Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

Spying For Pakistan: ପାକ୍ ଗୁପ୍ତଚରଙ୍କୁ ଗୋପନୀୟ ତଥ୍ୟ ପଠାଉଥିବା ଅଭିଯୋଗରେ ଅବସରପ୍ରାପ୍ତ IAF ଅଧିକାରୀ ଗିରଫ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି  ଆସାମ ପୋଲିସ । ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ପାକିସ୍ତାନୀ ଗୁପ୍ତଚର ନେଟୱାର୍କ ସହିତ ଲିଙ୍କ୍ ଥିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ ଜଣକ ତେଜପୁରର ପଟିଆ ଅଞ୍ଚଳର ବାସିନ୍ଦା କୁଲେନ୍ଦ୍ର…

ଆପଣଙ୍କ ଶରୀରରେ ରହିଛିକି ଭିଟାମିନ ଡି ଅଭାବ: ସାବଧାନ! ମନକୁ ଆସିପାରେ ଆତ୍ମତ୍ୟା କରିବାର ଚିନ୍ତା…

ନୂଆଦିଲ୍ଲୀ: ଯେତେବେଳେ ଜଣେ ସବୁ ପ୍ରକାର ଆଶା ଛାଡ଼ି ଦେଇଥାଏ, ସେ ଆତ୍ମହତ୍ୟା ଶେଷ ବାଟ ବାଛି ନେଇଥାଏ । ସେ ଭାବି ନେଇଥାଏ ଯେ ଆତ୍ମହତ୍ୟାକୁ ଏକମାତ୍ର ସମାଧାନ । ହେଲେ ଆପଣ ଜାଣନ୍ତି କି ମଣିଷ ମସ୍ତିଷ୍କ, ଯାହାକୁ ପୃଥିବୀର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ଏବଂ କମ୍ପ୍ୟୁଟରଠାରୁ ଦ୍ରୁତ ବୋଲି…

ନିଜ ଦେହର ମାଂସ ଖାଇଗଲେ କଏଦୀ ! ଛାତିଥରା ଘଟଣା

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ପ୍ରକାରର ପରୀକ୍ଷଣ ବା ଏକ୍ସପେରିମେଣ୍ଟ କରାଯାଏ। କେତେକ ପରୀକ୍ଷଣ ବିଷୟରେ ସମସ୍ତେ ଜାଣିଥାଆନ୍ତି, ଆଉ କିଛି ଗୋପନୀୟ ଭାବେ କରାଯାଇଥାଏ।ଯାହା ସାଧାରଣରେ ପ୍ରକାଶ ପାଏ ନାହିଁ। କୁହାଯାଏ ଯେ ୧୯୪୦ ଦଶକରେ ଏପରି ଏକ ପରୀକ୍ଷଣ ହୋଇଥିଲା, ଯାହା…

ଆପଣଙ୍କ ପାସୱାର୍ଡ ଆଉ ଜଣଙ୍କ ପାଖରେ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ପାସୱାର୍ଡ ହେଉଛି ଆମର ଅନଲାଇନ ସୁରକ୍ଷାର ପ୍ରଥମ ପ୍ରାଚୀର। କିନ୍ତୁ ଯଦି ଏହି ପ୍ରାଚୀର ଦୁର୍ବଳ ହୋଇଯାଏ, ତେବେ ହ୍ୟାକରମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ବିବରଣୀ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ଆକ୍ସେସ କରିପାରନ୍ତି। ଏବେ ଆମେ ଆପଣଙ୍କୁ ଜଣାଇବୁ…

Maoists surrender: ୨ ହାର୍ଡକୋର ନକ୍ସଲଙ୍କ ଆତ୍ମସମର୍ପଣ;୨୦ବର୍ଷ ଧରି ସଂଗଠନରେ ଥିଲେ ସକ୍ରିୟ

ରାୟପୁର: ଛତିଶଗଡ଼ରେ ନକ୍ସଲମାନେ କ୍ରମାଗତଭାବେ ଆତ୍ମସମର୍ପଣ କରୁଛନ୍ତି। ଶନିବାର ଦିନ ଗରିଆବନ୍ଦରେ ଜଣେ ମହିଳା ଏବଂ ଜଣେ ପୁରୁଷ ସମେତ ଦୁଇଜଣ ନକ୍ସଲ ଆତ୍ମସମର୍ପଣ କରି ମୁଖ୍ୟସ୍ରୋତକୁ ଫେରିଛନ୍ତି । ଉଭୟ ନକ୍ସଲଙ୍କ ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଉଭୟ ୨୦ ବର୍ଷରୁ ଅଧିକ ସମୟ…

