Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହାକାଶକୁ ଚୀନ୍ ପଠାଇବ ପାକିସ୍ତାନୀ ମହାକାଶଚାରୀ

ନୂଆଦିଲ୍ଲୀ: ଆସନ୍ତାବର୍ଷ ଚୀନ ସହାୟତାରେ ଦେଶର ପ୍ରଥମ ମହାକାଶଚାରୀ ପଠାଇବାକୁ ପ୍ରସ୍ତୁତି କରୁଛି ପାକିସ୍ତାନ । ଚୀନର ସ୍ପେସ ସେଣ୍ଟରକୁ ଯିବେ ପାକିସ୍ତାନୀ ମହାକାଶଚାରୀ । ଏନେଇ ଚୀନ ଗସ୍ତ ବେଳେ ପାକିସ୍ତାନ ମନ୍ତ୍ରୀ ଏହସାନ ଇକବାଲ ଘୋଷଣା କରିଛନ୍ତି । ଏହାପରେ ଚର୍ଚ୍ଚାକୁ ଆସିଛି…

‘ଆମେ କ’ଣ ଆତଙ୍କବାଦୀ?’ ରାଜ୍ୟସଭାରେ ସିଆଇଏସଏଫ ମୁତୟନ ନେଇ ରାଗିଗଲେ ଖଡଗେ…

ନୂଆଦିଲ୍ଲୀ: ରାଜ୍ୟସଭା ଓ୍ବେଲରେ ସିଆଇଏସଏଫ ସୁରକ୍ଷା କର୍ମୀଙ୍କ ଉପସ୍ଥିତି ଉପରେ କଡ଼ା ଆପତ୍ତି ପ୍ରକାଶ କରି ଆଜି ରାଜ୍ୟସଭାର ବର୍ଷିଛନ୍ତି ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଆମେ କ’ଣ ଆତଙ୍କବାଦୀ ବୋଲି ଉପାଧ୍ୟକ୍ଷ ହରିବଂଶଙ୍କୁ କଡା ପ୍ରଶ୍ନ ପଚାରିଛନ୍ତି ।…

ତିରୁମାଲାରେ ଭକ୍ତଙ୍କ ଭିଡ଼ ପରିଚାଳନା କରିବ AI, ୧୨ ଘଣ୍ଟା ପରିବର୍ତ୍ତେ ଏବେ ମାତ୍ର ୨ ଘଣ୍ଟାରେ ହେବ ଦର୍ଶନ

ଅମରାବତୀ: ଆନ୍ଧ୍ର ପ୍ରଦେଶ ତିରୁପତି ସ୍ଥିତ ଭଗବାନ ଭେଙ୍କଟେଶ୍ୱର ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଏକ ନୂତନ ପଦକ୍ଷେପ ଘୋଷଣା କରିଛି । ଏହି ଯୋଜନା ଅନୁଯାୟୀ, ଭିଡ଼ ପରିଚାଳନାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)…

ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ 

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା ବେଳେ ଆରଏମଏଲ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା।ସତ୍ୟପାଲ ମଲିକଙ୍କୁ ମେ ୨୦୨୫ରୁ ଦିଲ୍ଲୀର ଡକ୍ଟର ରାମ ମନୋହର…

କ୍ୟାନସର ରୋକିବାର ନୂଆ ଉପାୟ, ୩୦ ବର୍ଷ ଗବେଷଣା ପରେ ମିିଳିଲା ସଫଳତା

ନୂଆଦିଲ୍ଲୀ : କ୍ୟାନସର ଏକ ଘାତକ ରୋଗ, ଯାହା ଜୀବନକୁ ବଞ୍ଚାଇବାକୁ ମଧ୍ୟ କଷ୍ଟକର କରିଦିଏ। କ୍ୟାନସରର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ଏହି ରୋଗରେ ଆକ୍ରାନ୍ତ ହେଲେ ଏହାକୁ ନିୟନ୍ତ୍ରଣ କରିବା ମଧ୍ୟ ଚ୍ୟାଲେଞ୍ଜିଂ। ବିଶ୍ୱବ୍ୟାପୀ କ୍ୟାନସର ଉପରେ ଗବେଷଣା ଚାଲିଛି, ଏବଂ…

