Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫେସବୁକ ଓ ଇନଷ୍ଟାଗ୍ରାମକୁ ନେଇ ବଡ଼ ଖବର, ଚମତ୍କାର କରିବ AI

ନୂଆଦିଲ୍ଲୀ: ମେଟା ଅନଲାଇନ ଯୋଗାଯୋଗକୁ ଆହୁରି ସମାବେଶୀ କରିବା ପାଇଁ ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି। ଫେସବୁକ ଓ ଇନଷ୍ଟାଗ୍ରାମରେ ରିଲ୍ସ ପାଇଁ ଏବେ AI-ଚାଳିତ ଭଏସ ଟ୍ରାନ୍ସଲେସନ ସୁବିଧା ଉପଲବ୍ଧ ହୋଇଛି। ଏହି ନୂଆ ଫିଚର ବିଶ୍ୱବ୍ୟାପୀ ଉପଲବ୍ଧ ହୋଇଛି, ଯାହା ଦ୍ୱାରା କଣ୍ଟେଣ୍ଟ…

ୟୁକ୍ରେନକୁ ପୂରା ଧ୍ୱଂସ କରିଦେବ ଋଷ, ପୁଣି ଆକ୍ରମଣ ଆରମ୍ଭ

ନୂଆଦିଲ୍ଲୀ: ଆଲାସ୍କାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଓ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଓ ଓଭାଲ ହାଉସରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କ ସହ ବୈଠକ ସତ୍ତ୍ୱେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ଶାନ୍ତି ପାଇଁ କୌଣସି ସଫଳତା…

ଦୁର୍ଘଟଣା ପ୍ରବଣ ଜିଲ୍ଲା ମଧ୍ୟରେ ରହିଛି ଗଞ୍ଜାମ ଓ ସୁନ୍ଦରଗଡ଼

ଭୁବନେଶ୍ୱର: ଭାରତର ୧୦୦ଟି ସର୍ବାଧିକ ଦୁର୍ଘଟଣା ପ୍ରବଣ ଜିଲ୍ଲା ମଧ୍ୟରେ ଓଡ଼ିଶାର ଗଞ୍ଜାମ ଏବଂ ସୁନ୍ଦରଗଡ଼ ରହିଛି। ଏନେଇ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ରାଜ୍ୟ ପରିବହନ ବିଭାଗକୁ ଦେଇଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି। ଏକ ଘରୋଇ ସଡ଼କ ସୁରକ୍ଷା ସଂସ୍ଥା ଦ୍ୱାରା…

Online Gaming Bill: ଆଉ ଚଳିବନି ଟଙ୍କାର ଖେଳ !

ନୂଆଦିଲ୍ଲୀ: ଅନଲାଇନ ଗେମରେ ଅଙ୍କୁଶ। ସଂସଦରେ ପାରିତ ହୋଇଛି ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ୍ ଅନଲାଇନ ଗେମିଂ ବିଲ୍-୨୦୨୫। ଗତ କିଛି ବର୍ଷ ଧରି ଅନଲାଇନ୍ ଗେମ୍ ଉପରେ ରୋକ୍ ଲଗାଇବାକୁ ଚର୍ଚ୍ଚା ହେଉଥିବା ବେଳେ ଏନେଇ ଆଇନ ଆଣିବା ଦିଗରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ବିଲ ଦ୍ବାରା…

Modi Targets Rahul: ‘ରାହୁଲଙ୍କ ଠାରୁ ଭଲ ବକ୍ତା ହୋଇ ବି କହିପାରୁନାହାନ୍ତି ବିରୋଧୀ ଦଳର କିଛି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ଆକ୍ରମଣ କରିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯେ ଅନେକ ବିରୋଧୀ ନେତା ପ୍ରତିଭାବାନ ଏବଂ ଭଲ ବକ୍ତା, କିନ୍ତୁ ରାହୁଲ…

Gaganyaan Mission: ଏହିଦିନ ଆରମ୍ଭ ହେବ ଗଗନୟାନର ପରୀକ୍ଷଣ ମିଶନ….. ଶୁଭାଂଶୁ କହିଲେ, ‘ଭାରତ…

ନୂଆଦିଲ୍ଲୀ: ISRO ମୁଖ୍ୟ ଭି. ନାରାୟଣନ କହିଛନ୍ତି ଯେ ଗଗନୟାନର ପରୀକ୍ଷଣ ମିଶନ ଚଳିତ ବର୍ଷ ଡିସେମ୍ବରରେ ଆରମ୍ଭ ହେବ। ଆଜି ଇସ୍ରୋ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିବା ବେଳେ ଏହା ଘୋଷଣା କରାଯାଇଥିଲା । ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପ୍ରତି ମହାକାଶ ଆଇଏସଏସ ଯାତ୍ରାରୁ…

Your Job Is at Risk: କିଏ ଖାଉଛି ଆପଣଙ୍କ ସ୍ବପ୍ନର ଚାକିରୀ?

