Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘାଟି ତଳକୁ ଖସିଲା ସିଆରପିଏଫ୍ ଗାଡି: ୨ ଯବାନ ମୃତ, ଅନେକ ଆହତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲାରେ ଯବାନଙ୍କ ଗାଡ଼ି ଦୁର୍ଘଟଣା। ବସନ୍ତଗଡ଼-କାଣ୍ଡଭା ରାସ୍ତାରେ ଘାଇକୁ ଓଲଟିଲା ଗାଡ଼ି। ୨ CRPF ଯବାନ ମୃତ, ୧୨ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସର ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ସମସ୍ତ ଆହତଙ୍କୁ ଚିକିତ୍ସା…

ଜଷ୍ଟିସ୍ ବର୍ମାଙ୍କୁ ବଡ଼ ଝଟକା: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ….

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ ବଡ଼ ଝଟକା ଲାଗିଛି। ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ସମୟରେ ଜଷ୍ଟିସ୍ ବର୍ମା ତାଙ୍କ ଘରୁ ମିଳିଥିବା ପୋଡା ଟଙ୍କା ମାମଲାରେ ତଦନ୍ତ କମିଟିର ରିପୋର୍ଟକୁ ଅବୈଧ ଘୋଷଣା…

ଆତଙ୍କୀ ପ୍ରେମରେ ଉବୁଟୁବୁ ଆମେରିକା, ଏପଟେ ଭାରତ ସହ ବଢୁଛି ଦୂରତା!

ନୂଆଦିଲ୍ଲୀ: ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ବିରୁଦ୍ଧରେ ଏକ ଶୁଳ୍କ ଯୁଦ୍ଧ ଚଳାଇଛନ୍ତି, ଅନ୍ୟପଟେ, ପାକିସ୍ତାନ ପ୍ରତି ତାଙ୍କର ପ୍ରେମ ବୃଦ୍ଧି ପାଉଥିବା ପରି ମନେ ହେଉଛି । ପାକିସ୍ତାନୀ ପ୍ରଶାସନିକ ଅଧିକାରୀଙ୍କ ଘନ ଘନ ଆମେରିକା ଗସ୍ତ ଏନେଇ ବଡ ବାର୍ତ୍ତା ଦେଉଛି…

ଶୁଳ୍କ ଆଟାକ୍ ପରେ ଟ୍ରମ୍ପଙ୍କୁ କଡା ଜବାବ ଦେଲେ ମୋଦି, ସିଧା କହିଦେଲେ ନଇଁବୁ ନାହିଁ, ‘କୃଷକଙ୍କ ସ୍ବାର୍ଥ…

ନୂଆଦିଲ୍ଲୀ: ୫୦% ଟାରିଫ୍ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମୁଁ ଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ୍ କରିବି ନାହିଁ। ଆମର ଚାଷୀଙ୍କ ସ୍ୱାର୍ଥ ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା।…

‘ଭାରତ ଯଦି ମୁଣ୍ଡ ନ ନୁଆଁଏ’…୫୦% ଟାରିଫ୍ ପରେ ପୁଣି ଧମକ ଦେଲେ ଟ୍ରମ୍ପ, ଚୀନ ନେଇ ଦେଲେ ବଡ ବୟାନ….

ନୂଆଦିଲ୍ଲୀ: ଭାରତୀୟ ଆମଦାନୀ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବାର ମାତ୍ର କିଛି ଘଣ୍ଟା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଏକ ନୂତନ ଧମକ ଦେଇଛନ୍ତି । ଯଦି ଭାରତ ରୁଷଠାରୁ ତେଲ କିଣିବା ଜାରି ରଖେ ତେବେ ଟ୍ରମ୍ପ ଭାରତ ଉପରେ ଅଧିକ ଦ୍ୱିତୀୟ ପ୍ରତିବନ୍ଧକ…

ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍‌; ‘ଅନୁଚିତ,ଅନ୍ୟାୟ ଏବଂ ଅଯୌକ୍ତିକ’ କହିଲା ଭାରତ

