Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

India to Bhutan By Train: ପ୍ରଥମ ଥର ପାଇଁ ଭାରତ ଏବଂ ଭୁଟାନ ମଧ୍ୟରେ ଚାଲିବ ଟ୍ରେନ୍: ୨ରାଜ୍ୟକୁ ପଡ଼ୋଶୀ ଦେଶ…

ନୂଆଦିଲ୍ଲୀ:ସୀମାପାର ରେଳ ପ୍ରକଳ୍ପ ଆରମ୍ଭ କରିବା ପାଇଁ ଭାରତ ଏବଂ ଭୁଟାନ ସରକାରଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ସୋମବାର ଦିନ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଭାରତ ଏବଂ ଭୁଟାନ ମଧ୍ୟରେ ପ୍ରଥମ ଥର ପାଇଁ ଏପରି…

ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା; ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ହତ୍ୟା ଧମକ ଘଟଣା । ବିଜେପି ନେତା ପ୍ରିଣ୍ଟୁ ମହାଦେବନଙ୍କ ବିରୋଧରେ ରୁଜୁ ହେଲା ମାମଲା । କେରଳର ଏକ ଟିଭି ଚ୍ୟାନେଲରେ ଏକ ବିତର୍କ ସମୟରେ ମହାଦେବନ ରାହୁଲ ଗାନ୍ଧୀଙ୍କୁ ଧମକ ଦେଇଥିଲେ । କେରଳ ପ୍ରଦେଶ…

କରୁର ଦଳାଚକଟା; ଜାଣିଶୁଣି ବିଳମ୍ବରେ ପହଞ୍ଚିଥିଲେ କି ବିଜୟ…

କରୁର: ତାମିଲନାଡୁର କରୁରରେ ଅଭିନେତାରୁ ରାଜନେତା ପାଲଟିଥିବା ଟିଭିକେ (ତାମିଲାଗା ଭେଟ୍ରି କାଝାଗମ) ମୁଖ୍ୟ ବିଜୟଙ୍କ ଦ୍ୱାରା ଆୟୋଜିତ ଏକ ରାଲିରେ ଶନିବାର ଦିନ ଦଳାଚକଟା ଘଟି ୪୦ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଦାୟର ହୋଇଥିବା ଏଫଆଇଆରରେ ବିଜୟଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ…

ସାବଧାନ! ଉତ୍ତରପ୍ରଦେଶରେ ବିକ୍ରି ହେଉଛି କେମିକାଲ ମିଶା ଆଳୁ

ଗୋରଖପୁର: ଉତ୍ତରପ୍ରଦେଶର ଗୋରଖପୁରରେ ଖାଦ୍ୟ ସୁରକ୍ଷା ବିଭାଗ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଧିକାରୀମାନେ ବଜାରରୁ ଦୁଇଟି ଟ୍ରକ କେମିକାଲ ମିଶା ଆଳୁ ଜବତ କରିଛି। ଆଳୁକୁ ଲାଲ, ଚମକଦାର ଏବଂ ତାଜା ଦେଖାଇବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିଲା। ତେବେ ଉକ୍ତ ଆଳୁର…

Vijay Rally Stampede: ତଦନ୍ତ ପାଇଁ ଗଠନ ହେଲା ଏନଡିଏ ପ୍ରତିନିଧିମଣ୍ଡଳ, ଭୁବନେଶ୍ୱର ସାଂସଦ ଅପରାଜିତା, ହେମା…

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA)ର ଏକ ପ୍ରତିନିଧି ଦଳ ତାମିଲନାଡୁର କରୁର ଗସ୍ତ କରିବେ ଏବଂ ଗତ ସପ୍ତାହାନ୍ତରେ ଟିଭିକେ ଦଳର ରାଲି ସମୟରେ ହୋଇଥିବା ଦଳାଚକଟା ଏବଂ ଜୀବନହାନିର ପ୍ରକୃତ କାରଣ ଅନୁଧ୍ୟାନ କରିବେ। ବିଜେପି ସଭାପତି ଜେପି…

ବିହାର ରାଜନୀତିରେ ଅନେକ ନୂଆଦଳର ଏଣ୍ଟ୍ରି, ପ୍ରଥମ ଥର ପାଇଁ କରିବେ ଭାଗ୍ୟ ପରୀକ୍ଷା… ଜାଣନ୍ତୁ ୨୦୨୦ ରୁ କେତେ…

