Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Pak Testing N-Weapons: ସତରେ କ’ଣ ଲୁଚି ଲୁଚି ପରମାଣୁ ପରୀକ୍ଷଣ କରୁଛି ପାକିସ୍ତାନ?, ବଢିଲା ବିଶ୍ବର ଚିନ୍ତା…

ନୂଆଦିଲ୍ଲୀ: ୩୩ ବର୍ଷ ପରେ ଆମେରିକା ପରମାଣୁ ପରୀକ୍ଷଣ ପୁନଃ ଆରମ୍ଭ କରିବାର ଘୋଷଣା କରିଛନ୍ତି। ଯାହାକୁ ଯୁକ୍ତଯୁକ୍ତ କରିବାକୁ ଯାଇ ବଡ ଖୁଲାସା କରିଦେଇଚନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ବୟାନରେ କହିଛନ୍ତି ଯେ ପାକିସ୍ତାନ ବର୍ତ୍ତମାନ ସକ୍ରିୟ ଭାବରେ…

Newyork Mayor Electionକୁ ନେଇ ଭଡକିଲେ ଟ୍ରମ୍ପ, କହିଲେ, ‘ଏହା ବିନାଶର କାରଣ ହେବ…ବନ୍ଦ ହେବ ପାଣ୍ଠି’

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଚେତାବନୀ ଦେଇଛନ୍ତି ଯେ ଯଦି ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋହରାନ୍ ମାମଦାନି ନ୍ୟୁୟର୍କ ସିଟି ମେୟର ନିର୍ବାଚନରେ ​​ଜିତିଯାଆନ୍ତି, ତେବେ ସେ ଫେଡେରାଲ୍ ପାଣ୍ଠି ବନ୍ଦ କରିଦେବେ। ଟ୍ରମ୍ପ ମାମଦାନିଙ୍କୁ କମ୍ୟୁନିଷ୍ଟ ବୋଲି…

Bihar polls: ଭୋଟ ଗ୍ରହଣ ପୂର୍ବରୁ ତେଜସ୍ୱୀ ଯାଦବଙ୍କ ବଡ ପ୍ରତିଶ୍ରୁତି: “ମହିଳାଙ୍କ ଆକାଉଣ୍ଟକୁ ଯିବ ୩୦ ହଜାର…

ବିହାର: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ଆଜି ସନ୍ଧ୍ୟା ୬ ଟାରେ ପ୍ରଚାର ଶେଷ ହେବ। ପ୍ରଚାରର ଶେଷ ଦିନରେ, RJD ନେତା ତେଜସ୍ୱୀ ଯାଦବ ଜନସାଧାରଣଙ୍କୁ ଏକ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି ଯେ ସରକାର ଗଠନ ପରେ, ପ୍ରତ୍ୟେକ ମହିଳାଙ୍କୁ ଜାନୁଆରୀ ୧୪…

ICC Women’s ODI World Cup: ମହିଳା ଦଳଙ୍କୁ ପ୍ରଶଂସା କଲେ ଏହି ପୂର୍ବତନ ଖେଳାଳୀ, କହିଲେ, “ପୁରୁଷ ଦଳ ଏମିତି କେବେ…

ନୂଆଦିଲ୍ଲୀ: ରବିବାର ଭାରତ ଆଉ ଏକ ଇତିହାସ ରଚିଛି । ଐତିହାସିକ ପ୍ରଥମ ICC ମହିଳା ଏକଦିବସୀୟ ବିଶ୍ୱକପ୍ ବିଜୟ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳ । ଯାହା ପରେ ମହିଳା ଟିମକୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ପୂର୍ବତନ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ମହିଳା ଟିମଙ୍କ ପ୍ରଦର୍ଶନ…

Bihar Election: ମହାମେଣ୍ଟରେ ପପୁ, ତପୁ ଓ ଅପୁଙ୍କ ଯୋଡ଼ି… ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ-ଏମାନେ ସମସ୍ତେ ରାମ…

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଅନେକ ପ୍ରମୁଖ ବ୍ୟକ୍ତି ପ୍ରଚାର କରୁଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କିଛି ସମୟ ମଧ୍ୟରେ ଶେଷ ହେବ। ଏହା ପୂର୍ବରୁ ବିଭିନ୍ନ ନେତା ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଦରଭଙ୍ଗାରେ ଏକ ସାଧାରଣ ସଭାକୁ…

