Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଟ୍ରମ୍ପଙ୍କ ସ୍ୱାସ୍ଥ୍ୟକୁ ନେଇ ବଡ଼ ଖବର, ଡାକ୍ତର କହିଲେ ଆଉ ମାତ୍ର ଏତିକି ଦିନ….

ନୂଆଦିଲ୍ଲୀ: ବିଶ୍ଵର ସବୁଠାରୁ ଚର୍ଚ୍ଚିତ ନେତାଙ୍କ ମଧ୍ୟରୁ ଅନ୍ୟତମ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ଵାସ୍ଥ୍ୟକୁ ନେଇ ନିକଟରେ ପ୍ରକାଶ ପାଇଥିବା ମେଡିକାଲ ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ଯେ ଟ୍ରମ୍ପଙ୍କୁ ଆଖିରି କ’ଣ ହୋଇଛି? ତାଙ୍କ ରୋଗ କେତେ ଗମ୍ଭୀର ଓ…

ଏହି ପୋଷ୍ଟାଲ ସ୍କିମ୍‌ରେ ଡବଲ ହେବ ଟଙ୍କା, ପ୍ରତି ମାସ ପାଆନ୍ତୁ

ନୂଆଦିଲ୍ଲୀ: ପୋଷ୍ଟ ଅଫିସ କେବଳ ଚିଠି ପଠାଇବା କିମ୍ବା ପାଇବା ପାଇଁ ନୁହେଁ, ଏହା ଏକ ଏମିତି ଆର୍ଥିକ ପ୍ରତିଷ୍ଠାନ, ଯେଉଁଠାରେ ଆପଣଙ୍କ ସଞ୍ଚୟ ନିରାପଦ ରହିବା ସହ ନିୟମିତ ଆୟର ସୁଯୋଗ ମଧ୍ୟ ପ୍ରଦାନ କରେ। ଏହା ମଧ୍ୟରେ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS) ହେଉଛି ଏକ ଏମିତି ଯୋଜନା, ଯାହା…

ନାଇଜରରେ ୨ ଭାରତୀୟଙ୍କୁ ହତ୍ୟା ସହ ଜଣଙ୍କୁ ଅପହରଣ କଲେ ଆତଙ୍କବାଦୀ

ନିଆମୀ: ଦକ୍ଷିଣ-ପଶ୍ଚିମ ନାଇଜରରେ ଏକ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଅପହରଣ ହୋଇଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି । ନାଇଜରର ଡୋସୋ ଅଞ୍ଚଳରେ ୧୫ ଜୁଲାଇରେ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟ ନାଗରିକଙ୍କ ଦୁଃଖଦ…

ଶ୍ରାବଣ ମାସରେ ଏହି ରାଶିଙ୍କ ପାଇଁ ଭାଗ୍ୟ ଫିଟିବ, ଏମିତି କରନ୍ତୁ

ଭୁବନେଶ୍ୱର: ଶ୍ରାବଣ ମାସ, ଭଗବାନ ଶିବଙ୍କ ପୂଜା ଓ ଭକ୍ତିରେ ପରିପୂର୍ଣ୍ଣ ଏକ ପବିତ୍ର ସମୟ, ୧୧ ଜୁଲାଇରୁ ଆରମ୍ଭ ହୋଇ ୯ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ଚାଲିବ। ଏହି ମାସରେ ଭକ୍ତମାନେ ଉପବାସ, ଶିବଲିଙ୍ଗରେ ଜଳାଭିଷେକ, ରୁଦ୍ରାଭିଷେକ ଏବଂ କାଉଡ଼ିଆ ଯାତ୍ରା ଆଦି ଧାର୍ମିକ କାର୍ଯ୍ୟରେ ନିମଗ୍ନ…

ଜୁଲାଇ ୨୩-୨୬ରେ ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାରଠାରୁ ଚାରି ଦିନିଆ ବ୍ରିଟେନ ଏବଂ ମାଳଦ୍ୱୀପ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବାଣିଜ୍ୟ, ନିବେଶ ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବ ବୋଲି ବିଶ୍ୱାସ କରାଯାଉଛି।…

