Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Tejas MK2: ଶୁଳ୍କ ଯୁଦ୍ଧ ମଧ୍ୟରେ ଆମେରିକା ସହିତ ଏକ ବଡ଼ ଚୁକ୍ତି, ୨୦୨୭ରେ ପ୍ରଥମ ଉଡ଼ାଣ କରିବ ତେଜସ୍ ଏମକେ-୨

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ଜାରି ଉତ୍ତେଜନା ମଧ୍ୟରେ ମଧ୍ୟ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଭାଗୀତା ଆଗକୁ ବଢ଼ୁଛି । HALର ସରକାରୀ ସୂତ୍ର ଅନୁସାରେ, ସରକାରୀ କମ୍ପାନୀ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL)ର ଏକ ପ୍ରତିନିଧିମଣ୍ଡଳୀ ଏହି ମାସରେ ଆମେରିକା…

Amazon Great India: ଘୋଷଣା ହେଲା ତାରିଖ, ଫ୍ଲିପକାର୍ଟରେ ବମ୍ପର ଅଫର

ନୂଆଦିଲ୍ଲୀ: ବର୍ଷର ସବୁଠାରୁ ବଡ଼ ବିକ୍ରୟ ଶୀଘ୍ର ଆମାଜନ୍ ଓ ଫ୍ଲିପକାର୍ଟରେ ଆରମ୍ଭ ହେବାକୁ ଯାଉଛି। ଏହି ଇ-କମର୍ସ ଦିଗ୍ଗଜମାନେ ସେମାନଙ୍କର ଦୀର୍ଘ ପ୍ରତୀକ୍ଷିତ ଉତ୍ସବ ଋତୁ ବିକ୍ରୟର ତାରିଖ ଘୋଷଣା କରିଛନ୍ତି ଏବଂ କିଛି ଆଗାମୀ ଅଫର୍‌ର ମଧ୍ୟ ଖୁଲାସା କରିଛନ୍ତି। ଏହି ବର୍ଷ, କ୍ରେତାମାନେ…

ଚୀନ ସହ ସୀମା ବିବାଦ ଚ୍ୟାଲେଞ୍ଜପୂର୍ଣ୍ଣ: ସିଡ଼ିଏସ ଅନିଲ ଚୌହାନ

ନୂଆଦିଲ୍ଲୀ: ଚୀନ ସହ ସୀମା ବିବାଦ ଚ୍ୟାଲେଞ୍ଜପୂର୍ଣ୍ଣ। ୫ ସେପ୍ଟେମ୍ବର ଅର୍ଥାତ୍ ଶୁକ୍ରବାର ଦିନ ଭାରତର ପ୍ରତିରକ୍ଷା ମୁଖ୍ୟ (ସିଡ଼ିଏସ) ଜେନେରାଲ ଅନିଲ ଚୌହାନ ଗୋରଖପୁରରେ ଏକ ସମାବେଶକୁ ସମ୍ବୋଧିତ କରି ଏଭଳୀ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍ ସହିତ ଭାରତର ସୀମା ବିବାଦ…

ସ୍ବପ୍ନର ଘର ତିଆରି କରିବା ଏବେ ହେବ ସହଜ, ଏତେ କ୍ଷତି ସହିବେ ସରକାର !

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ଜିଏସ୍‌ଟି ସଂସ୍କାର ରିଅଲ୍ ଇଷ୍ଟେଟ୍ କ୍ଷେତ୍ରକୁ ନିଶ୍ଚିତ ଭାବେ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି, କିନ୍ତୁ ଏହାର ଅର୍ଥନୈତିକ ପ୍ରଭାବ କେବଳ ଘର କ୍ରେତା ଏବଂ ବିଲ୍ଡରଙ୍କ ଉପରେ ସୀମିତ ନୁହେଁ। ବରଂ ଏହି ପରିବର୍ତ୍ତନ ସରକାରୀ ରାଜସ୍ୱ…

ଏକାଠି ମୋଦି, ପୁଟିନ ଓ ଜିନପିଙ୍ଗ; ହଜିଲା ଟ୍ରମ୍ପଙ୍କ ନିଦ

ନୂଆଦିଲ୍ଲୀ: ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବରରେ ଚୀନର ତିଆନଜିନରେ ଅନୁଷ୍ଠିତ ହୋଇଥିବା ଏସସିଓ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ଯୋଗ ଦେଇଥିଲେ। ତେବେ ସେହି ଶିଖର ସମ୍ମିଳନୀରେ…

