Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Winter Session of Parliament : କାଲିଠାରୁ ସଂସଦ ଅଧିବେଶନ ଆରମ୍ଭ,ସର୍ବଦଳୀୟ ବୈଠକରେ ହଙ୍ଗାମା

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ ତାରିଖରେ ଆରମ୍ଭ ହେଉଛି। ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଶାସକ ଏବଂ ବିରୋଧୀ ଉଭୟ ଦଳର ସମସ୍ତ ପ୍ରମୁଖ ନେତା ଯୋଗ ଦେଇଥିଲେ। ବୈଠକ ସମୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଥିଲେ…

Imran Khan : ଇମ୍ରାନଙ୍କ ଭଉଣୀ ଦେଲେ ଧମକ,’ମୋ ଭାଇର କିଛି ହେଲେ ପାକିସ୍ତାନ ନିଆଁରେ ଜଳିଯିବ’…

ନୂଆଦିଲ୍ଲୀ : ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତାଙ୍କ ହତ୍ୟା ଗୁଜବ ସମସ୍ତଙ୍କୁ ଦୋହଲାଇ ଦେଇଥିଲା, ଯାହା ଫଳରେ ଶାହବାଜ ସରିଫଙ୍କ ସରକାର ସ୍ପଷ୍ଟୀକରଣ ଦେଇଥିଲେ ଯେ ସେ ସୁସ୍ଥ ଅଛନ୍ତି। ତଥାପି, ସରକାରଙ୍କ ସ୍ପଷ୍ଟୀକରଣ ପରେ ମଧ୍ୟ ଅନେକ କଳ୍ପନାଜଳ୍ପନା ଜାରି ରହିଛି।…

Putin’s India visit: ଭୟରେ ପୁଟିନ୍!, କେଉଁବାଟେ ଆସିବେ ଭାରତ?

ନୂଆଦିଲ୍ଲୀ: ମୋଦିଙ୍କ କଥା ରଖି ଆସୁଛନ୍ତି ପୁଟିନ୍...ହେଲେ ଆସିବେ କେମିତି?...ଘାରିଲାଣି ବନ୍ଧା ହେବା ଭୟ...ଭାରତକୁ ଆସୁ ଆସୁ ବାଟରେ ବନ୍ଧା ହେବେନି ତ?... ୪ ବର୍ଷ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଆସୁଛନ୍ତି। ସେ ଡିସେମ୍ବର ୪ ରୁ ୫ ତାରିଖ ପର୍ଯ୍ୟନ୍ତ ଭାରତ…

FIR against Rahul, Sonia: ବଢିଲା ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କ ଅଡୁଆ, ନ୍ୟାସନାଲ ହେରାଲ୍ଡ ମାମଲାରେ ନୂଆ…

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଏକ ନୂତନ ଏଫଆଇଆର ଦାଖଲ ହେବା ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୁଦ୍ଧରେ ଅପରାଧିକ ଷଡଯନ୍ତ୍ର ଅଭିଯୋଗ ଆସିଛି। ଏହି ଏଫଆଇଆରରେ…

Cyclone Ditwah: ଦ୍ରୁତ ଗତିରେ ଭାରତ ମୁହାଁ ଘୂର୍ଣ୍ଣିଝଡ଼ ‘ଡିଟୱା’, ଶ୍ରୀଲଙ୍କାରେ ନେଲାଣି ୧୫୦ରୁ…

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ତାଣ୍ଡବ ସୃଷ୍ଟି କରିବା ପରେ, ଘୂର୍ଣ୍ଣିଝଡ଼ ଡିଟୱା ଦ୍ରୁତ ଗତିରେ ଭାରତ ଆଡକୁ ମୁହାଁଇଛି। ଆଜି ଯେକୌଣସି ସମୟରେ ଏହି ଝଡ଼ ଉତ୍ତର ତାମିଲନାଡୁ, ପୁଡୁଚେରୀ ଏବଂ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ପହଞ୍ଚିପାରେ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଏ ସମ୍ପର୍କରେ…

