Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତୀୟ ସେନାର ଅଷ୍ଟ୍ରେଲିଆ ଗସ୍ତ; ସାମରିକ ଅଭ୍ୟାସରେ କରିବେ ଅଂଶଗ୍ରହଣ

ନୂଆଦିଲ୍ଲୀ: ରବିବାର ଦିନ ଭାରତୀୟ ସେନାର ଏକ ଦଳ ମିଳିତ ଅଭ୍ୟାସ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛନ୍ତି । ୧୨୦ ଜଣ ଯବାନଙ୍କ ଦଳ ପଶ୍ଚିମ ଅଷ୍ଟ୍ରେଲିଆର ପର୍ଥର Irwin Barracksରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ମିଳିତ ସାମରିକ ଅଭ୍ୟାସ, AUSTRAHIND 2025 ରେ…

ଆସାମ ହିନ୍ଦୁ -ମୁସଲମାନଙ୍କ ଜନସଂଖ୍ୟା ଉପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ହିନ୍ଦୁ ଜନସଂଖ୍ୟା…

ଆସାମ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର ରାଜ୍ୟର ଜନସଂଖ୍ୟାଗତ ପରିବର୍ତ୍ତନ ବିଷୟରେ ଏକ ବଡ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଆସାମରେ ହିନ୍ଦୁମାନେ ଏବେ ମୋଟ ଜନସଂଖ୍ୟାର ପ୍ରାୟ ୪୦ ପ୍ରତିଶତ, ଯାହା ପ୍ରାୟ ମୁସଲିମ ଜନସଂଖ୍ୟା ସହିତ ସମାନ। ଏକ କାର୍ଯ୍ୟକ୍ରମ…

ଗୋଟିଏ ଦିନ ପାଇଁ ଯଦି ସୂର୍ଯ୍ୟ ଉଦୟ ନହୁଅନ୍ତି ତେବେ କ’ଣ ହେବ ? କ’ଣ ଆସିଯିବ କି ପ୍ରଳୟ…

ନୂଆଦିଲ୍ଲୀ: ଆପଣ କେବେ ଭାବିଛନ୍ତି କି, ଯଦି ସୂର୍ଯ୍ୟ ହଠାତ୍‌ ଗୋଟିଏ ଦିନ ପାଇଁ ଲିଭି ଯାଏ, ତେବେ କ’ଣ ହେବ? ସୂର୍ଯ୍ୟ କେବଳ ଏକ ଜଳୁଥିବା ଅଗ୍ନିପିଣ୍ଡ ନୁହେଁ, ବରଂ ଏହା ଆମ ସୌରମଣ୍ଡଳ ପାଇଁ ଅତ୍ୟନ୍ତ ଜରୁରୀ। ସମସ୍ତ ଶକ୍ତି, ଆଲୋକ ଓ ଉଷ୍ମତା ଆମେ ଏହି ସୂର୍ଯ୍ୟରୁ ହିଁ ପାଇଥାଉ। ଆଜି ଆମେ…

ଆମେରିକାରେ କେମିତି ଟ୍ରାନ୍ସଫର ହୋଇଥାଏ ଡିଜିଟାଲ ମନି ? ଜାଣନ୍ତୁ ଭାରତଠୁ କେମିତି ଅଲଗା

ନୂଆଦିଲ୍ଲୀ: ଭାରତରେ ଯୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଡିଜିଟାଲ ଲେଣଦେଣରେ ଏକ ବଡ଼ ବିପ୍ଳବ ଆଣିଛି। ଏହା ଦ୍ୱାରା କେବଳ ଏକ ମୋବାଇଲ ନମ୍ବର କିମ୍ବା UPI ଆଇଡି ବ୍ୟବହାର କରି ବ୍ୟାଙ୍କରୁ ବ୍ୟାଙ୍କକୁ ତୁରନ୍ତ ଟଙ୍କା ସ୍ଥାନାନ୍ତର କରିବା ବହୁତ ସହଜ ହୋଇଛି। କିନ୍ତୁ ଏହା ମଧ୍ୟରେ ପ୍ରଶ୍ନ…

ପାକିସ୍ତାନ ପାଇଁ ବଢ଼ିଲା ବିପଦ, ଆଜି ରାତିରେ…

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଳିପୋଶି ବଡ଼ କରୁଥିବା ପାକିସ୍ତାନ ଉପରେ ଆଫଗାନିସ୍ତାନର ଘନ ଘନ ଆକ୍ରମଣ । ଜବାବୀ ଆକ୍ରମଣକୁ ଜୋରଦାର କରିଛି ଆଫଗାନିସ୍ତାନର ତାଲିବାନୀ ସେନା । ଆଫଗାନିସ୍ତାନର ଆକ୍ରମଣରେ ପାକିସ୍ତାନର ୫୫ରୁ ଅଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି ତାଲିବାନ । ଏଥି ସହ…

