Latest Odisha News
Browsing Category

ଦେଶ ବିଦେଶ

National News, Odishasambad.in

ଭୟଙ୍କର ସଡକ ଦୁର୍ଘଟଣା, ୧୦ ମୃତ, ୨୮ ଆହତ

ମୁମ୍ବାଇ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୩ଟି ଗାଡ଼ିକୁ ଧକ୍କା ଦେଲା ଗୋଟିଏ ଟ୍ରକ । ଦୁର୍ଘଟଣାରେ ୧୦ମୃତ, ୨୮ ଆହତ । ମହାରାଷ୍ଟ୍ର ହଇୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ ଚଲାଇଛି । ପ୍ରାଥମିକ…

ଅନୀଲ ଅମ୍ବାନୀଙ୍କ ପରେ ଇଡିରେ ହାଜର ହେଲେ ପତ୍ନୀ ଟିନା

ମୁମ୍ବାଇ:ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଅନିଲ ଧିରୁଭାଇ ଅମ୍ବାନୀ ଗ୍ରୁପ ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ପରେ ଆଜି ଇଡିରେ ହାଜର ହୋଇଛନ୍ତି ପତ୍ନୀ ଟିନା ଅମ୍ବାନୀ । ଗତକାଲି ଇଡିରେ ହାଜର ହୋଇଥିଲେ ଅନୀଲ ଅମ୍ବାନୀ । ବିଦେଶୀ ମୁଦ୍ରା ବିନିୟନ ନିୟମ ଉଲ୍ଲଘଂନ  ଅଭିଯୋଗରେ ଟିନା ଆଜି ଉଭୟେ…

ହୁତୁହୁତୁ ହୋଇ ଜଳିଲା ସିପରି ବଜାର, ୪ଜଣ ଜୀବନ୍ତ ଦଗ୍ଧ

ଝାନସୀ:  ଉତ୍ତରପ୍ରଦେଶର ଝାନସୀ ନିକଟସ୍ଥ ସିପରି ବଡ଼ ଧରଣର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ଝିଅ ସମେତ ୪ ଜଣଙ୍କର ମୃତ୍ୟୁ ଘଟିଛି । ସିପରି ବଜାରର ରାମା ବୁକ୍ ଡିପୋ ଛକ ନିକଟରେ ଥିବା ବିଅର ଟ୍ରେଡରରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ସିପରି ବଜାରର ଅନେକ ଦୋକାନ ଜଳିପୋଡ଼ି ପାଉଁଷ…

ଶକ୍ତିଶାଳୀ ହେବ ତାଇୱାନ ସେନା, ଘାତକ ଅସ୍ତ୍ର ‘ଭୋଲକାନୋ ମାଇନ୍ସ ସିଷ୍ଟମ’ ଯୋଗାଇବ ଆମେରିକା

ଓଡିଶା ସମ୍ବାଦ ବ୍ୟୁରୋ: ତାଇୱାନକୁ ଏକ ଘାତକ ଅସ୍ତ୍ର ଦେବାକୁ ଯାଉଛି ଆମେରିକା। ଆମେରିକା ତାଇୱାନକୁ ଭୋଲକାନୋ ମାଇନ୍ସ ସିଷ୍ଟମ ଦେବାକୁ ଯାଉଛି। ଏହି ଅସ୍ତ୍ରକୁ ଆଗ୍ନେୟଗିରି ମଧ୍ୟ କୁହାଯାଏ। ଏହି ଅସ୍ତ୍ରର ବିଶେଷତ୍ୱ ​​ହେଉଛି ଏହା କିଛି କ୍ଷଣ ମଧ୍ୟରେ ଏକ ବଡ଼ ଅଞ୍ଚଳରେ ଲ୍ୟାଣ୍ଡମାଇନ୍…

ଧାରା ୩୭୦ ଉଚ୍ଛେଦ ଉପରେ ଜୁଲାଇ ୧୧ ରେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ଉପରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏହି ଶୁଣାଣିକୁ ସ୍ୱାଗତ କରିଛନ୍ତି ଜମ୍ମୁ କାଶ୍ମୀରର ରାଜନେତା। ସେମାନେ କହିଛନ୍ତି ଯେ ଶୁଣାଣି ସଠିକ୍ ଦିଗରେ ହେବ ବୋଲି ଆଶା କରୁଛୁ। ସିଜେଆଇ ଡି.ଓ୍ବାଇ…

