Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Buildings collapse: ଭୁଷୁଡ଼ି ପଡିଲା ୨ଟି କୋଠା; ଚାଲିଗଲା ୨୨ ଜୀବନ,ଅନେକ ଆହତ

ନୂଆଦିଲ୍ଲୀ: ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୨୨ଜଣଙ୍କ ଚାଲିଗଲା ଜୀବନ ଓ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ସମଗ୍ର ଅଞ୍ଚଳକୁ ଖାଲି କରିଦିଆଯାଇଛି। ଉଦ୍ଧାର ଏବଂ ସନ୍ଧାନ କାର୍ଯ୍ୟ ଜାରି…

ସାମ୍ବାଦିକାଙ୍କୁ ଆଖି ମାରିଲେ ପାକିସ୍ତାନୀ ସେନା ପ୍ରବକ୍ତା, ଭିଡିଓ ଭାଇରାଲ…

କରାଚି: ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ISPR)ର ମହାନିର୍ଦ୍ଦେଶକ ତଥା ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ୍ ଚୌଧୁରୀଙ୍କ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି। ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ସୂଚନା ଅନୁଯାୟୀ, ଜଣେ ମହିଳା ସାମ୍ବାଦିକ ଅବସା କୋମାନ ଜେଲରେ ଥିବା…

RBIରେ ଇଣ୍ଟର୍ନସିପ୍‌ର ବଡ଼ ସୁଯୋଗ, ମାସକୁ ମିଳିବ ଏତେ ଟଙ୍କା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ବର୍ଷ ଯୁବକ-ଯୁବତୀଙ୍କ ପାଇଁ ଏକ ଅଦ୍ଭୁତ ସୁଯୋଗ ଖୋଲିଛି। ସମର ଇଣ୍ଟର୍ନସିପ୍ ୨୦୨୫ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ୧୫ ଅକ୍ଟୋବରରୁ ଆରମ୍ଭ ହୋଇସାରିଛି ଏବଂ ଆବେଦନର ଅନ୍ତିମ ତାରିଖ ୧୫ ଡିସେମ୍ବର ୨୦୨୫ ନିର୍ଦ୍ଧାରିତ ହୋଇଛି। ଅର୍ଥାତ୍…

ଦୁଇ ଦିନିଆ ମଣିପୁର ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ମଣିପୁର ଗସ୍ତ ପୂର୍ବରୁ ଗୁରୁବାର ଦିନ ଇମ୍ଫାଲରେ ତାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋର୍ ଧରିଛି। ସେ ଆସନ୍ତା ଡିସେମ୍ବର ୧୧-୧୨ ତାରିଖରେ ମଣିପୁର ଯିବା ନେଇ ସୂଚନା ମିଳିଛି। ରାଷ୍ଟ୍ରପତି ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ…

Whatsappରେ ଯଦି ଏହି ଭୁଲ କରୁଛନ୍ତି ସିଧା ହୋଇଯିବ ଜେଲ୍, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ: ଆଜିକାଳି ହ୍ୱାଟ୍ସଆପ୍ ଆମର ଦୈନିକ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି। ଚାଟିଂ ହେଉ କି ଫଟୋ-ଭିଡିଓ ସେୟାର କରିବା କିମ୍ବା କଲିଂ, ସବୁକିଛି ଏହି ଆପ୍ ମାଧ୍ୟମରେ ହିଁ ହେଉଛି। କିନ୍ତୁ ଅନେକ ଥର ଲୋକେ ବିନା ଭାବିଚିନ୍ତି ଏମିତି କିଛି କରିଦିଅନ୍ତି ଯାହା ଆଇନ ଆଖିରେ…

ମୋଦିଙ୍କ କାର୍ କାହିଁକି ହୋଇଥାଏ କଳା ରଙ୍ଗର ? ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍ କାର୍କେଡ ଯେତେବେଳେ କୌଣସି ସ୍ଥାନକୁ ଯାଏ, ତାହା ୨୫ରୁ ୩୦ଟି କାର ହୋଇଥାଏ। ଏହି କାର୍କେଡ୍‌ରେ କେବଳ ତାଙ୍କ ଅଫିସିଆଲ୍ କାର କଳା ରଙ୍ଗର ନୁହେଁ, ବରଂ ସୁରକ୍ଷା କାର୍କେଡ୍‌ରେ ଥିବା ଅନ୍ୟ କାରଗୁଡ଼ିକ ମଧ୍ୟ କଳା ରଙ୍ଗର…

କେଉଁ ବୟସରେ ବିବାହ କରନ୍ତି ଜାପାନ ମହିଳା, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଜାପାନ ବିଶ୍ୱର ସେହି ଦେଶମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁଠାରେ ଜନସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଉଛି। ବିଭିନ୍ନ କାରଣରୁ ଝିଅମାନେ ସନ୍ତାନ ଜନ୍ମ ଦେଉନାହାନ୍ତି କିମ୍ବା ମା’ ହେବାର ନିଷ୍ପତ୍ତିକୁ ବିଳମ୍ବ କରୁଛନ୍ତି। ୨୦୨୩ ମସିହାରେ ଜାପାନର ଏକ ସରକାରୀ ରିପୋର୍ଟ ଏହି…

ଇଣ୍ଡିଗୋର ଉଡ଼ାଣ ଉପରେ ରହିବ ନଜର; ଟିମ୍‌ ଗଠନ କଲା ଡିଜିସିଏ 

ନୂଆଦିଲ୍ଲୀ: ଗତ ସପ୍ତାହରେ ହୋଇଥିବା ବଡ଼ ଧରଣର ବିମାନ ଉଡ଼ାଣ ବ୍ୟାଘାତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଇଣ୍ଡିଗୋ ଉପରେ କଡ଼ା ନଜର ରଖିଛି। ଏହି ସମସ୍ୟା ଯୋଗୁ ହଜାର ହଜାର ଯାତ୍ରୀ ପ୍ରଭାବିତ ହୋଇଥିଲେ। ଡିଜିସିଏ ବୁଧବାର ଦିନ ବିମାନ କମ୍ପାନୀର କାର୍ଯ୍ୟ ତଦାରଖ…

ପ୍ରଧାନମନ୍ତ୍ରୀ ମୋଦି ଇଭିଏମ୍ ନୁହେଁ, ଲୋକଙ୍କ ହୃଦୟ ହ୍ୟାକ୍ କରନ୍ତି: କଙ୍ଗନା

ନୂଆଦିଲ୍ଲୀ: ସଂସଦରେ ନିର୍ବାଚନ ସଂସ୍କାର ଉପରେ ଆଲୋଚନା ସମୟରେ ବିଜେପି ସାଂସଦ କଙ୍ଗନା ରଣାୱତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଭିଏମ୍ ହ୍ୟାକ୍ କରନ୍ତି ନାହିଁ, ବରଂ ଲୋକଙ୍କ ହୃଦୟକୁ ହ୍ୟାକ୍ କରନ୍ତି। ବିରୋଧୀ ଦଳଗୁଡ଼ିକର ଅଭିଯୋଗର ଜବାବ ଦେଇ କଙ୍ଗନା ରଣାୱତ ଏହି ବୟାନ…

୨୦୨୩-୨୪ ପାଇଁ ଶିଳ୍ପ ଗୁରୁ ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ୨୦୨୩ ଏବଂ ୨୦୨୪ ପାଇଁ ଶିଳ୍ପ ଗୁରୁ ପୁରସ୍କାର ଏବଂ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ହସ୍ତଶିଳ୍ପ କ୍ଷେତ୍ରରେ ଭାରତର ମହାନ କାରିଗର,…