Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Naxals surrender: ୫୧ ନକ୍ସଲଙ୍କ ଆତ୍ମସମର୍ପଣ; ସେମାନଙ୍କ ମଧ୍ୟରେ ୯ ଜଣ ମହିଳା

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରେ ଏକ ବଡ଼ ସଫଳତା ମିଳିଛି। ବିଜାପୁରରେ ୫୧ ଜଣ ମାଓବାଦୀ କ୍ୟାଡର ଆତ୍ମସମର୍ପଣ କରିଛନ୍ତି। ମୁଖ୍ୟଧାରାରେ ସାମିଲ ହୋଇଥିବା ଏହି କ୍ୟାଡରମାନଙ୍କ ମଧ୍ୟରେ ନଅ ଜଣ ମହିଳା ଏବଂ ୪୨ ଜଣ ପୁରୁଷ ଅଛନ୍ତି। ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ୨୦ ଜଣ…

୧୭୦୦୦୦ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ଆମାଜନ ଓ ନେସଲେ ଭଳି କମ୍ପାନୀ

ନୂଆଦିଲ୍ଲୀ: ଆମେରିକା ସମେତ ସାରା ବିଶ୍ୱ ବର୍ତ୍ତମାନ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହାର ପ୍ରଭାବ ଅନେକ ପ୍ରମୁଖ କମ୍ପାନୀ ଉପରେ ପଡୁଛି। ଯାହାଫଳରେ ବଡ଼ କମ୍ପାନୀ ଗୁଡ଼ିକ ଛଟେଇ ପାଇଁ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ତେବେ କିଛି କମ୍ପାନୀ AI ଯୋଗୁଁ ଚାକିରି ଛଟେଇ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା…

ପାକିସ୍ତାନ ପାଇଁ ଏୟାର ଇଣ୍ଡିଆର ୪୦୦୦ କୋଟି କ୍ଷତି 

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏୟାର ଇଣ୍ଡିଆର ଆୟ ଉପରେ ସର୍ବାଧିକ ପଡିଛି। ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏହି ଏୟାରଲାଇନ୍ସ ଏପ୍ରିଲ୍ ଠାରୁ ଏପର୍ଯ୍ୟନ୍ତ ମାତ୍ର ୬ ମାସ ମଧ୍ୟରେ ୪୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିଥିବା ନେଇ କମ୍ପାନୀର…

୮୩ ଭାରତୀୟ ଯାତ୍ରୀଙ୍କୁ ବଞ୍ଚାଇଲା ପାକିସ୍ତାନ ସେନା, ଆତଙ୍କୀଙ୍କ ଖାଇବାରେ ବିଷ ଦେଇ….

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ମୁମ୍ବାଇ ଅଭିମୁଖେ ନିର୍ଦ୍ଧାରିତ ସୂଚୀ ଅନୁସାରେ ଇଣ୍ଡିଆନ୍ ଏୟାରଲାଇନ୍ସର ଏକ ବିମାନ ଉଡ଼ାଣ ଭରିଥିଲା। ଏହି ବିମାନରେ ମୋଟ ୮୩ ଜଣ ଯାତ୍ରୀ ଏବଂ କେବିନ୍ କ୍ରୁ ଉପସ୍ଥିତ ଥିଲେ। ଯାତ୍ରୀମାନଙ୍କ ମଧ୍ୟରୁ ଅଧିକାଂଶ ଅଫିସ୍…

ଗୋଟିଏ ମିନିଟରେ ହୋଇଯିବ ଫୁଲ ଚାର୍ଜ ! ଜାଣନ୍ତୁ ଏହି ଟ୍ରିକ୍ସ

ନୂଆଦିଲ୍ଲୀ: ଅନେକ ସମୟରେ ଆମେ ଯେତେବେଳେ ବାହାରାକୁ ବୁଲିବାକୁ ଯାଉ ଫୋନ ଚାର୍ଜ ହୋଇଛି କିନା ତା’ଉପରେ ନଜର ଦେଉଥାଉ । ଆଉ ଯଦି ଭୁଲରେ ଫୋନ ଚାର୍ଜ ନକରିଥାଉ ତେବେ କଥା ସରିଲା । ଏମିତି ସମୟରେ ଭାବିଥାଉ କିଛି ଗୋଟେ ଚମତ୍କାର ହୋଇଯାନ୍ତାନି ଫୋନରେ ଚାର୍ଜ ଫୁଲ ହୋଉଯାନ୍ତା । ଆଜିକାଲି ଅନେକ…

