Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିଆରା ବାହାଘର, QR କୋଡରେ ଗିଫ୍ଟ ଦେଲେ ଅତିଥି…

ନୂଆଦିଲ୍ଲୀ: କେରଳର ଜଣେ ବାପା ତାଙ୍କ ଝିଅ ବାହାଘରରେ ସାର୍ଟ ପକେଟରେ QR କୋଡ୍ ଲଗାଇ ଅତିଥିମାନଙ୍କଠାରୁ ଡିଜିଟାଲ୍ ମାଧ୍ୟମରେ ଟଙ୍କା ସଂଗ୍ରହ କରୁଥିବାର ଭିଡିଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଭାଇରାଲ୍ ଭିଡିଓରେ କନ୍ୟାଙ୍କ ବାପା ତାଙ୍କ ସାର୍ଟ ପକେଟରେ Paytm QR…

ମହିଳା କ୍ରିକେଟ୍ ଟିମକୁ ଦିଦିଙ୍କ ଶୁଭେଚ୍ଛା ବାର୍ତ୍ତା ନେଇ ଆରମ୍ଭ ହେଲା ବିଜେପି-ଟିଏମସିର ରାଜନୈତିକ ଖେଳ

ନୂଆଦିଲ୍ଲୀ: ରବିବାର ଦିନ ଭାରତର ମହିଳା କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ ଜିତି ଇତିହାସ ରଚିଛି। ବିଶ୍ୱକପ୍ ଜିତିବା ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳକୁ ଦେଶ ଏବଂ ବିଦେଶରୁ ନିରନ୍ତର ଅଭିନନ୍ଦନ ମିଳୁଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି।…

Stray Dogs: ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: କୁକୁରଙ୍କ ପାଇଁ ଆସିବ ନୂଆ ନୀତି

ନୂଆଦିଲ୍ଲୀ: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବହୁ ପ୍ରତୀକ୍ଷିତ ନିଷ୍ପତ୍ତି ଶେଷରେ ଆସିଛି। ବୁଲା କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବା ପାଇଁ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ବୁଲା କୁକୁରମାନଙ୍କୁ ତୁରନ୍ତ ଛାଡିବାକୁ ଏବଂ ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା…

Earthquake: ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ; ୨୦ ମୃତ, ୧୫୦ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ପୁଣି ଥରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ସୋମବାର ସକାଳେ ଆଫଗାନିସ୍ତାନରେ ୬.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏପର୍ଯ୍ୟନ୍ତ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି । କୋଠାଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।…

ବିହାରରେ କାହାର ପଲ୍ଲା ଭାରି ?

ପାଟନା: ବିହାର ନିର୍ବାଚନ କାଣ୍ଟେକା ଟକ୍କର ହେବ । କେହି ଛାତି ପିଟି କହିପାରିବେନି ଯେ ଆମେ ଜିତିବୁ । ଏଠାକାର ଭୋଟର ଦଳକୁ ମାନନ୍ତି ଆଉ ପ୍ରାର୍ଥୀଙ୍କୁ ବି ଗୁରୁତ୍ୱ ଦିଅନ୍ତି । ମାତ୍ର କେଇଖଣ୍ଡ ଭୋଟରେ ଖେଳ ଓଲଟିଯାଏ । ଅନେକ ସମୟରେ ଜିତୁଜିତୁ ହାରିବାର ସ୍ୱାଦ ମଧ୍ୟ ଚାଖିବାକୁ ପଡେ । ୨୦୨୦…

Naxal Suppliers: ୨ ନକ୍ସଲ ସହଯୋଗୀଙ୍କୁ ବାନ୍ଧିଲା ପୋଲିସ; ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

ରାୟପୁର:ଛତିଶଗଡ଼ରେ ସୁରକ୍ଷାବାହିନୀ ନିରନ୍ତର ସଫଳତା ହାସଲ କରୁଛନ୍ତି। ନକ୍ସଲ ଅପରେସନରେ ଅନେକ ଶୀର୍ଷ ନକ୍ସଲଙ୍କୁ ନିପାତ କରିବା ପରେ, ମାଓବାଦୀମାନେ ସାମୂହିକ ଆତ୍ମସମର୍ପଣ କରୁଛନ୍ତି। ଏହି ସମୟରେ ସୁରକ୍ଷାବାହିନୀର ନକ୍ସଲ ବିରୋଧୀ ଅଭିଯାନ ସଫଳତା ହାସଲ କରିବାରେ ଲାଗିଛି। ସୁକମାର…

ଟ୍ରମ୍ପଙ୍କ ଦାବି; ପାକିସ୍ତାନ କରୁଛି ପରମାଣୁ ଅସ୍ତ୍ର ପରୀକ୍ଷଣ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଟ୍ରମ୍ପ କହିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ସକ୍ରିୟ ଭାବରେ ପରମାଣୁ ଅସ୍ତ୍ର ପରୀକ୍ଷଣ କରୁଥିବା ଦେଶମାନଙ୍କ ମଧ୍ୟରେ ସାମିଲ ହେଉଛି। ଯେତେବେଳେ କି ରୁଷ, ଚୀନ୍, ଉତ୍ତର…

Bus-Truck collision: ସକାଳୁ ଭୟଙ୍କର ସଡକ ଦୁର୍ଘଟଣା; ୨୦ ମୃତ, ଅନେକ ଆହତ

ହାଇଦ୍ରାବାଦ: ରବିବାର ସକାଳେ ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ୯ ଜଣ ମହିଳା ଏବଂ ଜଣେ ଶିଶୁ ଅଛନ୍ତି। ତନ୍ଦୁର ଡିପୋର ଏକ RTC ବସ୍ ଗୋଡି ବୋଝେଇ…

ଇତିହାସ ରଚିଲା ଇସ୍ରୋ, ଉତକ୍ଷେପଣ ହେଲା ସବୁଠାରୁ ଓଜନଦାର ଉପଗ୍ରହ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ରବିବାର ସନ୍ଧ୍ୟା ୫.୨୬ ସମୟରେ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଦେଶର ସବୁଠାରୁ ଭାରୀ ସ୍ୱଦେଶୀ ସଞ୍ଚାର ଉପଗ୍ରହ ସିଏମ୍ଏସ-୦୩(GSAT-7R)କୁ ସଫଳତାର ସହିତ ଉତକ୍ଷେପଣ କରିଛି। ତେବେ ଏହାର ଓଜନ ପ୍ରାୟ ୪୪୧୦ କିଲୋଗ୍ରାମ ହୋଇଥିବା…

Road Accident: ଭୀଷଣ ସଡ଼କ ଦୁର୍ଘଟଣା; ଟେମ୍ପୋ ଟ୍ରାଭେଲର୍ ରେ ଥିବା ୧୫ ଜଣଙ୍କ ମୃତ୍ୟୁ

ଯୋଧପୁର: ରବିବାର ବିଳମ୍ବିତ ସନ୍ଧ୍ୟାରେ ଫାଲୋଦି ଜିଲ୍ଲାର ମତୋଡା ଥାନା ଅଞ୍ଚଳରେ ଭାରତମାଳା ଏକ୍ସପ୍ରେସୱେରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୫ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଅନ୍ୟ…