Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Xi and Putin: ଅମର ହେବାକୁ ଚାହାଁନ୍ତି କି ପୁଟିନ୍ ଏବଂ ଜିନପିଙ୍ଗ?

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧକୁ କାନ୍ଧ ମିଳାଇ ଚାଲିବା ସମୟରେ ତାଙ୍କର ଏକ ବାର୍ତ୍ତାଳାପ ଖୁବ୍ ଭାଇରାଲ ହେଉଛି । ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଅମରତ୍ୱ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ ବୋଲି ଉଭୟ ଆଲୋଚନା…

Pak terrorists in India: ମୁମ୍ବାଇରେ ୧୪ ଆତଙ୍କବାଦୀ, ସହର ଉଡାଇବାକୁ ଯୋଜନା !

ମୁମ୍ବାଇ: ଚିନ୍ତାରେ ମୁମ୍ବାଇ ସହରବାସୀ। ମୁମ୍ବାଇରେ ପଶିଛନ୍ତି ୧୪ ଆତଙ୍କବାଦୀ। ଗଣେଶପୂଜା ଭସାଣୀ ବେଳେ ଆକ୍ରମଣ କରିବାକୁ ଯୋଜନା। ୪ଶହ କିଲୋ ଆରଡିଏକ୍ସ ୩୪ଟି ଗାଡିରେ ଥିବା ସୂଚନା। ମୁମ୍ବାଇ ପୋଲିସକୁ ଆସିଛି ଆତଙ୍କବାଦୀ ଆସିଥିବା ଖବର। ଅଜଣା ହ୍ୱାଟସଆପରେ ମୁମ୍ବାଇ ପୋଲିସକୁ ମିଳିଛି…

Trump-Modi Friendship: ‘ମୋଦିଙ୍କ ସହ ଟ୍ରମ୍ପଙ୍କ ସମ୍ପର୍କ ଏବେ ଇତିହାସ’, ପୂର୍ବତନ ଆମେରିକା ଅଧିକାରୀ କହିଲେ,…

ନୂଆଦିଲ୍ଲୀ: ପୂର୍ବତନ ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜନ୍ ବୋଲ୍ଟନ୍ ଏବେ ଆମେରିକା ସହ ଭାରତର ସମ୍ପର୍କକୁ ନେଇ କହିଛନ୍ତି ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବହୁତ ଭଲ ବ୍ୟକ୍ତିଗତ ସମ୍ପର୍କ ଥିଲା, କିନ୍ତୁ ଏବେ ଏହା ଶେଷ…

PM Modi On Ukraine- Russia War: ‘ୟୁକ୍ରେନ ଶାନ୍ତିରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକା’, ୟୁରୋପୀୟ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ-ୟୁରୋପୀୟ ସଂଘ ସମ୍ପର୍କ ସମୀକ୍ଷା ଏବଂ ଆଗକୁ ବଢ଼ାଇବା ପାଇଁ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନଙ୍କ ସହ ଏକ ମିଳିତ ଟେଲିଫୋନ୍ କଲ୍ କରିଥିଲେ। ନେତାମାନେ ବାଣିଜ୍ୟ,…

ନେପାଳ ସରକାରଙ୍କ ବଡ଼ ଆକ୍ସନ, ଦେଶରେ ବନ୍ଦ ହେଲା ଫେସବୁକ-ଏକ୍ସ

ନୂଆଦିଲ୍ଲୀ: ନେପାଳରେ ଗୁରୁବାର (୪ ସେପ୍ଟେମ୍ବର, ୨୦୨୫) ଠାରୁ ଫେସବୁକ, ଇନଷ୍ଟାଗ୍ରାମ, ଇଉଟ୍ୟୁବ ଏବଂ ଅନ୍ୟାନ୍ୟ ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଇଛି। ନେପାଳର ସଞ୍ଚାର ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ ଏହା ସୂଚନା…