୩ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ୮ ନକ୍ସଲ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ

ବିଜାପୁର: ନକ୍ସଲ ବିରୋଧୀ ଅଭିଯାନରେ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସକୁ ପୁଣି ଥରେ ଏକ ବଡ଼ ସଫଳତା ମିଳିଛି । ଜିଲ୍ଲା ରିଜର୍ଭ ଗାର୍ଡ (DRG) ଏବଂ ସିଆରପିଏଫ୍ ର ୧୬୮ତମ ବାଟାଲିୟନ, ବାସାଗୁଡ଼ା ପୋଲିସ ଷ୍ଟେସନର ଏକ ମିଳିତ ଟିମ୍ ଏକ ବଡ଼ ଅଭିଯାନ ଚଳାଇ ଆଠ ଜଣ ନକ୍ସଲଙ୍କୁ ଗିରଫ କରିଛନ୍ତି ।…

ଗର୍ଭାବସ୍ଥାରେ ଶିଶୁ ଶୁଣିପାରେ ସବୁ କଥା, ଜାଣନ୍ତୁ କେମିତି…..

ଭୁବନେଶ୍ୱର: ଗର୍ଭରେ ଥିବା ଶିଶୁର ଶ୍ରବଣ ଶକ୍ତି ହେଉଛି ସବୁଠାରୁ ପ୍ରଥମେ ବିକାଶ ହେଉଥିବା ଇନ୍ଦ୍ରିୟମାନଙ୍କ ମଧ୍ୟରୁ ଗୋଟିଏ। ଏହା ଜନ୍ମ ପୂର୍ବରୁ ଶିଶୁକୁ ବାହାର ଦୁନିଆ ସହ ଏକ ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିଥାଏ। ଗର୍ଭାବସ୍ଥାର ୧୮ ସପ୍ତାହ ହେବା ସମୟରେ ଶିଶୁ ଧ୍ୱନି ପ୍ରତି…

ବର୍ଦ୍ଧମାନ ରେଳ ଷ୍ଟେସନରେଲ ଦଳାଚକଟା, ୭ ଗୁରୁତର

କୋଲକତା: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ପ୍ରବଳ ଭିଡ଼ରେ ଦଳାଚକଟା ଯୋଗୁଁ ୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ, ଏପର୍ଯ୍ୟନ୍ତ କାହାରି ମୃତାହତ ହେବାର ଖବର ନାହିଁ । ରବିବାର ଦିନ ଦ୍ୱିପ୍ରହରରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି ।…

ବିହାରରେ ସିଟ୍ ଭାଗବଣ୍ଟା ଘୋଷଣା, ଏତିକି ଆସନରେ ଲଢ଼ିବ ବିଜେପି

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଏନଡିଏ ମଧ୍ୟରେ ଆସନ ବଣ୍ଟନ ବ୍ୟବସ୍ଥା ଘୋଷଣା କରାଯାଇଛି । ବିଜେପି ଏବଂ ଜେଡିୟୁ ପ୍ରତ୍ୟେକ ୧୦୧ଟି ଲେଖାଏଁ ଆସନରେ ଲଢ଼ିବେ । ସେହିପରି, ଆରଏଲଏମ ଏବଂ ଏଚଏଏମ୍ ପ୍ରତ୍ୟେକ ୬ଟି ଆସନ ପାଇଛନ୍ତି । ଚିରାଗ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ…

‘ସେ ବିଳମ୍ବିତ ରାତିରେ ହଷ୍ଟେଲ ବାହାରେ କାହିଁକି ଥିଲେ?’ ଦୁର୍ଗାପୁର ଗଣଦୁଷ୍କର୍ମ ଉପରେ ପ୍ରଶ୍ନ ଉଠାଇଲେ…

କୋଲକତା: ପଶ୍ଚିମବଙ୍ଗ ଦୁର୍ଗାପୁରର ଏକ ବେସରକାରି ମେଡିକାଲ୍ କଲେଜରେ ପଢ଼ୁଥିବା ଓଡିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଥିବା ଗ୍ୟାଙ୍ଗ ରେପ୍ ଘଟଣା ପରେ, ମମତା ଝିଅମାନଙ୍କୁ ନିଜ ସୁରକ୍ଷା ବିଷୟରେ ଅଧିକ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…