Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷୀୟ ବିମାନ ଦୁର୍ଘଟଣା, ସମସ୍ତଙ୍କ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷୀୟ ବିମାନ ଦୁର୍ଘଟଣା। ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା। ଟିଣ୍ଡା ଯିବା ବେଳେ ଚୀନ ସୀମାନ୍ତ ଅମୁର ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ। ବିମାନଟି ସାଇବେରିଆ ସ୍ଥିତ ଅଙ୍ଗାରା ଏୟାରଲାଇନ୍ସର ବୋଲି ଜଣାପଡିଛି। ବିମାନରେ ୫ ପିଲାଙ୍କ ସହ ୪୪…

ଅନିଲ ଅମ୍ବାନୀଙ୍କ ୫୦ କମ୍ପାନୀ ଉପରେ ଇଡିର ରେଡ୍

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ସହିତ ଜଡିତ ୩୫ରୁ ଅଧିକ ସ୍ଥାନରେ ଚଢାଉ କରିଛି। ଏଥିରେ ପ୍ରାୟ ୫୦ଟି କମ୍ପାନୀ ଅନ୍ତର୍ଭୁକ୍ତ ହୋଇଥିବା ବେଳେ୨୫ରୁ ଅଧିକ ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ୟେସ୍…

୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣକୁ ନେଇ ଟପ୍ କୋର୍ଟଙ୍କ ବଡ ରାୟ, ଜେଲକୁ ଫେରିବେନି ଅଭିଯୁକ୍ତ…..

ନୂଆଦିଲ୍ଲୀ: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ୧୨ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପ୍ରସଙ୍ଗରେ ଆଜି ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ…

ରାହୁଲ ଗାନ୍ଧୀଙ୍କୁ ନେଇ କିଛି ଏମିତି କହିଲେ ସ୍ମୃତି ଇରାନୀ….ଅବସର ନେଇ ଦେଲେ ବଡ ବୟାନ….

ନୂଆଦିଲ୍ଲୀ: ପୁଣି ଛୋଟ ପରଦାକୁ ଫେରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବେ ଖବରର ଶିରୋନାମାରେ ରହିଛନ୍ତି । ଟିଭି ଧାରାବାହିକ 'କ୍ୟୁଙ୍କି ଶାଶ୍ ଭି କଭି ବହୁ ଥି'ରେ ଫେରିବା ସହିତ, ଏପରି ଅନୁମାନ କରାଯାଉଥିଲା ଯେ ସ୍ମୃତି ଇରାନୀ ଏବେ ରାଜନୀତି ଛାଡିପାରନ୍ତି, କିନ୍ତୁ ଏବେ…

ୟୁକେରେ ମୋଦିଙ୍କୁ ଭବ୍ୟ ସ୍ବାଗତ: ମୋଦି ମୋଦି…ଭାରତ ମାତା କି ଜୟରେ କମ୍ପିଲା ବିଦେଶ ମାଟି….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଦୁଇ ଦିନିଆ ଗସ୍ତରେ ୟୁକେରେ ପହଞ୍ଚିଛନ୍ତି, ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ମୋଦିଙ୍କ ବ୍ରିଟେନ ଏବଂ ମାଳଦ୍ୱୀପକୁ ଚାରି ଦିନିଆ ଗସ୍ତର ଦ୍ବିତୀୟ ଦିନ । ଯେଉଁଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିବେ ଏବଂ…

କେବଳ ଭାରତ ନୁହେଁ, ବ୍ରିଟିଶ ଗୁଲାମ ଥିଲେ ଏତେ ଦେଶ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନରେ ପହଞ୍ଚିଚନ୍ତି । ଜୁଲାଇ ୨୩ରୁ ଆରମ୍ଭ ହୋଇଥିବା ମୋଦିଙ୍କ ବ୍ରିଟେନ ଏବଂ ମାଳଦ୍ୱୀପକୁ ଚାରି ଦିନିଆ ଗସ୍ତର ଦ୍ବିତୀୟ ଦିନ । ଯେଉଁଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ଭେଟିବେ ଏବଂ ଐତିହାସିକ…

ଅନ୍ୟ ଦଳ ନୁହେଁ, ବିଜେପିରୁ ହିଁ ହୋଇପାରନ୍ତି ପରବର୍ତ୍ତୀ ଉପରାଷ୍ଟ୍ରପତି….

