Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାହୁଲ ଗାନ୍ଧୀଙ୍କୁ ନିର୍ବାଚନ କମିଶନଙ୍କ ଚ୍ୟାଲେଞ୍ଜ: ତଥ୍ୟ ପ୍ରମାଣ ଦିଅନ୍ତୁ, ସତ୍ୟପାଠରେ ଦସ୍ତଖତ କରି ଦାଖଲ କରନ୍ତୁ

ନୂଆଦିଲ୍ଲୀ: ରାୟବରେଲି ଲୋକସଭା ଆସନର ସାଂସଦ ଏବଂ ନିମ୍ନ ସଦନର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ନିର୍ବାଚନ କମିଶନଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଛନ୍ତି। ଏହି ସମସ୍ତ ଅଭିଯୋଗର କେନ୍ଦ୍ରରେ ନିର୍ବାଚନ କମିଶନ ଅଛନ୍ତି। ସେ ଭାରତୀୟ ଜନତା ପାର୍ଟି ଉପରେ ନିର୍ବାଚନ କମିଶନଙ୍କ ସହାୟତାରେ…

ଭୂକମ୍ପରେ ଥରିଲା ରାଜସ୍ଥାନ

ପ୍ରତାପଗଡ଼: ରାଜସ୍ଥାନର ପ୍ରତାପଗଡ଼ରେ ଗୁରୁବାର ସକାଳ ୧୦.୦୭ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଘରୁ, ଅଫିସ ଏବଂ ଦୋକାନରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପ ପରେ କିଛି ସମୟ ପାଇଁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଥିଲା। ଆଉ ସିସିଟିଭି କ୍ୟାମେରାରେ ଭୂକମ୍ପ ଝଟକା…

ଦେଶରେ ଚାଲିଛି ଅପରାଧିକ ଦୁର୍ନୀତି, ଭୋଟର ତାଲିକାରେ ହେରଫେର: ନିର୍ବାଚନ କମିଶନଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ବଡ଼…

ନୂଆଦିଲ୍ଲୀ: କଂଗ୍ରେସ ନେତା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ଭାରତୀୟ ନିର୍ବାଚନ କମିଶନ (ECI) ଉପରେ ଭୋଟର ତାଲିକାରେ ଏକ ବଡ଼ ଜାଲିଆତିର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଏହି ଦେଶରେ ଏକ ବହୁତ ବଡ଼ ଅପରାଧିକ ଘୋଟାଲା କରାଯାଉଛି। ଏହା ନିର୍ବାଚନ କମିଶନ ଏବଂ…

କମାଲ କରିବ ରାହୁଲଙ୍କ ଡିନର ଡିପ୍ଲୋମାସି !

ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧନ ବା ଏସଆଇଆର ପ୍ରସଙ୍ଗରେ ଅନେକ ଦିନ ପରେ ଏକଜୁଟ୍ ହେଉଛନ୍ତି ବିରୋଧୀ। ପୂର୍ବରୁ ମହାରାଷ୍ଟ୍ର ପରାଜୟ ପରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବ ଉପରେ ପ୍ରଶ୍ନ ଉଠିଥିଲା ତ ମମତା ବାନାର୍ଜୀ ଜୋରଦାର କରିଥିଲେ ବିରୋଧର ସ୍ବର। ଲାଲୁ ଯାଦବ ହୁଅନ୍ତୁ କି ଶରଦ ପାଓ୍ବାର,…

‘ଯେସାକୁ ତେସା’, ଆମେରିକାକୁ ତା’ ଭାଷାରେ ଜବାବ ଦେବାକୁ ମୋଦି ସରକାରଙ୍କୁ ଆହ୍ବାନ ଦେଲେ ଥରୁର….

ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ଭାରତ ପ୍ରତି କଠୋରତାକୁ ନେଇ ଯେସାକୁ ବଡ ବୟାନ ଦେଇଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । କଂଗ୍ରେସ ସାଂସଦ ଶଶି ଥରୁର ଗୁରୁବାର ମୋଦି ସରକାରଙ୍କୁ ଆମେରିକୀୟ ସାମଗ୍ରୀ ଉପରେ ପାରସ୍ପରିକ ଶୁଳ୍କ ଲାଗୁ କରି ଏବଂ ବିକଳ୍ପ ବଜାର ଅନୁସନ୍ଧାନ କରି ଆମେରିକାର…

ଆୟରଲ୍ୟାଣ୍ଡରେ ସୁରକ୍ଷିତ ନୁହଁନ୍ତି ଭାରତୀୟ!

ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡରେ ଜାତିଭେଦ ଆକ୍ରମଣର ଶିକାର ହୋଇଛି ଜଣେ ଛଅ ବର୍ଷର ଝିଅ। ଯିଏକି ଭାରତୀୟ ବଂଶୋଦ୍ଭବ। ସୂଚନା ଅନୁଯାୟୀ, କେରଳର କୋଟ୍ଟାୟମର ବାସିନ୍ଦା ନିଆ ନବୀନ ଦକ୍ଷିଣ-ପୂର୍ବ ଆୟରଲ୍ୟାଣ୍ଡର ୱାଟରଫୋର୍ଡ ସହରରେ ତାଙ୍କ ଘର ବାହାରେ ଖେଳୁଥିଲେ। ସେହି ସମୟରେ ୧୨ରୁ ୧୪ ବର୍ଷ ବୟସର…

ଟ୍ରମ୍ପଙ୍କୁ ମହଙ୍ଗା ପଡିବ ଟାରିଫ୍ ଛାଟ !

ନୂଆଦିଲ୍ଲୀ: ଭାରତ ଉପରେ 50 ପ୍ରତିଶତ ଟାରିଫ ଲଗାଇବାକୁ ଧମକ ଦେଇଛନ୍ତି ଡୋନାଲଡ ଟ୍ରମ୍ପ। ଏମିତି ହେଲେ ଅଧିକ କ୍ଷତି ସହିବ ଆମେରିକା, କାରଣ ସେଠାରେ ଭାରତୀୟ ଉତ୍ପାଦ ମହଙ୍ଗା ହୋଇଯିବ। ହେଲେ ଟ୍ରମ୍ପଙ୍କ ଏହି ପଦକ୍ଷେପ ପରେ ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଖରାପ ହେବାରେ ଲାଗିଛି। ଭାରତ…

‘ରୁଷିଆ ତେଲ ନୁହେଁ, ଅସ୍ତ୍ରବିରତି ଶ୍ରେୟ ନଦେଇ ଟ୍ରମ୍ପଙ୍କ ଟାର୍ଗେଟରେ ଭାରତ’, ଜାଣନ୍ତୁ କିଏ କହିଦେଲେ ଏମିତି…..

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଯାହା ଆସନ୍ତା ୨୧ ଦିନ ଭିତରେ ଲାଗୁ ହେବା ନେଇ ଘୋଷଣା ହୋଇଛି । ଏପଟେ ଆଜି ଠାରୁ ଭାରତ ସାମଗ୍ରୀ ଉପରେ ୨୫% ଶୁଳ୍କ ଲାଗୁ ହୋଇଯାଇଛି । ଯାହା ଏବେ…

ଟାରିଫ୍ ଲାଗୁ ପରେ ଯଦି ଆମେରିକାକୁ ସାମଗ୍ରୀ ପଠାଇବା ବନ୍ଦ କରିଦିଏ ଭାରତ….ତେବେ କ’ଣ ହେବ?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତରୁ ଆମଦାନୀ ଉପରେ ୨୫% ଶୁଳ୍କ ନିୟମ ଆଜିଠୁ ଲାଗୁ ହୋଇଛି । ତା ଉପରେ ପୁଣି ବୁଧବାର ଟ୍ରମ୍ପ ଭାରରତ ଉପରେ ଅତିରିକ୍ତ ୨୫% ଶୁଳ୍କ ଘୋଷଣା କରିଛନ୍ତି । ଯାହା ଆଗାମୀ ୨୧ ଦିନ ଭିତରେ ଲାଗୁ ହେବ । ଯାହା ପଛରେ ଭାରତ ଦ୍ୱାରା…

ଘାଟି ତଳକୁ ଖସିଲା ସିଆରପିଏଫ୍ ଗାଡି: ୨ ଯବାନ ମୃତ, ଅନେକ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲାରେ ଯବାନଙ୍କ ଗାଡ଼ି ଦୁର୍ଘଟଣା। ବସନ୍ତଗଡ଼-କାଣ୍ଡଭା ରାସ୍ତାରେ ଘାଇକୁ ଓଲଟିଲା ଗାଡ଼ି। ୨ CRPF ଯବାନ ମୃତ, ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ଆହତଙ୍କୁ ଚିକିତ୍ସା…