ପାକିସ୍ତାନ ସେନା ସହ ସବୁ ସମ୍ପର୍କ ସମାପ୍ତ, ବଡ଼ ନିଷ୍ପତ୍ତି ନେଲା ଭାରତ

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପହଲଗାମ ଆକ୍ରମଣରେ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିବା ଏବଂ ଭାରତ ବିରୋଧରେ ଆତଙ୍କବାଦ ପ୍ରସାର କରିବା ଅଭିଯୋଗରେ ଭାରତୀୟ ସେନା ପାକିସ୍ତାନ ସେନା ସହିତ ସମସ୍ତ ସମ୍ପର୍କ ସମାପ୍ତ କରିଛି। ଏହା ହିଁ କାରଣ ଯେ ଏହି ବର୍ଷ ଅକ୍ଟୋବର ୨୦୨୫ରେ ଆୟୋଜିତ ହେବାକୁ ଥିବା…

କେବେ ଅଟକିବନି ବ୍ୟାଟେରୀ, ଚମତ୍କାର କ୍ୟାମେରା ! ୨୦ ହଜାର ଟଙ୍କାରୁ କମଦାମରେ ମିଳିଯିବ, କିଣନ୍ତୁ ଏହି ୪ ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ନୂଆ ସ୍ମାର୍ଟଫୋନ୍ କିଣିବା ବେଳେ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡ଼ନ୍ତି, କେଉଁ ଫୋନ୍ ସବୁଠାରୁ ଭଲ ହେବ। ବଜାରରେ ପ୍ରତିଦିନ ନୂଆ ଫୋନ୍ ଲଞ୍ଚ ହେଉଛି, କିନ୍ତୁ ସମସ୍ତଙ୍କର ବଜେଟ୍ ଓ ପସନ୍ଦ ଭିନ୍ନ ହୋଇଥାଏ। ଅଧିକାଂଶ ଲୋକ ବଜେଟ୍ କିମ୍ବା ମିଡ୍-ରେଞ୍ଜ ଫୋନ୍ ପସନ୍ଦ କରନ୍ତି, ଯାହା…

୧୦ ଟି ଗଛ ଲଗାଇଲେ ମିଳିଯିବ ଗ୍ରାଜୁଏସନ୍ ଡିଗ୍ରୀ, ଏଠି ଅଦ୍ଭୂତ ନିୟମ

ନୂଆଦିଲ୍ଲୀ : ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିବା ପାଇଁ ଲୋକେ କେତେ କଠୋର ପରିଶ୍ରମ କରନ୍ତି। କିନ୍ତୁ ଯଦି ଆପଣଙ୍କୁ କୁହାଯାଏ ଯେ ୧୦ଟି ଗଛ ଲଗାଇଲେ ଆପଣ ଗ୍ରାଜୁଏସନ୍ ଡିଗ୍ରୀ ମିଳିଯିବ, ତେବେ ଆପଣ କ’ଣ କହିବେ? ଗଛର ସଂଖ୍ୟା କମୁଥିବା ଦେଖି ଏକ ଦେଶରେ ଏପରି ଏକ ଅଦ୍ଭୂତ ନିୟମ ଲାଗୁ କରାଯାଇଛି।…

Railway Jobs: ରେଲୱେ ବାହାର କଲା ୩ ହଜାରରୁ ଅଧିକ ଚାକିରି, ୧୪ ଅଗଷ୍ଚରୁ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ରେଳବାଇରେ ଚାକିରିର ସ୍ୱପ୍ନ ଦେଖୁଥିବା ଯୁବକଯୁବତୀଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ପୂର୍ବ ରେଳବାଇ (Eastern Railway) ୨୦୨୫ ପାଇଁ ଆପ୍ରେଣ୍ଟିସ୍ ପଦବୀରେ ୩୧୧୫ ପଦ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ନିଯୁକ୍ତି ଅଧୀନରେ ଯୋଗ୍ୟ ପ୍ରାର୍ଥୀମାନେ ବିଭିନ୍ନ ଟ୍ରେଡ୍‌ରେ…

ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହେଲା ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ପରୀକ୍ଷା ପେ ଚର୍ଚ୍ଚା ୨୦୨୫' କାର୍ଯ୍ୟକ୍ରମ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛି । ଏହି କାର୍ଯ୍ୟକ୍ରମ MyGov ପ୍ଲାଟଫର୍ମରେ ୩.୫୩ କୋଟିରୁ ଅଧିକ ପଞ୍ଜୀକରଣ ସହିତ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏକ ମାସରେ ସର୍ବାଧିକ ସଂଖ୍ୟକ…