ନୂଆଦିଲ୍ଲୀ: ଆଜି ଭାରତ ଉପରେ ଆଉ ୨୫% ଟାରିଫ ବୃଦ୍ଧି କଲେ ଡୋନାଲ୍ଟ ଟ୍ରମ୍ପ୍‌ । ଦ୍ବିତୀୟ ୨୫% ଟାରିଫ୍‌କୁ ମିଶାଇଲେ ଭାରତ ଉପରେ ଟାରିଫ ୫୦%କୁ ବୃଦ୍ଧି ହୋଇଛି । ଏହି ନୂତନ ୨୫% ଟାରିଫ ୨୧ ଦିନ ପରେ ଅର୍ଥାତ୍ ୨୭ ଅଗଷ୍ଟ ୨୦୨୫ ରୁ କାର୍ଯ୍ୟକାରୀ ହେବ। ଆଦେଶରେ ଲେଖାଯାଇଛି ଯେ ଆମେରିକାର…

ବିଶ୍ୱର ସବୁଠୁ ଅଧିକ ଖାଉଥିବା ବ୍ୟକ୍ତି, ଦିନକୁ ୨୫ ଲୋକଙ୍କ ଖାଇବା ଖା’ନ୍ତି !

ନୂଆଦିଲ୍ଲୀ: ଦୁନିଆରେ ଖାଦ୍ୟପ୍ରେମୀ ଲୋକଙ୍କର ଅଭାବ ନାହିଁ। କେହି କେହି ନିଜର ଖାଦ୍ୟାଭ୍ୟାସ ଦ୍ୱାରା ବିଶ୍ୱ ରେକର୍ଡ ସୃଷ୍ଟି କରିଥା’ନ୍ତି। ଆପଣ ନିଶ୍ଚିତ ଭାବେ ସବୁଠାରୁ ଉଚ୍ଚ ଅଟ୍ଟାଳିକା, ବଡ଼ ରୁଟି, ବଡ଼ ଚାଷୀ, ଲମ୍ବା ନଦୀ ପାର କରିବା କିମ୍ବା ଦ୍ରୁତ ଦୌଡ଼ିବା ଭଳି ରେକର୍ଡ ବିଷୟରେ…

ଏସି ଭଳି ଗ୍ୟାସ ଚୁଲାରେ ରହିବ ଷ୍ଟାର ରେଟିଙ୍ଗ…

ନୂଆଦିଲ୍ଲୀ: ବର୍ତ୍ତମାନ୍ ସମୟରେ ଆମେ ଯାହାବି ଇଲେକଟ୍ରୋନିକ୍ସ ଜିନିଷ କିଣିବାକୁ ଗଲେ ପ୍ରଥମେ ସେହି ଜିନିଷଟି କେଉଁ ଷ୍ଟାର ଅନ୍ତର୍ଭୁକ୍ତ ତାହା ଦେଖିଥାଉ। ସେହିପରି ୨୦୨୬ ମସିହାରୁ ଗ୍ୟାସ ଚୁଲାରେ ମଧ୍ୟ ଷ୍ଟାର ରେଟିଙ୍ଗ ରହିବ। ତେବେ ଜାନୁଆରୀ ୧, ୨୦୨୬ ଠାରୁ ଗ୍ୟାସ ଚୁଲା ପାଇଁ ମଧ୍ୟ…

ବୈଜ୍ଞାନିକମାନେ ଲ୍ୟାବରେ ପ୍ରସ୍ତୁତ କଲେ କୃତ୍ରିମ କ୍ଷୁଦ୍ର ମସ୍ତିଷ୍କ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଲ୍ୟାବରେ କୃତ୍ରିମ କ୍ଷୁଦ୍ର ମସ୍ତିଷ୍କ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି । ଏହି ମସ୍ତିଷ୍କକୁ ଅନୁଧ୍ୟାନ କରି ଡାକ୍ତରମାନେ ଅନେକ ରୋଗର ନିରାକରଣ କରପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି । ଅଟିଜିମ, ଡିପ୍ରେଶନ ଓ ଅଲଜାଇମର ପରି ରୋଗକୁ ସହଜରେ ଭଲ କରାଯାଇପାରିବ…

ହ୍ୱାଟସଆପର ବଡ଼ ଆକ୍ସନ, ଭାରତରେ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍

ନୂଆଦିଲ୍ଲୀ: ହ୍ୱାଟସଆପ୍ ପୁଣି ଥରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯୮ ଲକ୍ଷ ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଛି । ମେଟା ଏହାର ଜୁନ୍ ମାସର କମ୍ପ୍ଲାୟେନ୍ସ ରିପୋର୍ଟରେ ଏହା ଘୋଷଣା କରିଛି । ଅପବ୍ୟବହାର ଏବଂ ଗୁଜବ ପ୍ରସାରଣ ଇତ୍ୟାଦି କାରଣରୁ ଇନଷ୍ଟାଣ୍ଟ ମେସେଜିଂ…