Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓ୍ୱାଶିଂଟନ ଡିସିରେ ପ୍ରଧାନମନ୍ତ୍ରୀ ମୋଦୀ, ଭେଟିବେ ବାଇଡେନଙ୍କୁ

ଓ୍ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବୁଧବାର ଅନେକ ଲୋକଙ୍କୁ ଭେଟିଥିଲେ। ମିଳିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସେ ମଧ୍ୟ ଭାଗ ନେଇଥିଲେ। ଯୋଗ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନ୍ୟୁୟର୍କରୁ ପ୍ରଧାନମନ୍ତ୍ରୀ ୱାଶିଂଟନ୍…

ଅମୂଲ ଗର୍ଲ ମାସ୍କଟ ପଛର ମୁଖ୍ୟ ନାୟକ ସିଲଭେଷ୍ଟରଙ୍କ ପରଲୋକ

ନୂଆଦିଲ୍ଲୀ: ସିଲଭେଷ୍ଟର ଡକୁଞ୍ଚା (Sylvester daCunha) ପ୍ରସିଦ୍ଧ ଅମୂଲ ଗର୍ଲ 'ଉଟରଲି ବଟରଲି' ଅଭିଯାନ ପଛରେ ଥିବା ବ୍ୟକ୍ତି ମଙ୍ଗଳବାର ମୃତ୍ୟୁବରଣ କରିଛନ୍ତି। ବିଜ୍ଞାପନ ଏଜେନ୍ସି ଏଏଏସପିର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ ସିଲଭେଷ୍ଟର ଏବଂ ଏହି ଚିତ୍ର କଳାର ନିର୍ଦ୍ଦେଶକ ୟୁଷ୍ଟାସ୍…

ଯୁବତୀଙ୍କୁ ପିଟି ପିଟି ହତ୍ୟା, କାନ୍ଦ ନଶୁଣାଯିବ ବୋଲି ଜୋରରେ ମ୍ୟୁଜିକ ଲଗାଇଥିଲେ ଅଭିଯୁକ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ତାଙ୍କ ସମ୍ପର୍କୀୟମାନେ ୪ ଲକ୍ଷ ଟଙ୍କାର ଅଳଙ୍କାର ଓ କିଛି ନଗଦ ଟଙ୍କା ଚୋରି କରିଥିବା ସନ୍ଦେହ କରି ପିଟିପିଟି ହତ୍ୟା କରିଛନ୍ତି। ପୁଲିସ କହିବା ଅନୁଯାୟୀ, ମାଡ ଖାଇବା ସମୟରେ ଯୁବତୀ ଜଣଙ୍କ ଜୋରରେ କାନ୍ଦୁଥିଲେ। ଆଉ ଏହି…

ଆମେରିକାର ପ୍ରମୁଖ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ନ୍ୟୁୟର୍କ ଠାରେ ସ୍ୱାସ୍ଥ୍ୟ କ୍ଷେତ୍ରର ଅଗ୍ରଣୀ ଆମେରିକୀୟ ବିଶେଷଜ୍ଞ ଗୋଷ୍ଠିଙ୍କୁ ଭେଟିଛନ୍ତି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଡିଜିଟାଲ୍ ଟେକ୍ନୋଲୋଜିର ବ୍ୟବହାର, ଏକୀକୃତ ଔଷଧ ଉପରେ ଅଧିକ ଧ୍ୟାନ ଏବଂ ଉନ୍ନତ ସ୍ୱାସ୍ଥ୍ୟସେବା…

ମଣିପୁରରେ ହିଂସାକୁ ୫୦ ଦିନ, ଗୃହମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ମଣିପୁରରେ ହିଂସା ଖବର ମଧ୍ୟରେ କ୍ୱାକଟାର ଏକ ଏସୟୁଭିରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବୋମା ବିସ୍ଫୋରଣରେ ୩ ଜଣ ଆହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ମଣିପୁରରେ ଚାଲିଥିବା ହିଂସା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୁନ୍ ୨୪ ରେ ନୂଆଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ…

