Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୋଲିସ ଟ୍ରେନିଂ ସେଣ୍ଟରରେ ଆତ୍ମଘାତୀ ବିସ୍ଫୋରଣ; ୭ କର୍ମୀ ଓ ୬ ଆତଙ୍କବାଦୀ ନିହତ

କରାଚି: ପାକିସ୍ତାନରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣ। ଉତ୍ତର-ପଶ୍ଚିମ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ଏକ ପୋଲିସ ଟ୍ରେନିଂ ସେଣ୍ଟର ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଯାହା ପରେ ଏନକାଉଣ୍ଟରରେ ଆଉ ୬ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ପୋଲିସ ଅଧିକାରୀ ସହିଦ…

ଭାରତ ସହିତ ସମ୍ପର୍କ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ :ଆମେରିକା ରାଷ୍ଟ୍ରଦୂତ ସେର୍ଗିଓ ଗୋର୍

ନୂଆଦିଲ୍ଲୀ: ଭାରତରେ ନିଯୁକ୍ତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ଶନିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହାପରେ ସେ କହିଛନ୍ତି ଯେ ଆମେରିକା ଭାରତ ସହିତ ତା'ର ସମ୍ପର୍କକୁ ବହୁତ ଗୁରୁତ୍ୱ ଦିଏ। ସେ କହିଥିଲେ, "ପ୍ରଧାନମନ୍ତ୍ରୀଙ୍କ ସହ ମୋର ସାକ୍ଷାତ ସାନଦାର…

ଦେଶର ଏହି ସହରରେ ରହୁଛନ୍ତି ଅଧିକ ଅରବପତି, ଜାଣନ୍ତୁ ଓଡ଼ିଶାର କେଉଁ ସହର

ନୂଆଦିଲ୍ଲୀ: ଗତ କିଛି ଦଶନ୍ଧି ମଧ୍ୟରେ ଭାରତ ଅର୍ଥନୈତିକ ଦୃଷ୍ଟିରୁ ବିପୁଳ ବିକାଶ ଦେଖିଛି। ହୁରୁନ୍‌ ଇଣ୍ଡିଆ ରିଚ୍‌ ଲିଷ୍ଟ ୨୦୨୫ ଅନୁସାରେ, କେତେକ ସହର ଧନର କେନ୍ଦ୍ର ଭାବେ ଉଭା ହେଉଛି। ଏହି ସହରଗୁଡ଼ିକରେ ଶହ ଶହ ଅରବପତି ରହୁଛନ୍ତି। ଆସନ୍ତୁ ଜାଣିବା ଏହି ସହରଗୁଡ଼ିକ ବିଷୟରେ ଏବଂ ସେଠାରେ…

BSNL ଗ୍ରାହକଙ୍କ ପାଇଁ ଖୁସି ଖବର, ଏଦି ଦିନ ଲଞ୍ଚ ହେବ 5G

ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନୀ BSNLର ଗ୍ରାହକଙ୍କ ପାଇଁ ଖୁସି ଖବର। 4G ସେବା ଲଞ୍ଚ କରିବା ପରେ କମ୍ପାନୀ ଏବେ 5G କନେକ୍ଟିଭିଟି ପାଇଁ କାମ ଆରମ୍ଭ କରିଦେଇଛି। ରିପୋର୍ଟ ଅନୁସାରେ, BSNL ଗ୍ରାହକମାନେ ଏହି ବର୍ଷ ଶେଷ ସୁଦ୍ଧା 5G ସେବା ପାଇପାରିବେ। ଏଥିପାଇଁ କମ୍ପାନୀ ଅନେକ ସହରରେ…

ଏୟାର ଇଣ୍ଡିଆର ସମସ୍ତ ବୋଇଂ ୭୮୭ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଉ: ଏଫଆଇପି

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ଯାନ୍ତ୍ରିକ ସମସ୍ୟାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖିଲା ଭାରତୀୟ ପାଇଲଟ ସଂଘ(ଏଫଆଇପି) । ଏଫଆଇପି ସମସ୍ତ ବୋଇଂ ୭୮୭ ବିମାନକୁ ଗ୍ରାଉଣ୍ଡେଡ୍ କରାଯାଉ ବୋଲି ସରକାରଙ୍କ ନିକଟରେ ୩ଟି ଦାବି କରିଛି । ଉକ୍ତ ଦାବି ଗୁଡିକ…

