Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Macron Reappoints Sébastien: ପୁଣି ଫ୍ରାନ୍ସ ରାଜନୀତିରେ ହଲଚଲ୍, ଇସ୍ତଫା ଦେଇଥିବା ପ୍ରଧାନମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ: ଫ୍ରାନ୍ସରେ ରାଜନୈତିକ ଉତ୍ତେଜନା ଶୀର୍ଷରେ ରହିଛି। ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ତାଙ୍କର ନିଜ ସହଯୋଗୀ, ୩୯ ବର୍ଷୀୟ ମଧ୍ୟମୁଖୀ ନେତା ସେବାଷ୍ଟିଏନ୍ ଲେକୋର୍ନୁଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ପୁନଃନିଯୁକ୍ତ କରିଛନ୍ତି, ଯଦିଓ ଲେକୋର୍ନୁ କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ।…

Nobel for Rahul : ରାହୁଲ ଗାନ୍ଧୀଙ୍କୁ ନୋବେଲ ଶାନ୍ତି ପୁରସ୍କାର?, କଂଗ୍ରେସ ନେତା କହିଲେ, “ସେ ବି ସମ୍ବିଧାନକୁ…

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ମାରିଆ କୋରିନା ମାଚାଡୋଙ୍କୁ ତୁଳନା କରିଛନ୍ତି କଂଗ୍ରେସ ମୁଖପାତ୍ର ସୁରେନ୍ଦ୍ର ସିଂହ ରାଜପୁତ । ସେ ପରୋକ୍ଷରେ ରାହୁଲଙ୍କୁ ବି ନୋବେଲ ମିଳିବା ଉଚିତ୍ ବୋଲି ମତ ରଖିଛନ୍ତି ।…

Israel-Hamas Ceasefire: ଗାଜାର ଧ୍ୱଂସାବଶେଷରେ ଫୁଟିଛି ନୂଆ ଆଶାର ଫୁଲ, ଯୁଦ୍ଧବିରତି ପରେ ଘରକୁ ଫେରିଲେ ହଜାର ହଜାର…

ନୂଆଦିଲ୍ଲୀ: ବୋମା ଏବଂ କ୍ଷେପଣାସ୍ତ୍ରର କୁଆପଥର ଦ୍ୱାରା ବିଧ୍ୱସ୍ତ ଗାଜାରେ ପୁଣି ଥରେ ନୂଆ ଆଶା ସଞ୍ଚାର ହୋଇଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୁଇ ବର୍ଷ ଧରି ଚାଲିଥିବା ଯୁଦ୍ଧରେ ଶୁକ୍ରବାର ଅପରାହ୍ନରେ କାର୍ଯ୍ୟକାରୀ ହୋଇଥିବା ଅସ୍ତ୍ରବିରତି ପରେ ଶନିବାର ସକାଳ ସୁଦ୍ଧା ହଜାର ହଜାର…

“ମୋ ସମ୍ମାନରେ ସେ ଗ୍ରହଣ କଲେ,” ନୋବେଲ ଶାନ୍ତି ପୁରସ୍କାର ନେଇ କହିଲେ ଟ୍ରମ୍ପ, “ମୁଁ…

ନୂଆଦିଲ୍ଲୀ: ନୋବେଲ୍ ପୁରସ୍କାର କମିଟି ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ବିଜେତା ଘୋଷଣା କରିବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ନୋବେଲ ଶାନ୍ତି ପୁରସ୍କାର ଜିତିବାର ଆଶା ମଉଳି ଯାଇଥିଲା। ଆଉ ଏହା ପରେ ଭେନେଜୁଏଲାର ବିରୋଧୀ ଦଳ ନେତା…

Trump Tariffs: ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା, ଜାଣନ୍ତୁ କାହା ଉପରେ ପଡିବ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ ଏକ ଟାରିଫ୍ ବୋମା। ଚୀନ୍ ଉତ୍ପାଦ ଉପରେ ଲଗାଇଲେ ଅତିରିକ୍ତ ଶହେ ପ୍ରତିଶତ ଶୁଳ୍କ। ନଭେମ୍ବର ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍। ଆମେରିକୀୟ ଶିଳ୍ପ ପାଇଁ ଅତ୍ୟାବଶ୍ୟକ ବିରଳ ପୃଥିବୀ ଉପାଦାନର ରପ୍ତାନି ଉପରେ ଚୀନ୍ ର ପ୍ରତିବନ୍ଧକ…

