Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ ଦୃତ ଗତିରେ ବୃଦ୍ଧି ପାଉଛି ଭାରତୀୟଙ୍କ ଓଜନ: ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପ୍ରତି ମେଦବହୁଳ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ଏକ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ସର୍ବଶେଷ ପାରିବାରିକ ବ୍ୟବହାର ଖର୍ଚ୍ଚ ସର୍ଭେରୁ ଜଣାପଡିଛି ଯେ ଦେଶର ସବୁଠି, ସହରାଞ୍ଚଳ ହେଉ…

ଦିଲ୍ଲୀ ଡବଲ ମର୍ଡର: ଗାଳି କରିବାରୁ ମା’, ପୁଅଙ୍କ ବେକ କାଟିଦେଲା ଚାକର….

ନୂଆଦିଲ୍ଲୀ: ଦିଲ୍ଲୀର ଲାଜପତ ନଗର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଏବଂ ତାଙ୍କ ନାବାଳକ ପୁଅକୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ବୁଧବାର ସକାଳେ ବନ୍ଦ ଘରୁ ଉଭୟଙ୍କ ମୃତଦେହ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଡବଲ୍ ମର୍ଡର ଘଟଣା ଘଟିଥିବା ସୂଚନା…

‘କ’ଣ ଘଟିଥିଲା ଜାଣିଛେ, ଏବେ ଛାଡ’: କ୍ବାଡରେ ପୁଣି ଟ୍ରମ୍ପଙ୍କ ସବୁ ଫୁଟାଣି ବାହାର କରିଦେଲେ ଜୟଶଙ୍କର

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ଯୁଦ୍ଧବିରତିକୁ ନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ବାରମ୍ବାର ଦାବି ପରେ ଭାରତ ବି ଏହାକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଛି । ନିଜେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କ ସହ ଆଲୋଚନା ବେଳେ ଏହାକୁ ଖଣ୍ଡନ କରିଛନ୍ତି । ହେଲେ ନିଜ କଥାରେ ଏବେ ବି ଟ୍ରମ୍ପ…

ଖୋଲୁ ଖୋଲୁ ପୁଣି ବ୍ୟାନ୍ ହେଲା ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ନୂଆଦିଲ୍ଲୀ: ଖୋଲିବାର ୨୪ ଘଣ୍ଟା ମଧ୍ୟରେ ଭାରତରେ ପାକିସ୍ତାନୀ ସେଲିବ୍ରିଟି ଏବଂ ପ୍ରଭାବଶାଳୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍ କରାଯାଇଛି। ଗୋଟିଏ ଦିନ ପୂର୍ବରୁ ଭାରତରେ ଅନେକ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଦେଖାଯିବା ଆରମ୍ଭ କରିଥିଲା,…

କ’ଣ ରହିଛି ଘାନାର ସୁନା ଖଣି ଇତିହାସ? ଯେଉଁଠିକୁ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି….

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମ ଆଫ୍ରିକୀୟ ଦେଶ ଘାନା ଗସ୍ତରେ ଅଛନ୍ତି। ଘାନା ହେଉଛି ଆଫ୍ରିକାର ସବୁଠାରୁ ବଡ଼ ସୁନା ଉତ୍ପାଦନକାରୀ ଦେଶ। ଏହା ବିଶ୍ୱରେ ସୁନା ଉତ୍ପାଦନ ଦୃଷ୍ଟିରୁ ଷଷ୍ଠ ସ୍ଥାନରେ ଅଛି। ଏହି ଦେଶ ବେଆଇନ ସୁନା ଖଣି ବନ୍ଦ କରିବାକୁ ମଧ୍ୟ ସଂଘର୍ଷ କରୁଛି। ଏଥିପାଇଁ…