ବସ୍ତରରେ ବିଜେପି ନେତାଙ୍କୁ ହତ୍ୟା ପରେ ହାତଲେଖା ନୋଟ୍ ଛାଡି ନକ୍ସଲ ଦେଲେ ଚେତାବନୀ

ରାୟପୁର: ଛତିଶଗଡ଼ର ବସ୍ତର ଜିଲ୍ଲାରେ ଆତଙ୍କବାଦର ଏକ ଲୋମହର୍ଷଣକାରୀ ଘଟଣା ଘଟିଛି। ନକ୍ସଲମାନେ ବୁଧବାର ଦିନ ଜଣେ ବିଜେପି ନେତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଯାହା ଏହି ଅଞ୍ଚଳରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ାଇଛି। ହତ୍ୟାର ଶିକାର ହୋଇଥିବା ପୂର୍ବତନ ସରପଞ୍ଚ କାକା…

ଆସୁଛନ୍ତି ଅମିତ ଶାହା, ଚାଲିଛି ସର୍ଭେ, କଟିବ ଟିକେଟ!

ଭୁବନେଶ୍ୱର: ଛତିଶଗଡ଼ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କେତେ ମାସ ବାକି ଅଛି। ରାଜ୍ୟର ରାଜନୈତିକ ସ୍ଥିତିକୁ ଦେଖିଲେ ସେଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢେଇ ହେବ। କଂଗ୍ରେସ ଶାସନରେ ଥିବାବେଳେ ଶାସନ ବଜାୟ ରଖିବାକୁ ଦଳ ଉଦ୍ୟମ କରୁଛି। ତେଣୁ ଉଭୟ ଦଳ ପ୍ରଚାର ପ୍ରସାରକୁ ଜୋରଦାର କରୁଛନ୍ତି।…

ତେଲେଙ୍ଗାନା ହାତରୁ ଖସିବାକୁ ବସିଲାଣି, ଓଡିଶାକୁ କିଏ ପଚାରେ!

ଭୁବନେଶ୍ୱର: ଓଡ଼ିଶାରେ ଆଉ ବିଆରଏସର ଚର୍ଚ୍ଚା ନାହିଁ। ଆସନ୍ନ ନିର୍ବାଚନକୁ ନେଇ ଦେଶ ଓ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇଥିବା ବେଳେ ବିଆରଏସ ଆଉ ଓଡିଶାରେ ଆଗକୁ ବଢ଼ୁଥିବା ଦେଖାଯାଉ ନାହିଁ। ରାଜ୍ୟରେ ବିରୋଧୀଙ୍କ ସ୍ଥିତିକୁ ଦେଖିଲେ କେସିଆରଙ୍କ ବିଆରଏସ ଓଡ଼ିଶାରେ ଏକ ବଡ଼ ବିକଳ୍ପ ହେବ ବୋଲି…

ଖେଳ ଖେଳିଲେ କେଜରିୱାଲ !

ଭୁବନେଶ୍ୱର: ପାଟନାରେ ବିରୋଧୀ ଏକତା ବୈଠକ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବଡ଼ ରାଜନୈତିକ ଗୋଟି ଚଳାଇଛନ୍ତି। ବିରୋଧୀ ଏକତା ବୈଠକ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଲ୍ଲୀ ପାଇଁ ଅଣାଯାଇଥିବା ଅଧ୍ୟାଦେଶ ପ୍ରସଙ୍ଗରେ ସବୁ ବିରୋଧୀଙ୍କୁ ଚିଠି ଲେଖିଛନ୍ତି…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହିଂସା, ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ହେଉଥିବା ହିଂସାକୁ ଗୁରୁତର ସହ ନେଇଛନ୍ତି କଲିକତା ହାଇକୋର୍ଟ । ବିରୋଧୀ ଦଳ ପକ୍ଷରୁ ପଞ୍ଚାୟତ ନିର୍ବାଚନ ହିଂସା ନେଇ ହାଇକୋର୍ଟରେ ମାମଲା ହୋଇଥିଲା । ଆଜି ସିବିଆଇ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିରୋଧୀ ବିଜେପି, କଂଗ୍ରେସ…