Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Naxal Encounter: ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ, ମୁଣ୍ଡରେ ଥିଲା ୧୪ ଲକ୍ଷ ଟଙ୍କା ପୁରସ୍କାର

କାଙ୍କେର: ବସ୍ତରରେ ଚାଲିଥିବା ମାଓ ବିରୋଧୀ ଅଭିଯାନ ସମୟରେ କାଙ୍କେରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ତିରୟାରପାଣି ଏବଂ ଛିନ୍ଦଖଡକ ଜଙ୍ଗଲରେ ପୋଲିସ-ନକ୍ସଲ ଏନକାଉଣ୍ଟରରେ ତିନି ଜଣ ନକ୍ସଲ ନିହତ ହୋଇଛନ୍ତି। ଜଣେ ମହିଳା ନକ୍ସଲ ଏବଂ ଦୁଇ ଜଣ ପୁରୁଷ ନକ୍ସଲଙ୍କ ମୃତଦେହ ଉଦ୍ଧାର…

Asia Cup 2025 Controversy: ବୟକଟରୁ ଟ୍ରଫି ଚୋରି ଯାଏଁ…ବିବାଦରେ ଏସିଆ କପ୍: ବେଇଜ୍ଜତ୍ ଭୁଲି ପାରିବନି…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ଟାଇଟେଲ ଜିତିଲା ଭାରତ । ପ୍ରଥମ ଥର ପାଇଁ ଫାଇନାଲରେ ପାକିସ୍ତାନ ସହ ମୁହାଁମୁହିଁ ହୋଇଥିବା ଟିମ୍ ଇଣ୍ଡିଆ ୫ ୱିକେଟରେ ଟିମ୍ ପାକିସ୍ତାନକୁ ହରାଇ ନବମ ଥର ପାଇଁ ଏସିଆ ଦଖଲ କରିଛି ଭାରତ । ତେବେ ଟସ୍ ପଡିବା ଠାରୁ ଆରମ୍ଭ କରି ଫାଇନାଲରେ ଭାରତ ମୁକୁଟ ପିନ୍ଧିବା…

ଆପ୍ ଷ୍ଟୋରରେ ନମ୍ବର ୱାନ୍ ଆପ୍ ହେଲା Arattai; ଦେଶୀ ମେସେଜିଂ ଆପ୍ ହ୍ୱାଟ୍ସଆପ୍ କୁ ଦେବ ଟକ୍କର

ନୂଆଦିଲ୍ଲୀ: ଭାରତୀୟ ଟେକ୍ କମ୍ପାନୀ Zoho ଏକ Arattai ନାମକ ଏକ ନୂତନ ମେସେଜିଂ ଏବଂ କଲିଂ ଆପ୍ ଲଞ୍ଚ କରିଛି, ଯାହାକୁ ହ୍ୱାଟସଆପର ଏକ ଭାରତୀୟ ବିକଳ୍ପ ଭାବରେ ପ୍ରଚାର କରାଯାଉଛି। ଏହା ଭଏସ୍ ଏବଂ ଭିଡିଓ କଲିଂ, ଗ୍ରୁପ୍ ଚାଟ୍, ଚ୍ୟାନେଲ୍, ଷ୍ଟୋରି ଏବଂ ଅନଲାଇନ୍ ମିଟିଂ ଭଳି ଫିଚର ପ୍ରଦାନ…

Karur Stampede: କରୁର ଦଳାଚକଟା ପାଇଁ ଦାୟୀ କିଏ?, ସିବିଆଇ ତଦନ୍ତ ଦାବି କଲା ଟିଭିକେ, ଶୁଣାଣି କରିବେ କୋର୍ଟ, …

କରୁର: ଶନିବାର ତାମିଲନାଡୁର କରୁରରେ ଏକ ଟିଭିକେ (ତମିଲାଗା ଓ୍ବେତ୍ରି କଝଗମ) ରାଲି ସମୟରେ ଘଟିଥିବା ଦଳାଚକଟା ସମଗ୍ର ରାଜ୍ୟକୁ ଚକିତ କରିଦେଇଛି। ଏହି ଦୁଃଖଦ ଘଟଣା ୪୦ ଜଣଙ୍କ ମୃତ୍ୟୁ ଏବଂ ୬୦ ରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା ଏବଂ ପିଲାମାନେ ଥିଲେ। ଅଭିନେତାରୁ…

ପରାଜୟ ସମ୍ଭାଳି ପାରିଲାନି ପାକ, ରାଗିକି ଚେକ୍ ଫୋପାଡ଼ିଦେଲେ କ୍ୟାପଟେନ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ଟାଇଟଲ ଜିତି ଟିମ୍ ଇଣ୍ଡିଆ ନବମ ଥର ପାଇଁ ବିଜେତା ହୋଇଛି। ତେବେ ଫାଇନା ରେ ଇଣ୍ଡିଆ ସହ ପାକିସ୍ତାନର ମୁକାବିଲା ହୋଇଥିଲା। ଯେଉଁଥିରେ ପାକିସ୍ତାନ ହାରର ସାମ୍ନା କରିଥିଲା। ତେବେ ପରାଜୟକୁ ସହଜରେ ଗ୍ରହଣ କରି ନପାରି ପାକିସ୍ତାନ ଅଧିନାୟକ ସଲମାନ ଆଗା…

