Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନେତାଙ୍କ ଚମଡା ମୋଟା; କାହିଁକି ଏଭଳି କହିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପ୍ରଚାର ସମୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡିଙ୍କ ଭାଷଣକୁ ନେଇ ରାଜ୍ୟ ବିଜେପି ଦ୍ୱାରା ଏକ ଅଭିଯୋଗ ଦାଖଲ କରାଯାଇଥିଲା। ତେଲେଙ୍ଗାନା ହାଇକୋର୍ଟ ଅଗଷ୍ଟ ୧ରେ ଏହାର ଶୁଣାଣି କରି ଖାରଜ କରିଦେଇଥିଲେ। ପରେ ହାଇକୋର୍ଟର ଆଦେଶକୁ…

ଓଜନ କମାଇବା ପାଇ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଉଛି ଲକ୍ଷ ଲକ୍ଷ ଟଙ୍କାର ବୋନସ

ବେଜିଂ: ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟରେ ଏକ ଖବର ପ୍ରକାଶ ପାଇଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏଠାକାର ଆଇଟି କମ୍ପାନୀ କର୍ମଚାରୀଙ୍କୁ ଓଜନ କମାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବୋନସ ଆକାରରେ ଦେଉଛି । ରିପୋର୍ଟ ମୁତାବକ ଅରାଶୀ ହ୍ୱିଜନ ଇଙ୍କ ଇନଷ୍ଟା ୩୬୦ ଟେକ କମ୍ପାନୀ…

ଭାରତରେ UPSC, ପାକିସ୍ତାନରେ ବଡ଼ ଅଫିସର ହେବାକୁ ହେଲେ କେଉଁ ପରୀକ୍ଷା ଦେବାକୁ ପଡ଼ିଥାଏ? ଜାଣିଲେ ତାଜୁବ ହୋଇଯିବେ

ଭୁବନେଶ୍ୱର: ଭାରତରେ ଯେତେବେଳେ ଟପ୍ ଲେଭେଲ୍ ସରକାରୀ ଅଧିକାରୀଙ୍କ ବିଷୟରେ କୁହାଯାଏ, ତେବେ IAS ଏବଂ IPS ପ୍ରଥମେ ଆସିଥାଏ। ଏହି ଅଧିକାରୀମାନେ ଦେଶର ନୀତିଗୁଡ଼ିକୁ ଲାଗୁ କରିବା, ପ୍ରଶାସନକୁ ଚଳାଇବା ଏବଂ ଆଇନ ବ୍ୟବସ୍ଥା ରକ୍ଷା କରିବା ପରି କାର୍ଯ୍ୟଗୁଡ଼ିକରେ ମହତ୍ୱପୂର୍ଣ୍ଣ ଭୂମିକା…

ଏଆଇ ଏବଂ ଏସଆଇ ମଧ୍ୟରେ ଫସି ଯିବାନି ତ ଆମେ

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱରେ ଆର୍ଟିଫିଶିୟାଲ ଇଂଟେଲଜେନ୍ସର ପ୍ରଭାବ ବିସ୍ତାର କରିବାରେ ଲାଗିଛି । ଅତ୍ୟଧିକ ଟେକ୍ନୋଲୋଜିର ବ୍ୟବହାର ବ୍ୟକ୍ତିଗତ ଜୀବନର ଗୋପନୀୟତାକୁ ପଦାରେ ପକାଇବା ଆଶଙ୍କା ରହିଛି । ଇତି ମଧ୍ୟରେ ଏଆଇଠାରୁ ଆଉ ପାଦେ ଆଗକୁ ଯାଇ ସିନ୍ଥେଟିକ ଇଂଟେଲଜେନ୍ସି ବାହାର କରାଯାଇଛି…

କାହିଁକି କିଛି ଦେଶରେ ବାମ, ଆଉ କିଛି ଦେଶରେ ଡାହାଣ ପଟେ ହୋଇଥାଏ ଡ୍ରାଇଭିଂ? ଜାଣନ୍ତୁ ଏହାପଛର ଅସଲ କାରଣ

ନୂଆଦିଲ୍ଲୀ : ଆପଣ ଗାଡ଼ି କିମ୍ବା ପବ୍ଲିକ୍ ଟ୍ରାନ୍ସପୋର୍ଟ୍‌ରେ ଯାତ୍ରା କରିବାର ନିଶ୍ଚିତ ଅନୁଭବ ରହିଥିବ। ସେହି ସମୟରେ ଆପଣ ଦେଖିଥିବେ ଯେ ଗାଡ଼ିଗୁଡ଼ିକ ଯେଉଁ ସାଇଡ୍'ରେ ଚଳାଉଛନ୍ତି, ଡ୍ରାଇଭର୍'ର ସିଟ୍ ତାହାର ବିପରୀତ ପଟେ ରହିଛି। ଯେମିତି ଭାରତରେ ଗାଡ଼ିଗୁଡ଼ିକ ସଡ଼କର ଲେଫ୍ଟ୍…