ଆଜି ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ, ଭର୍ଚ୍ଚୁଆଲି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଭାରତର ଅଧ୍ୟକ୍ଷତାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ଭର୍ଚ୍ଚୁଆଲି କରାଯିବ। ଆଜି ଭର୍ଚ୍ଚୁଆଲି ପ୍ରଧାନମନ୍ତ୍ରୀ ଏହି ସମ୍ମିଳନୀକୁ ସମ୍ବୋଧିତ କରିବା ସହ ଅଧ୍ୟକ୍ଷତା କରିବା…

ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା ଭିତରେ ବସିଲା କ୍ୟାବିନେଟ ବୈଠକ, ପ୍ରସ୍ତୁତ ହେଲା ୨୦୨୪ର ରୋଡମ୍ୟାପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଦିଲ୍ଲୀର ପ୍ରଗତି ମଇଦାନରେ ନବନିର୍ମିତ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ବୈଠକ କରିଛନ୍ତି। ଏହି ସମୟରେ ମୋଦୀ ସମସ୍ତ ମନ୍ତ୍ରୀଙ୍କ ସହ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।…

ଏଣିକି ଅନଲାଇନ୍‌ରେ ଆର୍ଥିକ କାରବାର ବିବରଣୀ ଦାଖଲ କରିପାରିବେ ରାଜନୈତିକ ଦଳ

କଟକ: ଏଣିକି ରାଜନୈତିକ ଦଳଗୁଡ଼ିକ ଅନଲାଇନ୍‌ରେ ନିଜର ଆର୍ଥିକ କାରବାର ବିବରଣୀ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିକଟରେ ଦାଖଲ କରିପାରିବେ । ରାଜନୈତିକ ଦଳମାନଙ୍କ ଦ୍ୱାରା ତିନି ପ୍ରକାରର ରିପୋର୍ଟ - ଯୋଗଦାନ ରିପୋର୍ଟ, ଅଡିଟ୍‌ ହୋଇଥିବା ବାର୍ଷିକ ଏକାଉଣ୍ଟ ବିବରଣୀ ଏବଂ ନିର୍ବାଚନ ଖର୍ଚ୍ଚର…

ପ୍ରଧାନମନ୍ତ୍ରୀ ‘ଦୁର୍ନୀତିର ପୃଷ୍ଠପୋଷକତା’, ଆପ୍ ନେତା ସଞ୍ଜୟ ସିଂହ ଏପରି କାହିଁକି କହିଲେ?

ନୂଆଦିଲ୍ଲୀ: ଏନସିପି ନେତା ଅଜିତ ପାଓ୍ବାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାରରେ ସାମିଲ ହେବା ପରେ ଆମ୍ ଆଦମୀ ପାର୍ଟି (ଆପ୍) ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରି ତାଙ୍କୁ 'ଦୁର୍ନୀତିର ସବୁଠାରୁ ବଡ଼ ପୃଷ୍ଠପୋଷକ' ବୋଲି କହିଛି। ରବିବାର ଏନସିପିର…

ରୁଷ ଉପରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ କରୁଛି ମାରାତ୍ମକ କୀଟ ପତଙ୍ଗ !

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ଥମିବାରେ ନାମ ଧରୁନି । ୱାଗନର ଗ୍ରୁପର ଆନ୍ଦୋଳନ ପରେ ଏହି ଯୁଦ୍ଧ କିଛି ମାତ୍ରାରେ ଥମି ଯାଇଥିଲା । ଏହା ପରେ ରୁଷ ପୁନର୍ବାର ୟୁକ୍ରେନର ଉପରେ ଜୋରଦାର ଆକ୍ରମଣ ଜାରୀ ରଖିଛି । ଇତି ମଧ୍ୟରେ ରୁଷର ସଂସଦୀୟ ସମିତି ପ୍ରମୁଖ ଇରିନା ୟାରାବାୟାଙ୍କ ଏକ ବୟାନ ଏବେ…