ଏହି ରାଜ୍ୟରେ ସର୍ବାଧିକ କୁକୁର କାମୁଡା ମାମଲା ରିପୋର୍ଟ; ୬ ମାସରେ ୧୯ ଜଣଙ୍କର ପ୍ରାଣହାନୀ

ବେଙ୍ଗାଲୁରୁ: ଗତ ୬ ମାସରେ କୁକୁର କାମୁଡାର ମାମଲା ଆଶ୍ଚର୍ଯ୍ୟଜନକ ଭାବେ ରିପୋର୍ଟ ହୋଇଛି । ରବିବାର ପ୍ରକାଶିତ ସରକାରୀ ତଥ୍ୟ ଅନୁଯାୟୀ, ଗତ ୬ ମାସରେ କର୍ଣ୍ଣାଟକରେ ୨.୩ ଲକ୍ଷରୁ ଅଧିକ କୁକୁର କାମୁଡ଼ା ମାମଲା ଏବଂ ୧୯ ଜଣ ରେବିଜ୍ ମୃତ୍ୟୁ ରେକର୍ଡ କରାଯାଇଛି, ଯାହା ଗତ ବର୍ଷର ସମାନ ସମୟ…

ରାଜନୀତି ଛାଡ଼ିବେ ନୀତୀଶ କୁମାର ? ଜେଡୟୁ ସମର୍ଥକ କହିଲେ ମୈଦାନକୁ ଆସନ୍ତୁ ପୁଅ

ନୂଆଦିଲ୍ଲୀ:ବିହାର ରାଜନୀତିରେ ନୂଆ ଟ୍ୱିଷ୍ଟ।ନୀତୀଶଙ୍କ ବଦଳରେ ମୈଦାନକୁ ଆସନ୍ତୁ ତାଙ୍କ ପୁଅ। ଏପରି ଦାବି କରିଛନ୍ତି ଜନତା ଦଳ ୟୁନାଇଟେଡ୍ ବା ନୀତୀଶ କୁମାରଙ୍କ ଜେଡୟୁ। ଆଗାମୀ ନିର୍ବାଚନରେ ନିଶାନ୍ତ ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିବା ପାଇଁ ଅପିଲ୍ କରିଛନ୍ତି ଜେଡୟୁ ସମର୍ଥକ ।…

ମୌସୁମୀ ଅଧିବେଶନ ପୂର୍ବରୁ ବଡ଼ ବୈଠକ, ବିରୋଧୀଙ୍କୁ ଅନୁରୋଧ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ବଡ଼ ବୈଠକ। ସର୍ବଦଳୀୟ ବୈଠକରେ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ସରକାର । କାଲିଠୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଏଥକ ଅଧିବେଶନରେ ୮ଟି ବିଲ୍ ପାସ୍ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଅନ୍ୟପଟେ ପହଲଗାମ ଆତଙ୍କବାଦୀ…

୩୫୦୦ କୋଟିର ମଦ ଦୁର୍ନୀତି ମାମଲାରେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଚାର୍ଜସିଟ୍

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ପୋଲିସ ୩୫୦୦ କୋଟି ଟଙ୍କାର ମଦ ଦୁର୍ନୀତି ନେଇ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ଏହି ଚାର୍ଜସିଟ୍‌ରେ ପୂର୍ବତନ ରାଜ୍ୟ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀଙ୍କ ବିରୋଧରେ ପ୍ରତି ମାସରେ ହାରାହାରି ୫୦ ରୁ ୬୦ କୋଟି ଟଙ୍କା ଲାଞ୍ଚ ନେବାର ଅଭିଯୋଗ…

ଆସିଲା ଉତ୍ତରକାଶୀ ହେଲିକେପ୍ଟର ଦୁର୍ଘଟଣାର ପ୍ରାରମ୍ଭିକ ତଦନ୍ତ ରିପୋର୍ଟ; ଦୁର୍ଘଟଣାର କାରଣ…

ଉତ୍ତରାଖଣ୍ଡ:ମେ ୮ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀର ଗଙ୍ଗନାନୀ ନିକଟରେ ଏରୋଟ୍ରାନ୍ସ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡର ବେଲ୍ ୪୦୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏବେ ଏୟାରକ୍ରାଫ୍ଟ…