ISIର ଟାର୍ଗେଟରେ ଅଛନ୍ତି କି ଶିବରାଜ ସିଂହ ଚୌହାନ? ବଢ଼ାଇ ଦିଆଯାଇଛି ମନ୍ତ୍ରୀଙ୍କ ସୁରକ୍ଷା

ନୂଆଦିଲ୍ଲୀ: ISIର ଟାର୍ଗେଟରେ ଅଛନ୍ତି କି ଶିବରାଜ ସିଂହ ଚୌହାନ?  କାରଣ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ଗୃହ ମନ୍ତ୍ରଣାଳୟର ସୂଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏମପି ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି ଯେ…

ଜାନୁଆରୀ ୬ ରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେବେ ଡିକେ ଶିବକୁମାର: କଂଗ୍ରେସ ବିଧାୟକଙ୍କ ବଡ଼ ଦାବି

ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ସରକାର ଭିତରେ କ୍ଷମତା ସଂଘର୍ଷର ପରିବର୍ତ୍ତନ ଚର୍ଚ୍ଚା ରାଜନୈତିକ ପାରା ବଢ଼ାଇ ଦେଇଛି। ଏହି ସମୟରେ ପୁଣି ଏକ ବୟାନ ସାମ୍ନାକୁ ଆସିଛି। ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ନେଇ ଏମିତି ଏକ ବୟାନ ଆସିଛି ଯାହା ପୂରା ବିବାଦକୁ ନୂଆ ମୋଡ଼ ଦେଇଛି।…

ନାଗରିକତା ଛାଡୁଛନ୍ତି ଭାରତୀୟ, ଗତ ପାଞ୍ଚ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ବୃଦ୍ଧି

ନୂଆଦିଲ୍ଲୀ: ଦେଶ ଛାଡି ବିଦେଶ ପଳାଉଛନ୍ତି ଭାରତୀୟ। ଏହା ସହ ସେମାନେ ସେହି ଦେଶର ନାଗରିକତା ପାଇ ଭାରତର ନାଗରିକତା ଛାଡି ଦେଉଛନ୍ତି। ପ୍ରତିବର୍ଷ ବିଦେଶରେ ବସବାସ କରୁଥିବା ଭାରତୀୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରତିବର୍ଷ ୨ ଲକ୍ଷ ଭାରତୀୟ ବିଦେଶରେ ବସବାସ କରୁଛନ୍ତି ଏବଂ ଭାରତୀୟ ନାଗରିକତା…

ମେସିଙ୍କୁ ଦେଖିବା ପାଇଁ ହଙ୍ଗାମା; ଷ୍ଟାଡିୟମ୍ ଭାଙ୍ଗିଲେ ଉତ୍ତେଜିତ ଫ୍ୟାନ୍ସ

କୋଲକାତା: ଲିଓନେଲ୍ ମେସିଙ୍କ କୋଲକାତା ଗସ୍ତ ସମୟରେ ଏପରି କିଛି ଘଟିଛି ଯାହାକି ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଥିଲା। ତେବେ ମେସିଙ୍କ ଉପସ୍ଥିତି ସମୟରେ ସଲ୍ଟ ଲେକ୍‌ର ବିବେକାନନ୍ଦ ଯୁବ ଭାରତୀ ଷ୍ଟାଡିୟମ୍ ଭିତରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସହ ବିଶୃଙ୍ଖଳା ଏବଂ ହଙ୍ଗାମା ସୃଷ୍ଟି…

୧୨ ହଜାର ଟଙ୍କା ଦେଇ କିଣିଥିଲେ ଟିକେଟ୍, ପାଇଲେନି ମେସିଙ୍କ ଝଲକ: ତାତିଗଲେ ପ୍ରଶଂସକ

କୋଲକାତା: ବିଶ୍ୱ ପ୍ରସିଦ୍ଧ ଆର୍ଜେଣ୍ଟିନା ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସି ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତର ପ୍ରଥମ ଦିନରେ, ସେ କୋଲକାତାରେ ଏକ ୭୦ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିକୁ ଭର୍ଚୁଆଲ୍ ଭାବରେ ଉଦଘାଟନ କରିଥିଲେ। ତା’ପରେ ସେ କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ୍…