Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Earthquake: ଶକ୍ତିଶାଳୀ ଭୂକମ୍ପ ଝଟ୍‌କାରେ ଥରିଲା ଆଫଗାନିସ୍ତାନ; ୯ ମୃତ, ୧୫ରୁ ଊର୍ଦ୍ଧ୍ବ ଆହତ

କାବୁଲ: ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ । ଭୂକମ୍ପରେ ଥରିଲା ନାନଗରହର ପ୍ରୋଭିନ୍ସର ଜଲାଲାବାଦ । ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ୧୫ରୁ ଊର୍ଦ୍ଧ୍ବ ଆହତ ହୋଇଥିବା ସୂଚନା ରହିଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ଆଫଗାନିସ୍ତାନରେ ପ୍ରଥମ…

ସରକାରଙ୍କ ଚେତାବନୀ ! eSIM ଫ୍ରଡ୍‌ରେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତ ସରକାର ମୋବାଇଲ ଉପଭୋକ୍ତାଙ୍କୁ eSIM ସମ୍ବନ୍ଧୀୟ ଏକ ନୂଆ ଠକେଇ ପଦ୍ଧତି ବିଷୟରେ ସତର୍କ କରିଛନ୍ତି। ଏହି ସାଇବର ଠକେଇ ଏତେ ବିପଜ୍ଜନକ ଯେ, ଠକମାନେ OTP କିମ୍ବା ATM ତଥ୍ୟ ନ ଦେଇ ମଧ୍ୟ ଶିକାରର ବ୍ୟାଙ୍କ ଖାତାରୁ ଟଙ୍କା ଚୋରି କରିପାରନ୍ତି। ନିକଟରେ ଏହି କୌଶଳ ବ୍ୟବହାର…

ଗୋଟିଏ ବର୍ଷରେ ୮୪୧ ଜଣଙ୍କୁ ମୃତ୍ୟୁ ଦଣ୍ଡ, ଜାତିସଂଘର ତୀବ୍ର ବିରୋଧ

ନୂଆଦିଲ୍ଲୀ: ଜାତିସଂଘ ପୁଣି ଥରେ ଇରାନକୁ କାଠଗଡ଼ାରେ ଛିଡ଼ା କରାଇଛି। ସଂଗଠନର କହିବା ଅନୁସାରେ, ୨୦୨୫ ଆରମ୍ଭରୁ ଏପର୍ଯ୍ୟନ୍ତ ଇରାନରେ ଅତି କମରେ ୮୪୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଜାତିସଂଘର ଅଭିଯୋଗ ଯେ, ଇରାନ ସରକାର ଫାଶିକୁ କେବଳ ଅପରାଧ ନିୟନ୍ତ୍ରଣ ପାଇଁ ନୁହେଁ, ବରଂ ଲୋକଙ୍କ…

ସେପ୍ଟେମ୍ବରରେ ମୋଦିଙ୍କ ମଣିପୁର ଗସ୍ତ, ହିଂସା ପରଠୁ ପ୍ରଥମ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ମାସ ୧୨ କିମ୍ବା ୧୩ରେ ମଣିପୁର ଗସ୍ତ ନେଇ ଯୋଜନା ରହିଛି। ଏଠାରେ ମେ ୨୦୨୩ ଠାରୁ କୁକି-ମେଇତେଇ ମଧ୍ୟରେ ଚାଲିଥିବା ହିଂସା ପରେ ଏହା ତାଙ୍କର ପ୍ରଥମ ଗସ୍ତ ହୋଇପାରେ। ତେବେ ସେ ସେପ୍ଟେମ୍ବର ୧୩ ରେ ମିଜୋରାମ ଗସ୍ତ ସହିତ…

ଗୋଟିଏ ମଞ୍ଚରେ ମୋଦି, ଜିନପିଙ୍ଗ, ପୁଟିନଙ୍କ ସାକ୍ଷାତ: ଏକ ନୂଆ ବିଶ୍ୱ ବ୍ୟବସ୍ଥାର ସଙ୍କେତ…..ବଢୁଛି ଆମେରିକା…

ନୂଆଦିଲ୍ଲୀ: ଏହି ସମୟରେ, ଆମେରିକା ସମେତ ସମଗ୍ର ବିଶ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ୍ ଗସ୍ତ ଉପରେ ନଜର ରଖିଛି। ଆଜିଠାରୁ ଆମେରିକୀୟ ଖବରକାଗଜଗୁଡ଼ିକରେ ବଡ଼ ବଡ଼ ଲେଖା ପ୍ରକାଶ ପାଇବା ଆରମ୍ଭ ହୋଇଛି ଯେ ଯଦି ଭାରତ, ଚୀନ୍ ଏବଂ ରୁଷ ହାତ ମିଳନ୍ତି, ତେବେ ଆମେରିକାର କ’ଣ ହେବ? ଯଦି…

