Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Indian Coast Guard:ବାଂଲାଦେଶ ବିରୋଧରେ ଭାରତୀୟ ତଟରକ୍ଷୀ ବାହିନୀର ବଡ଼ କାର୍ଯ୍ୟାନୁଷ୍ଠାନ, ୩ଡଙ୍ଗା ଜବତ, ୭୯ ଗିରଫ

ନୂଆଦିଲ୍ଲୀ: ଭାରତୀୟ ତଟରକ୍ଷୀ ବାହିନୀ ବାଂଲାଦେଶୀ ଡଙ୍ଗା ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଭାରତର ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ (ECZ) ରେ ବେଆଇନ ମାଛ ଧରିବା ପାଇଁ ତିନୋଟି ବାଂଲାଦେଶୀ ମାଛଧରା ଡଙ୍ଗା ଜବତ କରାଯାଇଛି ଏବଂ ସେଥିରେ ଥିବା ୭୯ ଜଣଙ୍କୁ ଗିରଫ କରାଯାଇଛି।…

ଭାରତ ଆସିଲା ଗ୍ୟାଙ୍ଗଷ୍ଟାର ଅନମୋଲ୍ ବିଷ୍ଣୋଇ 

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ଭାରତ ପ୍ରତ୍ୟର୍ପଣ କରାଯାଇଛି। ତାଙ୍କୁ ବୁଧବାର ଦିଲ୍ଲୀର ଆଇଜିଆଇ ବିମାନବନ୍ଦରକୁ ଅଣାଯାଇଥିଲା। ଅବତରଣ କରିବା ମାତ୍ରେ ଏନଆଇଏ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ପଟିଆଲା ହାଉସ କୋର୍ଟରେ ଏନଆଇଏ…

Aishwarya touches PM’s feet: ମଞ୍ଚ ଉପରେ ବସିଥିଲେ ପ୍ରଧାନମନ୍ତ୍ରୀ ମୋଦି, ପାଦ ଛୁଇଁ ପ୍ରଣାମ କଲେ…

ଥିରୁଅନନ୍ତପୁରମ୍: ବସିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପାଦ ଛୁଇଁ ଆର୍ଶୀବାଦ ନେଲେ ବଲିଉଡ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ । ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥିରେ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ସମାରୋହରେ ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଯୋଗ ଦେଇଥିଲେ। ଏହି…

Ccpi 2026: ଡରାଇଲାଣି ଜଳବାୟୁ ପରିବର୍ତ୍ତନ, ୧୩ରୁ ସିଧା ୨୩କୁ ଖସିଲା ଭାରତ…

ନୂଆଦିଲ୍ଲୀ: ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନରେ ଭାରତ ୧୩ତମ ସ୍ଥାନରୁ ଖସି ସିଧା ୨୩ ତମ ସ୍ଥାନରେ ପହଞ୍ଚିଛି। ଭାରତ ସର୍ବଶେଷ ବିଶ୍ୱ ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ୧୩ ସ୍ଥାନ ଖସି ୨୩ ତମ ସ୍ଥାନରେ ପହଞ୍ଚିଛି। ଜାତୀୟ କୋଇଲା ନିର୍ଗମନ ସମୟସୀମା ଏବଂ ଚାଲୁଥିବା କୋଇଲା…

ପ୍ରେମ ଆଉ ଚୁମ୍ବନର ବଡ ରହସ୍ୟ ଖୋଲିଲେ ବୈଜ୍ଞାନିକ

ପ୍ରେମର ପ୍ରକୃତ ପରିଭାଷା ଚୁମ୍ବନ ମାଧ୍ୟମରେ ପରିପ୍ରକାଶିତ ହୋଇଥାଏ । ମନୁଷ୍ୟକୁ ଚୁମ୍ବନର ରାଜା ମଧ୍ୟ କୁହାଯାଏ । ତେବେ ଏହି ଚୁମ୍ବନ ପ୍ରକ୍ରିୟା କେବେଠାରୁ ଆରମ୍ଭ ହୋଇଥିଲା ତାହା ବେଳେ ବେଳେ ମନକୁ ଆସିଥାଏ । ଏବେ ବୈଜ୍ଞାନିକମାନେ ପ୍ରେମ ଆଉ ଚୁମ୍ବନକୁ ନେଇ ବଡ ରହସ୍ୟର ଉଜାଗର କରିଛନ୍ତି ।…

