Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସରକାରୀ ଟଙ୍କାରେ ବାବରୀ ମସଜିଦ ନିର୍ମାଣ କରିବାକୁ ଚାହୁଁଥିଲେ ନେହେରୁ, କିନ୍ତୁ ଏହି ନେତା ବାଧା ଦେଇଥିଲେ

ଗାନ୍ଧୀନଗର: ଏବେ ଇତିହାସକୁ ନେଇ ଚାଲିଛି ରାଜନୀତି। ଗତ କିଛି ଦିନ ହେବ ମନ୍ଦିର-ମସଜିଦ ରାଜନୀତି ଉଷ୍ମ ହେବାରେ ଲାଗିଛି। ଗୁଜୁରାଟର ବଡୋଦାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବାବରୀ ମସଜିଦ ଏବଂ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭୂମିକା ବିଷୟରେ ଅନେକ…

ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା

ନୂଆଦିଲ୍ଲୀ: ଭାରତର ମହାରାଷ୍ଟ୍ରର ସୋଲାପୁର ଜିଲ୍ଲାରେ ଥିବା ଶେତପାଲ ନାମକ ଏକ ଛୋଟିଆ ଗାଁ ପୁରା ଦେଶରେ ଚର୍ଚ୍ଚାରେ ରହିଛି। ଏହି ଗାଁର ପ୍ରତ୍ୟେକ ଘରେ ବିଷଧର ସାପ (ମୁଖ୍ୟତଃ କୋବ୍ରା) ପରିବାର ସଦସ୍ୟ ଭଳି ରହନ୍ତି ଏବଂ ମଣିଷ ସହିତ ସେମାନେ ଏକଛାତ ତଳେ ଶାନ୍ତିରେ ବାସ କରନ୍ତି। ଶେତପାଲରେ…

ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ପରମ୍ପରାକୁ ନେଇ କରିଥିବା ଏକ ମନ୍ତବ୍ୟ ପାଇଁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ତଥା ୟୁଟ୍ୟୁବର ଶୁଭଙ୍କର ମିଶ୍ର ନିଜର ଅଫିସିଆଲ ଚ୍ୟାନେଲରେ ଏକ ଭିଡିଓ ଜାରି କରି ନିଃଶର୍ତ୍ତ କ୍ଷମା ମାଗିଛନ୍ତି। ଶୁଭଙ୍କର ଭିଡିଓରେ କହିଛନ୍ତି,…

ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍‌ଫି କ୍ୟାମେରା ସହ ଦୁଇଟି ଡିସ୍‌ପ୍ଲେ

ନୂଆଦିଲ୍ଲୀ: ସାମସଙ୍ଗ ମଙ୍ଗଳବାର ଦିନ ନିଜର ବହୁପ୍ରତୀକ୍ଷିତ ଓ ଦୁନିଆର ପ୍ରଥମ ତିନିଥର ଫୋଲ୍ଡ ହେଉଥିବା (Tri-Fold) ସ୍ମାର୍ଟଫୋନ୍ Galaxy Z TriFold ଅଫିସିଆଲି ଲଞ୍ଚ୍ କରିଦେଇଛି। ଏହି ଫୋନ୍ ଏକାଥରେ ତିନି ଭାଗରେ ଫୋଲ୍ଡ ହୋଇପାରୁଛି ଏବଂ ଖୋଲିଲେ ପ୍ରାୟ ଏକ ଛୋଟିଆ ଟ୍ୟାବଲେଟ୍ ଭଳି…

କେଉଁ T20 ଲିଗ୍ ମ୍ୟାଚ୍‌ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?

ନୂଆଦିଲ୍ଲୀ: ଆସନ୍ତା ୧୬ ଡିସେମ୍ବରରେ ଆବୁଧାବୀର ଅତ୍ୟାଧୁନିକ ଏତିହାଦ ଏରିନାରେ ହେବାକୁ ଯାଉଛି IPL ୨୦୨୬ର ମେଗା ମିନି ନିଲାମି। ୧୫ ନଭେଭେମ୍ବରରେ ସବୁ ଫ୍ରାଞ୍ଚାଇଜି ନିଜର ରିଟେନ୍ ଖେଳାଳି ତାଲିକା ଘୋଷଣା କରିସାରିଛନ୍ତି ଏବଂ ଏବେ ସବୁଆଡେ ଚର୍ଚ୍ଚା ଚାଲିଛି, କିଏ କେତେ କୋଟିରେ ବିକିବେ।…

Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ସଫଳତାର ସହ ଏକ ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ହାଇ-ସ୍ପିଡ୍ ସଫଳ ପରୀକ୍ଷଣ କରିଛି । ଏହି ପରୀକ୍ଷଣର ସଫଳ ପରିଚାଳନା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ DRDO, IAF, ADA, HAL ଏବଂ ଶିଳ୍ପକୁ ଅଭିନନ୍ଦନ ଜଣାଇଛନ୍ତି ।…

ଜିଓ ଏବଂ ଏନଏଚଏଆଇ ମଧ୍ୟରେ ଏମଓୟୁ, ଜାତୀୟ ରାଜପଥରେ ମୋବାଇଲରେ ମିଳିବ ସୁରକ୍ଷା ଆଲର୍ଟ

ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରୀଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ଯାତ୍ରା ଅନୁଭୂତିକୁ ଅଧିକ ସୁଗମ କରିବା ପାଇଁ, ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନଏଚଏଆଇ) ରିଲାଏନ୍ସ ଜିଓ ସହିତ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର କରିଛି । ଏହି ସହଭାଗୀତା ଅଧୀନରେ, ୫୦ କୋଟିରୁ ଅଧିକ ଜିଓ…

ଦୁଇ ପର୍ଯ୍ୟାୟରେ ହେବ ଜନଗଣନା, ସଂସଦରେ ଉତ୍ତର ରଖିଲେ ମନ୍ତ୍ରୀ…

ନୂଆଦିଲ୍ଲୀ: ୨୦୨୭ ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟ ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବ। ଆଉ ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୨୦୨୭ରେ ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ଦିନ ସରକାର ଲୋକସଭାରେ ସୂଚନା ଦେଇଛନ୍ତି। କଂଗ୍ରେସ ସାଂସଦ ଏବଂ ବିରୋଧୀ ଦଳ…

୧୦୦ ବର୍ଷ ପରେ କିପରି ଦେଖାଯିବ ମଣିଷ? ରିସର୍ଚ୍ଚରୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଟିକିଏ ଚିନ୍ତା କରନ୍ତୁ, ଯଦି ଆପଣଙ୍କର ହାଡ଼ ଭାଙ୍ଗିବା ପରିବର୍ତ୍ତେ ରବର ପରି ବଙ୍କା ହେବାକୁ ଲାଗେ ଏବଂ ଆପଣଙ୍କର ଦାନ୍ତ ଥଣ୍ଟରେ ପରିଣତ ହୋଇଯାଏ, ତେବେ କ’ଣ ହେବ? ଏହା କାଳ୍ପନିକ କଥା ପରି ଲାଗୁଥିବ, କିନ୍ତୁ ସାମ୍ପ୍ରତିକ ବୈଜ୍ଞାନିକ ଗବେଷଣା ଅନୁଯାୟୀ ପରବର୍ତ୍ତୀ ଶତାବ୍ଦୀର…

ପାକିସ୍ତାନରେ ଆରମ୍ଭ ହେଲା ବିଦ୍ରୋହ, ଇମ୍ରାନଙ୍କ ସମର୍ଥକ ଦେଲେ ଚେତାବନୀ

ନୂଆଦିଲ୍ଲୀ: ପାକିସ୍ତାନ ରାଜରାସ୍ତାରେ ନିଆଁ ଲଗାଇଲେ ଇମ୍ରାନଙ୍କ ସମର୍ଥକ । ଭେଟିବାକୁ ଦିଅ ନଚେ୍ତ ସବୁ ଛାରଖାର କରିଦେବୁ । ତାତିଲାଣି ପାକିସ୍ତାନ ଯାତାୟତ ହେଲାଣି ବାଧାପ୍ରାପ୍ତ ପଡ଼ୋଶୀ ପାକିସ୍ତାନ ବର୍ତ୍ତମାନ ଏକ ଗଭୀର ରାଜନୈତିକ ସଙ୍କଟର ସମ୍ମୁଖୀନ ହେଉଛି।  ପୂର୍ବତନ ପ୍ରଧାନମନ୍ତ୍ରୀ…