ଭାରତରେ କେଉଁ ଚାକିରିରେ ଦେବାକୁ ପଡ଼ିନଥାଏ ଟ୍ୟାକ୍ସ, ଜାଣନ୍ତୁ ସବୁ ନିୟମ

ନୂଆଦିଲ୍ଲୀ: ଦେଶରେ ଚାକିରି କରୁଥିବା ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ଦରମା ପରେ ଆୟକର ଦେବାକୁ ପଡ଼େ। ଭାରତରେ ବିଭିନ୍ନ ଆୟ ଅନୁସାରେ ଟ୍ୟାକ୍ସ ସ୍ଲାବ ନିର୍ଦ୍ଧାରଣ କରାଯାଇଛି। ଭାରତୀୟ ଟ୍ୟାକ୍ସ ବ୍ୟବସ୍ଥା କେତେବେଳେ ଜଟିଳ ମନେ ହୁଏ, କିନ୍ତୁ ଏହାକୁ ବୁଝିବା ଅତ୍ୟନ୍ତ ଜରୁରୀ ଯାହା ଦ୍ୱାରା ଆୟର…

ସୁପ୍ରିମ କୋର୍ଟରେ ନିଯୁକ୍ତିର ବଡ଼ ସୁଯୋଗ, ଦରମା ଜାଣିଲେ ତାଜୁବ ହୋଇଯିବେ

ନୂଆଦିଲ୍ଲୀ: ଭାରତର ସୁପ୍ରିମ କୋର୍ଟରେ କୋର୍ଟ ମାଷ୍ଟର ପଦ ପାଇଁ ନିଯୁକ୍ତି ବାହାରିଛି। ଏହା ପାଇଁ ସୁପ୍ରିମ କୋର୍ଟ ଏକ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଏହି ପଦ ପାଇଁ ଆବେଦନ କରିପାରିବେ। କୋର୍ଟ ମାଷ୍ଟର ପଦ ପାଇଁ ବୟସ ସୀମା ୩୦ରୁ ୪୫ ବର୍ଷ ରହିଛି। ବିଜ୍ଞପ୍ତି ଅନୁସାରେ,…

ବିନା ନେଟୱାର୍କରେ ଏହି ଫୋନରେ ହେବ କଲିଂ: ମିଳିବ ଦମଦାର AI ଫିଚର, ଖୁବ ଶୀଘ୍ର ହେଉଛି ଲଞ୍ଚ

ନୂଆଦିଲ୍ଲୀ: ଟେକ୍ନୋ ଭାରତୀୟ ବଜାରରେ ତାର ପୋଭା ସିରିଜ୍‌ର ଏକ ନୂଆ ସ୍ମାର୍ଟଫୋନ୍‌ Tecno Pova Slim 5G ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ଏଥିପାଇଁ ଫ୍ଲିପକାର୍ଟରେ ଏକ ସ୍ବତନ୍ତ୍ର ଲ୍ୟାଣ୍ଡିଂ ପେଜ୍‌ ମଧ୍ୟ ଲାଇଭ୍‌ କରିଛି, ଯେଉଁଥିରେ ଏହାର ଡିଜାଇନ୍‌ ଏବଂ କିଛି ଖାସ୍‌ ଫିଚର୍‌…

Trump- Modi Tension: ରୁଶିଛନ୍ତି ଟ୍ରମ୍ପ୍, ଆସିବେନି ଭାରତ….ମୋଦିଙ୍କ ଚୀନ୍ ଗସ୍ତ ଭିତରେ କ୍ୱାଡ୍…

ନୂଆଦିଲ୍ଲୀ: କୁହନ୍ତିନି ଚୋରି ପୁଣି ସୀମାଚୋରି। ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଏବେ ସେଇଆ କରୁଛନ୍ତି। ନିଜ ଆଶା ପୂରଣ ନହେବାରୁ ଭାରତ ଉପରେ ଦାଉ ସାଧିଲେ। ତାର ବି ଭାରତ କିଛି ଜବାବ ଦେଇନି। ଏବେ ଭାରତରେ ହେବାକୁ ଥିବା କ୍ୱାଡ ସମ୍ମିଳନୀ ରେ ଯୋଗ ଦେବାକୁ ମନା କରିଦେଇଛନ୍ତି। ତେବେ ମେ…

Mahua Moitra: ପୁଣି ଅଡୁଆରେ ସାଂସଦ ମହୁଆ ମୋଇତ୍ରା; ତାଙ୍କ ବିରୋଧରେ ରାୟପୁରରେ ମାମଲା ରୁଜୁ

ରାୟପୁର: ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା ପ୍ରାୟତଃ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ତାଙ୍କର ଆପତ୍ତିଜନକ ବୟାନ ପାଇଁ ସେ ପୁଣି ଥରେ ଅସୁବିଧାରେ ପଡ଼ିଛନ୍ତି । ଛତିଶଗଡ଼ର ରାଜଧାନୀ ରାୟପୁରର ମାନା ପୋଲିସ ଷ୍ଟେସନରେ ମୋଇତ୍ରାଙ୍କ…