Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ସମାନ ନାଗରିକ ସଂହିତା’, ପରକୁ କରୁଛି ନିଜର, ନିଜର ହେଉଛନ୍ତି ପର!

ଭୁବନେଶ୍ୱର: ଦେଶରେ ସମାନ ନାଗରିକ ସଂହିତା ଲାଗୁ ପ୍ରସଙ୍ଗକୁ ନେଇ ରାଜନୀତି ତୀଵ୍ର ହୋଇଛି। ଦେଶର ବିରୋଧୀ ଶାସକ ତଥା ପ୍ରମୁଖ ନେତାମାନେ ଏ ନେଇ ଭିନ୍ନ ଭିନ୍ନ ମତ ରଖୁଛନ୍ତି। ଏଭଳି ସ୍ଥିତିରେ ସମାନ ନାଗରିକ ସଂହିତା ସପକ୍ଷରେ କଂଗ୍ରେସ ନ ଥିବା ବେଳେ ହିମାଚଳ ପ୍ରଦେଶର କଂଗ୍ରେସ ନେତା ତଥା…

ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ହୋଇଥିବା ଗୁଳିମାଡ଼ ଘଟଣାରେ ୪ ଗିରଫ

ଲକ୍ଷ୍ନୌ: ଗତ ସପ୍ତାହରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଉତ୍ତରପ୍ରଦେଶ ପୁଲିସ ଚାରି ଜଣଙ୍କୁ ଗିରଫ କରିଛି। ଏହି ଚାରି ଅଭିଯୁକ୍ତଙ୍କୁ ହରିୟାଣାର ଶାହାଜାଦପୁରରେ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ମଧ୍ୟରୁ…

‘ଲୋକ ଜଳୁଥିଲେ, ରାସ୍ତାରେ ଯାଉଥିବା କାରକୁ ସହାୟତା ମାଗିଲୁ..କେହି ଶୁଣିଲେନି’-ହୃଦୟଥରା ଅନୁଭୂତି ବଖାଣିଲେ ଯାତ୍ରୀ

ମୁମ୍ବାଇ:ଅନ୍ଧାର ରାତିରେ ହୁତହୁତ ଜଳୁ୍‌ଥିଲା ବସ । ବସ ଭିତରୁ ଶୁଭୁଥିଲା ବିକଳ ଚିତ୍କାର । ବଞ୍ଚାଅ.,ବଞ୍ଚାଅ ବୋଲି ଆକୁଳ ନିବେଦନ କରୁଥିଲେ ଯାତ୍ରୀ । ହେଲେ ସେମାନଙ୍କର ଆର୍ତ୍ତ ଚିତ୍କାର କାହାକୁ ହୃଦୟକୁ ତରଳାଇ ପାରି ନ ଥିଲା । ବସ ଜଳୁଥିବାବେଳେ ଅନେକ କାର ସେହି ବାଟ ଦେଇ ଯାଉଥିଲା ।…

ଜୁଲାଇ ୨୦ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସିମୀ ଅଧିବେଶନ ଆରମ୍ଭ ହେବ ଜୁଲାଇ  ୨୦ ତାରିଖରୁ ।  ଜୁଲାଇ ୨୦ ତାରିଖରୁ ମୌସୁମୀ ଅଧିବେଶନ ସଂସଦର ନୂଆ ଭବନରେ ଚାଲିବ  । ଏହି ଅଧିବେଶନ ଅଗଷ୍ଟ ୧୧ ଯାଏଁ ୨୩ ଦିନ ଧରି ଚାଲିବ ବୋଲି ଶନିବାର ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ।…

ଗୁଜୁରାଟରେ ବର୍ଷା ବିତ୍ପାତ, ଗଲାଣି ୧୨ ଜୀବନ

ଗୁଜୁରାଟ: ଗୁଜୁରାଟରେ ଜଳପ୍ରଳୟ । ଗତ କିଛି ଦିନ ଧରି ତାଣ୍ଡ଼ବ ରଚୁଛି ବର୍ଷା । ଗତ ୩୦ଘଣ୍ଟା ମଧ୍ୟରେ ଗୁଜୁରାଟର ଅନେକ ଅଞ୍ଚଳରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି । ଗୁଜୁରାଟରେ ତାଣ୍ଡ଼ବ ରଚୁଥିବା ଏହି ଜଳପ୍ରଳୟରେ ଏଯାବତ୍ ୧୨ ଜଣଙ୍କ ଜୀବନ ଗଲାଣି । ଆଜି ଗୁଜୁରାଟର…

ଦେଶରେ ଦଙ୍ଗା ନିୟନ୍ତ୍ରଣ ପାଇଁ ଯୋଗୀ ଆଦିତ୍ୟନାଥଙ୍କୁ ପଠାଇବା ପାଇଁ ଅନୁରୋଧ କଲେ ଫ୍ରାନ୍ସ ଡାକ୍ତର

ପ୍ୟାରିସ: ଗୁଳିକାଣ୍ଡରେ ନାବାଳକ ମୃତ୍ୟୁକୁ ନେଇ ସାରା ଫ୍ରାନ୍ସ  ଜଳୁଛି । ୪ ଦିନ ହେଲାଣି ଦେଶରେ ହିଂସା କମୁନି । ସାରା ଦେଶରେ ବିରୋଧ ପ୍ରଦର୍ଶନ  ସାଙ୍ଗକୁ ରାସ୍ତା ଅବରୋଧ । ପୋଲିସ ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହ ବୁହା  ବାଷ୍ପ ପ୍ରୟୋଗ କରୁଛି, ପାଣି ମାଡ କରୁଛି ।…

ଭୟଙ୍କର ସଡ଼କ ଦୁର୍ଘଟଣା : ୪୮ ମୃତ, ୩୦ ଆହତ

କେନିଆ: ଗତକାଲି ରାତିରେ ପଶ୍ଚିମ କେନିଆରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ଭାରସ୍ୟାମ ହରାଇ ଲୋକଙ୍କ ଉପରେ ଏକ ଟ୍ରକ ଚଢ଼ିଯିବାରୁ ଘଟଣାସ୍ଥଳରେ ୪୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣା…

ସନ୍ତାନ ଜନ୍ମ କଲେ ବଢିବ ଦରମା; କମ୍ପାନୀ ଦେବ ବମ୍ପର ବୋନସ

ବେଜିଂ: ବିଶ୍ୱର ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଦେଶ । ହେଲେ ଜନସଂଖ୍ୟା କମି ଯାଉଥିବା ନେଇ ଚିନ୍ତାରେ ସରକାର । ସେଥିପାଇଁ ଜନସଂଖ୍ୟ ବୃଦ୍ଧି ଲାଗି ନିଆ ଯାଉଛି ପଦକ୍ଷେପ ।  ଅଧିକ ସନ୍ତାନ ଜନ୍ମ ପାଇଁ ଲୋକଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଏଥିପାଇଁ ଘରୋଇ କମ୍ପାନୀମାନେ ବି ଆଗେଇ ଆସିଛନ୍ତି…