Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

J&K Encounter: ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଧମପୁରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ଉଧମପୁରର ଘାଟି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚାଲିଥିଲା। ଅପରେସନ୍ ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇ ଜଣେ ସୈନିକଙ୍କୁ…

Manipur Attack: ମଣିପୁରରେ ଆସାମ ରାଇଫଲ୍ସ କାଫିଲେ ଉପରେ ଆକ୍ରମଣ, ୨ ସୈନିକ ସହିଦ୍, ୫ ଆହତ

ଇମ୍ଫାଲ: ମଣିପୁରରେ ପୁଣି ଥରେ ଅର୍ଦ୍ଧସାମରିକ ବାହିନୀକୁ ଟାର୍ଗେଟ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଏକ ସଶସ୍ତ୍ର ଗୋଷ୍ଠୀ ଆସାମ ରାଇଫଲ୍ସ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଆସାମ ରାଇଫଲ୍ସର ଦୁଇ ସୈନିକ ସହିଦ୍ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି…

Trump all with Xi: TikTok ଚୁକ୍ତିକୁ ମଞ୍ଜୁରୀ, ଆସନ୍ତା ବର୍ଷ ଗସ୍ତ କରିବେ ଚୀନ୍…ଜିନପିଙ୍ଗଙ୍କ ସହ କଥା ହେଲେ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟିକଟକ୍ ଚୁକ୍ତିକୁ ନେଇ ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି ଯେ ଟିକଟକ୍ ଚୁକ୍ତି ଖୁବ୍ ଶୀଘ୍ର ଆସୁଛି ଏବଂ ନିବେଶକମାନେ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି। ସେ ଶୁକ୍ରବାର କହିଛନ୍ତି ଯେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଆମେରିକାରେ…

H-1B Visa: ଆଉ ଏକ ଝଟକା ଦେଲେ ଟ୍ରମ୍ପ, H-1B ଭିସା ଫି ବୃଦ୍ଧି, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ?

ନୂଆଦିଲ୍ଲୀ: ୫୦ ପ୍ରତିଶତ ଶୁଳ୍କ ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟଙ୍କୁ ଆଉ ଏକ ବଡ଼ ଝଟକା ଦେଇଛନ୍ତି। ଟ୍ରମ୍ପ ପ୍ରଶାସନ H-1B ଭିସା ନିୟମ ପରିବର୍ତ୍ତନ କରିଛି ଏବଂ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରି ଏହାକୁ କାର୍ଯ୍ୟକାରୀ କରିଛି। ନୂତନ…

Passbook Lite: PF ଧାରକଙ୍କ ପାଇଁ ଖୁସି ଖବର; ଏବେ ଗୋଟିଏ କ୍ଲିକ୍‌ରେ ସମ୍ପୂର୍ଣ୍ଣ ଆକାଉଣ୍ଟ ବିବରଣୀ…

ନୂଆଦିଲ୍ଲୀ: EPFO ନିଜର ଡିଜିଟାଲ୍ ପୋର୍ଟାଲକୁ ଅପଡେଟ୍ କରିଛି । ଯାହା ସଦସ୍ୟମାନଙ୍କୁ ଗୋଟିଏ ଲଗଇନ୍ ମାଧ୍ୟମରେ ସମସ୍ତ ସେବା ଏବଂ ଆକାଉଣ୍ଟ ସୂଚନା ପାଇବାକୁ ଅନୁମତି ଦେଇଛି। ଏହା ପୂର୍ବରୁ ଜଟିଳ ଏବଂ ସମୟ ସାପେକ୍ଷ ପ୍ରକ୍ରିୟାକୁ ସରଳ ଏବଂ ତ୍ୱରାନ୍ୱିତ କରିବ। ପୂର୍ବରୁ, ସଦସ୍ୟମାନଙ୍କୁ…

Iran’s Chabahar Port: ‘ଚାବାହାର ପ୍ରକଳ୍ପ ଉପରେ ଆମେରିକାର ନିଷ୍ପତ୍ତିର ପରିଣାମ ସମୀକ୍ଷା କରୁଛି…

ନୂଆଦିଲ୍ଲୀ: ଆମେରିକା ଇରାନର ରଣନୈତିକ ଚାବାହାର ବନ୍ଦର ଉପରେ ୨୦୧୮ ରେ ଦିଆଯାଇଥିବା ପ୍ରତିବନ୍ଧକ କୋହଳ (Sanctions Waiver)କୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ୨୯ ସେପ୍ଟେମ୍ବର, ୨୦୨୫ ରେ କାର୍ଯ୍ୟକାରୀ ହେବ ଏବଂ ଏହାକୁ ୱାଶିଂଟନର "ସର୍ବାଧିକ ଚାପ" ଅଭିଯାନ…

ଭାରତରେ ପ୍ରତି ୩୦ ମିନିଟରେ ଗୋଟିଏ ପରିବାର ହେଉଛନ୍ତି କୋଟିପତି, ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଭାରତର ଦ୍ରୁତ ଗତିରେ ଅଗ୍ରସର ହେଉଥିବା ଅର୍ଥନୀତି ଏବେ ଧନୀମାନଙ୍କର ନୂଆ ରେକର୍ଡ ସୃଷ୍ଟି କରୁଛି। ମର୍ସିଡିଜ୍‌ ବେଞ୍ଜ ହୁରୁନ୍‌ ଇଣ୍ଡିଆ ଓ୍ଵେଲଥ୍‌ ରିପୋର୍ଟ ୨୦୨୫ ଅନୁସାରେ, ଦେଶରେ କୋଟିପତି ପରିବାରଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି। ରିପୋର୍ଟରେ ଦାବି କରାଯାଇଛି ଯେ…

ଭାରତର ୧୦ ହଜାର ଟଙ୍କା ସିଙ୍ଗାପୁରରେ କେତେ ହୋଇଯାଏ ? ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ : ଯଦି ଆପଣ ସିଙ୍ଗାପୁର ଭ୍ରମଣର ଯୋଜନା କରୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବେ ହୋଟେଲ ଓ ଦର୍ଶନୀୟ ସ୍ଥାନ ବିଷୟରେ ଖୋଜୁଥିବେ। କିନ୍ତୁ ଏହା ସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସିଙ୍ଗାପୁରର ମୁଦ୍ରା ବିଷୟରେ ଜାଣିବା। ସିଙ୍ଗାପୁରର ଅଧିକାରିକ ମୁଦ୍ରା ହେଉଛି ସିଙ୍ଗାପୁର ଡଲାର…

Assam Rifles vehicle attacked: ସେନା ଗାଡ଼ି ଉପରକୁ ବଡ଼ ଆକ୍ରମଣ; ୨ ଯବାନ ସହିଦ,୫ ଆହତ; ସର୍ଚ୍ଚ ଅପରେସନ ଜାରି

ଇମ୍ଫାଲ: ମଣିପୁରରେ ସେନା ଗାଡ଼ି ଉପରକୁ ହୋଇଛି ବଡ଼ ଧରଣର ଆକ୍ରମଣ । ୨ ଯବାନ ସହିଦ । ଶୁକ୍ରବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଅଜ୍ଞାତ ବନ୍ଧୁକଧାରୀମାନେ ଏକ ଅର୍ଦ୍ଧସାମରିକ ବାହିନୀର ଗାଡ଼ିକୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣରେ ଆସାମ ରାଇଫଲ୍ସର ଦୁଇ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା…