Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ହ୍ୱାଟସଆପର ବଡ଼ ଆକ୍ସନ, ଭାରତରେ ୯୮ ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ୍

ନୂଆଦିଲ୍ଲୀ: ହ୍ୱାଟସଆପ୍ ପୁଣି ଥରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୯୮ ଲକ୍ଷ ଭାରତୀୟ ୟୁଜର୍ସଙ୍କ ଆକାଉଣ୍ଟକୁ ବ୍ୟାନ୍ କରିଛି । ମେଟା ଏହାର ଜୁନ୍ ମାସର କମ୍ପ୍ଲାୟେନ୍ସ ରିପୋର୍ଟରେ ଏହା ଘୋଷଣା କରିଛି । ଅପବ୍ୟବହାର ଏବଂ ଗୁଜବ ପ୍ରସାରଣ ଇତ୍ୟାଦି କାରଣରୁ ଇନଷ୍ଟାଣ୍ଟ ମେସେଜିଂ…

ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଲକର ଏବଂ ଆକାଉଣ୍ଟ ପାଇଁ ବଦଳିଲା ନିୟମ, ୩ ମାସ ମଧ୍ୟରେ କରିବାକୁ ପଡିବ ଏହି କାମ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସମସ୍ତ ବ୍ୟାଙ୍କର ଏପରି ଗ୍ରାହକଙ୍କ ପରିବାର ସଦସ୍ୟଙ୍କ ପାଇଁ ଏକ ନୂତନ ନିୟମ ଲାଗୁ କରିଛି ଯେଉଁମାନଙ୍କର ମୃତ୍ୟୁ ହୋଇସାରିଛି, କିନ୍ତୁ ସେମାନଙ୍କର ଲକର୍ ଏବଂ ଆକାଉଣ୍ଟଗୁଡ଼ିକ ସେମାନଙ୍କ ନାମରେ ଚାଲୁଛି । ଏବେ ଏପରି ଆକାଉଣ୍ଟଗୁଡ଼ିକୁ କମ ସମୟ…

ଇତିହାସ ରଚିବେ ମୋଦି ସରକାରଙ୍କ ଆଉ ଦୁଇ ପାଣ୍ଡବ, ଭାଙ୍ଗିଯିବ କି ନେହେରୁଙ୍କ ରେକର୍ଡ?

ନୂଆଦିଲ୍ଲୀ: କେନ୍ଦ୍ରର ମୋଦି ସରକାର ଏବଂ ଏହାର ମନ୍ତ୍ରୀମାନେ ପ୍ରତିଦିନ ନୂଆ ଇତିହାସ ସୃଷ୍ଟି କରୁଛନ୍ତି। ମଙ୍ଗଳବାର ଦିନ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ସବୁଠାରୁ ଅଧିକ ସମୟ ପାଇଁ ଗୃହମନ୍ତ୍ରୀ ହୋଇଛନ୍ତି। ଅମିତ ଶାହ ମେ ୩୦, ୨୦୧୯ ରେ ଦେଶର…

୧୪୪ଟି କ୍ଷେପଣାସ୍ତ୍ରରେ ସଜ୍ଜିତ ‘ପ୍ରୋଜେକ୍ଟ ୧୮’, ୫ଶହ କିଲୋମିଟର ଦୂରରୁ ଶତ୍ରୁକୁ ଦେବ କଡା ଜବାବ

ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଅଧିକ ଶକ୍ତିଶାଳୀ କରିବା ଦିଗରେ ଏକ ବଡ଼ ପଦକ୍ଷେପ । ଭାରତ 'ପ୍ରୋଜେକ୍ଟ ୧୮' ନାମକ ଏକ ପରବର୍ତ୍ତୀ ପିଢ଼ିର ବିଧ୍ୱଂସକ ଯୁଦ୍ଧଜାହାଜ ନିର୍ମାଣ କରିବାକୁ ଯୋଜନା କରିଛି । ଏହି ଜାହାଜ କେବଳ ବୈଷୟିକ ଭାବରେ ଉନ୍ନତ ହେବ ନାହିଁ, ବରଂ ଚୀନ୍ ଏବଂ ପାକିସ୍ତାନର ମିଳିତ…

ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚୀନ୍‌ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୩୧ରେ ଚୀନ୍‌ ଗସ୍ତ କରିବା ନେଇ ସୂଚନା। SCO ସମ୍ମିଳନୀରେ ଯୋଗ ଦେବାକୁ ଚୀନ୍‌ ଯିବେ ମୋଦି। ଚୀନ ସହ ଜାପାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନରେ ଅନୁଷ୍ଠିତ…