Ind vs Pak: ହରାଇବା ପରେ ପାକିସ୍ତାନୀ ଖେଳାଳିଙ୍କୁ ଏମିତି ପରିହାସ କରିଥିଲା ଟିମ୍ ଇଣ୍ଡିଆ, ଭାଇରାଲ ହେଉଛି ସଞ୍ଜୁ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ରେ ପାକିସ୍ତାନ ଥରେ କି ଦୁଇଥର ନୁହେଁ, ବରଂ ତିନିଥର ଭାରତର ହାତରେ ପରାଜୟ ବରଣ କରିଥିଲା। ଏହିପରି, ଟିମ୍ ଇଣ୍ଡିଆ ଗୋଟିଏ ବି ମ୍ୟାଚ୍‌ ନ ହାରି ୨୦୨୫ ଏସିଆ କପ୍ ଟାଇଟଲ୍ ଜିତିଥିଲା। ଟିମ୍ ଇଣ୍ଡିଆ ୯ମ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଥିଲା। ଏସିଆ କପ୍ ଇତିହାସରେ…

Ind defeat Pak: ଏସିଆ କପରେ ବି ହାରିକି ଗୁମୁରି କାନ୍ଦୁଛି ପାକିସ୍ତାନ, ପ୍ରଧାନମନ୍ତ୍ରୀଙ୍କ ପରେ, କ୍ରୀଡ଼ା ମନ୍ତ୍ରୀ…

ନୂଆଦିଲ୍ଲୀ: ଏସିଆ କପ୍ ୨୦୨୫ ରେ ଟିମ୍ ଇଣ୍ଡିଆର ପ୍ରଭାବଶାଳୀ ବିଜୟ ପାକିସ୍ତାନ ଭାରି ବାଧିଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆ ୟୁଜର୍ସଙ୍କ ଠାରୁ ଆରମ୍ଭ କରି ଭାରତୀୟ ରାଜନେତାମାନେ ପାକିସ୍ତାନର ଖୁବ୍ ମଜା ଉଡାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏବଂ କିରନ୍ ରିଜିଜୁଙ୍କ ପରେ, କ୍ରୀଡ଼ା…

୨୦୫୦ ସୁଦ୍ଧା ୭୫% ବଢିଯିବ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା; ଜାଣନ୍ତୁ ଭାରତରେ କେତେ ହାର…

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ୭୫% ବଢିଯିବ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା। ଦି ଲାନସେଟରେ ପ୍ରକାଶିତ ଏକ ନୂଆ ରିପୋର୍ଟ ବିଶ୍ୱକୁ କର୍କଟ ରୋଗ ବିଷୟରେ ସତର୍କ କରାଇଛି। ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ମଧ୍ୟରେ କର୍କଟ ରୋଗ ଏବଂ ମୃତ୍ୟୁ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ୧୯୯୦ ତୁଳନାରେ, ଆଜି…

ଅସ୍ତ୍ର ଛାଡନ୍ତୁ, ଗୋଟିଏ ବି ଗୁଳି ଫୁଟିବ ନାହିଁ… ନକ୍ସଲ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଅମିତ…

ନୂଆଦିଲ୍ଲୀ: 'ଭାରତ ମନ୍ଥନ' ୨୦୨୫ - 'ନକ୍ସଲ ମୁକ୍ତ ଭାରତ' କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଯୋଗଦେଇ କହିଥିଲେ ଯେ ଦେଶ ୩୧ ମାର୍ଚ୍ଚ, ୨୦୨୬ ସୁଦ୍ଧା ନକ୍ସଲବାଦ ମୁକ୍ତ ହେବ। ଏଥିସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ମାଓବାଦୀଙ୍କ ଅସ୍ତ୍ରବିରତି ପ୍ରସ୍ତାବକୁ…

ଏବେ ଆଉ ଫ୍ରିରେ ଚଲାଇପାରିବେନି ଫେସବୁକ-ଇନଷ୍ଟାଗ୍ରାମ, ଦେବାକୁ ପଡ଼ିବ ଟଙ୍କା !

ନୂଆଦିଲ୍ଲୀ: ସାରା ବିଶ୍ୱରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ଓ ଇନଷ୍ଟାଗ୍ରାମର ବ୍ୟବହାର ବଢ଼ିଚାଲିଛି। ମନୋରଞ୍ଜନରୁ ଆରମ୍ଭ କରି ବନ୍ଧୁଙ୍କ ସହ ଯୋଗାଯୋଗ ରଖିବା ପାଇଁ ଲୋକେ ଏହି ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରନ୍ତି। ବର୍ତ୍ତମାନ ଯାଏ ଏହି ପ୍ଲାଟଫର୍ମଗୁଡ଼ିକ ସମ୍ପୂର୍ଣ୍ଣ ମାଗଣା…