ବିଜେପିରେ ମିଶିଲେ ସନ୍ନି ଦେଓଲ, ପଞ୍ଜାବରୁ ଲଢିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସନ୍ନି ଦେଓଲ ମଙ୍ଗଳବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି କାର‌୍ୟ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ପିୟୁଷ ଗୋୟଲଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜେପିରେ ସାମିଲ ହେବା ପରେ ଅଭିନେତା...

ଶ୍ରୀଲଙ୍କା ନରସଂହାର: ୩ ଭାରତୀୟଙ୍କ ସମେତ ୨୦୭ ଜଣଙ୍କ ମୃତ୍ୟୁ

କଲମ୍ବୋ: ଶ୍ରୀଲଙ୍କାରେ ଘଟିତ ସିରିଏଲ ବୋମା ବିସ୍ଫୋରଣରେ ୩ ଭାରତୀୟଙ୍କ ସମେତ ଏପର୍ଯ୍ୟନ୍ତ ସମୁଦାୟ ୨୦୭ ଜଣ ନୀରିହ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଥିବା କଲମ୍ବୋ ପୋଲିସ ସୂତ୍ରରୁ ପ୍ରକାଶ । Indian High Commission in Colombo has conveyed that National Hospital...

ଶ୍ରୀଲଙ୍କା ବୋମା ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୬୦କୁ ବୃଦ୍ଧି

କଲମ୍ବୋ : ଶ୍ରୀଲଙ୍କାରେ ରବିବାର ଦିନ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକମାନେ ଇଷ୍ଟର୍ ପର୍ବ ପାଳନ କରୁଥିବା ବେଳେ ପ୍ରାୟ ୬ଟି ସ୍ଥାନରେ ବୋମା ବିସ୍ଫୋରଣ ହୋଇଥିବାବେଳେ ଆଉ ୨ଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି...

ଶ୍ରୀଲଙ୍କାରେ ସିରିଏଲ୍ ବୋମା ବିସ୍ଫୋରଣ: ୧୫୬ ମୃତ, ୩୦୦ରୁ ଅଧିକ ବ୍ୟକ୍ତି ଆହତ

କଲମ୍ବୋ: ପଡ଼ୋଶୀ ଶ୍ରୀଲଙ୍କାରେ ରବିବାର ଦିନ ସିରିଏଲ୍ ବୋମା ବିସ୍ଫୋରଣ ଘଟି ପ୍ରାୟ ୧୫୬ ରୁ ଅଧିକ ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିଛି । ଶ୍ରୀଲଙ୍କାର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ଏବଂ ହୋଟେଲରେ ଏହି ବୋମା ବିସ୍ଫୋରଣ ଘଟିଥିବାର ସୂଚନା ହସ୍ତଗତ ହୋଇଛି...

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ମହିଳାଙ୍କ ବ୍ୟଭିଚାର ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ବିରୋଧରେ ଶନିବାର ଦିନ ଜଣେ ୩୫ ବର୍ଷୀୟା ମହିଳା ବ୍ୟଭିଚାର ଅଭିଯୋଗ ଆଣିଛନ୍ତି । ଏହି ପୂର୍ବତନ ଜୁନିୟର କୋର୍ଟ ଆସିଷ୍ଟାଣ୍ଟ ଜଣକ ଶୁକ୍ରବାର ଦିନ ୨୨ଜଣ ବିଚାରପତିଙ୍କ ନିକଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି...

ଝାଡ଼ଖଣ୍ଡରେ ଭୂମିକମ୍ପ, ଓଡ଼ିଶାରେ ସାମାନ୍ୟ ଝଟକା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଶନିବାର ଦିନ ସକାଳେ ମୃଦୁ ଭୂମିକମ୍ପ ଅନୂଭୁତ ହେବାପରେ ଏହି ଅଞ୍ଚଳରେ ଲୋକେ କିଛି ସମୟ ଲାଗି ଆତଙ୍କିତ ହୋଇ ଉଠିଥିଲେ । ମିଳିଥିବା ସୂଚନାନୁଯାୟୀ, ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ସକାଳ ୬ଟା ୨୦ ମିନିଟରେ ମୃଦୁ...

ଭାଷଣ ଦେଉଥିଲା ବେଳେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା, ଭାଇରାଲ୍ ହେଲା ଭିଡ଼ିଓ…

ଗାନ୍ଧୀନଗର: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଶୁକ୍ରବାର ଦିନ ଏକ ସଭାରେ ଭାଷଣ ଦେଉଥିଲା ବେଳେ ଜଣେ ବ୍ୟକ୍ତି ତାଙ୍କୁ ଚାପୁଡ଼ା ମାରିଥିଲେ । ଏହି ଦୃଶ୍ୟର ଭିଡ଼ିଓ କ୍ଲିପ୍ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । #WATCH Congress leader...

ଡ଼ଙ୍ଗା ପାରି ହୋଇ ଭୋଟ ଦେଲେ କାମସିଙ୍ଗର ୩୩ ଭୋଟର୍

ସିଲଂ: ଏପ୍ରିଲ୍ ୧୧ ତାରିଖରେ ଭାରତର ଉତ୍ତର-ପୂର୍ବାଞ୍ଚଳର ୨ଟି ନିର୍ବାଚନ ମଣ୍ଡଳୀରେ ୧୦୦ % ମତଦାନ ହୋଇଥିବା ଖବରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହୋଇଥିଲା । ଅରୁଣାଚଳ ପ୍ରଦେଶର ଦୁର୍ଗମ ମାଲୋଗାମ ନିର୍ବାଚନ ମଣ୍ଡଳୀ ଏବଂ ହେୟୁଲିୟାଂ ବିଧାନସଭା ଆସନରେ ଏହି ଶତ...

କଂଗ୍ରେସ ଛାଡି ଶିବସେନାରେ ମିଶିଲେ ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ପ୍ରବକ୍ତା ପ୍ରିୟଙ୍କା ଚର୍ତୁବେଦୀ ଦଳରୁ ଇସ୍ତଫା ପ୍ରଦାନ କରିବା ସହ ଶୁକ୍ରବାର ଦିନ ଶିବସେନାରେ ସାମିଲ ହୋଇଛନ୍ତି । ଉତ୍ତର ପ୍ରଦେଶର ମଥୁରାରେ ଆୟୋଜିତ ଏକ ପ୍ରେସ୍ କନଫରେନ୍ସରେ ଯୋଗ ଦେବାକୁ ଯାଇଥିବା ପ୍ରିୟଙ୍କା ପରବର୍ତ୍ତୀ ସମୟରେ ତାଙ୍କ ଦଳର...

ଜମ୍ମୁ ଓ କାଶ୍ମୀର ଏବଂ ଅଧିକୃତ କାଶ୍ମୀର ମଧ୍ୟରେ ରଦ୍ଦ ହେଲା ସୀମାପାର ବାଣିଜ୍ୟ କାରବାର

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖ ଠାରୁ ଜମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ରେଖାରେ ଚାଲୁଥିବା ବାଣିଜ୍ୟ କାରବାରକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ରଦ୍ଦ କରାଯାଇଛି । ସୀମାପାର ବାଣିଜ୍ୟ ପଥକୁ ପାକିସ୍ତାନରେ ଥିବା ତତ୍ୱମାନେ ବେଆଇନ ଅସ୍ତ୍ରଶସ୍ତ୍ର,...

ସାହିତ୍ୟ