Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ପ୍ରଥମ ସୋଲାର ସ୍ମାର୍ଟ ବସ୍ ଷ୍ଟେସନ, ବିନା ବିଦ୍ୟୁତରେ ଚାଲୁଛି ସବୁ କିିଛି

ନୂଆଦିଲ୍ଲୀ: ଗତ ବୁଧବାର ସୁରଟ ସହର ଭାରତର ପ୍ରଥମ ସୋଲାର ଶକ୍ତିଚାଳିତ ସ୍ମାର୍ଟ ବସ ଷ୍ଟେସନ ଉଦ୍‌ଘାଟନ କରି ଇତିହାସ ରଚିଛି। ସୁରଟ ମ୍ୟୁନିସିପାଲ କର୍ପୋରେସନ (ଏସଏମସି) ଦ୍ୱାରା ବିକଶିତ ଏହି ଇଲେକ୍ଟ୍ରିକ ବସ ଡିପୋ ଅଲଥାନରେ ନିର୍ମିତ ହୋଇଛି, ଯାହାର ନିର୍ମାଣ ଖର୍ଚ୍ଚ ୧.୬୦ କୋଟି ଟଙ୍କା।…

ସାମ୍ନାକୁ ଆସିଲା ଅଧିକ ଦରମା ଦେଉଥିବା ସହରର ତାଲିକା, ପଛରେ ପଡ଼ିଲା ଦିଲ୍ଲୀ-ମୁମ୍ୱାଇ !

ଭୁବନେଶ୍ୱର : ଦେଶରେ ଉଚ୍ଚ ଦରମା ପାଇଁ ଯୁବକମାନେ ବଡ଼ ସହରମାନଙ୍କୁ ପଳାୟନ କରିବା କୌଣସି ନୂଆ କଥା ନୁହେଁ। ପଢ଼ା ସାରିବା ପରେ ଅଧିକାଂଶ ଯୁବକ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ କିମ୍ବା ପୁଣେ ଭଳି ମେଟ୍ରୋ ସହରମାନଙ୍କୁ ଚାକିରି ଖୋଜିବା ପାଇଁ ଯାଆନ୍ତି। କିନ୍ତୁ ଏବେ ଦରମାର ଏହି ଖେଳରେ ଏକ ବଡ଼…

ଆର୍ଜେଣ୍ଟିନାରେ ପ୍ରଧାନମନ୍ତ୍ରୀ ମୋଦି: ୫୭ ବର୍ଷରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସନ୍ଧ୍ୟାରେ ଦୁଇ ଦିନିଆ ଗସ୍ତ ପାଇଁ ଆର୍ଜେଣ୍ଟିନାରେ ପହଞ୍ଚିଛନ୍ତି । ଯାହା ୫୭ ବର୍ଷ ମଧ୍ୟରେ ଭାରତରୁ ପ୍ରଥମ ପ୍ରଧାନମନ୍ତ୍ରୀ ସ୍ତରୀୟ ଦ୍ୱିପାକ୍ଷିକ ଗସ୍ତ। ଏଜେଇଜା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ, ମୋଦିଙ୍କୁ ଏକ…

ବିଶ୍ୱର ପ୍ରଥମ ଟ୍ରାଫିକ୍ ସିଗ୍ନାଲ କେଉଁଠି ଲାଗିଥିଲା? ଏହା ପଛରେ ରହିଥିଲା ଭୟାନକ ଦୁର୍ଘଟଣା

ନୂଆଦିଲ୍ଲୀ : ଆମେ ପ୍ରତିଦିନ ରାସ୍ତାରେ ଟ୍ରାଫିକ୍ ସିଗ୍ନାଲ ଦେଖୁଛୁ, ଯାହା ଆମ ଯାତ୍ରାକୁ ସୁରକ୍ଷିତ ଓ ବ୍ୟବସ୍ଥିତ କରିଥାଏ। କିନ୍ତୁ କେବେ ଭାବିଛନ୍ତି କି ବିଶ୍ୱର ପ୍ରଥମ ଟ୍ରାଫିକ୍ ସିଗ୍ନାଲ କେଉଁଠାରେ ଓ କେମିତି ଆରମ୍ଭ ହୋଇଥିଲା? ‘ବିଶ୍ୱର ପ୍ରଥମ’ ଶୃଙ୍ଖଳାରେ ଆଜି ଆମେ ଆପଣଙ୍କୁ…