୨୦୦ ଭାରତୀୟଙ୍କ ପାଦରେ GPS ଲଗାଇଥିଲା ଆମେରିକା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମେରିକା ଏକ ବଡ଼ ଡିପୋର୍ଟେସନ୍ ଅପରେସନ୍ କରି ୨୦୦ ଜଣ ଭାରତୀୟଙ୍କୁ ଦେଶକୁ ଫେରାଇଛି। ଏହି ଲୋକଙ୍କ ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ (ଲରେନ୍ସ ବିଷ୍ନୋଇର ଭାଇ), ପଞ୍ଜାବର ଦୁଇ ଜଣ ୱାଣ୍ଟେଡ୍ ଅପରାଧୀ ଏବଂ ୧୯୭ ଜଣ ଅବୈଧ ଅନୁପ୍ରବେଶକାରୀ ରହିଛନ୍ତି। ଏହି ବିମାନ…

Naxal Encounter: କାଲି ଟପ୍ ମାଓନେତା ହିଡମା …ଆଜି ଆଉ ୭ ମାଓବାଦୀ ନିପାତ

ମାଲକାନଗିରି: ଦିନକୁ ଦିନ ରାଜ୍ୟରେ ମାଓଗଡ଼ ଭୁଶୁଡ଼ିବାରେ ଲାଗିଛି । ମାଲକାନଗିରି ସୀମାନ୍ତରେ ପୁଣି ଏନକାଉଣ୍ଟର। ଆନ୍ଧ୍ରପ୍ରଦେଶ ଆଲୁରୀ ସୀତାରାମ ରାଜୁ ଜିଲ୍ଲାର ମାରେଡିମିଲ୍ଲୀ ଜଙ୍ଗଲରେ ପୁଣି ଏନକାଉଣ୍ଟର। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ…

Bihar New Govt: କାଲି ମୁଖ୍ୟମନ୍ତ୍ରୀ ଭାବେ ପୁଣି ଶପଥ ନେବେ ନୀତିଶ କୁମାର, ସାମ୍ନାକୁ ଆସିଲା ଉପମୁଖ୍ୟମନ୍ତ୍ରୀଙ୍କ…

ପାଟନା: ବିହାରରେ ନିର୍ବାଚନ ଫଳାଫଳ ପରେ, ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୨୦୨ ଆସନ ଜିତିଛି। ଆଉ ଏବେ ସବୁ ଚୁଡାନ୍ତ ସରିଛି । ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ହେବେ ଏବଂ ଏନେଇ ବୁଧବାର ଦିନ ଜେଡିୟୁ…

Sheikh Hasina’s extradition: ଭାରତକୁ ପ୍ରଶଂସାରେ ପୋତିଲେ ହସିନାଙ୍କ ପୁଅ, ଦିଲ୍ଲୀ ବିସ୍ଫୋରଣ ନେଇ ଦେଲେ…

ନୂଆଦିଲ୍ଲୀ: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ପୁଅ ସଜୀବ ୱାଜେଦ୍ ଜୟ ତାଙ୍କ ମାଆଙ୍କ ଜୀବନ ରକ୍ଷା କରିଥିବାରୁ ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ଜୟ ତାଙ୍କ ମାଆଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶ ମଧ୍ୟମ ସରକାରଙ୍କ ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ…

Nitish’s New Govt.: ନୀତିଶଙ୍କ କ୍ୟାବିନେଟରେ କିଏ ପାଇବେ ସ୍ଥାନ?, ସାମ୍ନାକୁ ଆସିଲା ସମ୍ଭାବ୍ୟ ଲିଷ୍ଟ୍…

ପାଟନା: ବିହାରରେ ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ରିପୋର୍ଟ ଅନୁସାରେ, ନୂତନ ବିହାର ସରକାରଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ସକାଳ ୧୧:୩୦ ରେ ପାଟନାର ପ୍ରସିଦ୍ଧ ଗାନ୍ଧୀ ମଇଦାନରେ ଅନୁଷ୍ଠିତ ହେବ, ଯେଉଁଠାରେ ନୀତିଶ କୁମାର ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ…