Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇସ୍ରାଏଲ୍ ସହ ଲଢେଇରେ ଇରାନର ବାଜିମାତ୍ !

ନୂଆଦିଲ୍ଲୀ: ଇତିହାସର ସବୁଠୁ ବଡ଼ ସେନା ସଂକଟର ସାମନା କରୁଛି ଇରାନ । ହେଲେ ଗତ ସପ୍ତାହେ ହେଲା ଦେଶର ସୁପ୍ରିମ ଲିଡର ଅୟାତୁଲ୍ଲା ଖୋମେନେଇଙ୍କୁ ସାର୍ବଜନୀନ ଭାବେ ଦେଖିବାକୁ ମିଳିନଥିଲା। ୮୬ବର୍ଷୀୟ ଖୋମେନେଇଙ୍କ ନିରବତା ସାରା ଦେଶରେ ଚିନ୍ତା, ଆକଳନ ଓ ଅନିଶ୍ଚିତତା ବଢାଇଥିଲା । ଇରାନର ତିନି…

ପିଲାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ମନ୍ଦିରକୁ ଦାନ କରିଦେଲେ ୪ କୋଟିର ସମ୍ପତ୍ତି….

ଚେନ୍ନାଇ: ଆଜିକାଲି ବୃଦ୍ଧ ବାପାମାଙ୍କୁ ହଇରାଣ କରିବା, ସେମାନଙ୍କୁ ନପଚାରିବା ବୋଧେ ଟ୍ରେଣ୍ଡ ଚାଲିଛି । ପ୍ରତିଦିନ ଏହାର ଝଲକ ଦେଶର କୋଣଅନୁକୋଣରୁ ସାମ୍ନାକୁ ଆସିଥାଏ । ଯାହା ମର୍ମାହତ କରିଥାଏ । ଏଥିରେ ଅତିଷ୍ଠ ହୋଇ ପିତାମାତା ଘର ଛାଡି ଚାଲିଯାଆନ୍ତି, ନହେଲେ ସେମାନଙ୍କୁ…

ଭାରତର ନୌସେନାରେ ଚାକିରୀ…ପାକିସ୍ତାନୀ ସ୍ପାଏ: ଦିଲ୍ଲୀରେ ବସି ପାକକୁ ଦେଉଥିଲା ଅପରେସନ ସିନ୍ଦୂରର ଡିଟେଲ୍…..

ନୂଆଦିଲ୍ଲୀ: ୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହି ଅଭିଯାନ ଅନ୍ତର୍ଗତ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା। ଗୋଟିଏ ପଟେ ଭାରତୀୟ ସୈନିକମାନେ…

ଧରାପଡ଼ିଲା ଗୁଗୁଲର ଚାଲାକି, ୟୁଜର୍ସଙ୍କ YouTube ଭିଡିଓ ଦେଖାଇ AIକୁ ଦେଉଛି ଟ୍ରେନିଂ

ନୂଆଦିଲ୍ଲୀ: ଗୁଗୁଲ ପୁଣି ଥରେ ଖବରର ଚର୍ଚ୍ଚାକୁ ଆସିଛି । ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲ ତା’ର ନୂଆ ଜେମିନି ଏଆଇ ଏବଂ ଭିଓ ୩ (Veo 3) ଭିଡିଓ ଜେନେରେସନ ମଡେଲକୁ ଟ୍ରେନିଂ ଦେବା ପାଇଁ ୟୁଟ୍ୟୁବ କ୍ରିଏଟରଙ୍କ ଅନୁମତି ବିନା ସେମାନଙ୍କ ଚ୍ୟାନେଲରେ ଅପଲୋଡ ହୋଇଥିବା ଭିଡିଓଗୁଡ଼ିକୁ ବ୍ୟବହାର…

ଭାଙ୍ଗିଗଲା କି ଇରାନର ପରମାଣୁ ସ୍ବପ୍ନ?

ନୂଆଦିଲ୍ଲୀ: ଇରାନ ଇସ୍ରାଏଲ ଯୁଦ୍ଧରେ ବିରାମ ପଡିଛି । ୧୨ ଦିନର ସଂଘର୍ଷ ପରେ ମଧ୍ୟପ୍ରାଚ୍ୟ ଏବେ ଶାନ୍ତ ପଡିଛି । ତେବେ ଏହି ପୂରା ସଂଘର୍ଷର ମୂଳ କାରଣ ଥିଲା ପରମାଣୁ ଅସ୍ତ୍ର । ଇରାନକୁ ପରମାଣୁ ଅସ୍ତ୍ର ଦେଶ ଭାବରେ ପରିଗଣିତ ହେବାକୁ ରୋକିବାକୁ ଯାଇ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ସୃଷ୍ଟି…

Jio, Airtel ୟୁଜର୍ସ ଫ୍ରିରେ ଦେଖିପାରିବେ Panchayat Season 4, ଦରକାର ପଡ଼ିବନି Amazon Prime ମେମ୍ବରଶିପ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷା ପରେ, ଲୋକପ୍ରିୟ ସିରିଜ ପଞ୍ଚାୟତ ସିଜନ ୪ ଆମାଜନ ପ୍ରାଇମରେ ଲଞ୍ଚ ହୋଇଛି। ଯଦି ଆପଣ ଏହି ଦମଦାର ସିରିଜକୁ ଦେଖିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆମାଜନ ପ୍ରାଇମର ମେମ୍ବରଶିପ ନେବାକୁ ପଡ଼ିବ। ଅର୍ଥାତ୍, ଏଥିପାଇଁ ଆପଣଙ୍କୁ କିଛି ଟଙ୍କା ଖର୍ଚ୍ଚ କରିବାକୁ…

ପାଣିରେ ହଳଦୀ ଟ୍ରେଣ୍ଡ କରୁଥିଲେ; ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଏକ ନୂଆ ଟ୍ରେଣ୍ଡ ଚାଲିଛି। ଯେଉଁଥିରେ ଲୋକମାନେ ଅନ୍ଧାରରେ ପାଣିରେ ହଳଦୀ ମିଶାଇ ଭିଡିଓ ଏବଂ ରିଲ୍ସ ତିଆରି କରି ଏହାକୁ ସୋସିଆଲ ମିଡିଆ ରେ ଛାଡୁଛନ୍ତି। ଯଦିଓ ଲୋକମାନେ ଏହାକୁ ଏକ ମନୋରଞ୍ଜନ ଭାବରେ ଆପଣେଇଛନ୍ତି କିନ୍ତୁ ଜ୍ୟୋତିଷ ଏହାକୁ ନକାରାତ୍ମକ…

ପୁଣି ନିଜ ପ୍ରଶଂସାରେ ଶତମୁଖ ହେଲେ ଟ୍ରମ୍ପ: ଇରାନ ଉପରେ ଆକ୍ରମଣକୁ ହିରୋସିମା, ନାଗାସାକି ସହ କଲେ ତୁଳନା….

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ହୋଇଛି। ଆଉ ପୁଣି ଥରେ ଏହାକୁ ନେଇ ନିଜ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ । ଇରାନ ଏବଂ ଇସ୍ରାଏଲ ଯୁଦ୍ଧବିରତିର ଶ୍ରେୟ ନିଜକୁ ଦେଇ, ଇରାନ ଉପରେ ଆମେରିକାର ଆକ୍ରମଣ କେତେ ଯେ ଶକ୍ତିଶାଳୀ ଥିଲା ତାକୁ…

ଅଳକନନ୍ଦାରେ ବୁଡିଗଲା ବଦ୍ରିନାଥ ଯାଉଥିବା ଯାତ୍ରୀଭରା ବସ୍: ୨ମୃତ, ୧୦ ନିଖୋଜ

ରୁଦ୍ରପ୍ରୟାଗ: ସକାଳୁ ସକାଳୁ ଉତ୍ତରାଖଣ୍ଡରେ ବଡ ଦୁର୍ଘଟଣା । ଆଜି ସକାଳେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାର ଘୋଲଥିରଠାରେ ଏକ ଯାତ୍ରୀବାହୀ ସମ୍ପୂର୍ଣ୍ଣ ବସ୍ ଅଳକନନ୍ଦା ନଦୀରେ ବୁଡ଼ି ଯାଇଛି । ଫଳରେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଦୁର୍ଘଟଣାରେ ୨ ଜଣଙ୍କର…

ହିମାଚଳପ୍ରଦେଶରେ ବାଦଲଫଟା ବର୍ଷା :ଭାସିଗଲେ ୨୦ଶ୍ରମିକ

ହିମାଚଳପ୍ରଦେଶ: ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା  । ୨୫ ଜୁନରେ ପ୍ରବଳ ବର୍ଷା ପରେ ଧର୍ମଶାଳା ନିକଟସ୍ଥ ଖାନିଆରାର ମାନୁନି ଖଡ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ମାନୁନି ଖଡ୍ଡରେ ଜଳ ପ୍ରକଳ୍ପରେ କାମ କରୁଥିବା ୧୫ରୁ ୨୦ ଜଣ ଶ୍ରମିକ ଭାସି ଯାଇଥିବା ଆଶଙ୍କା କରାଯାଉଛି ।…