Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Trump ally Charlie Kirk: ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁଳି କରି ହତ୍ୟା;ଆମେରିକାରେ ରାଷ୍ଟ୍ରୀୟ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କ (୩୧) (Trump ally and activist Charlie Kirk) ଙ୍କୁ ଗୁଳି କରି ହତ୍ୟା ।ଘଟଣା ପରେ ଆମେରିକାରେ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଓରେମର ଉଟାହ ଭ୍ୟାଲି ବିଶ୍ୱବିଦ୍ୟାଳୟରେ ଏହି ଗୁଳିକାଣ୍ଡ…

୮ ଘଣ୍ଟାରୁ ଅଧିକ ସମୟ ବସି କାମ କରୁଛନ୍ତି ? ତେବେ ଲିଭର ସମସ୍ୟା ନିଶ୍ଚିତ! ଜାଣନ୍ତୁ କଣ କରିବେ ?

ନୂଆଦିଲ୍ଲୀ: ଆଧୁନିକ କର୍ପୋରେଟ୍ କଲ୍‌ଚର୍ ଏବଂ ଡିଜିଟାଲ୍ ଜୀବନଶୈଳୀର ପ୍ରଭାବରେ ଭାରତର ଯୁବକମାନେ ଏବେ ଏକ ନୂଆ ସ୍ୱାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି – ଫ୍ୟାଟି ଲିଭର ରୋଗ। ସମ୍ପ୍ରତି ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଦୀର୍ଘ ସମୟ ଧରି ବସି କାମ କରିବା, ଅତ୍ୟଧିକ ସ୍କ୍ରିନ୍ ଟାଇମ୍…

ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ଜଷ୍ଟିସ ସୁଶୀଳା କାର୍କି…

କାଠମାଣ୍ଡୁ: ନେପାଳରେ ଜେନ-ଜେଡ ବିରୋଧ ପ୍ରଦର୍ଶନ ଚାଲିଥିବା ସମୟରେ ସୁଶୀଳା କାର୍କି ନେପାଳର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ହେବା ନେଇ ଆଶଙ୍କା କରାଯାଉଛି। କେପି ଶର୍ମା ଓଲି ଇସ୍ତଫା ପରେ ନୂତନ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବା ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ମଧ୍ୟରୁ…

ଭାରତର ୧୦୦ ଟଙ୍କା ନେପାଳରେ କେତେ ? ଜାଣିଲେ ତାଜୁବ ହୋଇଯିବେ…

କାଠମାଣ୍ଡୁ: ନେପାଳରେ ଚାଲିଥିବା ତୀବ୍ର ବିକ୍ଷୋଭ ଏବଂ ରାଜନୈତିକ ସଙ୍କଟ ଏବେ ଦେଶର ଅର୍ଥନୀତି ଓ ପର୍ଯ୍ୟଟନ କ୍ଷେତ୍ରକୁ ଗଭୀର ପ୍ରଭାବିତ କରୁଛି। Gen Z ବିପ୍ଳବ ନାମରେ ପରିଚିତ ଏହି ଆନ୍ଦୋଳନରେ ଦୁର୍ନୀତି ବିରୋଧରେ ଯୁବକମାନେ ରାସ୍ତାକୁ ଓହ୍ଲାଇଛନ୍ତି, ଯାହା ଫଳରେ କାଠମାଣ୍ଡୁରେ ଭୟଙ୍କର…

ନେପାଳ ହିଂସାକୁ ନେଇ ଏପରି କହିଲା ଚୀନ…

ବେଜିଂ: Gen-Z ଆନ୍ଦୋଳନ ପରେ ନେପାଳରେ ଅରାଜକତା ଦେଖାଦେଇଛି। ହିଂସା ଏବଂ ପୋଡ଼ାଜଳା ପରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବରେ ଭୁଶୁଡ଼ି ପଡ଼ିଥିଲା, ଯାହା ପରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଚୀନ୍ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି। ଚୀନ୍…

ପୁଣି ଏକାଠି ହେବେ ମୋଦି-ଟ୍ରମ୍ପ, ଆମେରିକାରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ: ସୁଧୁରିବକି ଭାରତ-ଆମେରିକା ସମ୍ପର୍କ । ଭାରତ ଓ ଚୀନ୍‌ ଉପରେ ୧୦୦ ପ୍ରତିଶତ ଟାରିଫ୍‌ ଲାଗୁ କରିବାକୁ ୟୁରୋପୀୟ ସଂଘକୁ କହିବା ଭିତରେ ପୁଣି ଭାରତ ପ୍ରତି ନରମ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌...ଆଉ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା ।…

ନେପାଳ ପରେ ଜଳୁଛି ଫ୍ରାନ୍ସ; ୨୦୦ ବିକ୍ଷୋଭକାରୀ ଗିରଫ

ନୂଆଦିଲ୍ଲୀ: ନେପାଳ ପରେ ଫ୍ରାନ୍ସରେ ମଧ୍ୟ ସରକାରଙ୍କୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି। ସେଠାକାର ନାଗରିକ ମାକ୍ରୋନ୍ ସରକାରଙ୍କ ବିରୋଧରେ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହ ପୋଡ଼ାଜଳା ମଧ୍ୟ କରିଛନ୍ତି। ଏଥିସହିତ ପ୍ୟାରିସରେ ଫ୍ରାନ୍ସ ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ଏହି ରାଜ୍ୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ କ୍ୟାନସର ସଂଖ୍ୟା ବେଶି: ରିପୋର୍ଟ

ନୂଆଦିଲ୍ଲୀ: କର୍କଟ ବା କ୍ୟାନସର ଏକ ଗମ୍ଭୀର ରୋଗ । ଏହାର ଚିକିତ୍ସା ସମ୍ଭବ, ତଥାପି ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାର କାରଣ ଜୀବନଶୈଳୀ ବୋଲି ବିବେଚନା କରାଯାଉଛି । ଭାରତରେ ମଧ୍ୟ ଏହି ରୋଗୀଙ୍କ ସଂଖ୍ୟା ନିରନ୍ତର ବୃଦ୍ଧି ପାଉଛି । ଏକ ରିପୋର୍ଟରୁ ଜଣାପଡିଛି ଯେ…

ସାପ ବିଷର ଅବୈଧ କାରବାର; ଚଢାଉବେଳେ ୮୬ଟି ବିଷାକ୍ତ ସାପ ଉଦ୍ଧାର

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ରୁରକିରେ ସାପ ବିଷର ଅବୈଧ କାରବାର ଅଭିଯୋଗ ଆସିବା ପରେ ବନ ବିଭାଗ ଦଳ ସକ୍ରିୟ ହୋଇ ଉଠିଛି। ଖଞ୍ଜରପୁର ଅଞ୍ଚଳରେ ସାପ ବିଷର ଅବୈଧ କାରବାର ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବନ ବିଭାଗ ଦଳ ଗୋଦାମରେ ଚଢାଉ କରି ୮୬ ଟି ବିଷାକ୍ତ ସାପ ଉଦ୍ଧାର କରିଛି। ଏଥିରେ…