Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ସ୍ୱାଧୀନତାର ଏତେ ବର୍ଷ ଯାଏ ଘରେ ଜାତୀୟ ପତାକା ରଖିବାର ନଥିଲା ଅଧିକାର , ଜାଣନ୍ତୁ କାହିଁକିି

ନୂଆଦିଲ୍ଲୀ: ଭାରତ ୧୫ ଅଗଷ୍ଟ ୧୯୪୭ରେ ସ୍ଵାଧୀନତା ଲାଭ କରିଥିଲା, କିନ୍ତୁ ବହୁ ବର୍ଷ ପର୍ଯ୍ୟନ୍ତ ସାଧାରଣ ନାଗରିକମାନଙ୍କୁ ନିଜ ଘର, ଅଫିସ କିମ୍ବା ବ୍ୟକ୍ତିଗତ ଅନୁଷ୍ଠାନରେ ଜାତୀୟ ପତାକା ଲଗାଇବାର ଅଧିକାର ନଥିଲା। ଏହି ଅଧିକାର କେବଳ ସରକାରୀ ଭବନ, ଅଫିସ ଓ ଖାସ ଜାତୀୟ ଅବସରଗୁଡ଼ିକ ପାଇଁ…

ବିହାରର ଏକ ସ୍କୁଲରେ ନାଗ ଛାଡ଼ିଗଲା ମଣି ! ସତରେ କଣ ରହିଛି ନାଗମଣି ?

ନୂଆଦିଲ୍ଲୀ: ବିହାରର ମୁଜଫ୍ଫରପୁର ଜିଲ୍ଲାର ସାହେବଗଞ୍ଜ ଥାନା ଅଞ୍ଚଳର ଏକ ସରକାରୀ ସ୍କୁଲରେ ବିଷାକ୍ତ ସାପ ଛାଡ଼ିଥିବା କଥିତ କ୍ରିଷ୍ଟାଲ ପରି ଦେଖାଯାଉଥିବା ଏକ ବସ୍ତୁ ମିଳିବା ପରେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ବସ୍ତୁ ପ୍ଲାଷ୍ଟିକ ପରି ଦେଖାଯାଉଛି ଏବଂ ଏହାକୁ ଲୋକେ ‘ନାଗମଣି’ ବୋଲି…

ବ୍ରିଟେନ ପରେ ମାଳଦ୍ବୀପରେ ପହଞ୍ଚିଲେ ମୋଦି: ଓହ୍ଲାଇବା ମାତ୍ରେ ଏମିତି ପାଛୋଟି ନେଲେ ରାଷ୍ଟ୍ରପତି ମୁଇଜୁ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୟୁକେ ଗସ୍ତ ସମାପ୍ତ କରିବା ପରେ ଶୁକ୍ରବାର ମାଳଦ୍ୱୀପରେ ପହଞ୍ଚିଛନ୍ତି । ମାଲେରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏପରି ଭବ୍ୟ ସ୍ୱାଗତ କରିଛନ୍ତି ଯେ ଏହାକୁ ଦେଖି ଚୀନ ଏବଂ ପାକିସ୍ତାନ ମଧ୍ୟ…

ଇନ୍ଦିରା ଗାନ୍ଧୀଙ୍କ ରେକର୍ଡ ଭାଙ୍ଗିଲେ ମୋଦି: ବନିଲେ ଦ୍ୱିତୀୟ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ…..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ରାଜନୈତିକ ମାଇଲଖୁଣ୍ଟ ଅତିକ୍ରମ କରି ଇନ୍ଦିରା ଗାନ୍ଧୀଙ୍କ ରେକର୍ଡକୁ ପଛରେ ପକାଇଛନ୍ତି । ଏକ ନିରବଚ୍ଛିନ୍ନ କାର୍ଯ୍ୟକାଳରେ ଭାରତର ଦ୍ୱିତୀୟ ସର୍ବାଧିକ ଦୀର୍ଘକାଳୀନ ପ୍ରଧାନମନ୍ତ୍ରୀ ବନିଛନ୍ତି ମୋଦି । ମୋଦି ଜୁଲାଇ ୨୫, ୨୦୨୫ ସୁଦ୍ଧା…

ରାଜସ୍ଥାନରେ ବଡ଼ ଦୁର୍ଘଟଣା: ଭୁଶୁଡିଲା ସ୍କୁଲ ଛାତ, ଚାପି ହୋଇଛନ୍ତି ଅନେକ ପିଲା, ୪ ମୃତ

ଝାଲଓ୍ବାର: ରାଜସ୍ଥାନ ଝାଲାଓ୍ବାର ଜିଲ୍ଲାର ମନୋହର ଥାନା ଅଞ୍ଚଳର ପିପ୍ଲୋଡି ଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୋଠାର ଛାତ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ୪ ଜଣ ପିଲାଙ୍କ ମୃତ୍ୟୁ ହୋଇଛି,…