ଉପମୁଖ୍ୟମନ୍ତ୍ରୀଙ୍କୁ ଚିହ୍ନିପାରିଲେନି ଆଇପିଏସ ଅଧିକାରୀ, ଆଉ ତା’ପରେ…

ମୁମ୍ବାଇ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଉକ୍ତ ଭିଡିଓରେ ଅଜିତ ପାୱାର ଏବଂ ସୋଲାପୁରର କରମାଲା ଡିଏସ୍ପି ଅଞ୍ଜନା କୃଷ୍ଣଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳୁଛି।…

Spend Time With Parents: ‘ବାପାମାଙ୍କ ସହ ବିତାଇବେ ସମୟ’, କର୍ମଚାରୀଙ୍କୁ ରାଜ୍ୟ ସରକାର ଦେଲେ ୨ ଦିନର…

ନୂଆଦିଲ୍ଲୀ: ‘ମାତୃ ପିତୃ ବନ୍ଦନା’, ଅଧିନରେ ସରକାରୀ କର୍ମଚାରୀଙ୍କୁ ମିଳିବ ନଭେମ୍ବର ମାସରେ ୨ ଦିନ ସ୍ବତନ୍ତ୍ର ଛୁଟି । ଆସାମ ସରକାର ନଭେମ୍ବର ମାସରେ ଏହାର କର୍ମଚାରୀମାନଙ୍କୁ ୨ ଦିନର ସ୍ୱତନ୍ତ୍ର କାଜୁଆଲ୍ ଲିଭ୍ ଦେବାକୁ ଘୋଷଣା କରିଛନ୍ତି । ଯାହା ଦ୍ୱାରା ସେମାନେ ସେମାନଙ୍କ ପିତାମାତା…

Russia-Ukraine war: ‘ୟୁକ୍ରେନରେ ସୈନ୍ୟ ମୁତୟନ ହେଲେ, ଗୁଳି ବର୍ଷିବ’, କାହିଁକି ୟୁରୋପ ଏବଂ ଆମେରିକାକୁ ଧମକ ଦେଲେ…

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଚେତାବନୀ ଦେଇଛନ୍ତି ଯେ ଯଦି ପଶ୍ଚିମ ଦେଶଗୁଡ଼ିକ ୟୁକ୍ରେନରେ ସେମାନଙ୍କର ସୈନ୍ୟ ନିୟୋଜନ କରନ୍ତି, ତେବେ ରୁଷ ସେନା ଏହାକୁ ଏକ ବୈଧ ଲକ୍ଷ୍ୟ ବୋଲି ବିବେଚନା କରିବ । ଅର୍ଥାତ୍ ଏହା ସିଧାସଳଖ ସେମାନଙ୍କ ଉପରେ ଆକ୍ରମଣ କରିବ। ତେବେ…

CAPF Misuse: ଅଧିକାରୀଙ୍କ ଘରେ କାମ କରୁଛନ୍ତି ଯବାନ, CAPFର ଅପବ୍ୟବହାର ନେଇ ଗୃହ ମନ୍ତ୍ରଣାଳୟକୁ ଜବାବ ମାଗିଲେ…

ନୂଆଦିଲ୍ଲୀ: ଯବାନ ଦେଶକୁ ସୁରକ୍ଷା ଦେବାରେ ନିୟୋଜିତ ହୁଅନ୍ତି। ହେଲେ ଏଠି ଅଧିକାରୀଙ୍କ ଘରେ କାମ କରୁଥିବା ଖବର ଆସିଛି। ଘରୋଇ କାମରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) କର୍ମଚାରୀଙ୍କ ଅପବ୍ୟବହାର ମାମଲାରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏବଂ ସୀମା ସୁରକ୍ଷା…

Xi and Putin: ଅମର ହେବାକୁ ଚାହାଁନ୍ତି କି ପୁଟିନ୍ ଏବଂ ଜିନପିଙ୍ଗ?

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧକୁ କାନ୍ଧ ମିଳାଇ ଚାଲିବା ସମୟରେ ତାଙ୍କର ଏକ ବାର୍ତ୍ତାଳାପ ଖୁବ୍ ଭାଇରାଲ ହେଉଛି । ଅଙ୍ଗ ପ୍ରତିରୋପଣ ମାଧ୍ୟମରେ ଅମରତ୍ୱ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ ବୋଲି ଉଭୟ ଆଲୋଚନା…