ପାଟନାରେ ବିଜେପି ନେତାଙ୍କୁ ଗୁଳିମାଡ଼, ପୂର୍ବରୁ ପୁଅକୁ ମଧ୍ଯ…

ପାଟନା: ବିହାର ପାଟନାର ଗାନ୍ଧୀ ମୈଦାନ ଥାନା ଅଞ୍ଚଳରେ ବ୍ୟବସାୟୀ ଗୋପାଳ ଖେମକାଙ୍କୁ ଗୁଳି ମାଡ ହୋଇଛି। ଯାହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କ ଜୀବନ ବଞ୍ଚାଇ ପାରିନଥିଲେ।ଗୋପାଳ ଖେମକା ଗତ ରାତିରେ ବାଙ୍କିପୁର କ୍ଲବରୁ ଗାନ୍ଧୀ ମୈଦାନ…

ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ

ଭୁବନେଶ୍ୱର: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଅପହୃତ ୩ ଭାରତୀୟଙ୍କ ମଧ୍ୟରେ ଜଣେ ଓଡ଼ିଆ ଯୁବକ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଅପହୃତ ଓଡ଼ିଆ ଯୁବକ ଜଣକ ଗଞ୍ଜାମ ହିଞ୍ଜିଳିକାଟୁ ସମରଝୋଳ ଗାଁର ପି. ଭେଙ୍କଟରମଣ। ପୁଅକୁ ଫେରାଇ ଆଣିବା ପାଇଁ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି…

କାହିଁକି ତ୍ରିନିଦାଦ ଏବଂ ଟୋବାଗୋ ସଂସଦରେ ଭାବପ୍ରବଣ ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି?

ନୂଆଦିଲ୍ଲୀ: ତ୍ରିନିଦାଦ ଏବଂ ଟୋବାଗୋ ସଂସଦରେ ଭାବପ୍ରବଣ ହୋଇଗଲେ ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଥିଲେ। ସଂସଦରେ ଭାଷଣ ଦେବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ ବାଚସ୍ପତିଙ୍କ…

‘ପାକିସ୍ତାନ ପାଖରେ ନାହିଁ ମସୁଦ୍ ଅଜହରର ଠିକଣା, ଭାରତ ଦେଲେ ଗିରଫଦାରୀ’ କହିଲେ ବିଲାଓ୍ବଲ….

ନୂଆଦିଲ୍ଲୀ: ପାକିସ୍ତାନ ଜାଣିନାହିଁ ଯେ ଜୈଶ-ଏ-ମହମ୍ମଦ ମୁଖ୍ୟ ମସୁଦ ଅଜହର କେଉଁଠି ଅଛି । ଭାରତ ପ୍ରମାଣ ଦେଉ ପାକିସ୍ତାନ ଗିରଫ କରିବ । ମସୁର ଆତଙ୍କୀ ମସୁଦ ଅଜହରର ପାକିସ୍ତାନରେ ହିଁ ଲୁଚି ରହିଥିବା ଦାବିକୁ ଖଣ୍ଡନ କରି କିଛି ଏପରି କହିଛନ୍ତି ପାକିସ୍ତାନ ପୂର୍ବ ବୈଦେଶିକ ମନ୍ତ୍ରୀ ତଥା…

ପ୍ରତିବର୍ଷ ରେବିଜ୍ ନେଉଛି ୫୭୦୦ ଲୋକଙ୍କ ଜୀବନ; ଦେଶରେ ୨୦୩୦ ସୁଦ୍ଧା…

ନୂଆଦିଲ୍ଲୀ:ICMR (ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ) ର ଏକ ରିପୋର୍ଟରେ ରେବିଜ୍ ବିଷୟରେ ଏକ ଚକିତ କଲା ଭଳି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ପ୍ରାୟ ୫୭୦୦ ଲୋକ ରେବିଜ୍ ଯୋଗୁଁ ପ୍ରାଣ ହରାନ୍ତି। ତେଣୁ, ସରକାର ୨୦୩୦ ସୁଦ୍ଧା 'ଶୂନ୍ୟ ମୃତ୍ୟୁ'…

ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଶୁକ୍ରବାର ତ୍ରିନିଦାଦ ଏବଂ ଟୋବାଗୋର ସର୍ବୋଚ୍ଚ ନାଗରିକ ସମ୍ମାନ 'ଦି ଅର୍ଡର ଅଫ୍ ଦି ରିପବ୍ଲିକ୍ ଅଫ୍ ତ୍ରିନିଦାଦ ଏବଂ ଟୋବାଗୋ' ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାଞ୍ଚଟି ରାଷ୍ଟ୍ର ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ କାରିବିଆଈ ଦ୍ୱୀପ ରାଷ୍ଟ୍ରକୁ ଦୁଇ ଦିନିଆ…