ମଣିପୁରରେ ଆହୁରି ୬ ମାସ ପାଇଁ ବୃଦ୍ଧି ହେଲା ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ: ମଣିପୁରରେ ରାଷ୍ଟ୍ରପତି ଶାସନକୁ ୬ ମାସ ପାଇଁ ବୃଦ୍ଧି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ୱାରା ଲୋକସଭାରେ ଆଗତ ଏକ ପ୍ରସ୍ତାବ ପରେ ମଣିପୁରରେ ରାଷ୍ଟ୍ରପତି ଶାସନର ଅବଧି ଆଉ ଛଅ ମାସ ପାଇଁ ବୃଦ୍ଧି କରାଯାଇଛି। ଏହିରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ,…

ଦୁଇ ବ୍ରିଟିଶ ନାଗରିକଙ୍କ ଭୁଲ ମୃତଦେହ ହସ୍ତାନ୍ତର ଦାବିକୁ ପ୍ରତ୍ୟାଖ୍ୟାନ କଲା ଭାରତ, MEA କହିଲା…

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରେଇଥିବା ଦୁଇ ବ୍ରିଟିଶ ନାଗରିକଙ୍କ ପରିବାରକୁ ଭୁଲ ମୃତଦେହ ହସ୍ତାନ୍ତର କରାଯାଇଥିବା ବ୍ରିଟିଶ ଗଣମାଧ୍ୟମର ଦାବିକୁ ବୈଦେଶିକ ମନ୍ତ୍ରଣାଳୟ ପ୍ରତ୍ୟାଖ୍ୟାନ କରିଛି। ଜୁନ୍ ୧୨ ତାରିଖରେ ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ…

ବଦଳିଲା BSNLର ଏହି ବଡ଼ ପ୍ଲାନ, ଏବେ ମିଳିବ 4GB ଡାଟା !

ନୂଆଦିଲ୍ଲୀ: ସରକାରୀ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ (BSNL) ନିଜର ଲୋକପ୍ରିୟ 197 ଟଙ୍କାର ପ୍ରିପେଡ ପ୍ଲାନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି। ଏହି ଅପଡେଟ କମ୍ପାନୀର ଅଫିସିଆଲ ଓ୍ୱେବସାଇଟରେ ମଧ୍ୟ ପ୍ରକାଶିତ ହୋଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଉପଭୋକ୍ତାଙ୍କ…

Google ଦେଲା ମାଗଣା AI କୋର୍ସ, ଆଜି ହିଁ ଫାଇଦା ଉଠାନ୍ତୁ

ନୂଆଦିଲ୍ଲୀ:୨୦୨୫ରେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଜ୍ଞାନ ଏକ ଅତିରିକ୍ତ ଦକ୍ଷତା ନୁହେଁ, ବରଂ ପେଶାଦାରଙ୍କ ପାଇଁ ଏକ ଅପରିହାର୍ଯ୍ୟ ଆବଶ୍ୟକତା ହେଉଛି। ଆପଣ ଟେକ୍ନୋଲୋଜି, ଫାଇନାନ୍ସ, ମାର୍କେଟିଂ, ଶିକ୍ଷା, କିମ୍ବା ପ୍ରୋଡକ୍ଟ ଡିଜାଇନରେ କାମ କରୁଥାନ୍ତୁ, AI ବୁଝିବା ଆପଣଙ୍କୁ…

ଗୋଟିଏ ଦିନରେ ୬୭ ନକ୍ସଲ କଲେ ଆତ୍ମସମର୍ପଣ,ମୁଣ୍ଡରେ ଥିଲା ୨.୨୭ କୋଟିର ପୁରସ୍କାର

ମାଲକାନଗିରି:ସୀମାନ୍ତ ଛତିଶଗଡ଼ରେ 'ଲାଲ ଆତଙ୍କ'କୁ ସବୁଠାରୁ ବଡ଼ ଝଟକା ଲାଗିଛି। ବସ୍ତର ଡିଭିଜନରେ ଆଜି ୨୪ ଜୁଲାଇରେ ୬୭ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗୁରୁବାର ଦିନ ବସ୍ତର ଡିଭିଜନର ପାଞ୍ଚଟି ଜିଲ୍ଲାରେ ୬୭ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏଥିରେ ସବୁଠାରୁ ବଡ଼ ସଫଳତା ବିଜାପୁରରେ…