Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୃଥିବୀ ଚାରିପଟେ ୬ଟି ଉପଗ୍ରହ ବୁଲୁଛନ୍ତି !

ୱାଶିଂଟନ: ଆମେ ପିଲାବେଳୁ ପାଠ ପଢ଼ି ଆସିଛେ ଯେ, ପୃଥିବୀର ଏକମାତ୍ର ଉପଗ୍ରହ ଏବଂ ତାହା ହେଉଛି ଚନ୍ଦ୍ର । ଏବେ ଏକ ଗବେଷଣାରେ ଜଣାପଡିଛି ଯେ ପୃଥିବୀ ଚାରିପଟେ ୬ଟି ମିନିମୁନ ଘୁରି ବୁଲୁଛନ୍ତି । ଅବଶ୍ୟ ଏହା ସମ୍ପୂର୍ଣ୍ଣ ଭାବେ ପ୍ରମାଣିତ ହୋଇ ନ ଥିବାରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ…

Jio ଦେଲେ ଆଉ ଏକ ବଡ଼ ଗିଫ୍ଟ, ଏବେ ଟିଭି ହୋଇଯିବ କମ୍ପୁଟର

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଭାରତରେ ଏକ ନୂଆ ଭର୍ଚୁଆଲ ଡେସ୍କଟପ୍ ସର୍ଭିସ ‘ଜିଓପିସି’ ଲଞ୍ଚ କରିଛି। ଏହି ସ୍ୱତନ୍ତ୍ର ସର୍ଭିସ ମାଧ୍ୟମରେ ଉପଭୋକ୍ତାମାନେ ନିଜ ଟିଭିକୁ ଏକ କମ୍ପ୍ୟୁଟରରେ ରୂପାନ୍ତରିତ କରିପାରିବେ। ସବୁଠାରୁ ଖାସ କଥା ହେଲା, ଏଥିପାଇଁ ସେମାନଙ୍କୁ କୌଣସି ମହଙ୍ଗା ସିଷ୍ଟମର…

ଧାର୍ଯ୍ୟ ସମୟର ୫ ବର୍ଷ ପୂର୍ବରୁ ୫୦ ପ୍ରତିଶତ ସ୍ୱଚ୍ଛ ଶକ୍ତି କ୍ଷମତା ହାସଲ କଲା ଭାରତ

ନୂଆଦିଲ୍ଲୀ: ଭାରତ ଏହାର ସ୍ୱଚ୍ଛ ଶକ୍ତି ଦିଗରେ ପରିବର୍ତ୍ତନର ଯାତ୍ରାରେ ଏକ ଐତିହାସିକ ସଫଳତା ହାସଲ କରିଛି । ପ୍ୟାରିସ ଚୁକ୍ତିନାମାରେ ଜାତୀୟ ନିର୍ଦ୍ଧାରିତ ଅବଦାନ ଅନୁଯାୟୀ ଧାର୍ଯ୍ୟ ଲକ୍ଷ୍ୟଠାରୁ ପାଞ୍ଚ ବର୍ଷ ପୂର୍ବରୁ ଭାରତ ଅଣ-ଜୀବାଶ୍ମ ଇନ୍ଧନ ଉତ୍ସରୁ ସ୍ଥାପିତ ବିଦ୍ୟୁତ୍ କ୍ଷମତାର ୫୦%…

ସିଗାରେଟ୍ ଭଳି ସିଙ୍ଗଡ଼ା ଓ ଜିଲାପି ମଧ୍ୟ ସ୍ବାସ୍ଥ୍ୟ ପାଇଁ ହାନିକାରକ

ନୂଆଦିଲ୍ଲୀ: ସିଗାରେଟ୍ ସ୍ବାସ୍ଥ୍ୟ ପାଇଁ ହାନିକାରକ ଅଟେ। ଏହି ଲେଖା ପ୍ରାୟ ଆପଣ ସିଗାରେଟର ପ୍ୟାକେଟ ଉପରେ ଦେଖିଥିବେ। କିନ୍ତୁ ଖୁବ୍ ଶୀଘ୍ର ସିଙ୍ଗଡ଼ା, ଜିଲାପି ଏବଂ ଚା ବିସ୍କୁଟ ଦୋକାନ ମାନଙ୍କ ନିକଟରେ ମଧ୍ୟ ଏହିପରି ଚେତାବନୀ ଥିବା ବୋର୍ଡ ଦେଖିବାକୁ ମିଳିବ। ସ୍ୱାସ୍ଥ୍ୟ ଏବଂ ପରିବାର…

