନିର୍ବାଚନ କମିଶନର ନୋଟିସ। ଭୋଟର ତାଲିକାରେ ହେରଫେରକୁ ନେଇ ଲଗାଇଥିବା ଅଭିଯୋଗର ପ୍ରମାଣ ଦେବା ପାଇଁ ନୋଟିସ ହୋଇଛି। କର୍ଣ୍ଣାଟକର ଲୋକସଭା ନିର୍ବାଚନ ସମୟରେ ଭୋଟର ତାଲିକାରେ ହେରଫେର ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ…

ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ଚ୍ୟାଲେଞ୍ଜ: ତଥ୍ୟ ପ୍ରମାଣ ଦିଅନ୍ତୁ, ସତ୍ୟପାଠରେ ଦସ୍ତଖତ କରି ଦାଖଲ କରନ୍ତୁ

ନୂଆଦିଲ୍ଲୀ: ରାୟବରେଲି ଲୋକସଭା ଆସନର ସାଂସଦ ଏବଂ ନିମ୍ନ ସଦନର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ନିର୍ବାଚନ କମିଶନଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ସମସ୍ତ ଅଭିଯୋଗର କେନ୍ଦ୍ରରେ ନିର୍ବାଚନ କମିଶନ ଅଛନ୍ତି। ସେ ଭାରତୀୟ ଜନତା ପାର୍ଟି ଉପରେ ନିର୍ବାଚନ କମିଶନଙ୍କ ସହାୟତାରେ…