ନୂଆଦିଲ୍ଲୀ: ବିଶ୍ୱ ଟେକ୍ନୋଲୋଜି ଶିଳ୍ପ ଦ୍ରୁତ ଗତିରେ ଆଗଜକୁ ବଢୁଛି, ହେଲେ ଏଥିରେ କାମ କରୁଥିବା ଲୋକଙ୍କୁ ବେକାର କରୁଛି । ଗତ କିଛି ମାସ ମଧ୍ୟରେ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ପ୍ରଯୁକ୍ତି ଶିଳ୍ପର ବଡ଼ ବଡ଼ ନାମ ନିଜର ଛଟେଇ ସଂଖ୍ୟା ନେଇ ଚର୍ଚ୍ଚାରେ ରହିଛନ୍ତି । ଟାଟା କନସଲଟାନ୍ସି…

Ahmedabad School Stabbing: ଚାଞ୍ଚଲ୍ୟ ଖେଳାଇଛି ନବମ ଛାତ୍ର, ଦଶମ ଛାତ୍ରକୁ ହତ୍ୟା ମାମଲା: ଭାଇରାଲ ହେଉଛି ହତ୍ୟା…

ଅହମ୍ମଦାବାଦ: ଅହମ୍ମଦାବାଦର ଖୋଖରାରେ ଏକ ସ୍କୁଲରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ, ଜଣେ ନବମ ଶ୍ରେଣୀ ଛାତ୍ର ହତ୍ୟା ମାମଲା ଜୋର ଧରିଛି। ଗୁରୁବାର ମଧ୍ୟ ଉତ୍ତ୍ୟକ୍ତ ଜନତା ହଙ୍ଗାମା କରିଥିଲେ। ହତ୍ୟା ବିରୋଧରେ ରାସ୍ତାକୁ ଓହ୍ଲାଇଥିବା ଲୋକମାନେ ରାସ୍ତା ଅବରୋଧ କରିଛନ୍ତି। ଏହି ସମୟରେ,…

Gold Price: ଇତିହାସ ସୃଷ୍ଟି କରିବ ସୁନା! ଡିସେମ୍ବର ସୁଦ୍ଧା ରେକର୍ଡ ସଂଖ୍ୟକ ମୂଲ୍ୟ ବୃଦ୍ଧି….ଡରାଇଲାଣି ଭେଞ୍ଚୁରା…

ନୂଆଦିଲ୍ଲୀ: ସର୍ବକାଳୀନ ରେକର୍ଡ କରିବ ସୁନା ଦର । ଡିସେମ୍ବର ସୁଦ୍ଧା ଗ୍ରାହକଙ୍କୁ ଚମକାଇଦେବ । ଭେଣ୍ଟୁରା ସିକ୍ୟୁରିଟିଜର ସଦ୍ୟତମ ଦୃଷ୍ଟିକୋଣ କହୁଛି ଯେ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ୩,୬୦୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚିପାରେ । ଏହାର ମୁଖ୍ୟ କାରଣ ହେଉଛି ବିଶ୍ୱ…

Frank Caprio: ପରଲୋକରେ ଫ୍ରାଙ୍କ୍ କେପ୍ରିଓ, ଜାଣନ୍ତୁ କାହିଁକି ତାଙ୍କୁ ଆମେରିକାର ସର୍ବୋତ୍ତମ ବିଚାରପତି ବୋଲି…

ନୂଆଦିଲ୍ଲୀ: ଆମେରିକାର ସର୍ବୋତ୍ତମ ବିଚାରପତି କୁହାଯାଉଥିବା ଫ୍ରାଙ୍କ କେପ୍ରିଓଙ୍କ ୮୮ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଅଗ୍ନାଶୟ କର୍କଟ ରୋଗରେ ପୀଡିତ ଥିବା ଫ୍ରାଙ୍କ୍ ଏବେ ଆଉ ନାହାନ୍ତି । ଫ୍ରାଙ୍କ୍ କେପ୍ରିଓଙ୍କୁ ସର୍ବଦା ତାଙ୍କର ଦୟାଳୁ ସ୍ୱଭାବ ଏବଂ କରୁଣାପୂର୍ଣ୍ଣ ନିଷ୍ପତ୍ତି ପାଇଁ…