Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୭୯ତମ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ‘ଆଟ୍ ହୋମ୍’ ସମାରୋହ, ଯୋଗ ଦେଲେ ମୋଦିଙ୍କ ସମେତ ଅନେକ…

ନୂଆଦିଲ୍ଲୀ: ଭାରତର ୭୯ତମ ସ୍ୱାଧୀନତା ଦିବସରେ ରାଷ୍ଟ୍ରପତି ଭବନରେ ଏକ 'ଆଟ୍ ହୋମ୍' ସମାରୋହ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ। ପୂର୍ବରୁ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ…

ମୁମ୍ବାଇରେ ଭୂସ୍ଖଳନ, ୨ ଜଣଙ୍କ ଜୀବନ ଗଲା

ମୁମ୍ବାଇ: ମୁମ୍ବାଇରେ ଶନିବାର ସକାଳ ଠାରୁ ଲଗାତାର ପ୍ରବଳ ବର୍ଷା ହେଉଛି ଯାହା ଫଳରେ ଅନେକ ସ୍ଥାନ ଜଳମଗ୍ନ ହୋଇଛି। ପାଣିପାଗ ବିଭାଗ (ଆଇଏମଡି) ମୁମ୍ବାଇ ପାଇଁ ରେଡ୍ ଆଲର୍ଟ ଜାରି କରିଛି। ସୂଚନା ଅନୁଯାୟୀ, ଶନିବାର ଭୋର ସମୟରେ ଭିକ୍ରୋଲି (ପଶ୍ଚିମ)ର ବର୍ଷା ନଗରରେ ଅବସ୍ଥିତ ଜନ କଲ୍ୟାଣ…

‘୧ ଲକ୍ଷ କୋଟି ଟଙ୍କାର ଜୁମଲା – ସିଜନ ୨’…ମୋଦୀ ସରକାରକୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ଇଂଟର୍ନସିପ ଯୋଜନାକୁ "ଜୁମଲା" ବୋଲି କହି ଟାର୍ଗେଟ କରିଛନ୍ତି। ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୧ କୋଟି ଇଂଟର୍ନସିପ ଯୋଜନାରେ ମାତ୍ର ୯,୪୫୩ଟି ଇଂଟର୍ନସିପ ମିଳିଛି। ସେ ସରକାରଙ୍କୁ ଯୁବକମାନଙ୍କୁ ଭ୍ରମିତ କରିବା ଓ…

ରବିବାର ବିଜେପି ସଂସଦୀୟ ବୋର୍ଡ ବୈଠକ, ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ଉପରେ ହୋଇପାରେ ଚୂଡ଼ାନ୍ତ

ନୁଆଦିଲ୍ଲୀ: କେନ୍ଦ୍ରରେ ଶାସକ ଦଳ ବିଜେପି ରବିବାର, ୧୭ ଅଗଷ୍ଟରେ ସଂସଦୀୟ ବୋର୍ଡର ବୈଠକ ଡାକିଛି। ଏହି ବୈଠକ ସନ୍ଧ୍ୟା ୬ଟାରେ ଦିଲ୍ଲୀରେ ହେବ। ଏଥିରେ ଉପରାଷ୍ଟ୍ରପତି ପଦ ପାଇଁ ଏନଡିଏର ପ୍ରାର୍ଥୀଙ୍କ ନାଁ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ସମ୍ଭବ ହେଲେ ସେହି ଦିନ ପ୍ରାର୍ଥୀଙ୍କ ନାଁ…

ଟ୍ରମ୍ପଙ୍କୁ ନୋବେଲ ପ୍ରଦାନ ପାଇଁ ଏହି ସର୍ତ୍ତ ରଖିଲେ ହିଲାରୀ କ୍ଲିଣ୍ଟନ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ସବୁବେଳେ ଚର୍ଚ୍ଚାରେ। ଏହି ସମୟରେ ପୂର୍ବତନ ଆମେରିକାର ବୈଦେଶିକ ମନ୍ତ୍ରୀ ତଥା ଡେମୋକ୍ରାଟିକ୍ ପାର୍ଟିର ନେତା ହିଲାରୀ କ୍ଲିଣ୍ଟନ ନୋବେଲ ଶାନ୍ତି ପୁରସ୍କାରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ…

ବଲିଉଡକୁ ଅଶ୍ଲୀଳ କହି ବିଗ୍ ବସ୍‌ରେ କାହିଁକି ଗଲେ? ଅନିରୁଦ୍ଧାଚାର୍ଯ୍ୟଙ୍କ ଜବାବ

ନୂଆଦିଲ୍ଲୀ: ମଥୁରା ବୃନ୍ଦାବନର ହିନ୍ଦୁ ଧର୍ମର ପ୍ରବଚକ ଅନିରୁଦ୍ଧାଚାର୍ଯ୍ୟ ମହାରାଜ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ବିଗ୍ ବସ୍‌ରେ ଯିବା ନେଇ ପଚରାଯାଇଥିବା ପ୍ରଶ୍ନରେ ସେ କହିଛନ୍ତି, ପ୍ରଭୁ ହନୁମାନ ମଧ୍ୟ ଲଙ୍କାକୁ ଯାଇଛନ୍ତି, କିନ୍ତୁ ରାବଣ ସହ ବନ୍ଧୁତ୍ୱ…

ରାହୁଲ ଓ ଖଡ଼ଗେ କାହିଁକି ଆସିଲେନି ଲାଲକିଲ୍ଲା? ବିଜେପିର ଅଭିଯୋଗରେ କଂଗ୍ରେସର ଜବାବ

ନୂଆଦିଲ୍ଲୀ: ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ଏହାକୁ ନେଇ ବିଜେପି କଂଗ୍ରେସକୁ କଟାକ୍ଷ କରିଛି। ବିଜେପି କହିଛି, ଏହା ଦେଶର ଅପମାନ। କଂଗ୍ରେସ କହିଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ…

ଆଲାସ୍କାରେ ଟ୍ରମ୍ପ-ପୁଟିନଙ୍କ ତିନି ଘଣ୍ଟା ବୈଠକ, ଯୁକ୍ରେନ ଯୁଦ୍ଧବିରତି ନେଇ ହେଲାନି ଚୁକ୍ତି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଲାସ୍କାରେ ତିନି ଘଣ୍ଟାରୁ ଅଧିକ ସମୟ ଧରି ବନ୍ଦ କୋଠରୀରେ ବୈଠକ କରିଛନ୍ତି। ଯୁକ୍ରେନ ଯୁଦ୍ଧ ବନ୍ଦ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। କିନ୍ତୁ ଯୁଦ୍ଧବିରତି ପାଇଁ କୌଣସି ଚୁକ୍ତି…

ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନ୍‌ଙ୍କ ପରଲୋକ; ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ମହଲରୁ ଶୋକବ୍ୟକ୍ତ

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କର ୮୦ ବର୍ଷ ବୟସରେ ପରଲୋକ ହୋଇଛି। ଏଲ୍ ଗଣେଶନ୍ ୮ ଅଗଷ୍ଟରେ ତାଙ୍କ ଘରେ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା। ଏଲ୍ ଗଣେଶନ୍ ଙ୍କୁ ଚିକିତ୍ସା ପାଇଁ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଆଜି…