Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ୨ ଦିନ ପରେ ପୂରା ହ୍ରାସ ପାଇଯିବ ଏସବୁ ସାମଗ୍ରୀର ଦାମ ! ଜାଣିରଖନ୍ତୁ….

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସେପ୍ଟେମ୍ବର ୨୨, ୨୦୨୫ରୁ ଏକ ନୂଆ ଜିଏସଟି (ଗୁଡ଼ସ୍ ଆଣ୍ଡ ସର୍ଭିସ ଟ୍ୟାକ୍ସ) ସଂସ୍କାର କାର୍ଯ୍ୟକାରୀ କରୁଛନ୍ତି, ଯାହା ସାଧାରଣ ଲୋକଙ୍କ ପାଇଁ ବଡ଼ ଆଶ୍ୱସ୍ଥି ଆଣିବ। ଏହି ସଂସ୍କାର ଅନୁଯାୟୀ, ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ ଏବଂ…

E-Passport: ଭାରତରେ ଇ-ପାସପୋର୍ଟ ସେବା ଆରମ୍ଭ…ଜାଣନ୍ତୁ ଯୋଗ୍ୟତା, ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ:ଭାରତ ଆନୁଷ୍ଠାନିକ ଭାବରେ ଇ-ପାସପୋର୍ଟ ସେବା ଆରମ୍ଭ କରିଛି । ଭାରତ ଏବେ ଇ-ପାସପୋର୍ଟ ପ୍ରଦାନ କରୁଛି। ଏହା ପାସପୋର୍ଟର ଏକ ନୂତନ ଏବଂ ଉନ୍ନତ ସଂସ୍କରଣ, ଯାହାକୁ ଲୋକମାନେ ସାରା ଦେଶରେ ଆବେଦନ କରିପାରିବେ। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍ ପ୍ରୋଜେକ୍ଟ ଭାବରେ ୧ ଏପ୍ରିଲ୍…

ଯାତ୍ରୀଙ୍କ ପାଇଁ ଖୁସି ଖବର; ‘ରେଳ ନୀର’ ବୋତଲର ଦାମ କମାଇଲା ରେଳବାଇ

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ରେଳ ଷ୍ଟେସନ ଏବଂ ଟ୍ରେନରେ ଉପଲବ୍ଧ ପ୍ୟାକେଜ୍ ପାଣିର ମୂଲ୍ୟ ହ୍ରାସ କରିଛି। ଏହି ନୂତନ ମୂଲ୍ୟ ୨୨ ସେପ୍ଟେମ୍ବର ଠାରୁ ଲାଗୁ ହେବାକୁ ଯାଉଛି। ବର୍ତ୍ତମାନ୍ 'ରେଳ ନୀର'ର ୧ ଲିଟର ବୋତଲ ପାଣିର ମୂଲ୍ୟ ୧୫ ଟଙ୍କାରୁ ହ୍ରାସ ପାଇ ୧୪ ଟଙ୍କା ହୋଇଥିବା ବେଳେ ୫୦୦…

Terrorist Organizations: ଅପରେସନ ସିନ୍ଦୁର ପରେ ବଦଳିଳା ଜୈଶ-ହିଜବୁଲର ଠିକଣା, ଏହି ସ୍ଥାନରେ ତିଆରି ହେଉଛି ନୂଆ…

ନୂଆଦିଲ୍ଲୀ: ଭାରତୀୟ ସେନା ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ପରେ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ସେମାନଙ୍କର ଘାଟି ସ୍ଥାନାନ୍ତର କରୁଛନ୍ତି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଏହି ସଂଗଠନଗୁଡ଼ିକ ନିଜର ଠିକଣାରୁ ହଟାଇ ଏବେ ପିଓକେରୁ…

କାଲି ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ…

ନୂଆଦିଲ୍ଲୀ: ମହାଳୟା ଅମାବାସ୍ୟା ଚଳିତ ବର୍ଷ ୨୧ ସେପ୍ଟେମ୍ବରରେ ଅର୍ଥାତ୍ ରବିବାର ଦିନ  ପଡୁଛି। ଏଥିସହିତ ସେହି ଦିନ ସୂର୍ଯ୍ୟ ପରାଗ ମଧ୍ୟ ହେବାକୁ ଯାଉଛି। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେଉନଥିବାରୁ ସୂତକ ସମୟ ଲାଗୁ ହେବ ନାହିଁ ଏବଂ ଧାର୍ମିକ କାର୍ଯ୍ୟକଳାପ ନିର୍ଦ୍ଧାରିତ ସମୟ ଅନୁସାରେ…

ନ୍ୟାସନାଲ ଜିଓଗ୍ରାଫିକ ମାଗାଜିନ୍ କଭରରେ ଶିମିଳିପାଳର ବିରଳ କଳା ବାଘ…

ଭୁବନେଶ୍ୱର: ନ୍ୟାସନାଲ ଜିଓଗ୍ରାଫିକର କଭରରେ ସ୍ଥାନ ପାଇବା ପ୍ରତ୍ୟେକ ଫଟୋଗ୍ରାଫରଙ୍କ ସ୍ୱପ୍ନ। ଏଭଳୀ ସ୍ବପ୍ନ ପୂରଣ ହୋଇଛି ୱାଇଲ୍ଡ ଲାଇଫ ଫଟୋଗ୍ରାଫର ପ୍ରସେନଜିତ ଯାଦବଙ୍କର। ପ୍ରସେନଜିତ ଯାଦବଙ୍କର ଏକ ଫଟୋଗ୍ରାଫି ଅକ୍ଟୋବର ୨୦୨୫ ସଂସ୍କରଣ ପାଇଁ ପ୍ରତିଷ୍ଠିତ ୱାଇଲ୍ଡଲାଇଫ୍ ମାଗାଜିନ୍…

H-1B Visa: କ’ଣ ଏହି H1B ଭିସା?, ଯାହା ଏବେ ଭାରତୀୟ ବୃତ୍ତିଗତଙ୍କୁ ଚିନ୍ତାରେ ପକାଇଛି…

ନୂଆଦିଲ୍ଲୀ: ୫୦ ପ୍ରତିଶତ ଶୁଳ୍କ ଟେନସନ୍  ସରିନଥିବା ବେଳେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟଙ୍କୁ ଆଉ ,କ ପ୍ରହାର ଦେଇଛନ୍ତି । ଟ୍ରମ୍ପ ପ୍ରଶାସନ H-IB ଭିସା ପାଇଁ ନିୟମ ପରିବର୍ତ୍ତନ କରିଛି ଏବଂ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରି ଏହାକୁ କାର୍ଯ୍ୟକାରୀ…

J&Kରେ ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ପାଇଁ ବଡ଼ ଯୋଜନା, ୮ ଟି ସ୍ଥାନରେ CIK ଓ ପୋଲିସର ମିଳିତ ଚଢାଉ

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରରେ, ଆତଙ୍କବାଦ ସମ୍ବନ୍ଧୀୟ ଏକ ମାମଲା ସହିତ ଜଡିତ ଶ୍ରୀନଗର ସମେତ ଅନେକ ସ୍ଥାନରେ ତଲାସୀ ଅଭିଯାନ କରାଯାଇଛି। ଜମ୍ମୁ ଏବଂ କାଶ୍ମୀର ପୋଲିସର କାଉଣ୍ଟର-ଇଣ୍ଟେଲିଜେନ୍ସ ୱିଙ୍ଗ ଦ୍ୱାରା ଏହି ଚଢାଉ କରାଯାଉଛି। ଅଧିକାରୀମାନେ କହିଛନ୍ତି ଯେ କାଉଣ୍ଟର-ଇଣ୍ଟେଲିଜେନ୍ସ…

Election Commission: ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ, ୪୦୦ରୁ ଅଧିକ ଦଳ ବିରୋଧରେ ନିଆଯାଇଛି କଡ଼ା…

ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନେଇ ନିର୍ବାଚନ କମିଶନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବର୍ଷ ବର୍ଷ ଧରି ନିଷ୍କ୍ରିୟ ଥିବା ରାଜନୈତିକ ଦଳଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ଛଅ ବର୍ଷ ଧରି ନିର୍ବାଚନ ଲଢ଼ିବାରେ କିମ୍ବା ନିୟମ ପାଳନ କରିବାରେ ବିଫଳ ହେବା ପାଇଁ କମିଶନ…

ପାକିସ୍ତାନ ଘର ଭଳି ଅନୁଭବ ଦିଏ: ସାମ ପିଟ୍ରୋଡା

ପାଟଣା: ବିହାର ନିର୍ବାଚନ ପୂର୍ବରୁ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ମୁଖ୍ୟ ସାମ ପିଟ୍ରୋଡା ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ତାଙ୍କୁ ପାଇଁ ଘର ଭଳି ଅନୁଭବ ଦିଏ। ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସାମ ପିଟ୍ରୋଡା ପାକିସ୍ତାନ ସହିତ ଆଲୋଚନା ଲାଗି ଏକପ୍ରକାର…