YouTube ଭିଡିଓରେ ୧ ମିଲିୟନ୍ ଭ୍ୟୁରେ କେତେ ହୋଇଥାଏ ରୋଜଗାର? ଜାଣନ୍ତୁ…

ନୂଆଦିଲ୍ଲୀ: ଆଜିକାଲି YouTube କେବଳ ମନୋରଞ୍ଜନର ପ୍ଲାଟଫର୍ମ ନୁହେଁ, ବରଂ ଏକ ଲାଭଜନକ ଆୟର ଉତ୍ସ ମଧ୍ୟ ହୋଇଛି। ଡାକ୍ତର, କୋଚ୍ କିମ୍ବା ଅନ୍ୟ କୌଣସି କ୍ଷେତ୍ରର ବ୍ୟକ୍ତି ହୁଅନ୍ତୁ, ସମସ୍ତେ YouTube ଚ୍ୟାନେଲ୍ ଖୋଲି କଣ୍ଟେଣ୍ଟ ଅପଲୋଡ୍ କରୁଛନ୍ତି। ଏହା ପଛରେ ଏକ ବଡ଼ କାରଣ ହେଉଛି YouTube…

ପାଗଳ କରୁଛି ସ୍ମାର୍ଟଫୋନ୍ ! ୪୨ % ୟୁଜର୍ସ ମାସକୁ ଖର୍ଚ୍ଚ କରୁଛନ୍ତି ଏତେ ଟଙ୍କା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ଆଜିକାଲି ଆମ ଜୀବନର ଏକ ଅତ୍ୟାବଶ୍ୟକୀୟ ଅଂଶ ହୋଇଗଲାଣି। କିନ୍ତୁ ଏହାର ମୂଲ୍ୟ ଓ ମରାମତି ଖର୍ଚ୍ଚ ଯୋଗୁ ଏହାକୁ ସମ୍ଭାଳି ରଖିବା ଏକ ବଡ଼ ଦାୟିତ୍ୱ ହୋଇପଡ଼ୁଛି। Counterpoint Research ଓ OPPO India ଦ୍ୱାରା ଜୁଲାଇ-ଅଗଷ୍ଟ ୨୦୨୫ରେ କରାଯାଇଥିବା ଏକ ଅଧ୍ୟୟନ…

EPFO କଲା ବଡ଼ ଘୋଷଣା, ଟଙ୍କା ଉଠାଇବା ହୋଇଗଲା ଏତେ ସହଜ

ନୂଆଦିଲ୍ଲୀ: ଭାରତର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଖୁବ୍‌ଶୀଘ୍ର ଏହାର ନୂଆ ଡିଜିଟାଲ ସେବା EPFO 3.0 ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଏହି ନୂଆ ପଦକ୍ଷେପ ଦେଶର ୮ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବ, ଯାହା ସେମାନଙ୍କୁ ସାମାଜିକ…

ଜଜଙ୍କୁ ଧମକ; ୫୦୦ କୋଟି ଧରି ଜଙ୍ଗଲକୁ ଆସ, ନଚେତ୍ ଜୀବନ…

ରେୱା: ରେୱା ଜିଲ୍ଲାର ସୋହାଗି ଥାନା ଅଞ୍ଚଳ ଅନ୍ତର୍ଗତ ତ୍ୟୋନ୍ଥର କୋର୍ଟରେ ନିୟୋଜିତ ପ୍ରଥମ ସିଭିଲ୍ ଜଜ୍ ମୋହିନୀ ଭଦୌରିଆଙ୍କ ନାମରେ ଏକ ଧମକପୂର୍ଣ୍ଣ ଚିଠି ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆସିଛି। ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି। ଚିଠିଟି ଉତ୍ତର ପ୍ରଦେଶର ପ୍ରୟାଗରାଜ…

US top court: ‘ୟୁକ୍ରେନ ଶାନ୍ତି ପାଇଁ ଭାରତ ଉପରେ ଶୁଳ୍କ ଜରୁରୀ…’, କୋର୍ଟରେ ଯୁକ୍ତି ବାଢିଲେ…

ନୂଆଦିଲ୍ଲୀ: ଆମେରିକାରେ ସୁପ୍ରିମକୋର୍ଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶୁଳ୍କ ଆତଙ୍କ, ଟ୍ରମ୍ପଙ୍କ ଟିମ ଯୁକ୍ତି ବାଢିଲେ ଯେ ୟୁକ୍ରେନରେ ଶାନ୍ତି ଆଣିବା ପାଇଁ ଭାରତ ଉପରେ ଶୁଳ୍କ ଚାପ ଜରୁରୀ । ତେବେ ସମ୍ପ୍ରତି, ଆମେରିକା ଭାରତ ସମେତ ଅନେକ ଦେଶ ଉପରେ ଭାରୀ ଶୁଳ୍କ ଲଗାଇଛନ୍ତି । ଟ୍ରମ୍ପଙ୍କ…