Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଇଏମଏଫର ସର୍ତ୍ତ ପୂରଣ ପାଇଁ ପାକିସ୍ତାନର ଶେଷ ପ୍ରୟାସ, ୨୧୫ ବିଲିୟନ ଟଙ୍କା ସଂଗ୍ରହ କରିବାକୁ ଟାର୍ଗେଟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆଇଏମଏଫ (ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି)ର ସର୍ତ୍ତ ପୂରଣ କରିବା ପାଇଁ ପାକିସ୍ତାନ ଶେଷ ପ୍ରୟାସରେ ନିୟୋଜିତ ଅଛି। ପାକିସ୍ତାନ ଟ୍ୟାକ୍ସ ମାଧ୍ୟମରେ ୨୧୫ ବିଲିୟନ ଟଙ୍କା ସଂଗ୍ରହ କରିବ। ଏହାର ଅର୍ଥ ହେଉଛି ଏଠାରେ ଥିବା ଲୋକଙ୍କ ଉପରେ ଟ୍ୟାକ୍ସର ଭାର ବହନ କରିବାକୁ…

ଇ-ପାସପୋର୍ଟ ପ୍ରୋଗ୍ରାମ ୨.୦: ଖୁବଶୀଘ୍ର ଆରମ୍ଭ ହେବ ଚିପ୍‌ ସକ୍ଷମ ଇ-ପାସପୋର୍ଟ

ନୂଆଦିଲ୍ଲୀ: ଇ-ପାସପୋର୍ଟ ପାଇଁ ଆଉ କରିବାକୁ ପଡିବନି ଅପେକ୍ଷା। କାରଣ ଦେଶରେ ଶୀଘ୍ର ପାସପୋର୍ଟ ସେବା କାର୍ଯ୍ୟକ୍ରମ (ପିଏସ୍‌ପି ୨.୦)ର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ଲୋକେ ଚିପ୍ ଯୁକ୍ତ ଏକ ଇ-ପାସପୋର୍ଟ ପାଇବେ ବୋଲି ବିଦେଶ ବ୍ୟାପାର…

ବିହାରରେ ଭୁଶୁଡିଲା ପୁଣି ଏକ ନିର୍ମାଣଧିନ ବ୍ରିଜ୍

ପାଟନା: ବିହାରର ଭାଗଲପୁରର ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଉଥିବା ଏକ ବ୍ରିଜ ଭୁଶୁଡିବାର ୩ ସପ୍ତାହ ପରେ କିଷନଗଞ୍ଜ ଜିଲ୍ଲାରେ ଶନିବାର ପୁଣି ଏକ ନିର୍ମାଣଧିନ ବ୍ରିଜ ଭୁଶୁଡିଛି। ପାଟନାଠାରୁ ୪୦୦ କି.ମି ଦୂର ଜାତୀୟ ରାଜପଥ-୩୨୭ଇ ଉପରେ ମେଚି ନଦୀରେ ଏହି ବ୍ରିଜ୍ ନିର୍ମାଣ କରାଯାଉଥିଲା।…

ମଣିପୁର ପ୍ରସଙ୍ଗରେ ସର୍ବଦଳୀୟ ବୈଠକ, ତେଜିଲା ମୁଖ୍ୟମନ୍ତ୍ରୀ ଏନ ବିରେନଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ: ମଣିପୁରର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ୩ ଘଣ୍ଟା ଧରି ଚାଲିଥିଲା ଏହି ବୈଠକ। ବୈଠକରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏନ ବିରେନ…

ପୁଟିନଙ୍କ ସାମ୍ନାରେ ତିଷ୍ଠିପାରିଲାନି ଓ୍ବାଗନର ସେନାର ବିଦ୍ରୋହ, ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର

ମସ୍କୋ: ୱାଗନର୍ ଆର୍ମିର ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ ପ୍ରତ୍ୟାହାର କରିନେଇଛନ୍ତି। ପୁଟିନଙ୍କ ସାମ୍ନାରେ ବିଦ୍ରୋହ ଘୋଷଣା କରିବାର ୨୪ ଘଣ୍ଟା ଭିତରେ ପ୍ରତ୍ୟାହାର ହୋଇଛି ବିଦ୍ରୋହ। ୟେଭେଗେନି ପ୍ରିଗୋଜିନ୍ ଏକ ବିବୃତ୍ତି…

ବିବାଦରେ ରାହୁଲଙ୍କ ବିବାହ ପ୍ରସଙ୍ଗ!

