Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଞ୍ଜୁରୀ ଦେଲା ଋଷ

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ନେଇ ଚର୍ଚ୍ଚା ଜୋର ଧରିଛି। ବ୍ଲାଦିମିର ପୁଟିନ୍ ଦୁଇ ଦିବସୀୟ ଯାତ୍ରାରେ ଗୁରୁବାର ଭାରତ ଆସୁଛନ୍ତି। କିନ୍ତୁ ପୁଟିନ ଆସିବା ପୂର୍ବରୁ ଋଷ ସଂସଦ ବା ଡୁମା ଭାରତ ସହ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏହି ପ୍ରତିରକ୍ଷା…

Bomb threat emails: ଏହି ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ସଜାଗ

ନୂଆଦିଲ୍ଲୀ:ଜାତୀୟ ରାଜଧାନୀରେ ପୁଣି ଥରେ ବୋମା ଧମକ ମିଳିଛି। ବୁଧବାର ସକାଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଦୁଇଟି କଲେଜ ରାମଜସ କଲେଜ ଏବଂ ଦେଶବନ୍ଧୁ କଲେଜକୁ ଇମେଲ୍ ମାଧ୍ୟମରେ ବୋମା ଧମକ ମିଳିଥିଲା। ଇମେଲ ରେ କୁହାଯାଇଥିଲା ଯେ, ସେମାନେ ଦିନ ୧:୧୫ ରେ ବୋମା ବିସ୍ଫୋରଣ କରିବେ। ଧମକ ପରେ ଉଭୟ…

ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଯୌତୁକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଦେଇଥିବା ଯୌତୁକ। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଛାଡପତ୍ର ଏବଂ ଯୌତୁକ ଉପରେ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ଜଣେ ଛାଡପତ୍ରପ୍ରାପ୍ତ ମୁସଲିମ ମହିଳା ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ଘରକୁ ନେଇଥିବା ଯୌତୁକ ଯଥା-…

Stray dogs: ନବଜାତ ଶିଶୁକୁ ରାସ୍ତାକଡ଼ରେ ଛାଡ଼ିଗଲେ ବାପା-ମା, ବୁଲା କୁକୁର ଦେଲେ ସୁରକ୍ଷା

ନୂଆଦିଲ୍ଲୀ : ନିଷ୍ଠୁର ହୋଇଗଲେ ନିଜ ବାପା-ମା । ଶୀତ ରାତିରେ ନବଜାତ ଶିଶୁକୁ ରାସ୍ତାକଡ଼ରେ ଫୋପାଡ଼ିଦେଲେ । ଛୁଆଟିର କୁଆଁ କୁଆଁ କାନ୍ଦ ଶୁଣି ଧାଇଁ ଆସିଲେ କିଛି ବୁଲାକୁକୁର । ସରା ରାତି  ଶିଶୁଟିର ପାଖରେ ବସି ଦେଲେ ସୁରକ୍ଷା । କେମିତିକା ବାପା-ମାଆ! ଅଲୋଡ଼ା ହେଲା ନବଜାତ ଶିଶୁ ।…

ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ, ଡଲାର ତୁଳନାରେ ୯୦କୁ ଖସିଲା ଟଙ୍କା

ନୂଆଦିଲ୍ଲୀ: ଆଜି (ବୁଧବାର) ଭାରତୀୟ ମୁଦ୍ରା 'ଟଙ୍କା'ର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଇଛି। ପ୍ରଥମ ଥର ପାଇଁ ଡଲାର ତୁଳନାରେ ୯୦ସ୍ତର ଅତିକ୍ରମ କରିଛି ଟଙ୍କା। ପ୍ରଥମ ଥର ପାଇଁ ଦ୍ରୁତ ଗତିରେ ହ୍ରାସ ପାଇଲା ଭାରତୀୟ ମୁଦ୍ରାର ମୂଲ୍ୟ। ଆମେରିକୀୟ ଡଲାର ତୁଳନାରେ ମୁଦ୍ରା ଆଜି ମଧ୍ୟାହ୍ନ ୧୨…

ଭାରତର ସବୁଠୁ ମହଙ୍ଗା ହୋଟେଲରେ କେତେ ଆସିବ ବିବାହ ଖର୍ଚ୍ଚ ? ଜାଣନ୍ତୁ ଭୋଜିଠୁ ଡେକୋରେସନ ଯାଏ…

ନୂଆଦିଲ୍ଲୀ: ଆଜିକାଲି ପ୍ରତ୍ୟେକ କପୁଲ୍ ଚାହାନ୍ତି ଯେ ସେମାନଙ୍କର ସେହି ବଡ଼ ଦିନ ଠିକ୍ ବଲିଉଡ୍ ଫିଲ୍ମ ଭଳି ରାଜକୀୟ, ଆଲିଶାନ ଓ ହୃଦୟସ୍ପର୍ଶୀ ହେଉ। ଏହି କାରଣରୁ ୫-ଷ୍ଟାର୍ ହୋଟେଲ, ରାଜପ୍ରାସାଦ ଓ ଲଗ୍‌ଜରି ରିସର୍ଟରେ ବିବାହର ଚାହିଦା କେତେକ ଗୁଣ ବଢ଼ିଯାଇଛି। ତାଜ୍, ଓବେରୟ, ଲୀଲା…