ଦୀପିକା ପାଦୁକୋନ ହେଲେ ମାନସିକ ସ୍ୱାସ୍ଥ୍ୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଦ ଲିଭ୍ ଲଭ୍ ଲାଫ୍ (LLL) ଫାଉଣ୍ଡେସନ୍ ମାନସିକ ସଚେତନତା ପ୍ରସାର ପାଇଁ କାମ କରେ । ଦୀପିକା ନିଜେ ଡିପ୍ରେସନ୍ ଅନୁଭବ କରିବା ପରେ ମଧ୍ୟ ବ୍ୟକ୍ତିଗତ ଭାବରେ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଛନ୍ତି । ବର୍ତ୍ତମାନ, ତାଙ୍କୁ…

3୫ ବର୍ଷ ଚାକିରି ପରେ EPFରୁ କେତେ ଟଙ୍କା ମିଳିବ ? ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଆଜିର ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ କର୍ମଚାରୀମାନଙ୍କର ଭବିଷ୍ୟତ ସୁରକ୍ଷା ପାଇଁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ଏବଂ କର୍ମଚାରୀ ପେନସନ ଯୋଜନା (ଇପିଏସ୍‌) ଏକ ମଜବୁତ ଆଧାର ସାବ୍ୟସ୍ତ ହେଉଛି। କିନ୍ତୁ ଅନେକ କର୍ମଚାରୀ ଏହି ଯୋଜନାର ସୁବିଧା ସମ୍ପର୍କରେ ଅଜ୍ଞ…

ଆଉ ସୋସିଆଲ ମିଡିଆ ଚଲାଇପାରିବେନି ଛୋଟ ପିଲା ! ଜାଣିନିଅନ୍ତୁ କେଉଁଠି କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଦୁନିଆରେ ସୋସିଆଲ ମିଡିଆ ପିଲା ଓ ଯୁବକମାନଙ୍କ ଜୀବନର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। ଫେସବୁକ, ଇନଷ୍ଟାଗ୍ରାମ, ଟିକଟକ ଓ ୟୁଟ୍ୟୁବ ଭଳି ପ୍ଲାଟଫର୍ମ ଏବେ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ପିଲାମାନଙ୍କ ଚିନ୍ତାଧାରା, ଭାବନା ଓ ବ୍ୟବହାର ଉପରେ…

ପାକିସ୍ତାନ ପାଇଁ ବଢ଼ିଲା ବିପଦ ! ଏକାଠି ହେବେ ଭାରତ-ଆଫଗାନିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ବଢ଼ିଲା ବିପଦ । ପୁଣି ଆରମ୍ଭ ହେବ ଭାରତ-ଆଫଗାନିସ୍ତାନ ସମ୍ପର୍କ । ପୁଣି ଥରେ କାବୁଲରେ ନୂଆଦିଲ୍ଲୀ ଖୋଲିବ ଦୂତାବାସ । ଭାରତ ଓ ଆଫଗାନିସ୍ତାନର ଚକ୍ରବ୍ୟୂହରେ ଏଣିକି ଫସିବ ପାକିସ୍ତାନ...ସେଥିପାଇଁ ନୂଆଦିଲ୍ଲୀରେ ଭାରତ ଓ ତାଲିବାନ ମଧ୍ୟରେ ସଫଳ ହୋଇଛି…

Nobel Peace Prize: ମିଳିଲାନି ନୋବେଲ୍, ରାଗରେ କିଛି ଏମିତି କରିପାରନ୍ତି ରାଷ୍ଟ୍ରପତି ଟ୍ରମ୍ପ…

ନୂଆଦିଲ୍ଲୀ: ଭାଙ୍ଗିଗଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନ। ମିଳିଲାନି ନୋବୋଲ୍ ଶାନ୍ତି ପୁରସ୍କାର । ଏଥିପାଇଁ ବିଶ୍ବରେ ହେଉଥିବା ଯୁଦ୍ଧରେ ବିରାମ ଦେବା ପାଇଁ ଯଥୋଚିତ ପ୍ରୟାସ କରିଥିଲେ ଟ୍ରମ୍ପ । ଏଯାବତ ୮ ଯୁଦ୍ଧ ଶେଷ କଲେଣି ବୋଲି ଦାବି ମଧ୍ୟ କରିଆସୁଛନ୍ତି । ହେଲେ…