ପାଣି ନା ଆଉ କିଛି… ସୂର୍ଯ୍ୟରେ କେଉଁ ପ୍ରକାର ବର୍ଷା ହୋଇଥାଏ ? ଗବେଷଣାରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ପୃଥିବୀରେ ବର୍ଷା ହେବା ସାଧାରଣ କଥା, କିନ୍ତୁ ଯଦି ଏହି ବର୍ଷା ସୂର୍ଯ୍ୟରେ ହୁଏ ତେବେ କ’ଣ ହେବ? ଏହା ଶୁଣିବାକୁ ବହୁତ ଅଦ୍ଭୁତ ଲାଗୁଛି, କିନ୍ତୁ ଏହା ସତ୍ୟ ଯେ ସୂର୍ଯ୍ୟରେ ମଧ୍ୟ ବର୍ଷା ହୁଏ। ତଥାପି ଏହି ବର୍ଷାରେ ଆକାଶରୁ ପାଣି ବର୍ଷା ହୁଏ ନାହିଁ। ବାସ୍ତବରେ, ସୂର୍ଯ୍ୟ…

Cyclone Melissa: ସ୍ଥଳଭାଗ ଛୁଇଁଲେ ମେଲିସା, ୩ଶହରୁ ଅଧିକ ବୋହିଲା ପବନ

ନୂଆଦିଲ୍ଲୀ: ୧୯୯୯ ମହାବାତ୍ୟାଠାରୁ ହେଲା ଅଧିକ କ୍ଷତି । ୩ଶହରୁ ଅଧିକ ବେଗରେ ବୋହିଲା ପବନ । ଶକ୍ତିଶାଳୀ ମହାବାତ୍ୟା ମେଲିସା ଜାମାଇକାରେ କରିଛି ଲ୍ୟାଣ୍ଡଫଲ । ବାତ୍ୟା ପ୍ରଭାବରେ ଭାଙ୍ଗି ଯାଇଛି ପୁରୁଣା ଗଛ । ଉଡି ଯାଇଛି ଆଜବେଷ୍ଟସ ଓ ଟିଣ ଘର । ପ୍ରକୁତିର ଭୟଙ୍କର ତାଣ୍ଡବରେ ଛାରକାର…

Maoist leaders join mainstream: ଆତ୍ମସମର୍ପଣ କଲେ ୨ ମାଓ ନେତା;ମୁଣ୍ଡରେ ଥିଲା ଦେଢ କୋଟିରୁ ଅଧିକ ଟଙ୍କା

ମାଲକାନଗିରି:ମାଓ ସଂଗଠନକୁ ଆଉ ଏକ ବଡ଼ ଧକ୍କା । ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୨ ମାଓ ନେତା । ୨ ମାଓ ନେତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ଥିଲା । ମାଓ ସଙ୍ଗଠନର ସେଣ୍ଟ୍ରାଲ କମିଟି ମେମ୍ବର ପୁଲୁରି ପ୍ରସାଦ ରାଓ ଓରଫ ଚନ୍ଦ୍ରନ୍ନା, ଷ୍ଟେଟ କମିଟି ସଦସ୍ୟ ବି.ପ୍ରକାଶ…

Trump praises Modi: ମନାଉଛନ୍ତି ଟ୍ରମ୍ପ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ ‘Nicest Looking Guy’,…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିଛନ୍ତି। ଦକ୍ଷିଣ କୋରିଆର ବୁସାନରେ ଅନୁଷ୍ଠିତ APEC ସିଇଓ ସମ୍ମିଳନୀକୁ ସମ୍ବୋଧିତ କରି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦିଙ୍କୁ "ସର୍ବାଧିକ ସୁନ୍ଦର ଦେଖାଯାଉଥିବା ବ୍ୟକ୍ତି" ବୋଲି…