Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

India-Russia annual summit: ଭାରତ-ରୁଷ ଶିଖର ସମ୍ମିଳନୀ ପୂର୍ବରୁ ରୁଷରେ ଏସ୍ ଜୟଶଙ୍କର…ପୁଟିନଙ୍କୁ ଭେଟି…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ଦିନ କ୍ରେମଲିନ୍‌ରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଆଗାମୀ ବାର୍ଷିକ ଭାରତ-ରୁଷ ଶିଖର ସମ୍ମିଳନୀର ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି ।ଭାରତ-ରୁଷ ବାର୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ଏହି ବୈଠକ ହୋଇଛି । ବୈଠକ ପରେ,…

ମୋଦିଙ୍କୁ ପ୍ରଶଂସା କରି ପୁଣି ବିବାଦରେ ଥରୁର, ଅସୁସ୍ଥ ଥିବା ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଦେଲେ ଯୋଗ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଆଉ ତାଙ୍କର ପ୍ରଶଂସାପୂର୍ଣ୍ଣ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏକ ପୋଷ୍ଟରେ ଥରୁର କହିଛନ୍ତି ଯେ ସେ ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ…

PM Kisan 21st Installment: ଆଜି ୨୦ କୋଟି ଚାଷୀଙ୍କୁ ପିଏମ୍‌-କିଷାନ କିସ୍ତି

ନୂଆଦିଲ୍ଲୀ: ସାରା ଦେଶର ୯୦ ନିୟୁତ ଚାଷୀ ଯେଉଁ ଦିନ ଅପେକ୍ଷା କରିଥିଲେ, ଶେଷରେ ସେହି ଦିନ ଆସି ପହଞ୍ଚିଛି। ଆଜି ନଭେମ୍ବର ୧୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର କୋଏମ୍ବାଟୁରରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ଜାରି କରିବେ।…

DMK Leader to Modi: ‘ମୋଦିଙ୍କୁ ଶେଷ କରିବାକୁ ପଡିବ’, ତାମିଲନାଡୁ ଗସ୍ତ ପୂର୍ବରୁ ମୋଦିଙ୍କ ଜୀବନ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ତାମିଲନାଡୁରେ ଏକ ରାଜନୈତିକ ବିବାଦ ଦେଖାଦେଇଛି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ଧ୍ର ପ୍ରଦେଶ ଏବଂ ତାମିଲନାଡୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ, ଏହି ଗସ୍ତ ପୂର୍ବରୁ, ତାମିଲନାଡୁର ଶାସକ ଡିଏମକେର…

Pakistan-based ISIS module: ATSର କାର୍ଯ୍ୟାନୁଷ୍ଠାନ; ISIS ସହ ଜଡିତ ଦୁଇ ନାବାଳକ ଗିରଫ

ନୂଆଦିଲ୍ଲୀ: ISIS ସହ ଲିଙ୍କ୍ ଅଭିଯୋଗରେ ରାୟପୁରର ଦୁଇ ଜଣ ନାବାଳକଙ୍କୁ ଗିରଫ କରାଯାଇଛି। ଛତିଶଗଡ଼ ATS ଦଳ ସେମାନଙ୍କୁ ଗିରଫ କରିଛି। ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ (UAPA) ର ଧାରା ଅନୁଯାୟୀ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି । ATSର ପ୍ରାରମ୍ଭିକ ତଦନ୍ତରୁ…

Israel Attack: ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍, ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି। ଏହାସହ ଅନେକ ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀ କ୍ୟାମ୍ପ ଉପରେ ଡ୍ରୋନ୍‌ ହମ୍‌ଲା ହୋଇଛି।…

Al Falah University: ଦିଲ୍ଲୀ ବିସ୍ଫୋରଣ ପରେ ମନି ଲଣ୍ଡରିଂ ମାମଲାରେ ଅଲ ଫଲାହ ପ୍ରତିଷ୍ଠାତା ଜାଭେଦ ଗିରଫ

ନୂଆଦିଲ୍ଲୀ: ଆତଙ୍କର କେନ୍ଦ୍ର ପାଲଟିଥିବା ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଜାଭେଦ ଅହମଦ ସିଦ୍ଦିକିଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଆର୍ଥିକ ଠକେଇ ମାମଲାରେ ଗିରଫ କରିଛି ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ଦିନ ଅଲ୍‌ ଫଲାହ ଗ୍ରୁପର…

ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଫେସର କିଶୋର ବସା ଓ ଇଞ୍ଜିନିୟର ଅଶୋକ ବସା। ଭାରତ ସରକାରଙ୍କ ନ୍ୟାସନାଲ୍ ମନ୍ୟୁମେଣ୍ଟସ୍ ଅଥରିଟିର ଅଧ୍ୟକ୍ଷ ପ୍ରଫେସର କିଶୋର ବସା ଏବଂ ତାଙ୍କ ଯମଜ ଭ୍ରାତା ୱର୍ଲ୍ଡ ଫେଡରେସନ୍ ଅଫ୍ ଇଞ୍ଜିନିୟରିଂ ଅର୍ଗାନାଇଜେସନସ୍‌ (ଡବ୍ଲ୍ୟୁ.ଏଫ.ଇ.ଓ) ର ଚେୟାର…

ବାବା ସିଦ୍ଦିକି ହତ୍ୟା ମାମଲା: ଆମେରିକାରୁ ଭାରତ ଆସିବ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇ 

ନୂଆଦିଲ୍ଲୀ: ବାବା ସିଦ୍ଦିକି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇଙ୍କୁ ଆମେରିକାରୁ ଭାରତ ଅଣାଯିବା ନେଇ ସୂଚନା ମିଳିଛି। ତେବେ ସେ ବୁଧବାର ସକାଳ ପ୍ରାୟ ୧୦ଟାରେ ଦିଲ୍ଲୀରେ ପହଞ୍ଚିବ। ଯେଉଁଥିପାଇଁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅନେକ…

ଲଞ୍ଚ ହେଲା ଏଲନ୍ ମସ୍କଙ୍କଙ୍କ X Chat, WhatsAppକୁ ଦେବ ଟକ୍କର

ନୂଆଦିଲ୍ଲୀ : ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବେ ଏକ ପୂର୍ଣ୍ଣାଙ୍ଗ ମେସେଜିଂ ଆପ୍ ହେବାକୁ ଯାଉଛି । କମ୍ପାନୀ ନୂଆ ମେସେଜିଂ ଫିଚର ‘Chat’ ଲଞ୍ଚ କରିଛି, ଯାହା ପୁରୁଣା DMକୁ ସଂପୂର୍ଣ୍ଣ ବଦଳାଇ ଦେଇଛି । ଏହା ଏଣ୍ଡ୍-ଟୁ-ଏଣ୍ଡ୍ ଏନକ୍ରିପସନ୍ ସହ ଆସିଛି ଏବଂ ପ୍ରାଇଭେସିକୁ ଅଧିକ…