Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଘାନା ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ କଟକର ରୁପା ତାରକସୀ ପର୍ସ ଉପହାରରେ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଉପହାରର ଓଡ଼ିଶା ସହ ସମ୍ପର୍କ ରହିଛି। ଏହି ଉପହାରଟି ହେଉଛି କଟକରେ ନିର୍ମିତ ଏକ ସୁନ୍ଦର ରୁପା ତାରକସୀର ପର୍ସ। ରୁପା ତାରକସୀ ହସ୍ତଶିଳ୍ପ ପାଇଁ ସାରା…

SIM କାର୍ଡକୁ ନେଇ ଆସିଲା ସାଂଘାତିକ ଖବର, ସତର୍କ ହୁଅନ୍ତୁ ନହେଲେ…

ନୂଆଦିଲ୍ଲୀ: ଦୂରସଂଚାର ବିଭାଗ (DoT) ଦେଶବ୍ୟାପୀ ଲକ୍ଷ ଲକ୍ଷ ମୋବାଇଲ ଉପଭୋକ୍ତାଙ୍କୁ ସାଇବପ ଅପରାଧୀଙ୍କଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି, ଯେଉଁମାନେ ସିମ୍‌ କାର୍ଡ ସେବାର ପ୍ରତିନିଧି ସାଜି ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ଏହି ଚେତାବନୀ DoTର ଅଧିକାରିକ X ଆକାଉଣ୍ଟ ମାଧ୍ୟମରେ…

ଦୁଇ ମାସରେ ଆରମ୍ଭ ହେବ ମସ୍କଙ୍କ Starlink ଇଣ୍ଟରନେଟ ସର୍ଭିସ, ଜାଣନ୍ତୁ କେତେ ରହିବ ଦାମ୍

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମାଲିକାନାଧୀନ ସାଟେଲାଇଟ ଇଣ୍ଟରନେଟ ସେବା ପ୍ରଦାନକାରୀ କମ୍ପାନୀ ଷ୍ଟାରଲିଙ୍କକୁ ସମ୍ପ୍ରତି ଭାରତରେ ସେବା ଆରମ୍ଭ କରିବା ପାଇଁ ଅନୁମତି ମିଳିଛି। ତିନି ବର୍ଷ ପୂର୍ବେ କମ୍ପାନୀ ଏହି ଅନୁମତି ପାଇଁ ଆବେଦନ କରିଥିଲା ଏବଂ ତିନି ବର୍ଷ…

ଜୟ ଜଗନ୍ନାଥ ଧ୍ୱନିରେ କମ୍ପିଲା ମାଞ୍ଚେଷ୍ଟର; ମହାସମାରୋହରେ ପାଳନ ହେଲା ରଥଯାତ୍ରା

ମାଞ୍ଚେଷ୍ଟର: ଇଂଲଣ୍ଡର ମାଞ୍ଚେଷ୍ଟର ମହାନଗରୀଠାରେ ପଞ୍ଚମ ରଥଯାତ୍ରା ଉତ୍ସବ ମହାସମାରୋହରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଚାରି ଦିଅଁ ବିରାଜମାନ କରୁଥିବା ଗୀତା ଭବନକୁ ବେଶ ଚିତ୍ତାକର୍ଷକ ଭାବରେ ସଜା ଯାଇଥିଲା। ଏଠାରେ ମୁଖ୍ୟ ପୂଜାରୀ ପଣ୍ଡିତ ଶ୍ୟାମ ସୁନ୍ଦର ଶର୍ମାଙ୍କର ତତ୍ତ୍ଵାବଧାନରେ…

୩ଭାରତୀୟଙ୍କୁ ଅପହରଣ କଲେ ଆତଙ୍କବାଦୀ; ସୁରକ୍ଷିତ ମୁକ୍ତି ପାଇଁ ଭାରତ ସରକାରଙ୍କ ପ୍ରୟାସ ଆରମ୍ଭ

ନୂଆଦିଲ୍ଲୀ:ପଶ୍ଚିମ ଆଫ୍ରିକୀୟ ଦେଶ ମାଲିର ବିଭିନ୍ନ ସ୍ଥାନରେ ଅଲକାଏଦା ସହ ଜଡିତ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ଆକ୍ରମଣ ହୋଇଛି । ଏହି ସମୟରେ ତିନି ଜଣ ଭାରତୀୟଙ୍କୁ ସେମାନେ ଅପହରଣ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଗୁରୁବାର ଦିନ ଅଧିକାରୀମାନେ ଏହା ନିଶ୍ଚିତ କରିଛନ୍ତି। ତେବେ ଏହା ଉପରେ…

ଏଆଇ ଟୁଲ୍ ଉପରେ ନିଜେ ଭରସା କରିପାରୁନାହାନ୍ତି ସିଇଓ ଅଲ୍ଟମ୍ୟାନ୍: ବ୍ୟବହାରକାରୀଙ୍କୁ ଦେଲେ ଏହି ଉପଦେଶ…