ଫୋନ ହଜିଯାଇଥିଲେ ଗୋଟିଏ ସେକେଣ୍ଟରେ ହେବ ବ୍ଲକ୍ ! Sanchar Saathiର ଏହି ୫ ଫିଚର୍ସ ଚୋର ପାଇଁ ବିପଦ

ନୂଆଦିଲ୍ଲୀ: ଫୋନ୍ ହଜିବା କିମ୍ବା ଚୋରି ହେଲେ ସବୁଠାରୁ ବଡ଼ ଭୟ ରହୁଛି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ (ଫଟୋ, ବ୍ୟାଙ୍କ ଡିଟେଲ୍ସ, ପାସୱାର୍ଡ) ଅନ୍ୟ କାହା ହାତକୁ ଚାଲିଯିବା। କିନ୍ତୁ ଏବେ ଏହି ସମସ୍ୟାର ପୂର୍ଣ୍ଣ ସମାଧାନ କେନ୍ଦ୍ର ସରକାର ଦେଇସାରିଛନ୍ତି। ‘ସଞ୍ଚାର ସାଥୀ’ (Sanchar Saathi)…

Imran khan update : ଇମ୍ରାନଙ୍କୁ ଭେଟିଲେ ଭଉଣୀ, ଇମ୍ରାନ କହିଲେ ‘ମାରିବା ପାଇଁ ଚାଲିଛି ଷଡ଼ଯନ୍ତ୍ର’…

ନୂଆଦିଲ୍ଲୀ: ଜେଲରେ ଇମ୍ରାନଙ୍କୁ ଭେଟିଲେ ତାଙ୍କ ଉଉଣୀ । ଇମ୍ରାନ କହିଲେ ତାଙ୍କୁ ମାରିବାକୁ ଚାଲିଛି ଷଡ଼ଯନ୍ତ୍ର । ଭାଇ -ଭଉଣୀ ମିଶି ନେଲେ ବଡ଼ ନିଷ୍ପତ୍ତି । ଜେଲରୁ ବାହାରି ଇମ୍ରାନଙ୍କ ଭଉଣୀ କଲେ ବଡ଼ ଖୁଲାସା ।ପ୍ରାୟ ଗୋଟିଏ ମାସ ପରେ ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…

ଗୋଟିଏ ଘଣ୍ଟା ଭଡ଼ାରେ ନେବାକୁ ଚାହୁଁଛନ୍ତି ହେଲିକପ୍ଟର ? ଜାଣନ୍ତୁ କେତେ ଟଙ୍କା ଦେବାକୁ ପଡ଼ିବ…

ନୂଆଦିଲ୍ଲୀ: ହେଲିକପ୍ଟର ଭଡ଼ା ନେବା ଶୁଣିଲେ ଯେମିତି କୌଣସି ଫିଲ୍ମର ଲଗ୍‌ଜରି ଦୃଶ୍ୟ ମନେପଡ଼େ, କିନ୍ତୁ ଭାରତରେ ଏହା କରିବା ଏବେ ବେଶ୍ ସହଜ ହୋଇଗଲାଣି। ତଥାପି ହେଲିକପ୍ଟର ଭଡ଼ାରେ ନେବାକୁ ହେଲେ ଆପଣଙ୍କୁ ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।  ବିବାହ, ଭିଆଇପି ଯାତ୍ରା, ଆଡଭେଞ୍ଚର…

୩୯ ପରିବାରକୁ ୨ ଲକ୍ଷ ଟଙ୍କା ଘୋଷଣା… ବଙ୍ଗଳାରେ SIR ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି, କେତେ BLO ପ୍ରଭାବିତ…

କୋଲକାତା: ବର୍ତ୍ତମାନ ଦେଶର ୧୨ଟି ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଚାଲିଛି। ବିରୋଧୀ ଦଳ ଏହାର ବିରୋଧ କରି ବାରମ୍ବାର ପ୍ରତିବାଦ କରୁଛନ୍ତି। ଏପରିକି ସଂସଦରେ ମଧ୍ୟ ଏସଆଇଆରକୁ ନେଇ ହଙ୍ଗାମା କରିଛନ୍ତି। SIRରେ ନିୟୋଜିତ କର୍ମଚାରୀଙ୍କ ମୃତ୍ୟୁ ମାମଲା ମଧ୍ୟ ରିପୋର୍ଟ…