ବିହାର ରାଜନୀତିରେ ଅନେକ ନୂଆଦଳର ଏଣ୍ଟ୍ରି, ପ୍ରଥମ ଥର ପାଇଁ କରିବେ ଭାଗ୍ୟ ପରୀକ୍ଷା... ଜାଣନ୍ତୁ ୨୦୨୦ ରୁ କେତେ ଅଧିକ ପ୍ରାର୍ଥୀ.. ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ତାରିଖ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି। ତା’ପୂର୍ବରୁ, ସମସ୍ତ ଦଳ ନିଜ ନିଜ ଉପାୟରେ ଲୋକଙ୍କ ମନ…

ଦିଲ୍ଲୀ ରାମଲୀଳାରେ ରାବଣ ଦହନ କରିବେ ବବି

ନୂଆଦିଲ୍ଲୀ: ପ୍ରତିବର୍ଷ ଦଶହରା ପର୍ବ ସାରା ଦେଶରେ ମହା ଆଡମ୍ବର ଏବଂ ହସୋଉଲ୍ଲାସର ସହିତ ପାଳନ କରାଯାଏ । ଚଳିତ ବର୍ଷ ଅକ୍ଟୋବର ୨ ତାରିଖରେ ପଡୁଛି ଦଶହରା ପର୍ବ । ଏଥର ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ରାମଲୀଳାରେ ସାମିଲ ହେବେ ବଲିଉଡ ଆକ୍ଟର ବବି ଦେଓଲ୍ । ଚଳିତ ବର୍ଷ ବବି…

Mohsin Naqvi: ଏସିଆ କପ୍ ଟ୍ରଫି ନିଜ ସହ ନେଇଥିବା ମୋହସିନ୍ ନକଭି କିଏ?, ପାକିସ୍ତାନ ସରକାରରେ ପାଇଛନ୍ତି…

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ ୨୦୨୫ର ଟାଇଟଲ୍ ମ୍ୟାଚ୍ ରେ ପାକିସ୍ତାନୀ କ୍ରିକେଟ୍ ଦଳକୁ ପରାସ୍ତ କରିଛି। ଏସିଆ କପ୍ ରେ ଭାରତର ବିଜୟ ସତ୍ତ୍ୱେ, ପାକିସ୍ତାନ ଏକ ନାଟକୀୟ ନାଟକ ପ୍ରଦର୍ଶନ କରିଛି ଯାହା ସାରା ବିଶ୍ୱରେ ଆଲୋଚନା ହେଉଛି। ବିଜୟ ପରେ, ଭାରତୀୟ ଦଳ ପାକିସ୍ତାନର…

କରୁର ଦଳାଚକଟା ଘଟଣା ପରେ ବିଜୟଙ୍କୁ ଧମକ, ବଢିଲା ସୁରକ୍ଷା ବ୍ୟବସ୍ଥା 

ଚେନ୍ନାଇ: କରୁରରେ ଆୟୋଜିତ ବିଜୟଙ୍କ ଏକ ରାଲିରେ ଦଳାଚକଟା ଘଟଣାରେ ୪୦ ଜଣଙ୍କର ମୃତ୍ୟୁ ହେବା ସହ ପ୍ରାୟ ୧୦୦ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ରବିବାର ବିଜୟ ତାଙ୍କ ନୀଳାଙ୍କରୀ ଘରେ ବୋମା ଧମକ ନେଇ ଏକ ଫୋନ୍ କଲ ପାଇଥିଲେ। ଯାହା ପରେ ପୋଲିସକୁ ଏନେଇ ସୂଚନା ଦିଆଯାଇଥିଲା। ଫଳରେ ତୁରନ୍ତ…

Naxal Encounter: ଏନକାଉଣ୍ଟରରେ ୩ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ, ମୁଣ୍ଡରେ ଥିଲା ୧୪ ଲକ୍ଷ ଟଙ୍କା ପୁରସ୍କାର

କାଙ୍କେର: ବସ୍ତରରେ ଚାଲିଥିବା ମାଓ ବିରୋଧୀ ଅଭିଯାନ ସମୟରେ କାଙ୍କେରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ତିରୟାରପାଣି ଏବଂ ଛିନ୍ଦଖଡକ ଜଙ୍ଗଲରେ ପୋଲିସ-ନକ୍ସଲ ଏନକାଉଣ୍ଟରରେ ତିନି ଜଣ ନକ୍ସଲ ନିହତ ହୋଇଛନ୍ତି। ଜଣେ ମହିଳା ନକ୍ସଲ ଏବଂ ଦୁଇ ଜଣ ପୁରୁଷ ନକ୍ସଲଙ୍କ ମୃତଦେହ ଉଦ୍ଧାର…