ନୂଆଦିଲ୍ଲୀ: ଜଗଦୀପ ଧନକଡ ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଇସ୍ତଫା ଦେବା ପରେ ଏବେ ଆରମ୍ଭ ହୋଇଯାଇଛି ଉପରାଷ୍ଟ୍ରପତି ଚୟନ ପ୍ରକ୍ରିୟା । ଯାହା ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ସାରିବା ନେଇ ଯୋଜନା ରହିଛି । ଏହାରି ଭିତରେ ଧନକଡଙ୍କ ଉତ୍ତରାଧିକାରୀ କିଏ ହେବେ ସେନେଇ ଏବେ କଳ୍ପନାଜଳ୍ପନା…

ଜୀବନ ସହିତ ଖେଳ! ଏବେ ବି ବଜାରରେ ବିକ୍ରି ହେଉଛି ୩ ହଜାରରୁ ଊର୍ଦ୍ଧ୍ୱ ନିମ୍ନମାନର ଔଷଧ

ନୂଆଦିଲ୍ଲୀ: ଦେଶର ପ୍ରାୟ ପ୍ରତ୍ୟେକ ଦ୍ୱିତୀୟ ବ୍ୟକ୍ତି କୌଣସି ନା କୌଣସି ରୋଗରେ ପୀଡିତ। ଏଥିରୁ ମୁକ୍ତି ପାଇବା ପାଇଁ, ଲୋକମାନେ ଔଷଧ ସେବନ କରନ୍ତି ଯାହା ଦ୍ୱାରା ରୋଗ ଭଲ ହୋଇପାରିବ ଏବଂ ଯନ୍ତ୍ରଣା କମ ହୋଇପାରିବ। ତଥାପି, ଏହି ଔଷଧ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ଏକ ତଥ୍ୟ ଅନୁସାରେ,…

ଇନ୍ଧନ ସ୍ୱିଚ ଯାଞ୍ଚ କଲା ଆକାଶ ଏୟାର; ରିପୋର୍ଟରେ ଆସିଲା ଏହି ତଥ୍ୟ…

ନୂଆଦିଲ୍ଲୀ:ଗତ ମାସରେ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ, ସମସ୍ତ ଏୟାରଲାଇନ୍ସକୁ ସେମାନଙ୍କର ବିମାନ ଯାଞ୍ଚ କରିବାକୁ କୁହାଯାଇଥିଲା। ଏହି ଆଧାରରେ, ଆକାଶ ଏୟାର ନିଜର ସମସ୍ତ ବିମାନ ଯାଞ୍ଚ କରିବା ପରେ ଏକ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଛି। ଆକାଶ ଏୟାର ନିଜର ବୋଇଂ ୭୩୭…

ଏମିତି ଚାଲିଥିଲା ନକଲି ଦୂତାବାସ !

ନୂଆଦିଲ୍ଲୀ: ନକଲି ସାମଗ୍ରୀ ନକଲି ଅଧିକାରୀଙ୍କ କଥା ତ ଶୁଣିଥିବେ। ଏବେ ଗାଜିଆବାଦରେ ନକଲି ଦୂତାବାସର ହୋଇଛି ପର୍ଦ୍ଦାଫାସ। ଗୋଟିଏ କୋଠାରେ ଚାଲିଥିଲା ୪ଟି ଦେଶର ଦୂତାବାସ ହେଲେ ସବୁ ଥିଲା ନକଲି। ହର୍ଷବର୍ଦ୍ଧନ ଜୈନ ନାମକ ଜଣେ ବ୍ୟକ୍ତି ନିଜକୁ ଓ୍ବେଷ୍ଟ ଆର୍କଟିକା, ସବୋର୍ଗା, ପୋଲଭିଆ ଓ…