Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

China Victory Parade: ଦମ୍ ଦେଖାଇଲେ ରୁଷ-କିମ୍ ଏବଂ ଜିନପିଙ୍ଗ୍, ଟ୍ରମ୍ପ କହିଲେ ଏମାନେ ଆମେରିକା ବିରୋଧୀ!

ନୂଆଦିଲ୍ଲୀ: ଆମେରିକାକୁ ଚେକ୍ ଦେବାକୁ ଏକାଠି ହେଲେ କି ଚୀନ୍, ରୁଷ ଏବଂ ଉତ୍ତର କୋରିଆ? ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଟାରିଫ ଲଗାଇବା ପରେ ଏବେ ବିଭିନ୍ନ ଦେଶ ସହ ଆମେରିକାର ସଂପର୍କରେ ଫାଟ ସୃଷ୍ଟି ହୋଇଛି। ଆଉ ଏହାରି ଭିତରେ ବେଜିଂରେ ତିନି ଦେଶ ଏକାଠି ହୋଇ ଏକାଠି…

ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସୁଥିବା ଲୋକଙ୍କୁ ନେଇ କେନ୍ଦ୍ର ସରକାରଙ୍କ ବଡ ଘୋଷଣା…

ନୂଆଦିଲ୍ଲୀ: ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ ଧାର୍ମିକ ନିର୍ଯାତନା ଯୋଗୁଁ ଭାରତ ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକଙ୍କ ପାଇଁ ଭାରତ ସରକାର ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ ୩୧ ଡିସେମ୍ବର ୨୦୨୪…

ଭାରତରେ କେମିତି ଦେଖାଯିବ Blood Moon ? ଏହି ଜହ୍ନର ରଙ୍ଗ କେମିତି ହୋଇଯିବ, ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ସେପ୍ଟେମ୍ବର 2୦୨୫ରେ ଆକାଶରେ ଆହୁରି ବିରଳ ଘଟଣା ଦେଖିବାକୁ ମିଳିବ। ୭ ଓ ୮ ସେପ୍ଟେମ୍ବର ରାତିରେ ଭାରତ ସହ ଦୁନିଆର ଅନେକ ଅଞ୍ଚଳରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ (Full Lunar Eclipse) ଘଟିବ। ଏହି ସମୟରେ ଚନ୍ଦ୍ରମା ଲାଲ ରଙ୍ଗରେ ଝଟ୍‌କିବ, ଯାହାକୁ ବ୍ଲଡ୍ ମୁନ୍ (Blood Moon)…

Virat Kohli: ଚିନ୍ନାସ୍ବାମୀ ଦଳାଚକଟା: ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବିରାଟ କୋହଲି, କହିଲେ….

ବେଙ୍ଗାଲୁରୁ: ଜୁନ ୪ରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ଘଟଣା ଘଟିଥିଲା । ଯେଉଁଥିରେ ୧୧ ଜୀବନ ଯାଇଥିବା ବେଳେ ୫୬ ଜଣ ଗୁରୁତର ଆହତ ହୋଇଥିଲେ । IPL 2025ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିଜୟ ପରେ ଏହି ଦୁର୍ଘଟଣା ଘଟିଥିଲା। ଆୟୋଜକମାନେ ଇଭେଣ୍ଟକୁ ଠିକ୍…

US-India Ties: ‘ଆମର ସମ୍ପର୍କ ବହୁତ ଭଲ’, ଭାରତ ସହିତ ସମ୍ପର୍କକୁ ନେଇ ପୁଣି ସମାଲୋଚନା କଲେ…

ନୂଆଦିଲ୍ଲୀ: ଶୁଳ୍କ ବିବାଦ ଏବଂ ଭାରତ ବିଷୟରେ ବାରମ୍ବାର ବିବାଦୀୟ ବୟାନ ପରେ, ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ ଏବେ ନିମ୍ନ ସ୍ତରରେ ପହଞ୍ଚିଛି । ଭାରତ ଉପରେ ୫୦% ଶୁଳ୍କ ଲଗାଇବା ସହି ଭାରତକୁ କଡା ସମାଲୋଚନା ବି କରିଥିଲେ । ଆଉ ଏବେ ଚୀନ ଗସ୍ତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

କାର ଚଲାଉଥିବା ସମୟରେ ଶୋଇଯାଇଥିଲେ, iPhoneର ଏହି ଫିଚର୍‌ ବଞ୍ଚାଇଦେଲା ଜୀବନ

ନୂଆଦିଲ୍ଲୀ: ଆଇଫୋନ ଲଗାତାର ତା' ଆପୁଲ୍ ୱାଚ୍'ରେ ଏପରି ସୁରକ୍ଷା ଫିଚର ଯୋଡୁଛି ଯାହା କେବଳ ଟେକ୍ନୋଲୋଜିରେ ଆଗୁଆ ରହୁଛି ତାହା ନୁହେଁ ମାନବ ଜୀବନକୁ ମଧ୍ୟ ବଞ୍ଚାଇପାରୁଛି। ସମ୍ପ୍ରତି ଆମେରିକାର ୧୬ ବର୍ଷୀୟ ଲିଣ୍ଡସେ ଲେସ୍କୋଭେଙ୍କ ଦୁର୍ଘଟଣା ଏହାର ଏକ ବଡ଼ ଉଦାହରଣ । ଆଇଫୋନ୍'ର କ୍ରାଶ…

ବିଶ୍ୱର କେଉଁ ଦେଶରେ ହୋଇନଥାଏ ନିର୍ବାଚନ? ଭୋଟ କ’ଣ ଜାଣିନଥାନ୍ତି ଲୋକ

ନୂଆଦିଲ୍ଲୀ:  ଆଜି ଆମେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ (One Nation, One Election) ଭଳି ବିଚାରଗୁଡ଼ିକ ଉପରେ ଆଲୋଚନା କରୁଛୁ, ଯାହାକି ସମଗ୍ର ଦେଶରେ ଗୋଟିଏ ଥରରେ ନିର୍ବାଚନ କରାଯାଇପାରେ। ଭାରତ ଭଳି ଏକ ଗଣତନ୍ତ୍ର ଦେଶରେ ଭୋଟ୍ ଦେବା ଏକ ସାଧାରଣ ବିଷୟ, ଏବଂ ପ୍ରତ୍ୟେକ ନାଗରିକଙ୍କର…

Balochistan: ରାଲିରେ ଆତ୍ମଘାତୀ ବୋମା ବିସ୍ଫୋରଣ; ୧୪ ମୃତ, ୩୫ ଆହତ

ପାକିସ୍ତାନ: କ୍ୱେଟା (Quetta)ରେ ବେଲୁଚିସ୍ତାନ ନ୍ୟାସନାଲ ପାର୍ଟି (BNP) ଦ୍ୱାରା ଆୟୋଜିତ ଏକ ସାଧାରଣ ସଭାର ସମାପ୍ତି ପରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୫ ଜଣ ଆହତ ହୋଇଛନ୍ତି । ଏକ୍ସପ୍ରେସ…