Flipkartରେ ଆରମ୍ଭ ହେଲା ଦୀପାବଳିର ବଡ଼ ସେଲ୍, ଏଗୁଡ଼ିକ ହୋଇଗଲା ଖୁବ ଶସ୍ତା

ନୂଆଦିଲ୍ଲୀ: ଫ୍ଲିପକାର୍ଟର ବିଗ୍‌ ବ୍ୟାଙ୍ଗ ଦୀପାବଳି ସେଲ୍‌ ଆଜିଠାରୁ ଲାଇଭ୍‌ ହୋଇଛି, ଏବଂ ଏଥର ସେଲ୍‌ରେ ଟେକ୍‌ ପ୍ରୋଡକ୍ଟଗୁଡ଼ିକ ଉପରେ ଜବରଦସ୍ତ ଅଫର୍‌ ମିଳୁଛି। ଏହି ସେଲ୍‌ରେ ଆପଣ ସ୍ମାର୍ଟୱାଚ୍‌, ଇୟରବଡ଼ସ୍‌, ହେଡଫୋନ୍‌, ଟାବଲେଟ୍‌ ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍‌ଗୁଡ଼ିକ ଉପରେ ବଡ଼…

ବିଦେଶରୁ କେତେ ସୁନା ଆଣିପାରିବେ ଭାରତକୁ ? ଜାଣନ୍ତୁ କଣ ରହିଛି ନିୟମ…

ନୂଆଦିଲ୍ଲୀ: ଭାରତରେ ସୁନା କେବଳ ଏକ ଧାତୁ ନୁହେଁ, ବରଂ ଏକ ଆବେଗ ଓ ସାଂସ୍କୃତିକ ସଂଯୋଗର ପ୍ରତୀକ ଭାବେ ଗଣାଯାଏ। ବିବାହ ଓ ଉତ୍ସବରୁ ଆରମ୍ଭ କରି ସୁନା ଭାରତୀୟ ସମାଜର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଛି। ଏହା ସହିତ, ଲୋକମାନେ ଏହାକୁ ଏକ ନିରାପଦ ନିବେଶ ଭାବେ ମଧ୍ୟ ଦେଖନ୍ତି, କାରଣ ଏହାର ମୂଲ୍ୟ…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ସହିଦ; ଅନ୍ୟ ଦୁଇଙ୍କ ଅବସ୍ଥା ଗୁରୁତର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ଜରାଇକେଳା ପଞ୍ଚାୟତ ସୀମାନ୍ତରେ ଥିବା ଝାଡ଼ଖଣ୍ଡସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି । ତେବେ ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ଆଇଇଡି ବିସ୍ଫୋରଣରେ ଆହତ ସିଆରପିଏଫ ହେଡ୍ କନଷ୍ଟେବଳ ମହେନ୍ଦ୍ର ଲସ୍କର…

Women Journalists Barred: କାହିଁକି ତାଲିବାନ ବୈଦେଶିକ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀରେ ସାମିଲ୍ ହେଲେନି…

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଅମୀର ଖାନ୍ ମୁତାକିଙ୍କ ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀର ଆଫଗାନ ଦୂତାବାସରେ ଅନୁଷ୍ଠିତ ହୋଇଥିଲା। ଅନେକ ମହିଳା ସାମ୍ବାଦିକ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ସେମାନଙ୍କୁ ସାମ୍ବାଦିକ ସମ୍ମିଳନୀରୁ ବାଦ ଦିଆଯାଇଛି।…

ଭାରତର ଚାଲ୍, ଏମିତି ପାକିସ୍ତାନଠୁ ଛଡାଇ ଆଣିବ POK…

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦଶହରାରେ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ ସର୍ କ୍ରିକ୍ ଅଞ୍ଚଳରେ ପାକିସ୍ତାନର ଯେକୌଣସି ଦୁଃସାହସିକ କାର୍ଯ୍ୟର ଏକ ନିର୍ଣ୍ଣାୟକ ଜବାବ ଦିଆଯିବ । ଯାହା ପାକିସ୍ତାନର ଉଭୟ ଇତିହାସ ଏବଂ ଭୂଗୋଳକୁ ପରିବର୍ତ୍ତନ କରିବ। ପାକିସ୍ତାନ ମନେ…