AI Teacher: ୧୭ ବର୍ଷ ପୁଅର ହାତ କମାଲ୍…ସ୍କୁଲରେ ପାଠ ପଢାଉଛନ୍ତି ରୋବୋଟ୍ ଦିଦି…

ଲକ୍ଷ୍ନୌ: AI ବା ରୋବୋଟ୍ ଏବେ ମଣିଷ ଭଳି ସବୁକାମ କରୁଥିବା ଫିଚର ବେଶ୍ ମନଛୁଆଁ । ହୋଟେଲ ଠାରୁ ଆରମ୍ଭ କରି ଅଫିସ ସବୁଠି ଏବେ ମଣିଷ ଭଳି ବ୍ୟବହାର କରିବା ସହ ଠିକ୍ ଠିକ୍ ନିଜର କାମ ତୁଲାଉଛି ରୋବୋଟ୍ । ହେଲେ ଆପଣ  କେବେ ରୋବୋଟ୍ ଶିକ୍ଷକ ବିଷୟରେ ଶୁଣିଛନ୍ତି ? କ୍ଲାସରୁମରେ ଏବେ…

Woman Dead On Paper: ପେନସନ୍ ଆଣିବାକୁ ଯାଇ ନିଜକୁ ମୃତ ବୋଲି ପାଇଲେ ବୃଦ୍ଧା, ଉଡିଲା ହୋସ୍…

ରାୟବରେଲି: ବଞ୍ଚି ଥାଉ ଥାଉ ମାରିଦେଲେ । ନିଜର ପେନସନ ଆଣିବାକୁ ଯାଇ ଜାଣିଲେ ସେ ମରିଯାଇଛନ୍ତି । ଉତ୍ତର ପ୍ରଦେଶର ରାୟବରେଲି ଜିଲ୍ଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବୃଦ୍ଧା ମହିଳାଙ୍କୁ କାଗଜପତ୍ରରେ ମୃତ ଘୋଷଣା କରାଯାଇଛି ଏବଂ ତାଙ୍କର ବାର୍ଦ୍ଧକ୍ୟ…

ବିଶ୍ୱର ଏପରି ଏକ ଦେଶ ଯେଉଁଠାରେ ନା ଅଛି କୌଣସି ଜେଲ ନା ଅଛନ୍ତି ଅପରାଧୀ

ନୂଆଦିଲ୍ଲୀ: ଟିକିଏ କଳ୍ପନା କରନ୍ତୁ, ଅପଣଙ୍କ ସହରରେ ଯଦି କୌଣସି ଅପରାଧ ନହୁଏ ତେବେ ଆପଣ କେତେ ଆରମରେ ଜୀବନ ବିତାଇପାରିବେ। ହେଲେ ଆମ ଦେଶରେ ପ୍ରତି ଘଣ୍ଟାରେ କିଛି ନା କିଛି ଅପରାଧ ହେଉଛି ଆଉ ଆମକୁ ବିଭିନ୍ନ ପ୍ରକାରର ଅପରାଧ ସହିବାକୁ ପଡୁଛି। ତଥାପି, ଅପରାଧୀ ପାଇଁ ଆମ ଦେଶରେ ଆଇନ,…

Karnataka Power Tussle: ବ୍ରେକଫାଷ୍ଟ୍ ଟେବୁଲରେ ତୁଟିଲା ଚୌକି କଳି?

ବେଙ୍ଗାଲୁରୁ: କର୍ଣ୍ଣାଟକ କଳିରେ ପଡିଲା କି ପୂର୍ଣ୍ଣଚ୍ଛେଦ?...ବ୍ରେକଫାଷ୍ଟ ଟେବୁଲରେ ତୁଟିଲା କି ଚୌକି କଳି?...ନା ଏବେ ବି ଶିବକୁମାରଙ୍କ ମନରେ ରହିଛି ଆସନ ଆଶା? କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ବିବାଦ ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଶନିବାର ସକାଳେ…

Bank-Holidays : ଡ଼ିସେମ୍ବରରେ ୧୮ ଦିନ ବ୍ୟାଙ୍କ ଛୁଟି…

ନୂଆଦିଲ୍ଲୀ: ୨୦୨୫ ମସିହାର ଶେଷ ମାସ ଡିସେମ୍ବରରେ ଦେଶର ବିଭିନ୍ନ ରାଜ୍ୟ ଏବଂ ସହରଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବହୁତ ଦିନ ପାଇଁ ପାଇଁ ବନ୍ଦ ରହିବ। ଚାରୋଟି ରବିବାର ଏବଂ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରକୁ ମିଶାଇ, ମୋଟ ୧୮ଟି ବ୍ୟାଙ୍କ ଛୁଟି ରହିବ। ଭାରତରେ ବ୍ୟାଙ୍କ ଛୁଟି ରାଜ୍ୟ ଅନୁସାରେ…