କୈଳାସ ଯାତ୍ରା ରୁଟ୍ ରେ ହଠାତ୍ ଆସିଲା ବନ୍ୟା,୪୧୩ ତୀର୍ଥଯାତ୍ରୀଙ୍କୁ ITBP କଲେ ଉଦ୍ଧାର

ନୂଆଦିଲ୍ଲୀ:ହିମାଚଳ ପ୍ରଦେଶର କିନ୍ନୌର କୈଳାସ ଯାତ୍ରା ରୁଟରେ ଦୁଇଟି ଅସ୍ଥାୟୀ ସେତୁ ଭାସିଯିବା ପରେ ୪୦୦ ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ହିମାଚଳପ୍ରଦେଶର କିନ୍ନୌରର କିନ୍ନର କୈଳାସ ଯାତ୍ରା ମାର୍ଗରେ ତାଙ୍ଗଲିଙ୍ଗ ଅଞ୍ଚଳରେ ମଧ୍ୟ ହଠାତ୍ ବନ୍ୟା ଆସିଥିଲା। ଘଟଣା ପରେ…

ମସ୍କୋରେ କ’ଣ କରୁଛନ୍ତି ଡୋଭାଲ?

ନୂଆଦିଲ୍ଲୀ: ତେଲ, ଟାରିଫ, ଏସ୍-400କୁ ନେଇ ଚର୍ଚ୍ଚା। ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ମଧ୍ୟରେ ଋଷରେ ଭାରତର ଜେମସ ବଣ୍ଡ ଅଜିତ ଡୋଭାଲ୍। ବିଶ୍ବରେ ଭୂ-ରାଜନୈତିକ ସ୍ଥିତି ସମ୍ବେଦନଶୀଳ ମୋଡରେ ଥିବା ବେଳେ ଋଷରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ଋଷ ନେତାଙ୍କ…

ଟ୍ରମ୍ପଙ୍କୁ ଚେତାଇ ଦେଲେ ଆମେରିକାର ଏହି ବ୍ୟକ୍ତି….’ଭାରତ ଭଳି ଶକ୍ତିଶାଳୀ ସହଯୋଗୀ ସହିତ ସମ୍ପର୍କ ନଷ୍ଟ…

ନୂଆଦିଲ୍ଲୀ: ଭାରତ ସହିତ ଆମେରିକାର ଏବେ ତିକ୍ତତା ବଢୁଥିବା ବେଳେ ଏବେ ଆମେରିକାରୁ ହିଁ ଟ୍ରମ୍ପଙ୍କୁ ଚେତାବନୀ ମିଳିଛି । ସଂଯୁକ୍ତ ରାଷ୍ଟ୍ରରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରଦୂତ ନିକି ହେଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବକୁ ତୀବ୍ର ସମାଲୋଚନା କରିଛନ୍ତି, ଯେଉଁଥିରେ ସେ ଭାରତୀୟ…

ଜୈସ୍-ଏ-ମହମ୍ମଦ ମୁଖ୍ୟାଳୟର ଚାଲିଛି ପୁନଃନିର୍ମାଣ, ପାଣ୍ଠି ସଂଗ୍ରହ କରିବାରେ ବ୍ୟସ୍ତ ମସୁଦ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ପାକିସ୍ତାନରେ ପୁଣି ସକ୍ରିୟ ହେବାରେ ଲାଗିଛି। ପହଲଗାମ ଆକ୍ରମଣ ପରେ ଭାରତ ଅପରେସନ ସିନ୍ଦୁର ଅଧୀନରେ ପାକିସ୍ତାନର ବହାୱଲପୁରରେ ଅବସ୍ଥିତ ଜୈସ୍-ଏ-ମହମ୍ମଦର ମୁଖ୍ୟାଳୟକୁ ଭାଙ୍ଗି ଦେଇଛି। କିନ୍ତୁ ଏବେ ଜୈସ୍-ଏ-ମହମ୍ମଦ ପୁଣି ଥରେ ଏହି…

ବିଦ୍ୟୁତ୍ ବିଲ୍ ବୃଦ୍ଧିକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ୍ ସିଗନାଲ୍, ଦିଲ୍ଲୀ ସମେତ ସାରା ଦେଶରେ ବଢିପାରେ ଦର!

ନୂଆଦିଲ୍ଲୀ: ବିଦ୍ୟୁତ୍ ବିଲ୍ ଶୁଳ୍କ ବୃଦ୍ଧିକୁ ଗ୍ରୀନ ସିଗନାଲ ଦେଲେ ସୁପ୍ରିମକୋର୍ଟ । ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି ହୋଇପାରେ। ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ…