Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେମିତି ହୋଇଥିଲା ସେହି ବିପଜ୍ଜନକ ଅପରେସନ୍? ଦେଶବାସୀଙ୍କୁ ବିଜୁ ବାବୁଙ୍କ ବୀରତ୍ୱର କାହାଣୀ ଶୁଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାହସିକତାର କାହାଣୀ ପୁଣି ଥରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବିଶେଷ କାର୍ଯ୍ୟକ୍ରମରେ ବିଜୁ ବାବୁଙ୍କ ସେହି ଐତିହାସିକ…

ୱାୟନାଡ୍‌ରେ ଭୂସ୍ଖଳନ; ୩ ମୃତ, ୧୦ରୁ ଉର୍ଦ୍ଧ୍ୱ ଗୁରୁତର

ୱାୟନାଡ଼: କେରଳମରେ ପୁଣି ରଚିଲା ପ୍ରକୃତିର ତାଣ୍ଡବ। ମଙ୍ଗଳବାର ଦିନ କେରଳର ୱାୟନାଡ ଜିଲ୍ଲାର ମେପାଡି ନିକଟ କଲାଡି ମୀନାକ୍ଷୀ ବ୍ରିଜ୍‌ ନିକଟରେ ବଡ଼ ଧରଣର ଭୂସ୍ଖଳନ ହୋଇଛି। ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଅନେକ ଲୋକ ଭଗ୍ନାବଶେଷ…

ଅଙ୍ଗଦାନ କରି ଅମର ୭ ବର୍ଷୀୟ ବାଳକ: ଛୋଟ ପିଲା ଦାନ କରିପାରିବେ କି ଅଙ୍ଗ, କ’ଣ ରହିଛି ପ୍ରକ୍ରିୟା ?

ଚେନ୍ନାଇ: ବାପା ମାଆଙ୍କ କୋଳରେ ଖେଳୁଥିଲା। ଦୁଷ୍ଟାମୀ କରୁଥିଲା। ଅଳି ଅଝଟ କରୁଥିଲା। ଭଲ ପାଠ ପଢାଇବାକୁ ନେଇ ବାପା ମାଆ ମଧ୍ୟ ସ୍ୱପ୍ନ ଦେଖିବା ଆରମ୍ଭ କରିଥିଲେ। ମାତ୍ର ଅଧାରେ ରହିଗଲା ବାପା ମାଆଙ୍କ ସ୍ୱପ୍ନ। ଆଖି ବୁଜିଦେଲା ୭ ବର୍ଷର ନିଷ୍ପାପ ଶିଶୁ ଲୋକିନେନି ଯଶୱନ। ଏକ ସଡ଼କ…

କେରଳରେ ପ୍ରକୃତିର ତାଣ୍ଡବ: ପାହାଡ଼ ତଳେ ଫସିଛି ଅନେକ ଜୀବନ, ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା!

ୱାୟାନାଡ: କେରଳର ସବୁଜ ସୁନ୍ଦର ଜିଲ୍ଲା ୱାୟାନାଡରେ ଏକ ବଡ଼ ଧରଣର ପ୍ରାକୃତିକ ବିପର୍ଯ୍ୟୟ। ନିର୍ମାଣକାମ ଚାଲିଥିବା ବେଳେ ଏକ ବୃହତ୍ ସୁଡ଼ଙ୍ଗ ପ୍ରକଳ୍ପ ନିକଟରେ ହଠାତ୍ ପାହାଡ଼ରୁ ମାଟି ଅତଡ଼ା ଖସିବା ଫଳରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଏହି…

116-Year-Old Devotee: ୧୧୬ ବର୍ଷ ବୟସରେ ୯ କିମି ପାଦରେ ଚାଲି ତିରୁମାଲା ପହଞ୍ଚିଲେ ନବନୀତାମ୍ମା, ଭକ୍ତି ଦେଖି VIP…

ଚେନ୍ନାଇ: ଭକ୍ତିର କୌଣସି ବୟସ ନଥାଏ। ଏହାକୁ ସତ ପ୍ରମାଣ କରିଛନ୍ତି ୧୧୬ ବର୍ଷୀୟା ବୃଦ୍ଧା ନବନୀତାମ୍ମା। ପରିବାରର ଦାବି ଅନୁସାରେ, ସେ ୧୧୬ ବର୍ଷ ବୟସରେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ଶ୍ରୀ ବେଙ୍କଟେଶ୍ୱର ମନ୍ଦିରକୁ ଯିବା ପାଇଁ ପ୍ରାୟ ୯ କିଲୋମିଟର ଲମ୍ବା ଅଲିପିରି ପାଦଯାତ୍ରା…

ଇ-୨୦ ପେଟ୍ରୋଲକୁ ନେଇ ଅନ୍ତର୍ଜାତୀୟ ଟଣାଓଟରା: ଭାରତର ଦାବିର ‘ପ୍ରମାଣ’ ଖୋଲିଲେ ଭୁଟାନର ସାମ୍ବାଦିକ,…

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ଇ-୨୦ (E20) ପେଟ୍ରୋଲକୁ ନେଇ ଚର୍ଚ୍ଚା ଜୋର ଧରିଛି। ପରିବେଶ ସୁରକ୍ଷା ଓ ଅଶୋଧିତ ତୈଳ ଉପରେ ନିର୍ଭରଶୀଳତା କମାଇବା ପାଇଁ ଭାରତ ସରକାର ଏହି ଇଥାନଲ ମିଶ୍ରିତ ଇନ୍ଧନକୁ ପ୍ରୋତ୍ସାହନ ଦେଉଛନ୍ତି। ମାତ୍ର ଏବେ ଏହାକୁ ନେଇ ଏକ ଅନ୍ତର୍ଜାତୀୟ ଟଣାଓଟରା ଆରମ୍ଭ…

Rare Earth War: ଚୀନ ଖଣିରେ ଆମେରିକାର ସର୍ଜିକାଲ୍ ସ୍ଟ୍ରାଇକ୍!

ନୂଆଦିଲ୍ଲୀ: ଚୀନର ଗର୍ବ ଭାଙ୍ଗିବ ଆମେରିକା? ମାଷ୍ଟରପ୍ଲାନ୍ ପ୍ରସ୍ତୁତିରେ ରାଷ୍ଟ୍ରପତି ଟ୍ରମ୍ପ! ଦୁନିଆର ଦୁଇ ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଓ ପ୍ରଯୁକ୍ତି ଯୁଦ୍ଧ ଏବେ ନୂଆ ପର୍ଯ୍ୟାୟକୁ ପହଞ୍ଚିଛି। ଏଥର ଟାର୍ଗେଟ୍ ହେଉଛି ଚୀନର ସବୁଠୁ ବଡ଼ ଶକ୍ତି, ରେୟାର ଆର୍ଥ…

Ahmedabad serial blasts: ୫୬ ମୃତ, ୨୦୦ ଆହତ…୧୮ ବର୍ଷର ବେଦନା…ଅହମଦାବାଦ ସିରିଜ୍ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ…

ଅହମ୍ମଦାବାଦ: ୨୦୦୮ ମସିହାର ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଗୁଜରାଟ ହାଇକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି। ହାଇକୋର୍ଟ ୨୦୨୨ରେ ସ୍ୱତନ୍ତ୍ର ଅଦାଲତ ଦେଇଥିବା ରାୟକୁ କାଏମ ରଖି ୩୮ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡ ଏବଂ ୧୧ ଜଣଙ୍କ ଆଜୀବନ କାରାଦଣ୍ଡକୁ ବଳବତ୍ତର ରଖିଛନ୍ତି।…

ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ ମେଟାକୁ ନୋଟିସ୍‌, ୩ ଦିନରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହ୍ୱାଟସଆପ୍‌କୁ ଏହାର ପ୍ରସ୍ତାବିତ ୟୁଜରନେମ୍ ଫିଚର ସମ୍ପର୍କରେ ଏକ ନୋଟିସ୍‌ର ଉତ୍ତର ଦେବା ପାଇଁ ଆଉ ତିନି ଦିନ ସମୟ ଦେଇଛନ୍ତି। କମ୍ପାନୀ ମେଟା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଆଲୋଚନା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହା ଭାରତରେ ଏହି ଫିଚର୍‌ ଆରମ୍ଭ…

Mobile Flashlight Driving: ମୋବାଇଲ୍ ଫ୍ଲାସଲାଇଟ୍ ଭରସାରେ ରାତିରେ ଚାଲିଲା ସରକାରୀ ବସ୍, ଭିଡିଓ ଭାଇରାଲ୍ ପରେ…

କାଲବୁରାଗି: କର୍ଣ୍ଣାଟକର କାଲବୁରାଗି ଜିଲ୍ଲାରୁ ସାମ୍ନାକୁ ଆସିଛି ଯାତ୍ରୀ ସୁରକ୍ଷାକୁ ନେଇ ଏକ ଚିନ୍ତାଜନକ ଘଟଣା। ସରକାରୀ ବସ୍‌ର ହେଡଲାଇଟ୍ ଅଚାନକ ଖରାପ ହୋଇଯିବା ପରେ ଯାତ୍ରା ବନ୍ଦ କରିବା କିମ୍ବା ବିକଳ୍ପ ବ୍ୟବସ୍ଥା କରିବା ପରିବର୍ତ୍ତେ, ଡ୍ରାଇଭର ମୋବାଇଲ୍ ଫୋନ୍‌ର ଫ୍ଲାସଲାଇଟ୍…