କାନାଡା ରଥଯାତ୍ରା ସମୟରେ ଭକ୍ତଙ୍କ ଉପରକୁ ଅଣ୍ଡାମାଡ, ନିନ୍ଦା କଲେ ନବୀନ

ଭୁବନେଶ୍ୱର: କାନାଡାର ଟୋରଣ୍ଟୋରେ ରଥଯାତ୍ରା ପାଳନ ସମୟରେ ଭକ୍ତଙ୍କ ଉପରେ ଅଣ୍ଡା ଫିଙ୍ଗାଯିବା ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଇନଷ୍ଟାଗ୍ରାମ ୟୁଜର୍ସ ସାଙ୍ଗନା ବଜାଜ ରଥଯାତ୍ରା ଏବଂ ଫୁଟପାଥରେ ଭଙ୍ଗା ଅଣ୍ଡା ପଡିଥିବାର ଏକ ଭିଡିଓ ସେୟାର…

୪୦ ଲିଟର କ୍ଷୀରରେ ଗାଧୋଇଲେ; ପତ୍ନୀଙ୍କୁ ଛାଡ଼ପତ୍ର ଦେବାପରେ ନିଆରା ଖୁସି ସେଲେବ୍ରେସନ 

ନୂଆଦିଲ୍ଲୀ: ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଖୁସି ସେଲେବ୍ରେସନ କଲେ ସ୍ବାମୀ। ବୋରୋଲିଆପାରା ଗାଁର ଜଣେ ବାସିନ୍ଦା ମାଣିକ ଅଲି ନିଜ ଉପରେ ୪୦ ଲିଟର କ୍ଷୀର ଢାଳି ଏକ ଅନନ୍ୟ ଉପାୟରେ ନିଜର 'ସ୍ୱାଧୀନତା' ପାଳନ କରିଛନ୍ତି। ଯାହାର ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମାଣିକ…

ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ, ୬.୮ତୀବ୍ରତାରେ ଥରିଲା ଦ୍ୱୀପପୁଞ୍ଜ

ନୂଆଦିଲ୍ଲୀ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଇଣ୍ଡୋନେସିଆ । ସୋମବାର ଦିନ ଇଣ୍ଡୋନେସିଆର ଦକ୍ଷିଣ-ପୂର୍ବ ଭାଗରେ ଥିବା ତାନିମ୍ବର ଦ୍ୱୀପପୁଞ୍ଜରେ ୬.୮ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ସୂଚନା ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଦେଇଛି । GFZ ଅନୁଯାୟୀ, ଭୂମିକମ୍ପର…

ସାବଧାନ୍ ! ଆବଶ୍ୟକତାଠାରୁ ଅଧିକ ଲୁଣ ଖାଉଛନ୍ତି କି?

ନୂଆଦିଲ୍ଲୀ: ଲୁଣ ବିନା ଖାଦ୍ୟରେ ସ୍ବାଦ ଆସେନି । ହେଲେ ଖାଇବାକୁ ସ୍ବାଦିଷ୍ଟ କରୁଥିବା ଲୁଣରେ ଲୁଚି ରହିଛି ସ୍ବାସ୍ଥ୍ୟ ପାଇଁ ଅନେକ ବିପଦ। ଆବଶ୍ୟକତାଠାରୁ ଅଧିକ ଲୁଣ ଖାଇଲେ ଏହା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଏବେ ଖାଦ୍ୟ ରୁଚି ବଦଳିଥିବା ବେଳେ ଲୋକେ ଚିପ୍ସ ଓ ପ୍ରୋସେସଡ ଖାଦ୍ୟ…

ଚୀନ୍ Vs ତାଇଓ୍ବାନ…କାହାର କେତେ ଦମ୍?

ନୂଆଦିଲ୍ଲୀ: ଚୀନର ଘୋଷଣା ବଢାଇଲା ଚିନ୍ତା । ହେବ କି ଚୀନ୍-ତାଇଓ୍ବାନ୍ ଯୁଦ୍ଧ? ତାଇଓ୍ବାନ୍ ଅଭିନ୍ନ ଅଂଶ, ଏହାକୁ ଫେରାଇ ନେବାକୁ ପ୍ରସ୍ତୁତ ବୋଲି ନିକଟରେ କହିଛନ୍ତି ଚୀନ ସରକାର । ଏଥିପାଇଁ ସେନା ବଳର ବ୍ୟବହାର କରିବାକୁ ପଡିଲେ କରାଯିବ । ଚୀନର ଏଭଳି ବୟାନ କେବଳ ତାଇଓ୍ବାନ୍ ନୁହେଁ ପୂରା…

ପ୍ରଥମ ନୁହେଁ ନିମିଷା…..ଶୁଳିରେ ଚଢିଲେଣି କେତେ ଭାରତୀୟ?

ନୂଆଦିଲ୍ଲୀ: ୟେମେନର ରାଜଧାନୀ ସନାର ଏକ ଜେଲରେ ୩୮ ବର୍ଷୀୟ ଭାରତୀୟ ନର୍ସ ନିମିଷା ପ୍ରିୟା ଏବେ ମୃତ୍ୟୁ ନେଇ ଘଣ୍ଟା ଗଣୁଛନ୍ତି। କାରଣ ସେଠାକାର କୋର୍ଟ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛି । ଏବେ ତାଙ୍କ ଜୀବନ ମାତ୍ର ଦୁଇ ଦିନର । ଏହି ସମୟରେ, କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ…