ଆମେରିକାର ରକ୍ଷା ବଜେଟ; ଭାରତର ସମ୍ପୂର୍ଣ୍ଣ ବଜେଟର ୨ ଗୁଣ !

ଭୁବନେଶ୍ୱର:ଭାରତର ୨୦୨୦ ବଜେଟ ଅନ୍ତିମ ସ୍ପର୍ଶ ଅପେକ୍ଷାରେ । ୨୦୧୯-୨୦ରେ ଭାରତର ବଜେଟ ୨୭.୮୬ ଲକ୍ଷ କୋଟି ଟଙ୍କା ରହିଥିଲା । ଏହାକୁ ଆମକୁ ବଡ ଲାଗୁଥିଲେ ମଧ୍ୟ ଚାଇନାରେ କେବଳ ଶିକ୍ଷା ବାବଦକୁ ୨୯.୫୮ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି...

ଦିଲ୍ଳୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ ବଢ଼ିଲା କାର୍ଯ୍ୟକାଳ

ନୂଆଦିଲ୍ଲୀ: ବଢ଼ିବ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ । ଏନେଇ ନିର୍ବାଚନ କମିଶନ ମଂଜୁରୀ ଦେଇଛନ୍ତି । ସୂଚନା ମୁତାବକ, ଗୃହ ମନ୍ତ୍ରାଳୟ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଦିଲ୍ଲୀ ପୋଲିସ କମିଶନରଙ୍କ କାର୍ଯ୍ୟକାଳ ଏକ ମାସ ବଢ଼ାଇବା ଲାଗି...

ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ, କ୍ୟାବିନେଟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କ ଦ୍ୱାରା ନିୟମିତ ଭାବେ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲା ପାଇଁ ପ୍ରସ୍ତୁତିର ସ୍ଥିତି ନିୟମିତ ଭାବେ ସମୀକ୍ଷା କରାଯାଉଛି । ବର୍ତମାନ ସୁଦ୍ଧା କ୍ୟାବିନେଟ ସଚିବ ୪ଟି ବୈଠକ...

ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆସନ୍ତାକାଲି ଆରମ୍ଭ ହେବ ସଂସଦର ବଜେଟେ ଅଧିବେଶନ  । ଏହାପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ବସିଥିଲା । ଏଥିରେ ଦେଶର ଆର୍ଥିକ ସ୍ଥତି ନେଇ ସମସ୍ତଙ୍କ ମତାମତ ଜରୁରୀ ବୋଲି ମୋଦି କହିଛନ୍ତି ।...

ୟୁରୋପୀୟ ସଂସଦରେ ସିଏଏ ବିରୋଧୀ ପ୍ରସ୍ତାବ: ମାର୍ଚ୍ଚକୁ ଘୁଞ୍ଚିଲା ଭୋଟିଂ

ଲଣ୍ଡନ: ଭାରତର ନାଗରିକତା ସଂଶୋଧନ ଆଇନ ମାମଲାରେ କୁଟନୈତିକ ବିଜୟ ହୋଇଛି । ନାଗରିକତା ସଂଶୋଧନ ଆଇନ ଭାରତରେ ଚହଳ ପକାଇଥିବାବେଳେ ଏହା ୟୁରୋପୀୟ ସଂସଦକୁ ପହଂଚିଯାଇଛି । ୟୁରୋପୀୟ ସଙ୍ଘର ବିଦେଶ ବ୍ୟାପାର ବିଭାଗର ଉଚ୍ଚ ପ୍ରତିନିଧି ଯୋସେଫ ବୋରେଲ ‘ରାୟସିନା କାର‌୍ୟ୍ୟକ୍ରମ’...

ସୁପ୍ରିମକୋର୍ଟରୁ ମିଳିଲା ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ ମିଳିଲା ବଲିଉଡର ଫେମସ ସିଙ୍ଗର ଅନୁରାଧା ପଡୱାଲଙ୍କୁ ଆଶ୍ୱସ୍ତି । ତାଙ୍କୁ ନେଇ ଥିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମାମଲା ଉପରେ କୋର୍ଟ ରହିତାଦେଶ ଜାରି କରିଛନ୍ତି । ଏଥିସହ କୋର୍ଟରେ ମାମଲା ରୁଜୁ କରିଥିବା ମହିଳା କରମାଲା ମୋଡେକ୍ସଙ୍କୁ...

ସାରଦା ଖଣିର ଆଇରନ୍ ନେବାକୁ ଜିନ୍ଦଲକୁ ମିଳିଲା ଅନୁମତି

ନୂଆଦିଲ୍ଳୀ: ସାରଦା ଖଣିର ଆଇରନ୍ ଓର୍‌କୁ ନେବ ଜିନ୍ଦଲ । ଏନେଇ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଖଣି ମାମଲାର ଶୁଣାଣୀ ହୋଇଛି । ଏଥିରେ ସାରଦା ଖଣିର ଷ୍ଟକ ଥିବା ୨ହଜାର କୋଟିର ଆଇରନ ଓରକୁ ନେବାକୁ...

ସିଏଏ ପ୍ରଦର୍ଶନ ବେଳେ ଜାମିଆ ବିଶ୍ୱବିଦ୍ୟାଳୟରେ ଫୁଟିଲା ଗୁଳି

ନୂଆଦିଲ୍ଳୀ: ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ନିକଟରେ ଫୁଟିଲା ଗୁଳି । ନାଗରିକତା ସଂଶୋଧନ ଆଇନକୁ ନେଇ ବିକ୍ଷୋଭ ପ୍ରଦର୍ଶନ ଚାଳିଥିବା ବେଳେ ଜଣେ ଯୁବକ ସ୍ପଷ୍ଟ ଦିବାଲୋକରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିଛି । ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି ।...

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଅକ୍ଷୟର କ୍ୟୁରେଟିଭ ପିଟିସନ୍ ଖାରଜ

ନୂଆଦିଲ୍ଲୀ: ନୀତି ନିର୍ଭୟା ଦୋଷୀଙ୍କ ଚାଲିଛି ନୂଆ ନୂଆ ଚାଲ । ଆଇନର ଗଳାବାଟ ଦେଇ ଫାଶିରୁ ବଚିଂବା ପାଇଁ ଅଭିଯୁକ୍ତମାନେ ଗୋଟିଏ ପରେ ଗୋଟିଏ ଆବେଦନ କରୁଛନ୍ତି । ଫାଶି ଖୁଂଟରେ ଝୁଲିିବା ତାରିଖକୁ ଘୁଂଚାଇବା ପାଇଁ ପୁଣି ଥରେ ସୁପ୍ରିମକୋର୍ଟର...

କେରଳରେ କରୋନା ଆକ୍ରାନ୍ତ, ଚୀନରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୧୭୦

କେରଳ: କେରଳରେ ଭାରତର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳର ଜଣେ ଛାତ୍ର କରୋନା ଭୁତାଣୁରେ ଆକ୍ରନ୍ତା ହୋଇଛନ୍ତିି । ତାଙ୍କ ସ୍ୱାସ୍ଥ୍ୟବସ୍ଥ ସ୍ଥିର ଥିବା ଜଣାପଡିଛି । ଚୀନ୍‌ର ୟୁହାନ ବିଶ୍ୱାବିଦ୍ରାଳୟରେ ପାଠ ପଢ଼ିଥିବା ଏହି ଛାତ୍ର ଜଣକ...

ସାହିତ୍ୟ