ଭୁବନେଶ୍ୱର: ବିରୋଧୀ ବୈଠକରେ ରାହୁଲଙ୍କ ବିବାହ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହେବାରେ ଲାଗିଛି। ବିରୋଧୀଙ୍କ ବୈଠକ ପରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ବିବାହ ପାଇଁ କହିଥିଲେ। ପାଟନାରେ ବିରୋଧୀ ଦଳଗୁଡ଼ିକର ବୈଠକ ପରେ ଆୟୋଜିତ ସାମ୍ବାଦିକ…

କଂଗ୍ରେସର ନିର୍ବାଚନ ବାର୍ତ୍ତା, ଦଳକୁ ଆସିଲେ ମିଳିବ ପଦ ଆଉ ସମ୍ମାନ!

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟ ବିଧାନସଭା ଓ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି କର୍ଣ୍ଣାଟକରେ କଂଗ୍ରେସ ବଡ଼ ଚାଲ ଖେଳିଥିବା ଆଲୋଚନା ହେଉଛି। ଅନ୍ୟ ପ୍ରମୁଖ ଦଳ ଦ୍ୱାରା ଅପଚରା ପ୍ରମୁଖ ନେତାଙ୍କୁ ସମ୍ମାନ ଦେବା ସହ ପ୍ରମୁଖ ପଦ ଦେଇ ଦେଶବ୍ୟାପି ଏକ ବାର୍ତ୍ତା ଦେବାକୁ ଦଳ ଉଦ୍ୟମ କରିଛି।…

କଂଗ୍ରେସର କର୍ଣ୍ଣାଟକ ଫଣ୍ଡା ମଧ୍ୟପ୍ରଦେଶରେ ଆପଣାଉଛି ବିଜେପି!

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ରାଜନୈତିକ ଲଢେଇ ଚରମ ସୀମାରେ ପହଞ୍ଚିଛି। କଂଗ୍ରେସ ମଧ୍ୟପ୍ରଦେଶରେ ସରକାର ଗଢିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛି। କର୍ଣ୍ଣାଟକ ଢାଞ୍ଚାରେ ରାଜ୍ୟରେ ମାହୋଲ ତିଆରି କରିବା ସହ ରାଜ୍ୟବାସୀଙ୍କୁ ୫ ଟି ଗ୍ୟାରେଣ୍ଟି ଦିଆଯାଇଛି। ଏଭଳି ସ୍ଥିତିରେ…

ମୋଦିଙ୍କୁ ଟି-ସର୍ଟ ଉପହାର ଦେଲେ ବାଇଡେନ, ଲେଖାଥିଲା ସ୍ୱତନ୍ତ୍ର ବାର୍ତ୍ତା

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜେ ବାଇଡେନ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ବିଶେଷ ଟି-ସର୍ଟ ଉପହାର ଦେଇଛନ୍ତି । ଏହି ଟି ସର୍ଟ ଉପରେ ଏକ ବିଶେଷ ବାର୍ତ୍ତା ଲେଖା ଯାଇଛି । ଏଥିରେ ଉଲ୍ଲେଖ ରହିଛି, ଆମେରିକା ଓ ଭାରତ (AI) ହିଁ ଭବିଷ୍ୟତ ଅଟେ’  । ପରବର୍ତ୍ତୀ ସମୟରେ…

ମୋଦିଙ୍କ ହାଇଟେକ ହାଣ୍ଡସେକ ପରେ କ’ଣ ଘୋଷଣା କଲେ ଗୁଗୁଲ, ଆମାଜନ ଏବଂ ମାଇକ୍ରୋସପ୍ଟ

ୱାଶିଂଟନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହ୍ୱାଇଟ ହାଉସରେ ସିଲିକନ ଭାଲିର ସବୁଠାରୁ କ୍ଷମତାଶାଳୀ ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ । ସେମାନଙ୍କ ସହ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି  ଏବଂ ଅତ୍ୟଧୁନିକ…