ଖୁବଶୀଘ୍ର ସ୍ୱଦେଶୀ କାବେରୀ ଇଞ୍ଜିନକୁ LCA ତେଜସରେ କରାଯିବ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତର ମହାକାଶ ଜଗତରେ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି । DRDO ସୂତ୍ର ଅନୁସାରେ, ସ୍ୱଦେଶୀ କାବେରୀ ଇଞ୍ଜିନକୁ ଖୁବ୍ ଶୀଘ୍ର ଲାଇଟ କମ୍ବେଟ ଇଞ୍ଜନ (LCA) ତେଜସରେ ପରୀକ୍ଷଣ କରାଯିବ । ଏହା ପ୍ରଥମ ଥର ହେବ ଯେତେବେଳେ ଭାରତର ନିଜସ୍ୱ ବିକଶିତ ଇଞ୍ଜିନକୁ ବିମାନରେ ପରୀକ୍ଷଣ…

ଏନଆଇଏର ବଡ଼ କାର୍ଯ୍ୟାନୁଷ୍ଠାନ, ଜମ୍ମୁ-କଶ୍ମୀର ସମେତ ୫ଟି ରାଜ୍ୟର ୨୨ ସ୍ଥାନରେ ଚଢ଼ାଉ

ଶ୍ରୀନଗର: ସୋମବାର ସକାଳୁ ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଛି । ଏହା ସହିତ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ଚଢାଉ କରାଯାଉଛି । ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଦେଶର ପ୍ରାୟ ୨୨ଟି ସ୍ଥାନରେ ଚଢାଉ କରାଯାଇଛି । ଏହି ସମସ୍ତ ମାମଲା ଆଭ୍ୟନ୍ତରୀଣ…

ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ୍; ୧୨ ଗିରଫ ୬ ଶିଶୁ ଉଦ୍ଧାର

ନୂଆଦିଲ୍ଲୀ: ବଡ ଶିଶୁ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କଲା ଦିଲ୍ଲୀ ପୋଲିସ । ଏହି ଗ୍ୟାଙ୍ଗର ପିଲାମାନଙ୍କୁ ଚୋରି କରିବା ପରେ ବିକ୍ରି କରୁଥିଲା । ତେବେ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବାବେଳେ, ସେମାନଙ୍କ ନିକଟରୁ ୬ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏହି ଗ୍ୟାଙ୍ଗଗୁଡ଼ିକ ଏକ ସଂଗଠିତ…

Protest in Nepal: ସୋସିଆଲ ମିଡିଆ ବ୍ୟାନକୁ ନେଇ ନେପାଳ ଅଶାନ୍ତ, ସଂସଦରେ ପ୍ରବେଶ କଲେ ପ୍ରଦର୍ଶନକାରୀ; ୧୪ ଜଣଙ୍କ…

ନୂଆଦିଲ୍ଲୀ:ସରକାରଙ୍କ ଦ୍ବାରା ଫେସବୁକ୍, ୟୁଟ୍ୟୁବ୍ ଏବଂ ଏକ୍ସ ସମେତ ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିଷିଦ୍ଧ କରିବା ନିଷ୍ପତ୍ତି ପରେ ନେପାଳରେ ଅରାଜକତା ଦେଖାଦେଇଛି। Gen-Z ଅର୍ଥାତ୍ ଯୁବପିଢ଼ି ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ଏହି ଯୁବକମାନେ ସେପ୍ଟେମ୍ବର 8 ତାରିଖରୁ…

ଲାଲକିଲ୍ଲା ପରିସରରୁ ୧ କୋଟିର କଳସ ଚୋରି ଘଟଣା, ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରସିଦ୍ଧ ଲାଲକିଲ୍ଲା ପରିସରରୁ ଏକ ଜୈନ ଧାର୍ମିକ ସମାରୋହରୁ ପ୍ରାୟ ୧ କୋଟି ଟଙ୍କାର ଏକ କଳସ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି କଳସ ସୁନା ଏବଂ ହୀରାରେ ଜଡିତ ଥିଲା। ସୂଚନା ଅନୁଯାୟୀ, ଏହି ଚୋରି ଘଟଣା ସେପ୍ଟେମ୍ବର ୩ରେ ଏକ ପ୍ରାର୍ଥନା ସମାରୋହ ସମୟରେ…