ନୂଆଦିଲ୍ଲୀ: ଓପନ ଏଆଇର ଚାର୍ଟ ଜିପିଟି ଲଞ୍ଚ ହେବା ପରଠାରୁ, ଏହି ଏଆଇ ଟୁଲ୍ ବହୁ ଚର୍ଚ୍ଚାରେ ରହିଛି । ଗତ କିଛି ମାସ ଧରି, ଘିବିଲି ଟ୍ରେଣ୍ଡ ଠାରୁ ଆରମ୍ଭ କରି ଅଫିସିଆଲ ଟୁଲ୍ ଯାଏଁ ଚାର୍ଟ ଜିପିଟି ବହୁତ ଶିରୋନାମା ସୃଷ୍ଟି କରିଛି । ସାରା ବିଶ୍ୱରେ ଲୋକମାନେ ଏହି ଏଆଇ ଟୁଲ୍ ବ୍ୟବହାର…

ପାକିସ୍ତାନ ନୁହେଁ ଏଇ ଦେଶ ବଢାଇଲାଣି ଚିନ୍ତା !

ନୂଆଦିଲ୍ଲୀ: ତିସ୍ତା ନଦୀ ବିବାଦ, ସିଲିଗୁଡି କରିଡର ହେଉ କି ଚୀନ୍, ପାକିସ୍ତାନ ସହ ବନ୍ଧୁତା । ଭାରତ ପାଇଁ ଚିନ୍ତାର କାରଣ ହେଲାଣି ପଡୋଶୀ ବାଂଲାଦେଶ । ଗତ ବର୍ଷେ ଭିତରେ ବାଂଲାଦେଶ ଭାରତ ପାଇଁ ଏତେ ଅଡୁଆ ସୃଷ୍ଟି କରିଛି ଯାହା ୧୦ବର୍ଷ ଭିତରେ କେବେ ହୋଇନଥିଲା । ଭାରତର ଶତ୍ରୁଙ୍କ ସହ…

କାହିଁକି ଗାଜା ପ୍ରସ୍ତାବରେ ରାଜି ହେବାକୁ ପ୍ରସ୍ତୁତ ଇସ୍ରାଏଲ?, ହମାସ ଏବେବି କରୁଛି ବିଚାର….

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ପରେ, ସମସ୍ତଙ୍କ ନଜର ଗାଜାରେ ଯୁଦ୍ଧବିରତି ଉପରେ ରହିଛି। ଏହାକୁ ନେଇ ବଡ ସଙ୍କେତ ଦେଇଛି ଇସ୍ରାଏଲ ।  ଆମେରିକୀୟ ଖବରକାଗଜ 'ଦି ନ୍ୟୁୟର୍କ ଟାଇମ୍ସ' ସୂତ୍ରକୁ ଉଦ୍ଧୃତ କରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗାଜାରେ ଏକ ସମ୍ଭାବ୍ୟ…

କ’ଣ କରିବ ୟୁକ୍ରେନ୍?…ଏପଟେ ରୁଷର ଆକ୍ରମଣ ତୀବ୍ର ହେଉଛି, ସେପଟେ ହାତ ଛାଡିଲାଣି ଆମେରିକା…

ନୂଆଦିଲ୍ଲୀ: ନୂଆ ମୋଡ ନେଲାଣି ରୁଷ- ୟୁକ୍ରେନ୍ ଯୁଦ୍ଧ…ଗୋଟେ ପଟେ ପୁଟିନଙ୍କ କଡା ଆକ୍ରମଣ ୟୁକ୍ରେନଙ୍କୁ ଥରହର କରିଥିବା ବେଳେ ଏବେ ଆମେରିକା ଠାରୁ ୟୁକ୍ରେନକୁ ମିଳିଛି ବଡ ଝଟକା । ଆମେରିକାରୁ ଏପରି ଏକ ଖବର ଆସିଛି, ଯାହା ପୁଟିନଙ୍କୁ ଖୁସି କରିଛି। ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ…

କୁଆଡେ ଗଲା ଆମେରିକାର ବି-୨ ବମ୍ବର?

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ବନ୍ଦ ରହିଛି। ଏହାର ବଡ଼ କାରଣ ହେଉଛି ଇରାନ ଉପରେ ଆମେରିକୀୟ ବୋମାବର୍ଷୀ ବିମାନ ଆକ୍ରମଣ । ଯାହା ପରେ ଯୁଦ୍ଧବିରତି ହୋଇଥିଲା । ଆମେରିକା ଯେଉଁ ଲଢ଼ୁଆ ବିମାନ ସାହାଯ୍ୟରେ ଇରାନ ଉପରେ ଆକ୍ରମଣ କରିଥିଲା, ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବି-୨…