ଜୁବୀନ ଗର୍ଗଙ୍କୁ ହତ୍ୟା କରାଯାଇଛି, ଡ଼ିସେମ୍ବର ଭିତରେ ଚାର୍ଜସିଟ୍ ଦାଖଲ: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ସୋମବାର ଦାବି କରିଛନ୍ତି ଯେ ସ୍ୱର୍ଗତ ଜୁବୀନ ଗର୍ଗଙ୍କୁ ସିଙ୍ଗାପୁରରେ ହତ୍ୟା କରାଯାଇଛି। ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବୀନଙ୍କ ମୃତ୍ୟୁ ହୋଇଥିଲା। ସେ ଉତ୍ତର-ପୂର୍ବ ଭାରତ ମହୋତ୍ସବ…

ଭଗବାନ ଜୀବନ ବଞ୍ଚାଇଦେଲେ, ମୁଁ ଶାନ୍ତିରେ ବଞ୍ଚିପାରୁନି; କରୁଣ କାହାଣୀ ବଖାଣିଲେ ଏୟାର ଇଣ୍ଡିଆ ଦୁର୍ଘଟଣାରୁ ରକ୍ଷା…

ନୂଆଦିଲ୍ଲୀ: ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଏକମାତ୍ର ବ୍ୟକ୍ତି ବିଶ୍ୱାସକୁମାର ରମେଶ ଦୁର୍ଘଟଣା ପରେ ତାଙ୍କ ଜୀବନରେ ଘଟିଥିବା ପରିବର୍ତ୍ତନ ବିଷୟରେ ଏକ ସାକ୍ଷାତକାରରେ କହିଛନ୍ତି। ଏତେ ବଡ଼ ଦୁର୍ଘଟଣାରେ ବଞ୍ଚିଯାଇଥିବା ସେ…

Gold Price Today: ପୁଣି ଏତିକି ବଢିଲା ସୁନା ଦର

ଭୁବନେଶ୍ବର:ଦୁଇ ଦିନର ପରେ ଆଜି ପୁଣି ସୁନା ଓ ରୁପା ଦର ବଢିଛି । ଆଜି ଭାରତୀୟ ବଜାରରେ ପ୍ରତି ଗ୍ରାମ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୭ ଟଙ୍କା, ପ୍ରତି ଗ୍ରାମ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୫ ଟଙ୍କା ଏବଂ ପ୍ରତି ଗ୍ରାମ ୧୮ କ୍ୟାରେଟ୍ ସୁନାର ମୂଲ୍ୟ ୧୩ ଟଙ୍କା ବୃଦ୍ଧି ପାଇଛି। ଆଜି…

ଜାତୀୟ ରାଜପଥରେ ସିରିଜ୍ ଦୁର୍ଘଟଣା; ୧୪ ମୃତ, ଅନେକ ଆହତ

ଜୟପୁର: ରାଜସ୍ଥାନ ଜୟପୁରରେ ଏକ ଦ୍ରୁତଗାମୀ ଡମ୍ପର ଗୋଟିଏ ପରେ ଗୋଟିଏ କରି ପ୍ରାୟ ୧୭ଟି ଗାଡ଼ିକୁ ଧକ୍କା ଦେଇଥିଲା। ଯାହା ଫଳରେ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅନେକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା। କିଛି ଲୋକଙ୍କ ଗୋଡ଼ କଟିଯାଇଥିଲା ବେଳେ ଅନେକଙ୍କ ହାତ…

Digital Arrest Scam: ଡିଜିଟାଲ୍ ଆରେଷ୍ଟ୍ ସ୍କାମରେ ୩୦୦୦ କୋଟି ଠକେଇ

ନୂଆଦିଲ୍ଲୀ: ଡିଜିଟାଲ୍ ଆରେଷ୍ଟ୍ ସ୍କାମରେ ୩୦୦୦ କୋଟି ଟଙ୍କା ଆଦାୟ କରିଛନ୍ତି ଲୁଟେରା । କେବଳ ଭାରତରେ ଡିଜିଟାଲ ଆରେଷ୍ଟ କରି ପ୍ରାୟ ୩ ହଜାର କୋଟି ଟଙ୍କା ଲୁଟ୍ କରିଛନ୍ତି ସାଇବର ଲୁଟେରା। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଡିଜିଟାଲ୍ ଆରେଷ୍ଟ୍ ସ୍କାମ୍ ଉପରେ ନିଜ ଆଡୁ ହୋଇଥିବା ମାମଲା ଉପରେ…