ବୁଡ଼ିଗଲା ଯାତ୍ରୀବାହୀ ଜାହାଜ; ୨ ମୃତ ,୪୧ ନିଖୋଜ

ଇଣ୍ଡୋନେସିଆ: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବାଲି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ପ୍ରାୟ ୬୫ଜଣଙ୍କୁ  ନେଇ ଯାଉଥିବା ଏକ ଜାହାଜ ରାତିରେ ବୁଡିଯାଇଛି । ଦୁର୍ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଥିବା ଜଣାପଡ଼ିଛି। ୨୦ ଜଣଙ୍କୁ ଉଦ୍ଧାର କରାଯାଇଛି ।…

ପିଏମ୍ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନ ‘ଅର୍ଡର ଅଫ୍ ଦି ଷ୍ଟାର ଅଫ୍ ଘାନା’ରେ ସମ୍ମାନିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ବୁଧବାର ଦିନ ଦୁଇ ଦିନିଆ ଗସ୍ତରେ ଘାନାରେ ପହଞ୍ଚିଛନ୍ତି । ସେଠାରେ ଘାନାର ରାଷ୍ଟ୍ରପତି ଜନ୍ ଡ୍ରାମାନି ମହାମା ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଥମ ଘାନା ଗସ୍ତ। ତିନି ଦଶନ୍ଧି ମଧ୍ୟରେ…

ମଝି ଆକାଶରେ ହଠାତ୍ ୨୬୦୦୦ ଫୁଟ୍ ତଳକୁ ଖସିଲା ବିମାନ, ଭୟରେ ଶେଷ ମେସେଜ ଲେଖିଲେ ଯାତ୍ରୀ…

ସାଂଘାଇ: ଚୀନ୍‌ର ସାଂଘାଇରୁ ଜାପାନର ଟୋକିଓ ଯାଉଥିବା ଜାପାନ ଏୟାରଲାଇନ୍ସରେ ହଠାତ୍ ଏପରି କିଛି ଘଟିଥିଲା ଯାହାଦ୍ଵାରା ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ି ଯାଇଥିଲା। ସୂଚନା ଅନୁଯାୟୀ ବିମାନଟି ୩୬୦୦୦ ଫୁଟ ଉଚ୍ଚତାରେ ଉଡ଼ୁଥିବା ବେଳେ ହଠାତ୍ ବିମାନଟି ନିୟନ୍ତ୍ରଣ ହରାଇ ମାତ୍ର ୧୦ ମିନିଟ୍‌…

ସ୍ପାଇସଜେଟରେ ହଙ୍ଗାମା, ମଝି ଆକାଶରେ ଖୋଲିଗଲା ୱିଣ୍ଡୋ ଫ୍ରେମ୍

ନୂଆଦିଲ୍ଲୀ: ସ୍ପାଇସଜେଟର ଏକ ବିମାନ ବୁଧବାର ଗୋଆରୁ ପୁଣେ ଯାଉଥିବା ସମୟରେ ଏହାର ଝରକାର ଫ୍ରେମ୍ ହଠାତ୍ ଭାଙ୍ଗି ଯାଇଥିଲା। ତେବେ ଏଥିରେ କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ଏୟାରଲାଇନ୍ସ ତରଫରୁ ସୂଚନା ଦିଆଯାଇଛି। ମାନକ ରକ୍ଷଣାବେକ୍ଷଣ ପ୍ରକ୍ରିୟା ଅନୁଯାୟୀ ପୁନେରେ ଅବତରଣ…

ଶେଖ ହାସିନାଙ୍କୁ ୬ ମାସର ଜେଲ ଦଣ୍ଡାଦେଶ

ଢାକା: ବାଂଲାଦେଶର ଢାକାସ୍ଥିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ୍ (ଆଇସିଟି) ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆୱାମୀ ଲିଗ୍ ମୁଖ୍ୟ ଶେଖ ହାସିନାଙ୍କୁ ଅଦାଲତଙ୍କ ଅବମାନନା ଅଭିଯୋଗରେ ୬ ମାସ ଜେଲଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଗତ ବର୍ଷ ଅକ୍ଟୋବରରେ ତାଙ୍କର ଏକ ଫୋନ୍ କଲ୍ ଲିକ୍ ହେବା ପରେ…